Advertisment

UPSC Recruitment 2021: ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ସପ୍ତମ ବେତନ କମିଶନ ଅନୁସାରେ ମିଳିବ ଦରମା

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ ORA ୱେବ୍‌ସାଇଟ୍‌ରେ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରିପାରିବେ।

author-image
Rajalaxmi Sahoo
UPSC Recruitment 2021

UPSC Recruitment 2021

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ ORA ୱେବ୍‌ସାଇଟ୍‌ରେ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରିପାରିବେ।UPSCର ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧ ହେଉଛି ଅନ୍‌ଲାଇନ୍‌ ଆପ୍ଲିକେସନର ପ୍ରିଣ୍ଟ କପି ଦାଖଲର ଶେଷ ତାରିଖ। ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିବ।

Advertisment
  1. ଗାଜିଆବାଦରେ ନ୍ୟାସନାଲ୍‌ ସେଣ୍ଟର ଅଫ୍‌ ଅର୍ଗାନିକ୍‌ ଫାର୍ମିଂରେ ରିଜିଓନାଲ ଡାଇରେକ୍ଟର ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି। PwBD(Persons with Benchmark Disability) କ୍ୟାଟେଗୋରୀ ଓ ମୁକବଧିରଙ୍କ ପାଇଁ ଏହି ପଦବୀ ସଂରକ୍ଷଣ ରହିଛି। 
  2. ଇଣ୍ଟେଲିଜେନ୍ସି ବ୍ୟୁରୋରେ ଡେପୁଟି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସି ଅଫିସର(ଟେକ୍ନିକାଲ)(DCIO/Tech) ପାଇଁ ୧୦ଟି ପଦବୀ ଖାଲି ପଡ଼ିଛି। 
  3. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(କେମିଷ୍ଟ୍ରି) ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି। 
  4. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(ଇଲେକ୍ଟ୍ରିୟକାଲ୍‌ ଇଞ୍ଜିନିୟରିଂ) ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି।
  5. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ) ପଦବୀ ପାଇଁ ୨ଟି ପଦବୀ ଖାଲି ପଡ଼ିଛି।
  6. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇନଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ/କଣ୍ଟ୍ରୋଲ ଇନଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ) ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି।
  7. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(Mathematics) ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି।
  8. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(ମାନ୍ୟୁଫାକ୍‌ଚରିଂ ଇଞ୍ଜିନିୟରିଂ/ପ୍ରଡକ୍ସନ ଇଞ୍ଜିନିୟରିଂ) ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି।
  9. ଇଣ୍ଟିଗ୍ରେଟେଡ ହେଡ୍‌କ୍ୱାର୍ଟର୍ସ ଅଫ୍‌ ନାଭିରେ ଆସିଷ୍ଟାଣ୍ଟ ପ୍ରଫେସର(ମେକାନିକାଲ ଇଞ୍ଜିନିୟରିଂ) ପଦବୀ ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଛି।
  10. Directorate General Quality Assuranceରେ ସିନିଅର ସାଇଣ୍ଟିଫିକ୍‌ ଅଫିସର ଗ୍ରେଡ୍‌-୨(ଇଲେକ୍ଟ୍ରୋନିକ୍ସ) ପଦବୀ ପାଇଁ ୩ଟି ପଦବୀ ଖାଲି ପଡ଼ିଛି। 
  11. UPSCରେ ଜୁନିଅର ରିସର୍ଚ୍ଚ ଅଫିସର(ରିସର୍ଚ୍ଚ,ଷ୍ଟାଟିଷ୍ଟିକ୍ସ ଓ ଆନାଲିସିସି) ପଦବୀ ପାଇଁ ୩ଟି ପଦବୀ ଖାଲି ପଡ଼ିଛି।
  12. ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ଇଞ୍ଜିନିୟର/ଆସିଷ୍ଟାଣ୍ଟ ସର୍ଭେଅର୍‌ ଅଫ୍‌ ୱାର୍କସ୍‌/ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ(ସିଭିଲ) ପଦବୀ ପାଇଁ ୩ଟି ପଦବୀ ଖାଲି ପଡ଼ିଛି।
Advertisment

ଆପ୍ଲିକେସନ ଫି’, ଶିକ୍ଷାଗତ ଯୋଗ୍ୟତା ବୟସ ସୀମା କୋହଳ ନେଇ UPSC ଅଫିସିଆଲ ୱେବ୍‌ସାଇଟ୍‌ ଯାଇ ଚେକ୍‌ କରିପାରିବେ। ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ଼: UPSC Recruitment 2021

UPSC Recruitment UPSC Recruitment 2021
Advertisment
Advertisment