ଭାରତୀୟ ସେନାରେ ସମନ୍ୱୟ ବୃଦ୍ଧି ପାଇଁ ୩ଟି ମିଳିତ ସାମରିକ ଷ୍ଟେସନ୍ ଗଠନ ନିଷ୍ପତ୍ତି । ଭାରତର ସଶସ୍ତ୍ର ବାହିନୀ, ସେମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ତିନିଟି ନୂଆ ମିଳିତ ସାମରିକ ଷ୍ଟେସନ୍ ଏବଂ ଏକ ତ୍ରି-ସେବା ଶିକ୍ଷା କୋର୍ ଗଠନ କରିବାକୁ ଘୋଷଣା କରିଛି।
କୁକୁର କାମୁଡ଼ିଲେ ମିଳିବ କାରାଦଣ୍ଡ। ଜୀବନ ସାରା ଜେଲରେ କଟିବ ଦିନ। ଚର୍ଚ୍ଚାରେ ଯୋଗୀ ସରକାରଙ୍କ ଅଜବ ନିୟମ ।
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ସାରା ଦେଶ ଓ ବିଶ୍ବରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।
କୁକୁରଙ୍କୁ ମିଳିବ ଦଣ୍ଡ। ଦୁଇ ଥର କାମୁଡୁଥିବା କୁକୁରଙ୍କୁ ଦଣ୍ଡ ସ୍ବରୂପ କୁକୁରଙ୍କୁ ଆଜୀବନ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ସେଣ୍ଟରରେ ଛାଡି ଦିଆଯିବ।
କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି । ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।
ନିର୍ଦ୍ଦେଶାବଳୀରେ ସଂଶୋଧନ ପରେ ଇଭିଏମ ବାଲଟ ପେପରରେ ପ୍ରାର୍ଥୀମାନଙ୍କର ଫଟୋ ରଙ୍ଗୀନ ଛପାଯିବ। ପ୍ରାର୍ଥୀଙ୍କ ମୁହଁ ଫଟୋର ତିନି-ଚତୁର୍ଥାଂଶ ଅଂଶରେ ରହିବ, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଦେଖାଯିବ ।
ମୋଦି ଏପରି ଜଣେ ନେତା ଯାହାଙ୍କ ନେତୃତ୍ୱର ଆଧାରରେ ଗତ ୧୧ବର୍ଷ ଭିତରେ ରାଷ୍ଟ୍ରର ଉତ୍ ଥାନ ଓ ଜନତାଙ୍କ କଲ୍ୟାଣ ଜଳଜଳ ଦୃଶ୍ୟମାନ ହୋଇଛି । ତାଙ୍କ ନେତୃତ୍ୱର ବିଶେଷତା ହେଉଛି ସେ ନିଜ ଶାସନରେ ସମାଜର ସବୁ ବର୍ଗଙ୍କ ଭାଗୀଦାରି ସୁନିଶ୍ଚିତ କରିବାର ଦୃଷ୍ଟିକୋଣ ରଖିନ୍ତି। ତାଙ୍କ ସମୟରେ ଗରିବ-କଲ୍ୟାଣକୁ କେନ୍ଦ୍ରରେ ରଖି ଅନେକ ଯୋଜନା କେବଳ ଆରମ୍ଭ କରାଯାଇନି ବରଂ ସଫଳତାପୂର୍ବକ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇଛି।
ସିଭିଲ ସର୍ଭିସର କଳାଧନ ଖିଆ ମ୍ୟାଡମ୍। ଘରେ ୯୨ ଲକ୍ଷ ନଗଦ, ୨ କୋଟିର ସୁନା ଅଳଙ୍କାର। ୬ ବର୍ଷ ଚାକିରୀରେ କୋଟି କୋଟିର ମାଲିକାଣୀ ।
ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି।
ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା...ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ।
ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଯଦିଓ ପରେ ଉଭୟ ଦେଶ ମଧ୍ୟରେ ଧୀରେ ଧୀରେ ସମ୍ପର୍କ ସୁଧାର ହେଉଛି। ମୋଦିଙ୍କ ଜନ୍ମଦିନ ଅବସରରେ ଟ୍ରମ୍ପ ମୋଦିଙ୍କୁ ଫୋନ କରିଥିଲେ।
ଉତ୍ତରାଖଣ୍ଡର ପିଛା ଛାଡୁନି ପ୍ରଳୟ। ବାରମ୍ବାର ବାଦଲ ଫାଟୁଛି, ବିତ୍ପାତ ଆଣୁଛି ବନ୍ୟା। ପାହାଡ଼ରୁ ଯେମିତି ଖସୁଛି ପ୍ରଳୟ। ଗତରାତିରେ ଉତ୍ତରାଖଣ୍ଡ ସହସ୍ରାଧାରା ଅଞ୍ଚଳରେ ବାଦଲ ଫାଟିବା ପରେ ଡେରାଡୁନରେ ଭୟଙ୍କର ବିଭୀଷିକା ଦେଖିବାକୁ ମିଳିଛି। ରାସ୍ତାଘାଟ, ଘରଦ୍ବାର, ମାର୍କେଟ କେଉଁଠି ଭାସି ଯାଇଛି ତ କେଉଁଠି ବୁଡ଼ିଛି। ଡେରାଡୁନରେ ତମସା ନଦୀ ଓ ରିଷିକେଶରେ ଚନ୍ଦ୍ରଭାଗା ନଦୀର ରୌଦ୍ର ରୂପ ଜନଜୀବନ ସହ ବ୍ୟାପକ ଧନସମ୍ପତ୍ତି ଛାରଖାର କରିଛି। ଗତ ଦେଢ଼ ମାସ ଭିତରେ ପ୍ରକୃତିର କୋପରେ ଯୁଝି ହେଉଛି ଉତ୍ତର ଭାରତ। ...
କର ଦାତାଙ୍କ ପାଇଁ ଖୁସି ଖବର...ଇନକମ୍ ଟ୍ୟାକ୍ସ୍ ରିଟର୍ଣ୍ଣ ଫାଇଲିଙ୍ଗ ର ଡେଡଲାଇନ ବଢିଛି...କିନ୍ତୁ ମିସ୍ କଲେ ପେନାଲିଟି ଦେବାକୁ ପଡିବ...
ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡ଼ି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।
ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ୨ କୋଟି ଟଙ୍କା ଓ ସୁନା ଜବତ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା ।
UPI ୟୁଜର ମାନେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ କରିପାରିବେ। ଏକାଥରେ ହୋଇପାରିବ ୫ ଲକ୍ଷ। UPIର ଟ୍ରାଞ୍ଜାକ୍ସନ ନିୟମରେ ଏହି ପରିବର୍ତ୍ତନ କରାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ 1xBet ର ତଦନ୍ତ ପାଇଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଡଙ୍କୁ ସମନ କରିଛି।
ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଋଣ ଉପରେ ସୁଧ ଦେବାକୁ ପଡୁଥିଲା, କିନ୍ତୁ ଏବେ ଏହା ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ। କିସ୍ତିର ଅବଧି ବୃଦ୍ଧି ହେବା ସହିତ ପ୍ରତ୍ୟେକ ମାସର EMI ହ୍ରାସ ପାଇବ । ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ଏହା ସାହାଯ୍ୟ କରିବ।
ଟ୍ରଂପଙ୍କ ୫୦ ପ୍ରତିଶତ ଟାରିଫ୍ ପରଠୁ ଆମେରିକା ସହ ସଂପର୍କ ବିଗିଡ଼ିଥିବା ବେଳେ ଦିଲ୍ଲୀରେ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ ଭାରତରେ ପହଞ୍ଚିଛନ୍ତି।
ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ବହୁ ଘର, ମନ୍ଦିର, ଦୋକାନ, ହୋଟେଲ୍, ରେଷ୍ଟୁରାଣ୍ଟ ବୁଡ଼ାଇବା ସହ ଏକାଧିକ ଲୋକ ଭାସି ଯାଇଛନ୍ତି।
ମାଓବାଦୀଙ୍କୁ ବର୍ତ୍ତିବାର ଆଉ ବାଟ ନାହିଁ କି ତିଷ୍ଠି ରହିବାର ବିକଳ୍ପ ବି ନାହିଁ। ବିଲୁପ୍ତ ମୁହାଁ ଲାଲଗଡ଼ ଭିତରୁ ଆତ୍ମସମର୍ପଣର ସୁଅ ଛୁଟୁଛି ଟପ୍ ଲିଡରଙ୍କର। ଦକ୍ଷିଣ ସବ୍ ଜର୍ଣ୍ଣାଲ ବ୍ୟୁରୋ ଇନଚାର୍ଜ ତଥା ନିହତ ନକ୍ସଲ କମାଣ୍ଡର କିଶନଜୀର ପତ୍ନୀ ସୁଜାତା ପରେ ଛତିଶଗଡ଼ ପୋଲିସ ନିକଟରେ ସରେଣ୍ଡର କରିବାକୁ ବାଧ୍ୟ ହୋଇଛି ମାଓ ଲିଡର୍ ଚଲପତିର ଘନିଷ୍ଠ ସହଯୋଗୀ ସତ୍ୟମ୍ ଗାବଡେର ସ୍ତ୍ରୀ। ସେପଟେ ଝାଡ଼ଖଣ୍ଡରେ ସୁରକ୍ଷାବାହିନୀର ଅନ୍ଧାଧୂନ୍ ଅପରେସନରେ ୪ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ସଫା। ଏଭଳି ମାଓ ଦମନ ଭିତରେ ପିଳେହିପାଣି ଅବସ୍ଥାରେ ଥିବା ସୀମାନ୍ତ ରାଜ୍ୟର ନକ୍ସଲ, ଆଉ ଓଡ଼ିଶା ପ୍ରବେଶର ଆଶଙ୍କାକୁ ଦେଖି କଡ଼ା ପହରା ଦେଉଛି ପୋଲିସ।...
କିଛି ଦିନ ପୂର୍ବେ ମୁମ୍ବାଇରେ ଜଣେ ୮୧ ବର୍ଷୀୟ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କରିଥିଲେ ଏବଂ ତା’ପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଶନିବାର ଦିନ ନୋଏଡାରେ, ଜଣେ ମାନସିକ ରୋଗୀ ପୁଅର ମାଆ ୧୩ ମହଲାରୁ ଡେଇଁ ନିଜର ଏବଂ ତାଙ୍କ ପୁଅର ଜୀବନ ନେଇଥିଲେ... ଏପରି ପଦକ୍ଷେପ ପ୍ରକୃତରେ ଭୟଙ୍କର... କିନ୍ତୁ ମନେ ରଖିବା ଉଚିତ ଯେ ଜୀବନରେ ଅନେକ ଅସୁବିଧା ଆସିବ, ତା ଭିତରେ ବି ସଂଘର୍ଷ କରିବାକୁ ପଡିବ । ପ୍ରତିକୂଳ ପରିସ୍ଥିତିରେ ଜୀବନ ଜୀଇଁବାର କଳା ଶିଖିବାକୁ ପଡିବ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଦାୟର ଆବେଦନକୁ ଖାରଜ କରି କହିଛନ୍ତି ଯେ ଏପରି କରିବା ବ୍ଲାକମେଲ୍ ପାଇଁ ଏକ ଉପକରଣ ହୋଇଯିବ।
ସାହାରା ନିବେଶକଙ୍କ ପାଇଁ ଖୁସି ଖବର। ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ଆକାଉଣ୍ଟକୁ ଆସିବ ୫ହଜାର କୋଟି ଟଙ୍କା ।
ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ବଡ ତଥ୍ୟ ପ୍ରକାଶ କରିଛନ୍ତି। ଭାରତ ଅପରେସନ ସିନ୍ଦୂର କରିବା ବେଳେ ମୁନିର ବଙ୍କର ଭିତରେ ଲୁଚି ରହିଥିଲେ ବୋଲି କହିଛନ୍ତି।