No restriction on domestic flight
ନୂଆଦିଲ୍ଲୀ: ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି । ସବୁ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବା ନେଇ ଜଣାପଡ଼ିଛି।
Advertisment
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଆଦେଶରେ ଦର୍ଶାଯାଇଛି ଯେ ବିମାନ ଯାତ୍ରା ପାଇଁ ଅନୁସୂଚିତ ଘରୋଇ ଅପରେସନ୍ ଭିଜ୍-ଏ-ଭିଜ୍ ଯାତ୍ରୀଙ୍କ ବର୍ତ୍ତମାନର ସ୍ଥିତିର ସମୀକ୍ଷା ପରେ ମନ୍ତ୍ରଣାଳୟ ୧୮ ତାରିଖରୁ ସମସ୍ତ ଘରୋଇ ଉଡ଼ାଣକୁ ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ଯେମିତି ସଠିକ୍ ଭାବରେ ଅନୁପାଳନ କରାଯାଏ ସେନେଇ ଧ୍ୟାନ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Also Read
Advertisment
Advertisment