/odishatv-khabar/media/post_attachments/uploadimage/library/16_9/16_9_0/coronavirus-1_1627367851.jpg)
coronavirus
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। ୨୪ ଘଣ୍ଟାରେ ରାଜ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍ବର୍ଗର ୫୭ ଜଣ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୪୭୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୭ ଜଣ, ବାଲେଶ୍ୱରରୁ ୨୫ ଜଣ, ଭଦ୍ରକରୁ ୪ ଜଣ, କଟକରୁ ୫୭ ଜଣ, ଢେଙ୍କାନାଳରୁ ୧୨ ଜଣ, ଗଞ୍ଜାମରୁ ୩ ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୨୯ ଜଣ, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୨୧୧ ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୪ ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲ୍ରୁ ୪୭ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 1st October
New Positive Cases: 478
Of which 0-18 years: 57
In quarantine: 281
Local contacts: 197(Details of local contacts will be shared by concerned Dist Administration)
District Wise Cases:
1. Angul: 7
2. Balasore: 25
3. Bhadrak: 4
4. Cuttack: 57— I & PR Department, Odisha (@IPR_Odisha) October 2, 2021
5. Dhenkanal: 12
6. Gajapati: 2
7. Ganjam: 3
8. Jagatsinghpur: 29
9. Jajpur: 16
10. Jharsuguda: 7
11. Kalahandi: 1
12. Kendrapada: 3
13. Keonjhar: 1
14. Khurda: 211
15. Malkangiri: 1
16. Mayurbhanj: 13
17. Nayagarh: 2
18. Puri: 14
19. Sambalpur: 12
20. Sonepur: 1
— I & PR Department, Odisha (@IPR_Odisha) October 2, 2021
21. Sundargarh: 10
22. State Pool: 47New recoveries: 691
Cumulative tested: 20103496
Positive: 1027431
Recovered: 1013833
Active cases: 5336
— I & PR Department, Odisha (@IPR_Odisha) October 2, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୪୩୧ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୫୩୩୬ ରହିଛି। ୧୦୧୩୮୩୩ ଜଣ ସୁସ୍ଥ ହୋଇଛନ୍ତି।
କରୋନା ମହାମାରୀର ମୁକାବିଲା ପାଇଁ ବଜାରକୁ ଖୁବ ଶୀଘ୍ର ଆସିବ ପ୍ରଥମ କୋଭିଡ୍ ବଟିକା ମୋଲନୁପିରାଭିର୍ । ଫାର୍ମା କଂପାନୀ ମର୍କ ଆଣ୍ଡ କୋ ଇଙ୍କ୍ ଏହି ଔଷଧ ପ୍ରସ୍ତୁତ କରିଛି।