ପୂର୍ବ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଭାରତ ମାନବିକ ସହାୟତା ପଠାଇଛି।
ରବିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ହୋଇଥିବା ୬.୦ ତୀବ୍ରତାର ଭୂମିକମ୍ପରେ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ଜଣ ଆହତ ହୋଇଛନ୍ତି।
ଭୟଙ୍କର ଭୂମିକମ୍ପର ଝଟକାରେ ଆଫଗାନିସ୍ତାନରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ ଜଣ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି।
ଇନ୍ଧନ ବୋଝେଇ ଟ୍ରକ୍ ଓ ବାଇକ୍ ସହ ଧକ୍କା ଏକ ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୭୩ ଜଣଙ୍କର ମୃତ୍ୟୁ ହୋଇଛି। ଆଫଗାନୀ ଶରଣାର୍ଥୀଙ୍କୁ ନେଇ ଇରାନରୁ କାବୁଲକୁ ଯାଉଥିଲା ବସ୍।
ଚଳିତର୍ବଷ ୭୪ଟି ଦେଶର ସ୍ଥିତି ସୁଧୁରି ଥିବାବେଳେ ୮୭ଟି ଦେଶର ସ୍ଥିତି ଖରାପ ହୋଇଛି । ଆଇସଲାଣ୍ଡ, ସ୍ବିଜରଲାଣ୍ଡ, ଆର୍ୟଲାଣ୍ଡ ଭଳି ଦେଶ ଲୋକଙ୍କ ପାଇଁ ଖୁବ ସୁରକ୍ଷିତ ।
ଆଫଗାନିସ୍ତାନକୁ ଏକ ଦୁର୍ବଳ ଦଳ ଭାବରେ ଗଣାଯାଏ। ତେବେ ନିକଟ ଅତୀତରେ ଏହି ଦଳର ପ୍ରଦର୍ଶନକୁ ଦେଖିଲେ ଏହାକୁ ଡାର୍କ ହର୍ସ ବା ଅଣ୍ଡରଡଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପରାସ୍ତ କରି ବିଦା କରି ସାରିଥିବା ବେଳେ ଶେଷ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଜିତିଲେ ଆଫଗାନିସ୍ତାନ ନିକଟରେ ସେମି ଫାଇନାଲ ପ୍ରବେଶ କରିବାର ସୁଯୋଗ ରହିଛି।
ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍ ଯେମିତି ଆଫ୍ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି ।
ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।
ଘୋଷଣା ହୋଇଥିବା ୧୬ ଟିମ୍ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
କେଉଁଠି ରହିବେ, କ’ଣ ଖାଇବେ, କେମିତି ବଞ୍ଚିବେ । ଅସୁମାରୀ ପ୍ରଶ୍ନର ବୋଝ ବୋହି ସୀମା ମୁହାଁ ହେଉଛନ୍ତି ହଜାର ହଜାର ଆଫଗାନ ଶରଣାର୍ଥୀ ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।
ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।
ଗତକାଲି ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ହେରାତ ସହରଠୁ ୪୦ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି
ଆଜି ଏସିଆନ୍ ଗେମ୍ସର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ମାତ୍ର ୧୧୫ ରନ୍ କରିଥିଲା ।
ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ ।
ସ୍କୁଲ୍ ଛାତ୍ରୀଙ୍କୁ ବିଷ ଦେଇଦେଲେ। ପ୍ରାୟ ୮୦ ଜଣ ସ୍କୁଲ୍ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିବା ବେଳେ ଅସୁସ୍ଥ ଛାତ୍ରୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ
୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।
ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ ।
କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତାଲିବାନ୍ର ନୂଆ ନିୟମ । ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ସ୍ୱାମୀ ଓ ସ୍ତ୍ରୀ ।
କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।