• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

japan
Rental Service: ଭଡ଼ାରେ ମିଳୁଛନ୍ତି ଗୁଣ୍ଡା, ୩୦ ମିନିଟ ପାଇଁ ନେଉଛନ୍ତି ୧୨ ହଜାର ଟଙ୍କା

ଯଦି କୌଣସି କମ୍ପାନୀରେ ବସ୍ ଆପଣଙ୍କ ଦରମା ଅଟକାଇ ଦେଇଛନ୍ତି, ତେବେ ଏହି ଭୟଙ୍କର ଲୋକମାନେ ଆପଣଙ୍କୁ ପୂରା ସାହାଯ୍ୟ କରିପାରନ୍ତି। କମ୍ପାନୀ ଦାବି କରିଛି ଯେ ତାଙ୍କ ଏହି ସେବାରେ ସମସ୍ତ ଜିନିଷ ଆଇନଗତ ଭାବେ କରାଯାଏ।

up
Woman Curse: ଏହି ଗାଁରେ ୧୦୦ବର୍ଷ ହେବ ଦିଆଯାଇନି ଶ୍ରାଦ୍ଧ କି ପିଣ୍ଡ...କାରଣ ପଛରେ ଜଣେ ମହିଳା

ରାମଦାସ କହିଛନ୍ତି, 'ସେହି ଘଟଣା ପରେ ଆମର ପୂର୍ବଜମାନେ ଶ୍ରାଦ୍ଧ କରିବା ବନ୍ଦ କରି ଦେଇଥିଲେ। ଆମେ ସେମାନଙ୍କ ମାନ୍ୟତାର ପାଳନ କରୁଛୁ ଏବଂ ଆଜି ମଧ୍ୟ ଏହି ପରମ୍ପରା ଜାରି ରହିଛି। ଏପରିକି ଭିକ ମାଗିବା ପାଇଁ ମଧ୍ୟ ଏହି ଦିନଗୁଡ଼ିକରେ ଗାଁକୁ କେହି ଆସନ୍ତି ନାହିଁ।

Expensive Salt
Korean Bamboo Salt: କେଜି ପିଛା ୩୫ ହଜାର ଟଙ୍କାରେ ବିକ୍ରି ହେଉଛି ଲୁଣ, ଖାଇଲେ ଫାଇଦା ମିଳିବ ଏମିତି...ଗଣିପାରିବେ ନାହିଁ

ଦୁନିଆର ସବୁଠୁ ଦାମୀ ଲୁଣ, ଦାମ୍ ଶୁଣିଲେ ମୁଣ୍ଡ ଘୁରିଯିବ । ଆପଣ ସର୍ବାଧିକ କେତେ ଟଙ୍କାରେ ଲୁଣ କିଣିଥିବେ, ୫୦ ଟଙ୍କା କି ୧୦୦ ଟଙ୍କା । କାରଣ ସବୁ ଦେଶରେ ଲୁଣ ଖୁବ ଶସ୍ତାରେ ମିଳିଥାଏ । କିନ୍ତୁ ଏମିତି ବି ଲୁଣ ଅଛି ଯାହାର କେଜି ପିଛା ଦାମ୍ ଶହେ କି ହଜାରେ ନୁହେଁ, ପୂରା ୩୫ ହଜାର ଟଙ୍କା । ଯେଉଁଥିପାଇଁ ଏହି ଲୁଣକୁ ଦୁନିଆର ସବୁଠୁ ଦାମୀ ଲୁଣ କୁହାଯାଏ ।

  • Wednesday, 10 September 2025
crying club
Crying Club: ମନ ଖୋଲି କାନ୍ଦିପାରିବେନି, ଏଠି ଦେବାକୁ ପଡ଼ିବ ଟଙ୍କା...ଚାଲିଛି ନୂଆ ଟ୍ରେଣ୍ଡ୍

କାନ୍ଦିବା ପାଇଁ ଦେବାକୁ ପଡ଼ିବ ଟଙ୍କା। ୫୦୦ ଟଙ୍କିଆଟେ ଦିଅନ୍ତୁ ମନଇଚ୍ଛା କାନ୍ଦନ୍ତୁ। ସଜେଇ ହୋଇ କ୍ରାଇଙ୍ଗ୍ କ୍ଲବ ଯିବେ ଯୁବପିଢ଼ୀ ।

  • Wednesday, 10 September 2025
  • Mumbai
Gen z
Gen Z: ନେପାଳରେ ବିକ୍ଷୋଭ ପରେ ପୁଣି ଚର୍ଚ୍ଚାରେ Gen-Z, ଏହି ନାମ କେଉଁଠୁ ଆସିଛି...କିଏ ରଖିଛି

ଏବେ ସବୁଠି Gen-Zକୁ ନେଇ ଚର୍ଚ୍ଚା । କାର୍ଯ୍ୟଶୈଳୀ ହେଉ କି ଭିନ୍ନ ଚିନ୍ତାଧାରା ଯାହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଚାଲିଛି । କେହି କେହି ସେମାନଙ୍କୁ ପ୍ରଶଂସା କରୁଥିବା ବେଳେ କେହି କେହି ବିରକ୍ତ ହେଉଛନ୍ତି ।

Giant 2-Quintal Shark Caught in Fishermen’s Net at Mohana, Tourists Flock to See
giant shark: ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ସାର୍କ ମାଛ। ଯାହାର ଓଜନ ପାଖାପାଖି ଦୁଇ କ୍ୟୁଣ୍ଟାଲ

  • Friday, 05 September 2025
himachal
Special Puja: ମା’ ହିଡିମ୍ବାଙ୍କ ଦିନରାତି ଚାଲିଛି ପୂଜା..ଜାଣନ୍ତୁ ଦେବତାଙ୍କୁ କାହିଁକି ଉଠାଉଛନ୍ତି ହିମାଚଳବାସୀ

କିମ୍ବଦନ୍ତୀ ଅନୁଯାୟୀ ମହାଭାରତ କାଳରେ ହିଡିମ୍ବା ଏକ ବିଶେଷ କାର୍ଯ୍ୟ ପାଇଁ ରାକ୍ଷସ କୁଳରେ ଜନ୍ମ ନେଇଥିଲେ ଏବଂ ସେ ଏଠାରେ ତାଙ୍କ ଭାଇ ହିଡିମ୍ବ ସହିତ ରହୁଥିଲେ। ହିଡିମ୍ବର ଏହି ସମଗ୍ର ଅଞ୍ଚଳରେ ଆତଙ୍କ ଥିଲା। ମନାଲିର ପ୍ରାଚୀନ ହିଡିମ୍ବା ମନ୍ଦିରରେ ଦିବାରାତି ପୂଜା ଚାଲିଛି ଏବଂ ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଦେବୀ-ଦେବତାଙ୍କୁ ନିବେଦନ କରୁଛନ୍ତି। ଏହାକୁ କୁଲ୍ଲୁରେ ଛୋଟୀ ଜଗତୀ କୁହାଯାଏ ।

divorce temple
Divorce Temple: ଛାଡ଼ପତ୍ର ପାଇଁ ମନ୍ଦିର, ଆଜି ବି ଜାପାନରେ ରହିଛି ଏଭଳି ପରମ୍ପରା

ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ରୀତିନୀତି ଅନୁସରଣ କରନ୍ତି। ଏହି ରୀତିରେ ସାଧାରଣତଃ ଏକ କାଗଜରେ ନିଜର ଇଚ୍ଛା ଲେଖିବା ଓ ତାହାକୁ ମନ୍ଦିରରେ ଥିବା ପବିତ୍ର ସ୍ଥାନରେ ରଖିବା କିମ୍ବା ପୂଜା କରିବା ଅନ୍ତର୍ଭୁକ୍ତ। କେତେକ ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ପଥର ବା ଗଛରେ କାଗଜ ବାନ୍ଧିବାର ପରମ୍ପରା ରହିଛି, ଯାହା ସମ୍ପର୍କ ବିଚ୍ଛେଦର ପ୍ରତୀକ ଭାବେ ବିବେଚନା କରାଯାଏ।

  • Monday, 01 September 2025
  • Japan
viral video
Viral Video: କୋଟିଏ ଲୋକ ଦେଖିସାରିଲେଣି ଭିଡିଓ, ଛୋଟ ଛୁଆ ନୁହେଁ ସୋସିଆଲ ମିଡିଆ ଷ୍ଟାର....ଆପଣ ବି ହସିବେ

ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରିଛନ୍ତି ଯେ ଦେଖୁ ଦେଖୁ ଏହି ଛୋଟ ପିଲାଟି ସୋସିଆଲ ମିଡିଆର ଷ୍ଟାର ହୋଇଗଲା। ଏହି ଭିଡିଓ ୨୮ ସେକେଣ୍ଡର ଏବଂ ଏହାକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ୧ ମିଲିୟନରୁ ଅଧିକ ଲୋକେ ଏହାକୁ ଲାଇକ୍ କରିଛନ୍ତି।

love
Love Story: ଶାଳୀ ପ୍ରେମରେ ପାଗଳ ଭିଣୋଇ: ପତ୍ନୀର ମୃତ୍ୟୁ ପରେ ପ୍ରଥମ ଶାଳୀ ସହ ବିବାହ, ତା’ପରେ ତୃତୀୟ ଶାଳୀ ସହ ପ୍ରେମ

ପ୍ରାୟ ୭ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା ପରେ ପରିବାର ଲୋକେ ଶାଳୀ ସହ ବିବାହର ପ୍ରତିଶ୍ରୁତି ଦେବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଲେ। ଏହି ଯୁବକ ତାଙ୍କ ତୃତୀୟ ଶାଳୀ ସହ ବିବାହ କରିବାକୁ ଜିଦ୍‌ ଧରିଥିଲେ।

ଭିକାରୀ ଘରେ ଚୋରି
ଭିକାରୀ ଘରେ ଚୋରି

ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଜଣେ ବୃଦ୍ଧା ଭିକାରୀ ହାତରେ ଭଙ୍ଗା ତାଲା ଧରି ପହଞ୍ଚିଛନ୍ତି । ଆଉ କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ଘରୁ ୨୦ ହଜାର ଟଙ୍କା ,ଏବଂ ୫୦୦ ଇଟା ଚୋରି ହୋଇଯାଇଛି ଏହି ଜନ ଶୁଣାଣିରେ ମହିଳା ଜଣଙ୍କ ପୋଲିସ ଏହି କେସର ଯାଞ୍ଚ କରୁ ବୋଲି ଦାବି କରିଥିଲେ । ବୃଦ୍ଧା ଜଣଙ୍କ କହିଲେ ସେ ପ୍ରତିଦିନ ସକାଳୁ ଭିକ୍ଷାବୃତ୍ତି କରିବାକୁ ବାହାରିପଡନ୍ତି ଆଉ ସବୁବେଳେ ଘର ତାଲା ପକେଇଥାନ୍ତି କିନ୍ତୁ ସଂନ୍ଧ୍ୟାବେଳକୁ ଘରକୁ ଫେରିବାବେଳେ ଦେଖନ୍ତି ତାଲା ଭାଙ୍ଗି ଯାଇଥାଏ । ପରେ ତାଙ୍କ ଘରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିଲେ ।

  • Friday, 29 August 2025
nilabanti grantha
Cursed Book:ନୀଲାବନ୍ତି ଗ୍ରନ୍ଥ ଯାହାକୁ କେହି ସଂପୂର୍ଣ୍ଣ ପଢ଼ିପାରି ନାହାନ୍ତି, କାରଣ...

ନୀଲାବନ୍ତି ଗ୍ରନ୍ଥରେ ପଶୁ ଓ ପକ୍ଷୀଙ୍କ ଭାଷାକୁ ବୁଝିବା ଶକ୍ତି ହାସଲ କରିବା ଉପାୟ ବର୍ଣ୍ଣନା କରାଯାଇଥିବା ଦାବି କରାଯାଏ । ଅନେକ ଲୋକ କହନ୍ତି ଏହି ଗ୍ରନ୍ଥ ଅଭିଶପ୍ତ ଅଟେ । ଯେ କେହି ବି ଏହି ଗ୍ରନ୍ଥକୁ ପଢିବ ତାର ମୃତ୍ୟୁ ଘଟିବ ନଚେତ ସେ ପାଗଳ ହୋଇଯିବ ।

camel death
Camel Dies : ଓଟର ଦୁଃଖ କାହାଣୀ, ମାଲିକ ଛାଡ଼ି ଚାଲିଗଲା, ଝୁରି ଝୁରି ମରିଗଲା

ନିରୀହ ପଶୁଟି ଆଖିରୁ ଝରି ପଡୁଛି ଲୁହ। ତା ଶରୀରରୁ ଲୋମ ଝଡ଼ି ଯାଇଛି ଆଉ ଦେଖାଯାଉଛି କଙ୍କାଳ। ବର୍ଷା ରକ୍ଷା ପାଇବାକୁ ଚେଷ୍ଟା କଲେ ମଧ୍ୟ ଗୋଡ଼ ତା ସାଥ ଦେଉନି। ସେ କଥା ସିନା କହିପାରୁନି ହେଲେ ତା କରୁଣ ମୁହଁରୁ, ତା ମନରେ ଭରି ରହିଥିବା ଦୁଃଖ ଓ କଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି ।

monkey
ମୁଁ ବି ମା’

ମା‘ ଓ ମମତାର ଆଉ ଏକ କାହାଣୀ। ଦେଖନ୍ତୁ କେମିତି ମାଙ୍କଡ ଟିଏ ବିଲେଇ ଛୁଆକୁ ନିଜର କରି ନେଇଛି।

  • Saturday, 23 August 2025
MOON
Blood Moon:ଚନ୍ଦ୍ର ହୋଇଯିବ ବଡ ଆଉ ରକ୍ତ ପରି ଗାଢ ଲାଲ୍...କିପରି ଦେଖିବେ ଜାଣନ୍ତୁ

ଆକାଶରେ ହେବ ପୁଣି ଏକ ମହାଜାଗତିକ ଘଟଣା। ବିଶ୍ୱ ଦେଖିବ ଏକ ବିରଳ ଦୃଶ୍ୟ। ଚନ୍ଦ୍ର ହୋଇଯିବ ବଡ ଆଉ ରକ୍ତ ପରି ଗାଢ ଲାଲ୍। ଏହି ଅନନ୍ୟ ଦୃଶ୍ୟକୁ କିପରି ଦେଖିବେ ଜାଣନ୍ତୁ

  • Wednesday, 20 August 2025
  • Moon
Richest Village
ଦୁନିଆର ସବୁଠୁ ଧନୀ ଗାଁ

ଦୁନିଆର ସବୁଠୁ ଧନୀ ଗାଁ... ଯେଉଁଠି ସମସ୍ତେ କୋଟିପତି । ଗାଁରେ ପ୍ରତି ପରିବାରର ଆକାଉଣ୍ଟରେ ଅଛି କୋଟି କୋଟି ଟଙ୍କା । ଆଉ ଗାଁକୁ ଦେଖିଲେ, କୋଉ ସହରଠୁ କମ୍‌ ନୁହେଁ... ଚକାଚକ୍ ରାସ୍ତାଘାଟ, ବଡ଼ ବଡ଼ ବଙ୍ଗଳା, ସ୍କୁଲ, କଲେଜ, ହସ୍ପିଟାଲଠୁ ବ୍ୟାଙ୍କ୍, ସବୁପ୍ରକାର ସୁବିଧା ରହିଛି ଏହି ଗାଁରେ । ଆପଣ ଭାବୁଥିବେ ଆମେ ନିଶ୍ଚୟ ଆମେରିକା, ଚୀନ, କାନାଡା କି ଅନ୍ୟ କେଉଁ ଧନୀ ଦେଶର ଗାଁ ବିଷୟରେ କହୁଥିବୁ... କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଗାଁ ରହିଛି ଆମ ଭାରତରେ ।

  • Monday, 18 August 2025
tea
1000 For Tea: ଭାରତ ବୁଲିବାକୁ ଆସିଥିଲେ, ଲାଗିଲା ୧୦୦୦ଟଙ୍କାର ଝଟକା...କହିଲେ ବାପରେ ବାପ କି ମହଙ୍ଗା

ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଅନେକ ଉପଭୋକ୍ତା କହିଛନ୍ତି ଯେ ଏହା ବାସ୍ତବତା ଯାହାକୁ ଏବେ ସମସ୍ତେ ଗ୍ରହଣ କରିବାକୁ ପଡ଼ିବ। ଆଉ କେହି କେହି ମଜାରେ ଲେଖିଛନ୍ତି ଯେ ମୁମ୍ବାଇର ଚା ନୁହେଁ, ମୁମ୍ବାଇର ‘ଅନୁଭବ’ ମହଙ୍ଗା ଅଟେ।

BDO
ଲୋକଙ୍କ ସହ କାନ୍ଦିଲେ ଦୁଃଖ ବୁଝିଲେ

ଇଚ୍ଛାଥିଲା ସରକାରୀ ଚାକିରିଟିଏ କରିବେ ଲୋକଙ୍କ ଦୁଃଖ ବୁଝିବେ। ଆଉ ଆଜି ସେହି ଦୁଃଖ ଶୁଣୁ ଶୁଣି ଛଳଛଳ ହେଇଯାଇଛି ସରକାରୀ ବାବୁଙ୍କ ଆଖି। ବୃଦ୍ଧାଶ୍ରମରେ ବୃଦ୍ଧା ବାପା ମାଆଙ୍କ କଷ୍ଟ ଶୁଣି କୋହରେ ଫାଟି ପଡ଼ିଛି ତାଙ୍କ ଛାତି। ତାଙ୍କୁ କୁଣ୍ଢାଇ କାନ୍ଦୁଛନ୍ତି BDO ବାବୁ ।

  • Sunday, 17 August 2025
DINOSAURS FOOTPRINTS
ବନ୍ୟା ପରେ ଚମତ୍କାର, ବିରଳ ଡାଇନୋସରଙ୍କ ଏକାଧିକ ପାଦଚିହ୍ନ ଆବିଷ୍କାର

ବନ୍ୟା ପରେ ଚମତ୍କାର। ବିରଳ ଡାଇନୋସରଙ୍କ ଏକାଧିକ ପାଦଚିହ୍ନ ଆବିଷ୍କାର। ବନ୍ୟା ଜଳ କମିଯିବା ପରେ ମାଟି ଏବଂ ପଥରର ଆସ୍ତରଣ ତଳୁ ଆବିଷ୍କୃତ ହୋଇଛି ୧୫ଟି ତିନି ପଞ୍ଜା ବିଶିଷ୍ଟ ଡାଇନୋସରଙ୍କ ପାଦଚିହ୍ନ ।

  • Wednesday, 13 August 2025
Hunted Chair
Hunted Chair:ଭୁଲରେ ବି ବସିବେନି ଏହି ଚେୟାରରେ...ଚାଲିଯାଇପାରେ ଜୀବନ

ସେବେଠାରୁ ଏହି ଚେୟାର ଉପରେ ବସିବାକୁ କେହି ସାହସ କରିନାହାନ୍ତି। ୧୭୦୪ ମସିହାରେ ଥୋମାସ୍‌‌ ବୁସ୍‌‌ବୀଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପାଇବା ପୂର୍ବରୁ ସେ ଚେୟାରକୁ ଅଭିଶାପ ଦେଇଥିଲେ ଯିଏ ଏହା ଉପରେ ବସିବ ତାର ମୃତ୍ୟୁ ହେବ । 

wine
ଦୁନିଆର ସବୁଠୁ ମହଙ୍ଗା ମଦ ଦାମ୍...

କେବେ ଭାବିଛନ୍ତି ଦୁନିଆର ସବୁଠୁ ମହଙ୍ଗା ମଦର ନାଁ କଣ ? ଆଉ ତା' ଦାମ୍‌ କେତେ ହୋଇଥିବ ? ଦୁନିଆର ସବୁଠୁ ମହଙ୍ଗା ମଦ, ଯାହାକୁ ପିଇଲେ ଆପଣଙ୍କୁ ନିଶା ହେବ କି ନାଇଁ ଜାଣିନୁ ହେଲେ ଦାମ୍ ଶୁଣି ନିଶ୍ଚୟ ହୋସ୍ ଉଡିଯିବ ! ଗୋଟିଏ ପେଗ୍‌ର ଦାମ୍‌ ଏତେ ଯେ, ଆପଣ ଭୁବନେଶ୍ୱରରେ କିଣିପାରିବେ ଫ୍ଲାଟ୍, ଦାମୀ ଗାଡ଼ି ଚଢିପାରିବେ...

  • Tuesday, 12 August 2025
Mukti Kothari
ଦେବଭୂମିରେ ଭାରତର ସବୁଠୁ ଭୟଙ୍କର ସ୍ଥାନ

ଦେବଭୂମି ନାମରେ ପ୍ରସିଦ୍ଧ ଉତ୍ତରାଖଣ୍ଡରେ ଆପଣଙ୍କୁ ଅନେକ ପବିତ୍ର ସ୍ଥାନ ଦେଖିବାକୁ ମିଳିବ। ପ୍ରତିବର୍ଷ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ ଆସନ୍ତି । ଅନ୍ୟପଟେ, ଏହି ପବିତ୍ର ଭୂମିରେ ଭାରତର ସବୁଠାରୁ ଭୟଙ୍କର ସ୍ଥାନ ବା ହଣ୍ଟେଡ୍ ପ୍ଲେସ ରହିଛି । ଏହି ସ୍ଥାନ ଚମ୍ପାବତ ଜିଲ୍ଲାର ଲୋହାଘାଟରେ ଅଛି।

  • Saturday, 09 August 2025
Ravi Kishan
Ravi Kishan: କେତେ ରହିବ ସିଙ୍ଗଡ଼ାର ସାଇଜ, ସଂସଦରେ କଥା ଉଠାଇଥିଲେ ଏହି ଅଭିନେତା

ଥରେ ସେ ଖରାପ ଗୁଣବତ୍ତା ତେଲରେ ତିଆରି ଖାଦ୍ୟ ଖାଇଥିଲେ, ଯାହା ଫଳରେ ତାଙ୍କ ଗଳା ଖରାପ ହୋଇଯାଇଥିଲା।ସିଙ୍ଗଡ଼ା ପ୍ରସଙ୍ଗ ଉଠାଇବା ପାଇଁ ତାଙ୍କୁ ଉପହାସ କରାଯାଇଥିବା ବିଷୟରେ ରବି କିଶନ କହିଥିଲେ ଯେ ସେ ଜଣେ କଳାକାର, ତେଣୁ ସେ ନିଜ କଥାରେ ହାସ୍ୟର ବ୍ୟବହାର କରନ୍ତି।

Mukti Kothari
Mukti Kothari: ଦେବଭୂମୀ ଉତ୍ତରାଖଣ୍ଡର ହଣ୍ଟେଡ୍ ପ୍ଲେସ୍ , ଆଜି ବି ଘୁରିବୁଲନ୍ତି ଆତ୍ମା ! ଡାକ୍ତରଙ୍କ ଭବିଷ୍ୟବାଣୀ...

ମୁକ୍ତି କୋଠରୀର ଇତିହାସ ଆପଣଙ୍କୁ ଭୟଭୀତ କରିବା ସହ ଆଶ୍ଚର୍ଯ୍ୟ ବି କରିବ । ପ୍ରାରମ୍ଭିକ ଦିନରେ ଏହି ବଙ୍ଗଳାରେ ଏକ ବ୍ରିଟିଶ ପରିବାର ରହୁଥିଲେ। ପରେ ସେହି ବ୍ରିଟିଶ ପରିବାର ଏହି ବଙ୍ଗଳାକୁ ହସ୍ପିଟାଲ ନିର୍ମାଣ ପାଇଁ ଦାନ କରିଦେଇଥିଲେ।

Airport
ଟ୍ରେନ୍ ପାଇଁ ଅଟକିଯାଏ ବିମାନ

ବିମାନ ବନ୍ଦର ରହିଛି ଯାହାର ରନୱେ ମଝିରେ ଟ୍ରେନ୍‌ ଚାଲେ । ଯଦି ଟ୍ରେନ୍ ଯାଉଛି ତେବେ ବିମାନକୁ ବି ଅପେକ୍ଷା କରିବାକୁ ପଡ଼େ । ବିମାନବନ୍ଦରଟିର ନାଁ ହେଉଛି ଗିସ୍‌ବର୍ନ ଏୟାରପୋର୍ଟ, ଯାହା ନ୍ୟୁଜିଲ୍ୟାଣ୍ଡରେ ଅଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ ।

  • Saturday, 02 August 2025