/odishatv-khabar/media/post_attachments/uploadimage/library/16_9/16_9_0/Edible_oil_1636114501.jpg)
Edible oil
ଭୁବନେଶ୍ୱର: ଶସ୍ତା ହେବ ଖାଇବା ତେଲ। ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲର ଦାମ୍। ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲ ଦର ବୋଲି ସୂଚନା ମିଳିଛି। ସଂପୃକ୍ତ ୩ ପ୍ରକାର ତେଲରୁ ଆମଦାନୀ ଶୁଳ୍କ ୨.୫%ରୁ ଶୂନ ହେଲା।
Advertisment
Also Read
ପାମୋଲିନ୍ ତେଲରୁ ସେସ୍ ୨୦%ରୁ ହ୍ରାସ ପାଇ ୭.୫% ହେଲା ଏହାସହ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରୁ ସେସ୍ ୫%କୁ ଖସିଲା। କେବଳ ଏତିକି ନୁହେଁ ବରଂ ଶୁଳ୍କ ହ୍ରାସ ଯୋଗୁଁ ଶସ୍ତା ହେବ ଖାଇବା ତେଲ ଦର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)