Advertisment

ମଇଁଷିରୁ କ୍ଷୀର ଦୁହିଁଲେ ନେହା କକ୍କର

ନେହା କକ୍କର ବଲିଉଡର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ବର୍ତ୍ତମାନ ତାଙ୍କୁ ବହୁତ ଲୋକ ଫଲୋ କରୁଛନ୍ତି। ସେ ନୀଜ ଯାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ହୃଦୟରେ ରାଜୁତି କରୁଛନ୍ତି। ନେହା ସେ କେବଳ ତାଙ୍କ ସୁନ୍ଦର ଗୀତ ପାଇଁ ଲୋକଙ୍କ ହୃଦୟ ଜିତୁଛନ୍ତି ତାହା ନୁହେଁ, ବରଂ ତାଙ୍କର ଚୁଲବୁଲ୍ ନୀତିରେ ମଧ୍ୟ ତାଙ୍କ ପ୍ରଶଂସକମାନେ ପାଗଳ ହୁଅନ୍ତି। ନେହା ଅନେକ ସମୟରେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ନିଜ ପ୍ରଶଂସକଙ୍କ ଖୁବ୍ ମନୋରଞ୍ଜନ କରିଥାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Neha Kakkar took out buffalo milk

Neha Kakkar took out buffalo milk

ନୂଆଦିଲ୍ଲୀ : ନେହା କକ୍କର ବଲିଉଡର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ବର୍ତ୍ତମାନ ତାଙ୍କୁ ବହୁତ ଲୋକ ଫଲୋ କରୁଛନ୍ତି। ସେ ନୀଜ ଜାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ହୃଦୟରେ ରାଜୁତି କରୁଛନ୍ତି। ନେହା ସେ କେବଳ ତାଙ୍କ ସୁନ୍ଦର ଗୀତ ପାଇଁ ଲୋକଙ୍କ ହୃଦୟ ଜିତୁଛନ୍ତି ତାହା ନୁହେଁ, ବରଂ ତାଙ୍କର ଚୁଲବୁଲ୍ ନୀତିରେ ମଧ୍ୟ ତାଙ୍କ ପ୍ରଶଂସକମାନେ ପାଗଳ ହୁଅନ୍ତି। ନେହା ଅନେକ ସମୟରେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ନିଜ ପ୍ରଶଂସକଙ୍କ ଖୁବ୍ ମନୋରଞ୍ଜନ କରିଥାନ୍ତି। ବର୍ତ୍ତମାନ ନେହାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ଏଠାରେ ନେହା ଗୀତ ଗାଇବାରେ ଅବସ୍ଥାରେ ନୁହେଁ, ବରଂ ମଇଁଷି ଠାରୁ କ୍ଷୀର ଦୁହିଁବା ଅବସ୍ଥାରେ ନଜର ଆସନ୍ତି।

Advertisment

ନେହାଙ୍କର ଏହି ଭିଡିଓ ତାଙ୍କର ଫ୍ୟାନ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ ଦେଖାଯାଉଛି ଯେ ନେହା ପ୍ରଥମେ ବାଲ୍ଟି ନେଇ ମଇଁଷି ପାଖକୁ ଯାଉଛନ୍ତି ଏବଂ ସେଠାରେ ସେ କ୍ଷୀର ଦୁହିଁବା ଶିଖୁଛନ୍ତି। ଏହି ଅବସରରେ ତାଙ୍କ ଅଣ୍ଟାରେ ଗାମୁଛା ମଧ୍ୟ ଭିଡାଯାଇଥିବା ଦେଖାଯାଏ। ଭିଡିଓରେ ନେହା କକ୍କଡ ଡରି ଡରି କ୍ଷୀର ଦୁହିଁବାକୁ ଚେଷ୍ଟା କରୁଥିବା ଦେଖାଯାଆନ୍ତି। ଭିଡିଓରେ ସେ ମଧ୍ୟ ପଚାରୁଛନ୍ତି ଯେ ମଇଁଷିକୁ କଷ୍ଟ ହେବନି ତ? ନେହା କ୍ଷୀର ଦୁହିଁନା ପରେ ବାଲ୍ଟିକୁ ଧରି ଦୌଡୁଥିବା ଦେଖାଯାଆନ୍ତି।

Advertisment

Neha Kakkar took out buffalo milkମଇଁଷିରୁ କ୍ଷୀର ଦୁହିଁଲେ ନେହା କକ୍କର

ନେହାଙ୍କ ଏହି ଭିଡିଓରେ ତାଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନେହାଙ୍କ ଏହି ଭିଡିଓରେ କିଛି ଲୋକ ତାଙ୍କୁ କ୍ୟୁଟ୍ କହିଥିବା ବେଳେ ଓଭର ଆକ୍ଟିଂ ବୋଲି ମଧ୍ୟ କହିଛନ୍ତି। ନିକଟରେ ନେହା ନିର୍ଦେଶନା କ୍ଷେତ୍ରରେ ମଧ୍ୟ ହାତ ଦେଇଛନ୍ତି। ଜଣେ ନିର୍ଦ୍ଦେଶକ ଭାବରେ ସେ ‘ପିନେ ଲଗେ ହୋ’ ଗୀତର ନିର୍ମାଣ କରିଛନ୍ତି। ଏଥିରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହ ଓ ଟିଭି ଅଭିନେତା ଜୈସ୍ମୀନ୍ ଭସୀନ ନଜର ଆସିଛନ୍ତି। ଏହା ଏକ ପାରିବାରିକ ଗୀତ ହୋଇଥିବା ବେଳେ ସମସ୍ତେ ଖୋଲା ଆକାଶ ତଂଏ ନାଚୁଥିବା ନଜର ଆସନ୍ତି।

Entertainment Neha Kakkar
Advertisment
Advertisment