• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ: ପୁଣି ଥରେ ଲାଇଭ କାର୍ଯ୍ୟକ୍ରମରେ ଦେଖିବାକୁ ମଳିଛି ଅଭାବନୀୟ ଦୃଶ୍ୟ। ଜାତୀୟ ଗଣମାଧ୍ୟମ ଜୀ ହିନ୍ଦୁସ୍ତାନୀରେ ଟ୍ରିପଲ୍‌ ତଲାକ୍‌ ଉପରେ ଚାଲିଥିଲା ଏକ ଲାଇଭ କାର୍ଯ୍ୟକ୍ରମ । ବିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା ଇଜାଜ୍ ଆର୍ଶଦ କାଜମୀ। ତେବେ ଏହାକୁ ନେଇ ମାମଲା ଦାୟର ହେବା ପରେ ମୌଲାନା ଇଜାଜ୍‌ଙ୍କୁ ଗିରଫ କରିଛି ପୁଲିସ।

ଏହି ବିତର୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

(ସୌଜନ୍ୟ: ୟୁ ଟ୍ୟୁବ୍‌)

https://www.youtube.com/watch?v=KRBz9mXyyjM

Other Stories