• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍‌ ଏହି ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି କାର୍‌ରେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କୁ ଅଟକାଇଥିଲେ। ତେବେ ଚେକିଂ ବେଳେ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ସମ୍ପର୍କରେ ଉକ୍ତ ବ୍ୟକ୍ତି ଜଣକ  ଉପଯୁକ୍ତ କାଗଜପତ୍ର ଦେଖାଇ ନ ପାରିବାରୁ ଫ୍ଲାଇଂ ସ୍କ୍ୱାଡ୍‌ ଟଙ୍କା ଜବତ କରିଥିଲା।

https://youtu.be/1xShpSyguME

Flying-squad-seizes-rs-6-5-lakh-from-a-car
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories