ସୋସିଆଲ ମିଡିଆରେ ଖାଲିଲେ କେବଳ ସୁନ୍ଦରୀଙ୍କ ଫଟୋ। ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଚାରିଆଡେ ଘୁରି ବୁଲୁଛି ଭଳିକି ଭଳି କି ଭଳି ଯୁବତୀଙ୍କ ଶାଢ଼ି ପିନ୍ଧା ଫଟୋ । ଏମିତିକି ଯିଏ ହେଲଦି ସିଏ ସ୍ଲିମ୍ ଟ୍ରିମ୍ । ଆଉ ଯିଏ ଶ୍ୟାମଳି, ସିଏ ପୂରା ଗୋରା ତକତକ । ଗୁଲୁଗୁଲିଆ ସୁନ୍ଦରୀ ଫଟୋ ଏବେ ସମସ୍ତଙ୍କୁ କିମିଆ କରିଛି।
ଅନେକ ଏହି ଭିଡିଓ ଦେଖିକି ନିଜର ହସକୁ ସମ୍ଭାଳି ପାରିନଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି, "ଏବେ ମୁଁ ଜାଣିଛି ଯେ ଏହି ପର୍ସଟି ପ୍ରାୟତଃ କେଉଁଠାରେ ବ୍ୟବହୃତ ହୁଏ।" ଆଉ ଜଣେ ଲେଖିଛନ୍ତି, "ପାପାଙ୍କ ପରୀମାନଙ୍କ ପର୍ସଗୁଡ଼ିକ କୌଣସି ଖଜାନା ଠାରୁ କମ୍ ନୁହେଁ । ଏଥିରେ କ୍ୟାଣ୍ଡିଠାରୁ ଯାଦୁ ପର୍ଯ୍ୟନ୍ତ ସବୁକିଛି ରହିଛି।
ଶେଷରେ ସାପ ଧରାଳି ଗୋବିନ୍ଦ ଶର୍ମାଙ୍କୁ ଡକାଗଲା। ଘଟଣାସ୍ଥଳରେ ପହଞ୍ଚି ସେ ବହୁତ ପରିଶ୍ରମ ପରେ ପ୍ରାୟ ୫ ଫୁଟ ଲମ୍ବା ଏକ ନାଗ ସାପକୁ ଉଦ୍ଧାର କଲେ। ଉଦ୍ଧାର ପରେ, ସାପଟିକୁ ସୁରକ୍ଷିତ ଭାବରେ ଲାଡପୁରା ରେଞ୍ଜର ଜଙ୍ଗଲରେ ଛାଡି ଦିଆଯାଇଥିଲା।
ଗୋଟିଏ ଦିନ ଶିବ ଶଙ୍କର ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଡାକି ଏକ ମନ୍ଦିରରେ ବିବାହ କରାଇ ଦେଇଥିଲେ। ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ମଧ୍ୟ ଉମା ତାଙ୍କ ପ୍ରେମିକଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ତାଙ୍କୁ ଅନେକ ଥର ଭେଟିବାକୁ ଯାଉଥିଲେ। ସେଥିପାଇଁ ସେ ଏପରି କରିଥିଲେ।
ପ୍ରଥମେ ସେମାନେ ଭାବିଥିଲେ ଯେ ଏହା ଏକ ତାର। କିନ୍ତୁ ଯେତେବେଳେ ଏହା ହଲିବା ଆରମ୍ଭ କଲା, ଏହା ସେମାନଙ୍କ ପାଇଁ କୌଣସି ଭୟଙ୍କର ଘଟଣା ଠାରୁ କମ୍ ନଥିଲା। ସ୍ବପ୍ନରେ କେବେ ଭାବନଥିଲେ ଘରେ....
ଜଣେ ୟୁଜର୍ସ କହିଛନ୍ତି "ଏହି ବିଲ୍ ଅସମ୍ଭବ। ମିଟର ଭିତରକୁ ପବନ ପ୍ରବାହିତ ହେଉଛି କିମ୍ବା ରିଡିଂ ତ୍ରୁଟିପୂର୍ଣ୍ଣ। ଦୁଇ ଜଣଙ୍କ ପରିବାରର ପାଣିର ବିଲ ୩୦୦ ଟଙ୍କା ମଧ୍ୟ ଅତିକ୍ରମ କରିବା ଉଚିତ୍ ନୁହେଁ।"
ଭିଡିଓଟି ମେନର ପାର୍କର ଏକ ବ୍ୟସ୍ତବହୁଳ ଛକରୁ ଆରମ୍ଭ ହୁଏ, ଯେଉଁଠାରେ ବର ଘୋଡା ଚଢୁଛନ୍ତି ଏବଂ ଜଣେ ବ୍ୟକ୍ତି ଘୋଡାକୁ ଆଗେଇ ନେଉଛନ୍ତି। ତାଙ୍କ ପଛରେ ଏକ ବିଳାସପୂର୍ଣ୍ଣ କାରର ଶୋଭାଯାତ୍ରା ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକମାନେ ଝରକା ଏବଂ ସନରୁଫରୁ ରଙ୍ଗୀନ ଧୂଆଁ ଛାଡ଼ୁଛନ୍ତି ।
ଅରୋନାର ୩୦ ବର୍ଷୀୟ ଟିଙ୍କୁ ସିଂହ ୨୦ ମିନିଟ ଧରି ଡ୍ୟାମରେ ଜୀବନ ନଥିବା ଭଳି ଭାସିବାରେ ଲାଗିଥିଲେ। ତାଙ୍କ ମୁହଁ ପାଣିରୁ ଅତିକମ ଉଚ୍ଚରେ ଥିଲା। ସେ ଏପରି ଅବସ୍ଥାରେ ଥିଲେ, ଯାହାକୁ ଦେଖି ସମସ୍ତେ ଭାବିଥିଲେ ଯେ ପାଣିରେ ମୃତଦେହ ଭାସୁଛି।
Gen Z ଜମାନାର ନାନୋ ବାନାନା ଟ୍ରେଣ୍ଡ। ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୁଛି ଏହି ଟ୍ରେଣ୍ଡ। ଯେଉଁଥିରେ ସାମିଲ ହୋଇଛନ୍ତି ସାଧାରଣ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓ ପଲିଟିସିଆନ୍।
ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୮୨ ଲକ୍ଷ ଥର ଦେଖାଯାଇଛି। କ୍ଲିପର ଆରମ୍ଭ ଦୁଇ ଝିଅ ‘ବଡ଼ି ମୁସ୍କିଲ’ ଗୀତରେ ନାଚୁଥିବା ସହ ହୁଏ, ଯାହାଙ୍କୁ କ୍ୟାମେରାମ୍ୟାନ ରେକର୍ଡ କରୁଥାଏ। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଟ୍ୱିଷ୍ଟ ଆସେ
ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଗଲା ଓ ଲୋକମାନେ ଏହି ହ୍ୟାଣ୍ଡସମ୍ ଟିଟିଇଙ୍କୁ ଖୋଜିବାକୁ ମଧ୍ୟ ଲାଗିପଡ଼ିଲେ। ଟିକେଟ୍ ଚେକ୍ କରିବାର ଏକ ସାଧାରଣ ମୁହୂର୍ତ୍ତ ଇଣ୍ଟରନେଟ୍ରେ ନୂଆ ଉନ୍ମାଦନାରେ ପରିଣତ ହୋଇଛି।
ଗାଡିକୁ କାନ୍ଧରେ ବୋହି ଚାଲି ଚାଲି ଗଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଜଣ ଯୁବକ ଟ୍ରାଫିକ୍ ଜାମରେ ବିରକ୍ତ ହୋଇ କାନ୍ଧରେ ସ୍କୁଟି ବୋହି ବୋହି ନେଉଛନ୍ତି । ଭିଡିଓରେ ଦେଖାଯାଉଛି, ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି । ଲୋକେ ଘଣ୍ଟା ଘଣ୍ଟା ଟ୍ରାଫିକ୍ରେ ଫସି ରହିଛନ୍ତି । ଏହି ସମୟରେ ଜଣେ ଯୁବକ କାନ୍ଧରେ ନିଜ ସ୍କୁଟି ଉଠାଇ ଖଚାଖଚ୍ ଭିଡ଼ ଭିତରେ ରାସ୍ତା ପାର୍ ହେଉଛନ୍ତି
ପୁଣି ଲୋକହସା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଶେହବାଜ ସରିଫଙ୍କ ଉପରେ ହସିଲେ ପୁଟିନ । ଇଣ୍ଟରନେଟ୍ରେ ଭାଇରାଲ ହେଲା ଭିଡିଓ । ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋକହସା ହେବାର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସରିଫ୍ ଇୟରଫୋନ୍ ଲଗାଇ ନପାରି ହଟହଟ୍ଟା ହେଉଥିବା ଦେଖାଯାଉଛି । ଆଉ ସରିଫଙ୍କ ଏହି ଅସହାୟତାକୁ ଦେଖି ମୁରୁକି ମୁରୁକି ହସିଛନ୍ତି ରାଷ୍ଟ୍ରପତି ପୁଟିନ ।
ଏହି ଭିଡିଓରେ ଦେଖାଯାଉଛି ଯେ କିପରି ଜଣେ ମା’ ନିଜର ଦୁଇ ପିଲାଙ୍କୁ ସାଇକେଲରେ ବସାଇ ସେମାନଙ୍କୁ ସ୍କୁଲ ନେଉଛନ୍ତି, ଯାହା ଦ୍ୱାରା ସେମାନେ ପଢ଼ି-ଲେଖି ନିଜ ପାଦରେ ଠିଆ ହୋଇପାରିବେ । ଜଣେ ମା’ ପାଇଁ ଏହା ଏକ ବହୁତ କଠିନ ସଂଘର୍ଷ। ମହିଳା ଓ ତାଙ୍କ ପିଲାଙ୍କର ଏହି ମୁହୂର୍ତ୍ତକୁ ଆମେ କେବଳ ଏକ ଭିଡିଓ ବୋଲି ଭାବିବା ଉଚିତ ନୁହେଁ।
ଯେଉଁମାନେ ଏହି ଭିଡିଓ ଦେଖିଛନ୍ତି ସେମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, “ଯଦି ଏମିତି ଜଣେ ପନିପରିବା ବିକାଳି ଆମ ଅଞ୍ଚଳକୁ ଆସେ, ତେବେ ସାରା କଲୋନୀ ଭୟରେ ଘରେ ବସିଯିବ।” ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, “ସୀତା ହରଣ ପରେ ରାବଣ ପନିପରିବା ବିକ୍ରି କରୁଛନ୍ତି।
ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରିଛନ୍ତି ଯେ ଦେଖୁ ଦେଖୁ ଏହି ଛୋଟ ପିଲାଟି ସୋସିଆଲ ମିଡିଆର ଷ୍ଟାର ହୋଇଗଲା। ଏହି ଭିଡିଓ ୨୮ ସେକେଣ୍ଡର ଏବଂ ଏହାକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ୧ ମିଲିୟନରୁ ଅଧିକ ଲୋକେ ଏହାକୁ ଲାଇକ୍ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ନାହାନ୍ତି। ତାଙ୍କର ମୃତ୍ୟ ହୋଇଛି। ଏ କଥା ଆମେ କହୁନୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି କିଛି ଗୁଜବ। ଏକ୍ସରେ ଟ୍ରେଣ୍ଡ କରୁଛି ‘ଟ୍ରମ୍ପ ଇଜ୍ ଡେଡ୍’। ଆମେରିକା ସମେତ ସାରା ବିଶ୍ୱରେ ଏହି ଖବର ଏବେ ଗୁଳି ବେଗରେ ଭାଇରାଲ ହେଉଛି।
ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କିତ ଏକ ଆବେଦନର ଶୁଣାଣି ସମୟରେ ସମ୍ପୃକ୍ତ IAS ଅଧିକାରୀଙ୍କ ଆପତ୍ତି ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ।
ଗାୟକ ସୋନୁ ନିଗମ ପିଜ୍ଜା ଅର୍ଡର କରିବା ପାଇଁ ଫୋନ କରିଥିଲେ ଏବଂ ଯେତେବେଳେ ଅର୍ଡର ନେଉଥିବା ଝିଅଟି ଜାଣିଲା ଯେ ସେ ସୋନୁ ନିଗମଙ୍କ ପିଜ୍ଜା ଅର୍ଡର ନେଉଛି, ତାଙ୍କର ଖୁସିର ସୀମା ନଥିଲା। ଆସନ୍ତୁ ଜାଣିବା ଭିଡିଓରେ କ’ଣ କ’ଣ ହୋଇଥିଲା?
ଶ୍ରୀସନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀ ଭିଡିଓ ଫୁଟେଜ ରିଲିଜ କରିବା ପାଇଁ ଲଲିତ ମୋଦିଙ୍କୁ ଜୋରଦାର ଶୁଣାଇଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ କହିଛନ୍ତି, ଲଲିତ ମୋଦି ଏବଂ ମାଇକେଲ କ୍ଲାର୍କ, ଆପଣମାନେ ଦୁହେଁ ଲଜ୍ଜା ଅନୁଭବ କରିବା ଉଚିତ। ଆପଣମାନେ ନିଜର ଶସ୍ତା ଲୋକପ୍ରିୟତା ପାଇଁ ୨୦୦୮ ମସିହାର ସେହି ଘଟଣାକୁ ଟାଣି ଆଣୁଛନ୍ତି।
ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ଶ୍ରୀମନ୍ଦିର ଭିତର ଫଟୋ। ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ଏହି ସମୟରେ ଭିତର ବେଢାରେ ଫୋଟୋ ଉତ୍ତୋଳନ କରି ଏହାକୁ ନିଜ ସୋସିଆଲ୍ ମିଡିଆ ଫେସବୁକରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ଶ୍ରୀମନ୍ଦିର ଭିତର ବେଢାରେ ଥିବା ପାର୍ଶ୍ବ ଦେବଦେବୀଙ୍କ ମନ୍ଦିର ନିକଟର ବୋଲି ଜଣାପଡୁଛି। ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପରେ ଏହି ଫଟୋଟିକୁ ଡିଲିଟ୍ କରିଦିଆଯାଇଛି।
ଗଛ ଉପରୁ ପଡିଲା ବିଡା ବିଡା 500 ଟଙ୍କିଆ ନୋଟ୍ । ଯିଏ ଯେତେ ପାରିଲା ଗୋଟାଇ ନେଲା । ଟଙ୍କା ଗୋଟାଇବାକୁ କିଏ ଆଜବେଷ୍ଟ ଉପରେ ଚଢିଗଲାଣି ତ ଆଉ କିଏ ଠେଲାପେଲା ହେଲାଣି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟଙ୍କା ବର୍ଷାର ଭିଡିଓ । ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କୁଆଡୁ ଆସୁଛି ଏ ଟଙ୍କା, ସତରେ କଣ କୋଉଠି ଟଙ୍କା ବର୍ଷା ହେଉଛି ?
ବର୍ତ୍ତମାନ ଏହା ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଶାହାଡୋଲ ଜିଲ୍ଲାର କୁଦ୍ରୀ ଗ୍ରାମ ପଞ୍ଚାୟତର। ରାଜ ଫଟୋକପି ସେଣ୍ଟର ଏବଂ ଡିଜିଟାଲ ଷ୍ଟୁଡିଓ ନାମରେ ତିଆରି ଏହି ବିଲ୍ରେ ଦୁଇ ପୃଷ୍ଠା ଫଟୋକପିର ମୂଲ୍ୟ ପ୍ରତି କପି ୨ ହଜାର ଟଙ୍କା ଦର୍ଶାଯାଇଛି। ଦୁଇ ପୃଷ୍ଠା ପାଇଁ ମୋଟ ୪ ହଜାର ଟଙ୍କାର ପେମେଣ୍ଟ କରାଯାଇଛି।
ଯାଇଥିଲେ ସହାନୁଭୂତି ଦେଖାଇବାକୁ। ହେଲେ ମାଡି ବସିଲେ ଗାଁ ଲୋକେ। ଯେତେ ବୁଝାଇଲେ ବି କିଛି ଶୁଣିଲେନି। ଓଲଟି ମନ୍ତ୍ରୀ ଉପରକୁ ଫିଙ୍ଗିଲେ ଟେକା ପଥର। ଖାଲି ସେତିକି ନୁହେଁ ମାଡ ମାରିବାକୁ ବି ଠେଙ୍ଗା ଧରି ଗୋଡାଇଲେ। ପାଖରେ ପୋଲିସ ଆଉ ଅଙ୍ଗରକ୍ଷୀ ଥିଲେ ମଧ୍ୟ ଖାତିର କଲେନି ଲୋକେ।
ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର