• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

NISAR
NISAR: ପୁଣି ଇତିହାସ ରଚିଲା ଇସ୍ରୋ, ଉତ୍‌କ୍ଷେପଣ ହେଲା ବିଶ୍ବର ମହଙ୍ଗା ଉପଗ୍ରହ

ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି। ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।

Uniform And Id Card Stolen
Uniform And Id Card Stolen: ୨ ଦିନ ପରେ ଚୋର ପୁଣି ଥରେ ଫେରିଥିଲେ, ଏଥର କିନ୍ତୁ ଚୋରି ପାଇଁ ନୁହେଁ

ଚୋରି ଘଟଣା ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି। ଚୋରୀ ସମୟରେ ସାର୍ଜେଣ୍ଟ ଘରର ଅନ୍ୟ ଏକ ଅଂଶରେ ଥିଲେ। ଏଥିରୁ ଜଣାପଡ଼ୁଛି ଚୋରମାନଙ୍କୁ ଘରର ନକ୍ସା ମଧ୍ୟ ଭଲଭାବେ ଜଣାଥିଲା। ସାର୍ଜେଣ୍ଟ ପୁଲିସରେ ଅଭିଯୋଗ ଦାୟର କରିଥିଲେ।

Suicide
Suicide: ସୁଇସାଇଡ୍ ନୋଟ ମିଳିଛି, ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି ...ଅବସାଦରେ ଥିଲେ ମୃତକ

ପୁଲିସ ସୂଚନା ଅନୁସାରେ, ମୃତଦେହଟି ରୁମର ବେଡ୍ ଉପରୁ ମିଳିଥିଲା। ତାଙ୍କ ମୁହଁରେ ସିଲିଣ୍ଡର ସହ ଯୋଡ଼ି ହୋଇ ରହିଥିଲା ଏକ ପାଇପ୍ । ସୂଚନା ମିଳିବା ପରେ ବାରାଖମ୍ବା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ଲେଡି ହାର୍ଡିଙ୍ଗ ହସ୍ପିଟାଲକୁ ପଠାଇଥିଲା।

OTET Question Paper Leak
OTET Question Paper Leak: ‘OTET ପ୍ରଶ୍ନପତ୍ର ଲିକ୍ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି’

ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅଫିସର୍ ଏହାପଛରେ ରହିଛନ୍ତି ସଂପୃକ୍ତ। ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।

Health Alert Issued
Health Alert Issued: ବନ୍ୟା ପାଣିରେ ‘ସାପ’ ଡର; ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି...

ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

Doctor Carries Pregnant Woman by Trolley
ଡାକ୍ତର ହେବ ତ ଏମିତି ! ବନ୍ୟା ପାଣିରେ ପଶି ପ୍ରସୂତୀଙ୍କ ପାଖରେ ପହଞ୍ଚିଲେ ଡାକ୍ତର...

ନିଜ ବଦାନ୍ୟତା ପାଇଁ ଚର୍ଚ୍ଚାରେ ରାଜନଗର ମେଡିକାଲ ଅଫିସର...ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିଲାନି ଆମ୍ୱୁଲାନ୍ସ...ନିଜେ ଚାଲି ଚାଲି ଗଲେ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି...

Railway Rule
Railway Rule:ଯଦି ଭୁଲରେ ବି ଘରକୁ ନେଇଯାଉଛନ୍ତି , ହୋଇପାରେ ଜରିମାନା ସହ ଜେଲଦଣ୍ଡ

ଭାରତୀୟ ରେଳବାଇରେ କମ୍ବଳ, ଚାଦର, ତକିଆ ଆଦି ରେଳବାଇର ସମ୍ପତ୍ତି ବୋଲି ଗଣାଯାଇଥାଏ। ଏହାକୁ ଚୋରି କଲେ ରେଳବାଇ ସମ୍ପତ୍ତି ଆଇନ, ୧୯୬୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।

WCL
WCL: ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ, ଓହରିଗଲେ ମୁଖ୍ୟ ସ୍ପନସର

ଆମେ ଗର୍ବର ସହ ଇଣ୍ଡିଆ ଚାମ୍ପିଅନସ୍ ଟିମକୁ ସମର୍ଥନ ଜାରି ରଖିବୁ, କିନ୍ତୁ ପାକିସ୍ତାନ ଜଡ଼ିତ କୌଣସି ମ୍ୟାଚର ସମର୍ଥନ କିମ୍ବା ପ୍ରଚାର କରିବୁ ନାହିଁ। ସର୍ବଦା ଦେଶ ପ୍ରଥମେ।

 Stricter Security Protocols for Jagannath Temple
ଶ୍ରୀମନ୍ଦିରକୁ କେମିତି ଯିବନି କ୍ୟାମେରା? ବଡ଼ ସୂଚନା ଦେଲେ ପୁରୀ ଏସପି...

ପ୍ରତିଦିନ ନୂଆ ନୂଆ ତରିକାରେ ପର୍ଯ୍ୟଟକ ମାନେ ଶ୍ରୀମନ୍ଦିରକୁ ଆସୁଛନ୍ତି। ବିଭିନ୍ନ ଉପାୟରେ କ୍ୟାମେରା ପ୍ରବେଶ ପାଇଁ ହେଉଛି ଉଦ୍ୟମ। ହେଲେ ସେସବୁକୁ ବିଫଳ କରୁଛି ପୋଲିସ୍।

CM Conducts Aerial Survey of Flood‑Affected Areas
ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ; ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ...

ଆଜି ଆକାଶମାର୍ଗରେ ବନ୍ୟାସ୍ଥିତି ଦେଖିବା ସହ ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିଛନ୍ତି। ଏବେ ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି।

Love And God
Love And God: ତିଆରି ପାଇଁ ଲାଗିଥିଲା ୨୪ବର୍ଷ, ରିଲିଜ ପୂର୍ବରୁ ଆକ୍ଟର-ଡିରେକ୍ଟରଙ୍କ ଦେହାନ୍ତ

"ଲଭ୍ ଆଣ୍ଡ ଗଡ" ଫିଲ୍ମର ସୁଟିଂ ୧୯୬୩ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଅର୍ଥାତ୍ କୈସ ଭୂମିକାରେ ଗୁରୁଦତ୍ତଙ୍କୁ ସାଇନ କରାଯାଇଥିଲା। ସେହିପରି ଲୈଲା ଭୂମିକାରେ ନିମ୍ମୀ ନାମକ ଜଣେ ଅଭିନେତ୍ରୀ ଥିଲେ।

Alien
Alien Spacecraft: ଅନ୍ତରୀକ୍ଷରୁ ପୃଥିବୀକୁ ରହିଛି କି ବିପଦ ? ମାଡ଼ିଆସୁଛି ଏଲିଏନଙ୍କ ସ୍ପେସକ୍ରାଫ୍ଟ

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ତଥା ବୈଜ୍ଞାନିକ ଆଭି ଲୋଏବଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲିଏନମାନଙ୍କର ଏକ ମହାକାଶଯାନ 3I/ATLAS ପୃଥିବୀ ଆଡକୁ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯେ ଏହା ୨୦୨୫ ନଭେମ୍ବର ମାସରେ ସୂର୍ଯ୍ୟଙ୍କ ବହୁତ ନିକଟତର ହୋଇଯିବ ।

Al Qaeda
Al Qaeda Terrorist: ATS ହାତରେ ମହିଳା ଆତଙ୍କୀ, କରୁଥିଲା ବଡ ଆକ୍ରମଣ ଯୋଜନା

ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଭାରତୀୟ ଶାଖା ସହ ଜଡିତ ଜଣେ ମହିଳା ଆତଙ୍କବାଦୀ ସମା ପରବୀନକୁ ବେଙ୍ଗାଲୁରୁରୁ ଗିରଫ କରିଛି ଜୁଜରାଟ ATS।

Bus Carrying ITBP Jawans Falls Off Bridge Into River
ଜମ୍ମୁ କାଶ୍ମୀରରେ ବଡ଼ ବସ ଦୁର୍ଘଟଣା; ନଦୀରେ ଖସି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ...

ଇଣ୍ଡୋ ତିବ୍ଦତିଆ ବର୍ଡର ପୋଲିସ ବା ITBP ଯବାନଙ୍କୁ ନେଇ ଯାଉଥିବା ବସ ସିନ୍ଦ୍ ନଦୀରେ ଖସି ପଡ଼ିଛି । ଜମ୍ମୁ କାଶ୍ମୀରର କୁଲାନ ନିକଟରେ ଏହି ଦୁର୍ଘଟଣା ହୋଇଛି ।

Jay And Veeru
Jay And Veeru: ପାଲଟିଗଲେ ଇତିହାସ, କିନ୍ତୁ ମନେ ରହିବେ ସବୁଦିନ ପାଇଁ...କାହାଣୀ ହିଁ କିଛି ଏଭଳି

ଜୟ ଓ ବୀରୁ ଅନେକ ବନ୍ୟଜନ୍ତୁ ଡକ୍ୟୁମେଣ୍ଟାରୀରେ ନାୟକ ହୋଇଛନ୍ତି। ଗିର ଜଙ୍ଗଲରେ ପ୍ରାୟତଃ ଏକାଠି ଦେଖାଯାଉଥିବା ଏହି ଯୋଡ଼ି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ।

gold rate
Gold Rate: ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୪୮୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୨,୧୦୦ ଟଙ୍କା ହୋଇଛି ।

Kriti Sanon
Kriti Sanon: ସଫଳ ଅଭିନେତ୍ରୀ ସହ ସଫଳ ବ୍ୟବସାୟୀ, ଜାଣନ୍ତୁ କିଭଳି ପାଇଲେ ସଫଳତା

ବ୍ରାଣ୍ଡର ସଫଳତାର ଶ୍ରେୟ ସେ ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ସଠିକ୍ ଉତ୍ପାଦ ରଣନୀତି ଏବଂ ମଜବୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ଦେଇଛନ୍ତି। ହାଏଫନର ଆରମ୍ଭ କ୍ରିତି ସାନନ ନିଜର ୩୩ତମ ଜନ୍ମଦିନରେ (ଜୁଲାଇ ୨୦୨୩) କରିଥିଲେ।

UPI Rules Set to Change from August 1
UPI Rules: ୟୁପିଆଇ ନୂଆ ଗାଇଡଲାଇନ୍; ଅଗଷ୍ଟ ୧ରୁ ବଦଳିବ ନିୟମ, ଜାଣନ୍ତୁ କଣ...

ଡିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର ହେଉଥିବା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟଫେସ ବା UPI ନିୟମରେ ଅନେକ ପରିବର୍ତ୍ତନ ହେବ । UPI ବ୍ୟବହାରର ଗୁଣବତ୍ତା ବଢ଼ାଇବା ପାଇଁ NPCI ବା ନ୍ୟାସନାସଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଏହି ପଦକ୍ଷେପ ନେଇଛି ।

richest
Richest European Country: ନା ଅଛି ବିମାନବନ୍ଦର ନା ନିଜସ୍ୱ ମୁଦ୍ରା, ତଥାପି ଏହି ଦେଶ ସବୁଠୁ ଧନୀ, କାମ ନ କଲେ ବି ସରିବନି ଟଙ୍କା

ଏହି ଦେଶର କୌଣସି ବିମାନବନ୍ଦର ନାହିଁ, ଏହାର ନିଜସ୍ୱ ମୁଦ୍ରା ନାହିଁ, ଏଠାକାର ଲୋକେ ବ୍ରିଟେନର ରାଜାମାନଙ୍କଠାରୁ ଧନୀ, ସ୍ଥାନୀୟ ଲୋକମାନେ ଏତେ ଧନୀ ଯେ ସେମାନଙ୍କୁ ଜୀବନସାରା କାମ କରିବାକୁ ପଡ଼େ ନାହିଁ; ଏହା ସ୍ୱିଜରଲ୍ୟାଣ୍ଡ କିମ୍ବା ଗ୍ରୀସ୍ ନୁହେଁ, ଏହା ହେଉଛି ଲିକ୍ଟେନଷ୍ଟାଇନ।

Civic Protest at BMC
Civic Protest at BMC: BMCର ମାସିକିଆ ବୈଠକ ପୂର୍ବରୁ ହଙ୍ଗାମା; କର୍ପୋରେଟରଙ୍କୁ ଗିରଫ ଦାବି...

ବିଏମସି ଅଫିସ୍ ଘେରାଉ ଉଦ୍ୟମ କରିଛନ୍ତି ୨୯ନଂ ୱାର୍ଡର ବାସିନ୍ଦା । ୨୯ନଂ ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମର୍ଥନରେ ଘେରାଉ କରାଯାଇଛି ।

Subhadra Yojana
Subhadra Yojana: ଖୁସି ଖବର; ପୁଣି ଖୋଲିବ ‘ସୁଭଦ୍ରା’ ପୋର୍ଟାଲ୍; ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି...

ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ।

Tree Plantation Failure
Tree Plantation Failure: ଗଛ ଲଗାଇ ନପାରିବାରୁ ଆକ୍ସନ୍; ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ...

'ଏକ୍ ପେଡ୍ ମା' କେ ନାମ୍' କାର୍ଯ୍ୟକ୍ରମରେ ଗଛ ଲଗାଇ ନପାରିବାରୁ ବଲାଙ୍ଗିର ଜିଲ୍ଲାର ୧୧ ଜଣ ବିଇଓଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । 

pregnancy
Pregnancy: ଆଶ୍ଚର୍ଯ୍ୟ! ଗର୍ଭରେ ନୁହେଁ, ଯକୃତରେ ବଢୁଛି ସନ୍ତାନ

ଜଣେ ମହିଳାଙ୍କ ପେଟରେ ଦୁଇ ସପ୍ତାହ ଧରି ଯନ୍ତ୍ରଣା ହେବା ଯୋଗୁଁ ସେ ଡାକ୍ତରଙ୍କୁ ଦେଖାଇବା ପରେ ଜଣା ପଡିଥିଲା ଯେ, ତାଙ୍କ ଗର୍ଭରେ ନୁହେଁ, ବରଂ ଯକୃତରେ ଏକ ଭ୍ରୁଣ ୧୨ ସପ୍ତାହ ଧରି ବଢୁଛି।

Controversy Over Mahaprabhu's Image
Controversy Over Mahaprabhu's Image: ପାପୋଛରେ ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର; ସାଇବର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା...

ଅଲି ଏକ୍ସପ୍ରେସ ନାମକ ଏକ ସଂସ୍ଥା ଫଟୋ ଚିତ୍ର ଛାପି ୱେବସାଇଟରେ ପାପୋଛର ବିଜ୍ଞାପନ ଦେଇଛି। ଯାହାକୁ ନେଇ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

India-US Launch World's Costliest Earth Imaging Satellite 'NISAR' Today
World's Costliest Earth Imaging Satellite: ଚୁଟକିରେ ଧରାପଡ଼ିବ ଭୂପୃଷ୍ଠର ଛୋଟରୁ ଛୋଟ ପରିବର୍ତ୍ତନ...

ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଜି ଲଞ୍ଚ୍ ହେବ ଭାରତ ଓ ଆମେରିକାର ଐତିହାସିକ ମିଳିତ ମିଶନ୍। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ସାଟେଲାଇଟ୍ ବା ନିସାର୍।