Pradesh Pratyush

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୯ ବର୍ଷରେ ସୁରତରେ ରହୁଥିବା ଓଡ଼ିଆଙ୍କ କଥା ନବୀନଙ୍କର ମନେପଡ଼ିଲା କି ? ସୁରତରେ ରହୁଥିବା ବହୁ ଓଡ଼ିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ନିଜର କଷ୍ଟ ଉପାର୍ଜିତ ଧନ ମିଳୁ।

ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରୂପାଣି ଦାବି କରିଛନ୍ତି। ଏହା ସହିତ ଆୟୁଷ୍ମାନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ବିଜୟ ରୂପାଣି।

Other Stories