• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ajab Gajab

Man dances with skeleton showing superb control on its steps
Viral Video: କଙ୍କାଳ ସହ ନାଚୁଛନ୍ତି ବୃଦ୍ଧ ! ଅଣ୍ଟା ସହ ଅଣ୍ଟା ହଲାଉଛନ୍ତି, ଦେଉଛନ୍ତି ଚୁମ୍ବନ

କିଛି ଲୋକ ନିଜକୁ ଏପରି ଭାବରେ ମେକ୍‌ଅପ୍ କରନ୍ତି ଯେ ଏହା ଦେଖାଯାଏ ଯେ ଏହା କଙ୍କାଳ ରୂପରେ ମଣିଷ ନୁହେଁ ବରଂ ମଣିଷ ରୂପରେ ଏକ କଙ୍କାଳ। ଏହି ପ୍ରକାରର ଭ୍ରମ ପୋଷାକ ଏବଂ ମେକ୍‌ଅପ୍ ସାହାଯ୍ୟରେ ସୃଷ୍ଟି କରାଯାଏ। କିନ୍ତୁ ଏହି ଭିଡିଓରେ, ଜଣେ ବ୍ୟକ୍ତି ଏକ କଙ୍କାଳ ସହିତ ନାଚୁଥିବାର ଦେଖାଯାଏ।

Baba Vanga terrifying prediction
Baba Vanga Prediction: ଭୟଙ୍କର ଭବିଷ୍ୟବାଣୀ; ଆସିବ ସାଂଘାତିକ ଭାଇରସ୍, ଯୁବକଙ୍କୁ କରିଦେବ ବୁଢା !

ବାବା ଭେଙ୍ଗାଙ୍କ ଅନୁସାରେ, ଏକ ମାରାତ୍ମକ ଭାଇରସ୍‌ ପୃଥିବୀକୁ ଆସିବ, ଯାହା ମଣିଷର ବୟସକୁ ଦ୍ରୁତ ଗତିରେ ବୃଦ୍ଧି କରିବ। ଏହି ଭାଇରସ୍‌ ଶରୀରକୁ ଅସ୍ୱାଭାବିକ ଭାବରେ ଦ୍ରୁତ ଗତିରେ ବୟସ୍କ କରିଦେବ। ତାଣ୍ଡବ ରଚିବ ପାଖାପାଖି ୧୦ ବର୍ଷ।

Baba Vanga shocking prediction hunger will end from world
Baba Vanga Prediction: ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ; ବଦଳିଯିବ ବିଶ୍ୱ… ଆଉ ମାତ୍ର ଏତିକି ଦିନ

୨୦୨୮କୁ ନେଇ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଯଦି ସତ ହୁଏ ତେବେ ସମଗ୍ର ବିଶ୍ୱର ରୂପ ବଦଳାଇ ଦେଇପାରେ। ସେ ୨୦୨୮ ବର୍ଷ ପାଇଁ ତିନୋଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଥିଲେ।

Mysterious blood rain turns Iranian beach
Viral Video: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ

ଏଠାରେ ‘ରକ୍ତ ବର୍ଷା’ ହେବା ଦେଖିବାକୁ ମିଳୁଛି। ଲାଲ୍ ରଙ୍ଗର ପାଣି ସୁଅ ଭଳି ମାଡି ଆସୁଛି ଆଉ ସମୁଦ୍ରରେ ମିଶିଯାଉଛି। ଏହି ଅଜବ ଏବଂ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

5 year old girl travels with pythons in suitcase
Viral Video: ସୁଟ୍‌କେସ୍ ଖୋଲିଲା; ଭିତରୁ ବାହାରିଲା ୫ ବର୍ଷର ଝିଅ ଆଉ ଅଜଗର

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଘରେ ସାପ ଏବଂ ଅଜଗରକୁ ପାଳିତ ପଶୁ ଭାବରେ ରଖନ୍ତି ଏବଂ ସେମାନଙ୍କ ସହିତ ଏପରି ରୁହନ୍ତି ଯେପରି ସେମାନେ ତାଙ୍କ ପରିବାରର ସଦସ୍ୟ। ଏପରି ପରିସ୍ଥିତିରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

Worlds lowest car has no wheels and seats
Worlds Lowest Car: ଦୁନିଆର ସବୁଠାରୁ ଛୋଟ କାର୍; ଚକ ନାହିଁ କି ସିଟ୍ ନାହିଁ, ଚାଲୁଛି ଘା‍ଇଁ ଘାଇଁ

ଏବେ ଏକ ଅନନ୍ୟ କାର୍‌ର ଭିଡିଓ ଭାଇରାଲ ହେଉଛି, ଯାହାକୁ "ବାନାନା ପିଲ୍ କାର"(କଦଳୀର ଚୋପା) ବୋଲି କୁହାଯାଉଛି । ଏହାକୁ ବିଶ୍ୱର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ କାର୍‌ ବୋଲି କୁହାଯାଉଛି । ସବୁଠାରୁ ମଜାଦାର କଥା ହେଉଛି ଏହି ଯାନରେ କୌଣସି ସିଟ୍ ଏବଂ ଚକ ନାହିଁ ।

Indonesia 15 day temporary marriages trend
Temporary Marriages Trend: ଏଠାରେ ହେଉଛି ୧୫ ଦିନିଆ ବିବାହ; ଯିଏ ଚାହିଁବ ସିଏ କରିବ

ଏଠାରେ ହେଉଛି କ୍ଷଣସ୍ଥାୟୀ ବିବାହ। ୧୫ ଦିନ ପାଇଁ ମିଳୁଛି ସ୍ତ୍ରୀ। ଏହାକୁ କୁହାଯାଉଛି ଆନନ୍ଦ ବିବାହ। ପର୍ଯ୍ୟଟକମାନେ ନେଉଛନ୍ତି ଲାଭ। ପାଲଟିଛି ଲାଭଜନକ ଶିଳ୍ପ।

Boy sets jeans on fire for instagram reel
Viral Video: ପ୍ୟାଣ୍ଟରେ ନିଆଁ ଲଗାଇ ନାଚୁଥିଲେ ଯୁବକ; ଭିଡିଓ ଦେଖନ୍ତୁ, ଯାହା ହେଲା ହସି ହସି ଗଡିବେ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଆପଣ ହସି ହସି ଗଡିବେ। ଏହି ଭାଇରାଲ ଭିଡିଓରେ, ଦେଖିବାକୁ ମିଳୁଛି ଯେ, ଏକ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା ପାଇଁ ପୁଅଟି ନିଜ ଜିନ୍ସରେ ନିଆଁ ଲଗାଇ ଏକ ଇଂରାଜୀ ଗୀତର ତାଳେ ତାଳେ ନାଚିବା ଆରମ୍ଭ କରନ୍ତି। ଆଉ ତା’ ପରେ…

Huge black anaconda seen in amazon forest
Viral Video: ପାଣିରେ ପହଁରୁଛି ବିଶାଳ ଆନାକୋଣ୍ଡା; ଭିଡିଓ ଦେଖି ଶ୍ୱାସ ଅଟକିଯିବ!

ଏବେ ଆମାଜନ ଜଙ୍ଗଲରେ ଆଉ ଏକ ବିଶାଳ ଆନାକୋଣ୍ଡା ଦେଖାଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଆମାଜନ ଜଙ୍ଗଲରେ ନିର୍ମିତ ଏକ କେନାଲରେ ହେଲିକପ୍ଟରରୁ ଏହି ବିଶାଳ କଳା ଆନାକୋଣ୍ଡାକୁ ଦେଖାଯାଉଛି।

Worlds strongest village how all are bouncers
Indias Strongest Village: ଭାରତର ସବୁଠାରୁ ଶକ୍ତିଶାଳୀ ଗାଁ'; ଏଠି ଘରେ ଘରେ ପହଲବାନ୍

ଦିଲ୍ଲୀର ଘରୋଇ ସୁରକ୍ଷା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଏହି ଗାଁକୁ 'ଭାରତର ସବୁଠାରୁ ଶକ୍ତିଶାଳୀ ଗାଁ'ର ଉପାଧି ଦିଆଯାଇଛି। ଯଦି ଆପଣ ଗୁଗୁଲରେ 'ଭାରତ କିମ୍ବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗ୍ରାମ' ସର୍ଚ୍ଚ କରନ୍ତି, ତେବେ ଫଳାଫଳରେ ଅସୋଲା-ଫତେହପୁର ବେରୀର ହିଁ ଲିଙ୍କ୍‌ ଦେଖାଯିବ।

Old man wears 6 gold watches
Viral Video: ଆଶ୍ଚର୍ଯ୍ୟ ! ଦୁଇ ହାତରେ ୬ଟା ଗୋଲ୍‌ଡେନ୍ ଘଣ୍ଟା, ପକେଟ୍‌ରେ ଡଜନେ ଗୋଲ୍‌ଡେନ୍ ପେନ୍

ସୋସିଆଲ୍ ମିଡିଆରେ ଆଶ୍ଚର୍ଯ୍ୟ କରୁଛି ଏକ ଭାଇରାଲ୍ ଭିଡିଓ। ଜଣେ ବୃଦ୍ଧଙ୍କ ହାତରେ ୬ଟା ଗୋଲ୍‌ଡେନ୍ ଘଣ୍ଟା ଆଉ ପକେଟ୍‌ରେ ଅଛି ୧୨ଟି ଗୋଲ୍‌ଡେନ୍ ପେନ୍। ଏହି ବୃଦ୍ଧ ବ୍ୟକ୍ତିଙ୍କୁ ବସ୍‌ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Car landed on tree people shocked to see this
Viral Video: ଗଛ ଉପରେ ଝୁଲୁଛି କାର୍; ଏହା କ’ଣ ଦୁର୍ଘଟଣା…

ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିବେ ଯେ ଏକ କାର୍‌ ଏପରି ସ୍ଥାନରେ ଝୁଲି ରହିଛି ଯେଉଁଠାରେ ଏହା ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

Woman Fell In Love With Electrician Gets Married
Viral Video: ଆସିଥିଲେ ଫ୍ୟାନ୍ ସଜାଡିବାକୁ; ହୋଇଗଲା ପ୍ରେମ, କରିଦେଲେ କନିଆଁ

ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି। ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍‌ ପ୍ରେମ କାହାଣୀ' ବୋଲି କହୁଛନ୍ତି।

Mason builds stunning cement bed with royal design
Viral Video: ଇଟା-ସିମେଣ୍ଟରେ ତିଆରି ହେଲା ଆଲିଶାନ୍ ବେଡ୍; ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଜଣେ ବ୍ୟକ୍ତି ସିମେଣ୍ଟ ଏବଂ ଇଟାରେ ଏପରି ଏକ ବେଡ୍ ତିଆରି କରିଛନ୍ତି ଯେ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମ, ଫେସ୍‌ବୁକ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ଖୁବ୍ ଜୋର୍ ଭାଇରାଲ୍ ହେଉଛି। ହଜାର ହଜାର ଲୋକ ଏହାକୁ ପସନ୍ଦ କରୁଛନ୍ତି ଏବଂ ଶେୟାର କରିଛନ୍ତି।

Crow mimics human speech bird says papa papa
Viral Video: ପ୍ରକୃତି ବଡ ବିଚିତ୍ର ! କାଉ କହୁଛି କଥା; ଡାକୁଛି ମମି-ପାପା-କାକା

ସମସ୍ତେ ଜାଣନ୍ତି ଶୁଆ, ଶାରୀ ଏବଂ ବଣି ପରି ପକ୍ଷୀମାନେ କଥା କୁହନ୍ତି। ଆପଣ କେବେ ଶୁଣିଛନ୍ତି କି କାଉ ବି କଥା କୁହେ? ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। ଏହି ଭିଡିଓକୁ ଦେଖନ୍ତୁ…

Injured monkey walks into medical store to get first aid
Viral Video: ମାଙ୍କଡର ହୋଇଗଲା ଖଣ୍ଡିଆ; ନିଜେ ନିଜେ ଆସିଲା ମେଡିସିନ୍ ଷ୍ଟୋର୍, ହେଲା ଚିକିତ୍ସା

ଏହି ଭାଇରାଲ୍ ଭିଡିଓରେ ଦେଖାଯାଏ ଯେ ଏକ ମାଙ୍କଡର ଖଣ୍ଡିଆ ହେବାରୁ ସେ ଗୋଟିଏ ଫାର୍ମାସୀକୁ ଆସିଛି ଆଉ ଏହାର କ୍ଷତ ପାଇଁ ଚିକିତ୍ସା ସହାୟତା ମାଗିଛି। ସୋସିଆଲ ମିଡିଆ ଅନୁଯାୟୀ ଏହି ଭାଇରାଲ ଭିଡିଓ ବାଂଲାଦେଶର ବୋଲି କୁହାଯାଉଛି।

The most unique holi celebration in india
Unique Holi: ହୋଲିର ଅଜବ ପରମ୍ପରା; ଏଠାରେ ପୁରୁଷ ପିନ୍ଧନ୍ତି ଶାଢି; ନିଜକୁ କରନ୍ତି ଶୃଙ୍ଗାର

ଭାରତର ଏହି ସ୍ଥାନରେ ସବୁଠାରୁ ନିଆରା ହୋଲି ପାଳନ ହୁଏ। ଏଠାରେ ପୁରୁଷମାନେ ମହିଳାଙ୍କ ପରି ଶାଢି ପିନ୍ଧନ୍ତି ଏବଂ ମେକଅପ୍ ନେଇ ହୋଲି ଖେଳନ୍ତି। ଏହି ପରମ୍ପରାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

24 year old young man stomach burst due to eating too much
Stomach Burst: ଏମିତି ଖାଇଲେ ଯେ ଫୁଲିଗଲା ପେଟ; ଶେଷରେ ଫାଟିଲା ଆଉ ମୃତ୍ୟୁ ହେଲା

ଜଣେ ବ୍ୟକ୍ତି ଖାଦ୍ୟ ଖାଇବାର ଭିଡିଓ କରି ଟିକ୍‌ଟକ୍‌ରେ ଶେୟାର କରୁଥିଲେ। ଅଧିକ ଖାଦ୍ୟ ଖାଇବା କାରଣରୁ ତାଙ୍କର ଆକାର ବହୁତ ବଢିଯାଇଥିଲା। ବେପରୁଆ ଖାଇବା କାରଣରୁ ତାଙ୍କ ପେଟ ଫାଟିଗଲା ଆଉ ମୃତ୍ୟୁ ହେଲା।

Bodybuilder bride wedding look video goes viral
Viral Video: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

କନିଆଁ ସାଜିଛନ୍ତି କର୍ଣ୍ଣାଟକର ଜଣେ ବଡି ବିଲ୍‌ଡର। ସେ ଉଭୟ ପରମ୍ପରା ଏବଂ ଶକ୍ତିକୁ ନିଜର କରି ଏକ ସୁନ୍ଦର ହଳଦିଆ ଏବଂ ନୀଳ ରଙ୍ଗର କାଞ୍ଜୀବମ ଶାଢି ପିନ୍ଧି ନିଜ ଫିଟ୍ ଶରୀରକୁ ଶୋ କରିଛନ୍ତି।

Dog and hen fight in market video go viral watch who won
Viral Video: କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ; ଭୟରେ ଦୌଡି ପଳେଇଲା କୁକୁର

କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ। ଏଥିରେ କିଏ ଜିତିବ ତାହା ଏକ ବଡ଼ ପ୍ରଶ୍ନ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଖୁବ ଉତ୍ସାହିତ ହୋଇପଡିବେଣି। କିନ୍ତୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପରେ ହିଁ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯିବେ।

Garasiya tribe culture unmarried couples
Ajab Gajab: ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ !

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍‌ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।

why jeans have many pockets and copper rivets
Knowledge: ଜିନ୍ସ ପ୍ୟାଣ୍ଟ୍‌ରେ କାହିଁକି ଥାଏ ଅଧିକ ପକେଟ୍‌, କାହିଁକି ଲାଗିଥାଏ ତମ୍ବା ରିପିଟ୍

ଆଜିକାଲି ଜିନ୍ସ ଏକ ବହୁତ ଲୋକପ୍ରିୟ ପୋଷାକ, ଯାହା ଉଭୟ ପୁଅ ଏବଂ ଝିଅ, ଯୁବକ ଏବଂ ବୃଦ୍ଧ ଲୋକମାନେ ପିନ୍ଧନ୍ତି। ଏ ସମସ୍ତ ଜିନ୍ସରେ ଗୋଟିଏ ଜିନିଷ ସାଧାରଣ ଥାଏ। ଏହାର ପକେଟ୍‌ରେ ତମ୍ବା ବଟନ୍ ଥାଏ। ଆପଣ ଜାଣନ୍ତି କି ଏହି ବଟନ୍‌ଗୁଡ଼ିକ ସେଠାରେ କାହିଁକି ଥାଏ? ଆସନ୍ତୁ ଜାଣିବା…

Amazing jugaad made house from plastic bottles
Viral Video: କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରେ ତିଆରି ହେଲା ସୁନ୍ଦର ଘର; ଆରାମରେ ରହିପାରିବେ ବଡ଼ ପରିବାର

ବର୍ତ୍ତମାନ ଆବର୍ଜନାରୁ ଘର ତିଆରି କରିବା ଆରମ୍ଭ ହୋଇଛି। ବର୍ତ୍ତମାନ କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରୁ ନିର୍ମିତ ଘରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଛି।

Woman fakes goddess possession when loan officials arrived to reclaim a tractor
Viral Video: ଋଣ ନେଇ କିଣିଥିଲେ ଟ୍ରାକ୍ଟର; ନ ସୁଝିବାରୁ ଆସିଲେ ଏଜେଣ୍ଟ୍; ଠାକୁରାଣୀ ହେଇ ଧମକ ଦେଲେ ମହିଳା

ଅନେକ ଅଛନ୍ତି ଯେଉଁମାନେ ନିଜର ଫାଇଦା ପାଇଁ ଲୋନ୍ ନିଅନ୍ତି କିନ୍ତୁ ସୁଝନ୍ତି ନାହିଁ। ଯେତେବେଳେ ଲୋନ୍ ଦାତା ଟଙ୍କା ମାଗନ୍ତି ଏମାନେ ବିଭିନ୍ନ ପ୍ରକାର ବାହାନା କରନ୍ତି। ସେମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ଏହାକୁ ଦେଖିଲେ ଆପଣ ହସି ହସି ଗଡିବେ।

Mashco piro largest uncontacted indigenous tribe makes rare appearance
Viral Video: ହଠାତ୍‌ କ୍ୟାମେରା ଆଗକୁ ଆସିଗଲେ ଏହି ଜନଜାତି; ପିନ୍ଧିଛନ୍ତି ଅଜବ ପ୍ରକାର ପୋଷାକ

ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ସହ ଆଜି ପର୍ଯ୍ୟନ୍ତ ବି ଯୋଗାଯୋଗ ହୋଇପାରିନି। ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ କ୍ୟାମେରାରେ କଏଦ ହୋଇଯାଇଛନ୍ତି। ସେମାନଙ୍କୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକଟ କରିଛି… କିନ୍ତୁ କାହିଁକି ?