ଚନ୍ଦ୍ରର ରହସ୍ୟ ଭେଦିବେ ଭାରତ ଓ ଜାପାନ। ଖୁବଶୀଘ୍ର ଆରମ୍ଭ ହେବ ଚନ୍ଦ୍ରଯାନ-୫ ମିଶନ। ଏଥର ଏକୁଟିଆ ନୁହେଁ, ଭାରତ ସହ ଜହ୍ନକୁ ଯିବ ଜାପାନ ।
ମାରାତ୍ମକ କର୍କଟ ରୋଗ ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିଛି ରୁଷ। ଯାହାର ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି।
ଚନ୍ଦ୍ରଗ୍ରହଣକୁ ନେଇ ଅନେକ ଲୋକକଥା କହିଛି । ଅନେକ ବିଭ୍ରାନ୍ତି ବି ରହିଛି । ତେବେ ଜାଣନ୍ତୁ, ବାସ୍ତବରେ କଣ ଏହି ଚନ୍ଦ୍ରଗ୍ରହଣ ।
ଚନ୍ଦ୍ରଗ୍ରହଣକୁ ନେଇ ଜାଣିବା କଥା, ସତରେ କେତେ ଭୟଙ୍କର ଚନ୍ଦ୍ରଗ୍ରହଣ, କ'ଣ ଏହାର କାରଣ, କେତେ ସତ କେତେ ମିଛ, କ'ଣ କହୁଛି ବିଜ୍ଞାନ ଭିତ୍ତିକ ମତ, ସବିଶେଷ ଜାଣିବା ପାଇଁ ଦେଖନ୍ତୁ ଏହି ସ୍ୱତନ୍ତ୍ର ସାକ୍ଷାତକାର ଜ୍ୟୋତିର୍ବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ସହ...
ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର
ରିଲ୍ସ ଭଳି ଅଳ୍ପ ସମୟର ଭିଡିଓ ଦେଖିବା ଦ୍ବାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏହି ଭିଡିଓଗୁଡ଼ିକ ଆମ ମସ୍ତିଷ୍କର ‘ରିୱାର୍ଡ ସିଷ୍ଟମ’କୁ ଅତ୍ୟଧିକ ଉତ୍ତେଜିତ କରେ। ଅତ୍ୟଧିକ ରିଲ୍ସ ଦେଖିବା ଦ୍ବାରା ଧ୍ୟାନ କେନ୍ଦ୍ରୀଭୂତ ହୁଏ ନାହିଁ ଏବଂ ସ୍ମୃତିଶକ୍ତି ହ୍ରାସ ପାଏ।
ସେପ୍ଟେମ୍ବର ୭ ରୁ ୮ ରାତି ୧୧ ରୁ ୧୨ ଟା ୨୨ ପର୍ଯ୍ୟନ୍ତ ଏହି ଲାଲ୍ ଚନ୍ଦ୍ରକୁ ଦେଖି ପାରିବେ ଭାରତର ଲୋକ।
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ସିବକଥର୍ନ ଏବଂ ହିମାଳୟ ବକୱିଟ ମଞ୍ଜି କ୍ରୁ-୧୦ ମିଶନରେ ଅଗଷ୍ଟ ୯ ତାରିଖରେ ପୃଥିବୀକୁ ଫେରିଛି।
ବିଶ୍ବର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ପରମାଣୁ ବୋମା । ଏହା ଯେତିକି ଭୟଙ୍କର ସେତିକି ବିଧ୍ବଂସକାରୀ । ତେବେ ଦର୍ଶକବନ୍ଧୁ, ଯଦି ପରମାଣୁ ଆକ୍ରମଣ ହୁଏ, କ’ଣ ହେବ ପରିସ୍ଥିତି ? ପୃଥିବୀରେ ଥିବା ଜୀବଜଗତ ତଥା ପୃଥିବୀ ବାହାରେ ଥିବା ବାୟୁମଣ୍ଡଳ ଉପରେ କ’ଣ ପଡ଼ିବ ପ୍ରଭାବ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିବା ସ୍ବାଭାବିକ୍ । ପରମାଣୁ ଆକ୍ରମଣକୁ ନେଇ ସାରା ବିଶ୍ୱରେ ଦେଖାଯାଉଥିବା ବିତର୍କ ମଧ୍ୟରେ, ଏବେ ସାମ୍ନାକୁ ଆସିଛି ଏକ ନୂଆ ଗବେଷଣା ।
ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି। ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ତଥା ବୈଜ୍ଞାନିକ ଆଭି ଲୋଏବଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲିଏନମାନଙ୍କର ଏକ ମହାକାଶଯାନ 3I/ATLAS ପୃଥିବୀ ଆଡକୁ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯେ ଏହା ୨୦୨୫ ନଭେମ୍ବର ମାସରେ ସୂର୍ଯ୍ୟଙ୍କ ବହୁତ ନିକଟତର ହୋଇଯିବ ।
ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଜି ଲଞ୍ଚ୍ ହେବ ଭାରତ ଓ ଆମେରିକାର ଐତିହାସିକ ମିଳିତ ମିଶନ୍। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ସାଟେଲାଇଟ୍ ବା ନିସାର୍।
ମହାକାଶରେ ମୁତୟନ ହେବାକୁ ଯାଉଥିବା ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।
ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍।
କକର୍ଟ ରୋଗକୁ ମୂ଼ଳରୁ ଭଲ କରିବା ପାଇଁ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ mRNA ଟୀକା ବିକଶିତ କରିଛନ୍ତି। ପରୀକ୍ଷାମୂଳକ ଭାବେ ମୂଷାମାନଙ୍କ ଉପରେ ପରୀକ୍ଷଣ କରାଯାଇଛି। ପରେ ଏହା ମାନବ ଉପରେ ପରୀକ୍ଷଣ ଆରମ୍ଭ ହେବ।
ଜଳାବତରଣକୁ ସ୍ପ୍ଲାଶ୍ ଡାଉନ ଓ ଭୂମି ଅବତରଣକୁ ବୋନ୍ ରାଟଲିଂ ବୋଲି କୁହାଯାଏ । ଆମେରିକା ମହାକାଶ ମିଶନରେ ସମୁଦ୍ରରେ ଅବତରଣ କରିବାକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଚୀନ୍ ଓ ରୁଷ ଭୂମିରେ ଅବତରଣ କରିବା ଉପରେ ନିର୍ଭର କରିଥାଏ ।
ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା: ୪ ମହାକାଶଚାରୀଙ୍କୁ ଧରି କାଲିଫର୍ଣ୍ଣିଆ ତଟ ସମୁଦ୍ର ଭିତରେ ଅବତରଣ କଲା ସ୍ପେଶ କ୍ୟାପସୁଲ ... ଆକ୍ସିଅମ-୪ ମିଶରେ ମହାକାଶ ଯାଇଥିଲେ ଶୁଭାଂଶୁ ... ରାକେଶ ଶର୍ମାଙ୍କ ମହାକାଶ ଯିବାରେ ଶୁଭାଂଶୁ ଦ୍ବିତୀୟ ଭାରତୀୟ ...
ଅନ୍ତରୀକ୍ଷରେ ୧୮ ଦିନର ଐତିହାସିକ ରହଣି। ଅଭୁଲା ଅଭିଜ୍ଞତା, ଅପାସୋରା ଅନୁଭୂତି
ଆଜି ମହାକାଶରୁ ପୃଥିବୀକୁ ଫେରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଅପରାହ୍ନ ସାଢେ ୪ଟାରେ ISS ଛାଡ଼ିବେ । ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲର ଅନଡକିଂ ହେବ । କାଲି ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆ ତଟରେ ଅବତରଣ କରିବେ ।
କାଲି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ ମିଶନର ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ପାଇଁ ଯୋଜନା ରଖିଛି ନାସା ।
ଭାରତ ୪୧ ବର୍ଷ ପରେ ମହାକାଶକୁ ଫେରିଛି। ସେ ଏହାକୁ ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ଗଗନଯାନର ଆରମ୍ଭ ବୋଲି ଘୋଷଣା କରିଛନ୍ତି।
ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଲା । ଆକ୍ସିଅମ-୪ ମିଶନ ସଫଳତାର ସହ ସଫ୍ଟ ଡକିଂ ଶେଷ କରିଛି ।
ମା ସରସ୍ବତୀଙ୍କ ସଙ୍କେତ ଭାବରେ ଜୟକୁ ସାଙ୍ଗରେ ନେଇଛନ୍ତି ଶୁଭାଂଶୁ। ବିଦ୍ୟା ଦେବୀ ମା ସରସ୍ବତୀଙ୍କ ବାହନ ହେଉଛି ହଂସ। ହଂସ ହେଉଛି ଜ୍ଞାନ ଓ ଶୁଦ୍ଧତାର ପ୍ରତୀକ । ହଂସ କ୍ଷୀରରୁ ଯେପରି ପାଣିକୁ ଅଲଗା କରିଥାଏ ସେପରି ମହାକାଶରେ ହଂସ ଖରାପ ନଜରରୁ ରକ୍ଷା କରିବ ବୋଲି ଜୟକୁ ନେଇଛନ୍ତି ମହାକାଶଚାରୀ।
୪ ଜଣ ନୁହଁନ୍ତି, ୫ ଜଣ ମହାକାଶକୁ ଯାଇଛନ୍ତି। ୫ ଜଣଙ୍କ ଭିତରେ ରହିଛି ଛୋଟିଆ ସୁନ୍ଦର କୁନି ମହାକାଶଚାରୀ ଜୟ। ଜୟର ଉଚ୍ଚତା ହେଉଛି ମାତ୍ର ୫ ଇଞ୍ଚ। ଏହା ତୁଳାର ହଂସଛୁଆ କଣ୍ଢେଇ । ଆକ୍ସିଅମ ୪ ମିଶନରେ ଜିରୋ ଗ୍ରାଭିଟି ଇଣ୍ଡିକେଟର ଭାବେ ଜୟକୁ ବ୍ୟବହାର କରାଯାଇଛି।
ଆକ୍ସିଅମ୍-୪ ମିଶନର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ ISSରେ ୧୪ ଦିନ ରହି ୬୦ରୁ ଅଧିକ ଏକ୍ସପେରିମେଣ୍ଟ କରିବେ।