• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Pakistan
Pakistani Cricketer Loses Cool: ରାଗିଗଲେ ପାକିସ୍ତାନୀ କ୍ରିକେଟର, ସୂର୍ଯ୍ୟ କୁମାରଙ୍କୁ ପ୍ରୟୋଗ କଲେ ଅପମାନଜନକ ଭାଷା

ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବଂ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କ ଖେଳାଳିମାନଙ୍କୁ ଦୋଷ ଦେବା ପରିବର୍ତ୍ତେ ଭାରତୀୟ ଦଳ ଏବଂ ପରିଚାଳନାକୁ ଗାଳି ଦେବା ଆରମ୍ଭ କରିଦେଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପାଇଁ ୧୭,୦୦୦ ରୁ ଅଧିକ ରନ କରିଥିବା ମହମ୍ମଦ ୟୁସୁଫ ମଧ୍ୟ ଖରାପ ଭାଷା ବ୍ୟବହାର କରିବା ଆରମ୍ଭ କଲେଣି ।

Cricket
Team India: ଟିମ୍ ଇଣ୍ଡିଆକୁ ମିଳିବ ଦଣ୍ଡ?

ଭାରତ ଉପରେ ରୁଷିଛି ଫୁଲେଇ ପାକିସ୍ତାନ। ହାତ ନମିଶାଇବାରୁ କମ୍ପ୍ଲେନ୍ କଲାଣି। ଟିମ୍ ଇଣ୍ଡିଆ ଉପରେ ହେବକି ଆକ୍ସନ୍ ? କ’ଣ କହୁଛି କ୍ରିକେଟ୍ ନିୟମ ?

  • Tuesday, 16 September 2025
Asia Cup
ICC Turns Down Pakistan’s Demand: ରେଫରି ହଟିବେ ନାହିଁ, 'ହ୍ୟାଣ୍ଡସେକ୍ ବିବାଦ'ରେ ପାକିସ୍ତାନର ଦାବିକୁ ICCର ପ୍ରତ୍ୟାଖ୍ୟାନ

ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କଲା ICC । ଏସିଆ କପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ରହିବେ। ସେ UAE ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରେଫରି ମଧ୍ୟ ହେବେ।

Asia Cup
Diplomatic Chill: ପାକିସ୍ତାନକୁ ନୋ ହ୍ୟାଣ୍ଡସେକ୍ ଝଟକା, ମ୍ୟାଚ୍ ପରେ ଡ୍ରେସିଂ ରୁମ ବନ୍ଦ କରିଥିଲା ଟିମ୍ ଇଣ୍ଡିଆ

ଖେଳ ହେଲା, ଭାରତ ଜିତିଲା। ହେଲେ ଆରମ୍ଭରୁ ଶେଷ ଯାଏଁ ପ୍ରତିପକ୍ଷଙ୍କ ସହ ନା ହୃଦୟ ମିଶିଲା ନା ହାତ। ଗତକାଲି ଏସିଆ କପ୍ ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଆଲୋଚନା ଟିମ୍ ଇଣ୍ଡିଆ ଖେଳାଳିଙ୍କ ଆଭିମୁଖ୍ୟକୁ ନେଇ। ଛକା ମାରି ସୂର୍ଯ୍ୟକୁମାର ଖେଳ ଶେଷ କରିବା ପରେ ହ୍ୟାଣ୍ଡସେକ୍ ପାଇଁ ପାକିସ୍ତାନ ଖେଳାଳି ଅପେକ୍ଷା କରିଥିଲେ। କିନ୍ତୁ ହ୍ୟାଣ୍ଡସେକ୍ ସେରିମୋନିକୁ ବୟକଟ୍ କରିଥିଲା ଟିମ୍ ଇଣ୍ଡିଆ। ଘଟଣାକୁ ନେଇ ପାକିସ୍ତାନ ICC ପାଖରେ ଫେରାଦ ହୋଇଛି। ମ୍ୟାଚ୍ ରେଫରିଙ୍କୁ ଏସିଆ କପକୁ ବାହାର କରିବାକୁ ଦାବି କରିଛି। ...

“India Dedicates Victory Over Pakistan to Our Brave Soldiers”
ଭାରତ ବିଜୟର ଶ୍ରେୟ ଭାରତୀୟ ଯବାନଙ୍କୁ ଦେଲା

'ପାକିସ୍ତାନଠୁ ବିଜୟ ଲାଭ କରି ଭାରତ କାଲି ବିଜୟର ସବୁ ଶ୍ରେୟ ଭାରତୀୟ ଯବାନଙ୍କୁ ଉତ୍ସର୍ଗୀକୃତ କଲା । ଏହାଠାରୁ ଆଉ ଭଲ କଥା କଣ ହୋଇପାରେ। '

  • Monday, 15 September 2025
Pakistani Fans
Pakistani Fans: ସାମ୍ନାକୁ ଆସିଲେ କଞ୍ଚା ଖାଇଯିବୁ...ପାକିସ୍ତାନୀ ଖେଳାଳିଙ୍କୁ ଧୋଇଲେ ପାକିସ୍ତାନୀ ଫ୍ୟାନ୍‌

ଖେଳାଳିଙ୍କୁ ଧୋଇଲେ ପାକିସ୍ତାନୀ ଫ୍ୟାନ୍‌। ଉଗାରିଲେ ବିଷ। କହିଲେ ସାମ୍ନାକୁ ଆସିଲେ କଞ୍ଚା ଖାଇଯିବୁ। ଏବେ ପାକିସ୍ତାନରେ ଚାଲିଛି ଏଭଳି କିଛି ଗାଳିଦିଆ ପର୍ବ । ଗାଳି ଦେଇ ଦେଇ ରାଗ ଶୁଝାଉଛନ୍ତି ପାକିସ୍ତାନବାସୀ । ଏହି ଗାଳି ଭାରତକୁ ନୁହେଁ ନିଜ ଦେଶର ଖେଳାଳିଙ୍କୁ ଦେଉଛନ୍ତି ପାକିସ୍ତାନବାସୀ । ଖାଲି ସେତିକି ନୁହେଁ ରାଗରେ ଟିଭି ବି ଭାଙ୍ଗିଛନ୍ତି।

Pakistan
ଅପମାନିତ ହେବା ପରେ ଛଟପଟ ପାକିସ୍ତାନ

ହାତ ମିଶାଇଲାନି ଭାରତ, ରାଗିଗଲା ପାକିସ୍ତାନ । ଏସିଆନ୍ କ୍ରିକେଟ୍ କାଉନସିଲରେ ଅଭିଯୋଗ କଲା ପାକିସ୍ତାନ । ଭାରତଠୁ ଅପମାନିତ ହେବା ପରେ ଛଟପଟ ପାକିସ୍ତାନ ।

  • Monday, 15 September 2025
Pak Fan
India Crushes Pakistan: ଭାରତର ବୋଲିଂ ଭଲ ଥିଲା, ବ୍ୟାଟିଂ ଖତରନାକ୍ ଥିଲା

ଟିମ୍ ଇଣ୍ଡିଆକୁ ଏମିତି କହିଲେ ପାକିସ୍ତାନୀ ଫ୍ୟାନ୍... । ସହଜରେ ପାକିସ୍ତାନକୁ ଧୋଇଦେଲେ । ଭାରତର ବୋଲିଂ ଭଲ ଥିଲା, ବ୍ୟାଟିଂ ଖତରନାକ୍ ଥିଲା ।

  • Monday, 15 September 2025
India
Asia Cup Drama: ହାଣ୍ଡସେକ୍ କଲେନି ଭାରତୀୟ ଖେଳାଳି

ଦୁବାଇରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ବିଶ୍ୱ ଦେଖିଲା ଭାରତର ଦମଦାର୍ ବିଜୟ । ପହଲଗାମ୍ ଆଟାକର ପ୍ରତିଶୋଧ କ୍ରିକେଟ୍ ପଡିଆରେ ନେଲା ଭାରତ । ତେବେ ଟସ୍ ପଡିବା ବେଳେ ଭାରତୀୟ କ୍ୟାପଟେନ୍ ହାଣ୍ଡସେକ୍ କରିନଥିଲେ କି ଖେଳ ସରିବା ପରେ ଭାରତୀୟ ଖେଳାଳି ହାଣ୍ଡସେକ୍ କରିନଥିଲେ ।

  • Monday, 15 September 2025
Pakistani Fans
Pakistan Fans: ଟିମ୍ ଇଣ୍ଡିଆ ଟିକେ ଆମ ପାକିସ୍ତାନ ଟିମକୁ ଦୟାକର, ଅତିକମରେ ପଏଣ୍ଟଟିଏ ତ ପାଇବୁ

ଯେତେବେଳେ ଗଣମାଧ୍ୟମ ଦୁବାଇ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମତାମତ ପଚାରିଲା, ସେତେବେଳେ ଅନେକ ପାକିସ୍ତାନୀ ପ୍ରଶଂସକ କାନ୍ଦୁଥିବାର ଦେଖାଗଲା। ଜଣେ ଯୁବକ କହିଲେ ଆମ ଟିମ ହାରିଗଲା । ଏବେ କେବଳ ଭାରତ ଆମକୁ ସାହାଯ୍ୟ କରିପାରିବ। ଦୟାକରି ମ୍ୟାଚ ବୟକଟ କରନ୍ତୁ।

Pakistani Fans
Pakistani Fans Reaction: ପାକିସ୍ତାନର ଧଜିଆ ଉଡାଇଲେ ପାକିସ୍ତାନୀ ଫ୍ୟାନ୍ସ....ଭାରତକୁ ଏପରି ଛୁଆଙ୍କ ସହିତ ଖେଳିବା କଥା ନୁହେଁ

ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ଭାରତଠାରୁ ଅତି ଶୋଚନୀୟ ଭାବେ ହାରିଛି।

Asia Cup
Asia Cup: କେଉଁଠି ବିରୋଧ ତ କେଉଁଠି ଉତ୍ସାହ, ବିବାଦ ଭିତରେ ଏସିଆ କପରେ ଭାରତ-ପାକିସ୍ତାନ ଟକ୍କର

ଏପଟେ ଦେଶପ୍ରେମ, ସେପଟେ ସମ୍ପର୍କ, ସଦଭାବନା ଓ ନିୟମର ଦ୍ବାହି। ଆଉ ମଝିରେ ଫସିଛି ବିସିସିଆଇ। ଦୁବାଇରେ ଖେଳାଯାଉଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଏ ବିଷମ ସ୍ଥିତି। ଏ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଆଜିର ମ୍ୟାଚ୍ ହାରଜିତକୁ ନେଇ ଯେତିକି ଚର୍ଚ୍ଚା କି ଆଲୋଚନା ହେଉନି, ତା ଅପେକ୍ଷା ଏ ମ୍ୟାଚ୍ କେଉଁ ପରିସ୍ଥିତିରେ ଖେଳାଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନ। ପହଲଗାମ୍ ଆକ୍ରମଣରେ ଭାରତ-ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ ଭିତରେ କ୍ରିକେଟ୍ କେଉଁଠୁ ଆସିଲା, ତାକୁ ନେଇ ଛିଡ଼ା ହୋଇଛି ବିଶାଳ ବିବାଦ।...

Asia Cup
India vs Pakistan: ଭାରତ ବନାମ ପାକିସ୍ତାନ, କିଏ ଜିତିବ? ପାଞ୍ଚ ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ

ଏସିଆ କପ୍ ୨୦୨୫ରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଆଜି କେଉଁ ଦଳ ଜିତିବ? ଏହି ପାଞ୍ଚ ଜଣ ଭେଟେରାନ୍ କ୍ରିକେଟର ମ୍ୟାଚ ପୂର୍ବରୁ କଲେ ଭବିଷ୍ୟବାଣୀ । କେଉଁ ଦଳ ରହିଛି ସୁବିଧାଜନକ ସ୍ଥିତିରେ ?

India-Vs-Pakistan-Takkar
India vs Pakistan: ଆଜି ମହାସମର, ପୁଣି ମାଟି କାମୁଡ଼ିବାକୁ ପ୍ରସ୍ତୁତ ପାକିସ୍ତାନ

ଆଜି ଦୁବାଇରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ତୀବ୍ର ବିରୋଧ କରାଯାଇଛି। ପ୍ରଶଂସକମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ବୟକଟ ଡାକରା ଦେଇଛନ୍ତି। ବହୁ ପ୍ରଚାର ସତ୍ତ୍ୱେ ପ୍ରାୟ ଟିକେଟ୍ ବିକ୍ରି ହୋଇନାହିଁ, ଟିକେଟ୍ ବିକ୍ରି ମନ୍ଥର ରହିଛି।

Cricket
India-Pakistan : ଭାରତ ପାକିସ୍ତାନ ମ୍ୟାଚ୍ କେତେ ଜରୁରୀ ? ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକେ

ଆସନ୍ତାକାଲି ଖେଳାଯିବ ଭାରତ ପାକିସ୍ତାନ ଏସିଆ କପ୍ ର ହାଇ-ଭୋଲଟେଜ୍ ମ୍ୟାଚ୍ । ହେଲେ ଏହାକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ । ପହଲଗାମ୍ ହମଲା ପରେ ଭାରତ କାହିଁକି ପାକିସ୍ତାନ ସହ ମ୍ୟାଚ୍ ଖେଳୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକେ ।

OPL
ଖୁବଶୀଘ୍ର ଆରମ୍ଭ ହେବ ଓଡ଼ିଶା ପ୍ରିମିୟର ଲିଗ୍

ଆସନ୍ତା ୧୭ ତାରିଖରେ କଟକ ବାରବାଟୀ ଷ୍ଟାଡୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ । ଭୁବନେଶ୍ୱର ଏକ ତାରକା ହୋଟେଲରେ ହେଲା ଖେଳାଳି ନିଲାମୀ...

  • Saturday, 13 September 2025
Cricket
Cricket: ଆବେଦନ ହୋଇଥିଲା କ୍ରିକେଟକୁ ଜାତୀୟ ସ୍ୱାର୍ଥ ଉପରେ ରଖାନଯାଉ, ସୁପ୍ରିମକୋର୍ଟ କହିଲେ...

ଭାରତ Vs ପାକିସ୍ତାନ T20 ମହାମୁକାବିଲାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଖଣ୍ଡପୀଠ ଏହା ଉପରେ ଦେଲେ ଏମିତି ନିର୍ଦ୍ଦେଶ ।

Cuttack Barabati stadium gears up for Odisha Premier League kickoff on September 17
Odisha Premier League: ଆସନ୍ତା ୧୭ରୁ ଓଡ଼ିଶା ପ୍ରିମିୟର ଲିଗ୍ କ୍ରିକେଟ୍

ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ୍। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା।

Alcaraz
Carlos Alcaraz: ବିଶ୍ୱ ଟେନିସ୍‌ର ଶିଖରରେ ଯୁବ ସ୍ପେନୀୟ କାର୍ଲୋସ ଅଲ୍‌କାରାଜ

ଇଟାଲୀୟ ତାରକା ଜାନିକ୍ ସିନରଙ୍କୁ ହରାଇ ଦ୍ୱିତୀୟ ଥର ୟୁଏସ୍ ଓପନ୍ରେ ଚାମ୍ପିଅନ୍ ହେବା ସହ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି ସ୍ପେନୀୟ ତାରକା କାର୍ଲୋସ୍ ଅଲ୍କାରାଜ । ତିନି ବର୍ଷ ମଧ୍ୟରେ ସେ ଜିତିସାରିଲେଣି ଛଅ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ । ଏହି ଅବଧି ମଧ୍ୟରେ ତାଙ୍କ ପ୍ରଦର୍ଶନ ଓ ମନୋଭାବରେ ଆସିଥିବା ପରିପକ୍ୱତା ଆଜି ତାଙ୍କୁ ବିଶ୍ୱ ଟେନିସର ଶିଖରରେ ପହଞ୍ଚାଇଛି ।

virat anushka
Virat Anushka: ରେଷ୍ଟୁରାଣ୍ଟରେ କଥା ହେଉଥିଲେ ବିରାଟ-ଅନୁଷ୍କା, ହଠାତ ଚାଲିଯିବାକୁ କୁହାଗଲା ...କାରଣ ଜାଣନ୍ତୁ ଗୋଟିଏ କ୍ଲିକରେ

ଏକ ସାକ୍ଷାତକାରରେ ଜେମିମା ରୋଡ୍ରିଗ୍ସ ଏହି ଘଟଣା ବିଷୟରେ ପ୍ରକାଶ କରିଥିଲେ। ରୋଡ୍ରିଗ୍ସ ମନେ ପକାଇଥିଲେ ଯେ କିପରି ସେ ଏବଂ ମନ୍ଧାନା କୋହଲିଙ୍କ ଅନୁମତି ନେବା ପରେ ତାଙ୍କ ସହ ବ୍ୟାଟିଂ କୌଶଳ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ।

fine
Prithvi Shaw: ପୃଥ୍ୱୀ ଶ’ଙ୍କୁ ୧୦୦ ଟଙ୍କାର ଜୋରିମାନା, ସପନା ଗିଲ କରିଥିଲେ ଅସଦାଚରଣ ଅଭିଯୋଗ

୨୦୨୪ ଏପ୍ରିଲ ମାସରେ ଡିଣ୍ଡୋଶି ସେସନ୍ସ କୋର୍ଟର ମାଜିଷ୍ଟ୍ରେଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସପନା ଗିଲ ଗୋଟିଏ ଅପରାଧିକ ରିଭିଜନ ପିଟିସନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ପୃଥ୍ୱୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମନା କରିଥିଲେ ଓ ପୁଲିସ୍‌କୁ ପ୍ରାଥମିକ ଯାଞ୍ଚ କରିବାକୁ କହିଥିଲେ।

Anshuman Rath
Anshuman Rath: ମୋ ପ୍ରତି ଅନ୍ୟାୟ ହୋଇଛି, କାହିଁକି ଏଭଳି କହିଲେ ଅଂଶୁମାନ ?

ଟିମ ମ୍ୟାନେଜମେଣ୍ଟ ଓ କୋଚ ନିଜର ପ୍ରିୟ ଖେଳାଳି ମାନଙ୍କୁ ଦଳରେ ରଖିବାକୁ ଚାହୁଁଥିଲେ। ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା ବୋଲି କହିଥିଲେ ଅଂଶୁମାନ। ନିଜ ପିତାଙ୍କ ସହ କଥା ହେବା ପରେ ପୁନର୍ବାର ହଂକଂ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଂଶୁମାନ।

Shubman Gill
Shubman Gill: ଜନ୍ମଦିନରେ ଶୁବମନ ଗିଲଙ୍କୁ କିଏ ଦେଲା ଲାଲ ଗୋଲାପ, ଭାଇରାଲ ହେଉଛି ଭିଡିଓ

ଜନ୍ମଦିନ ସେଲିବ୍ରେସନ ପୁଣି ଥରେ ଇଣ୍ଟରନେଟରେ ଧୂମ ମଚାଇଛି । ଇନଷ୍ଟାଗ୍ରାମ ଷ୍ଟୋରୀରେ ଗିଲଙ୍କ ହାତରେ ଲାଲ ଗୋଲାପ ରହିଛି । ସେ ଲାଜରେ ମୁହଁ ଲୁଚାଇ ହସୁଛନ୍ତି ।

 Pandya Brothers
Pandya Brothers:ଚର୍ଚ୍ଚାରେ ପାଣ୍ଡ୍ୟା ବ୍ରଦର୍ସ, କୋଚଙ୍କୁ ଦାନ କରିଦେଲେ ୮୦ ଲକ୍ଷ ଟଙ୍କା

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । କେତେବେଳେ ନିଜ ଖେଳ ପାଇଁ ତ କେତେବେଳେ ଫିଟନେସ ପାଇଁ ଆଉ କେତେବେଳେ ନିଜର ଷ୍ଟାଇଲ ଲୁକ୍ ଓ ବିବାଦୀୟ ମନ୍ତବ୍ୟ ପାଇଁ। ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକ ଓ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା I

Hardik Pandya
କୋଚ୍‌ଙ୍କ ପାଇଁ ଖୋଲିଦେଲେ ଟ୍ରେଜେରୀ

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । କେତେବେଳେ ନିଜ ଖେଳ ପାଇଁ ତ କେତେବେଳେ ଫିଟନେସ ପାଇଁ ଆଉ କେତେବେଳେ ନିଜର ଷ୍ଟାଇଲ ଲୁକ୍ ଓ ବିବାଦୀୟ ମନ୍ତବ୍ୟ ପାଇଁ। ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକ ଓ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା I