• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁଭୂତି ଏବଂ ତଥ୍ୟ ବାଣ୍ଟିଛନ୍ତି।

ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି ଭଳି ନିଜ ବ୍ୟକ୍ତିଗତ ଜୀବନଶୈଳୀର ଅନେକ ରୋଚକପୂର୍ଣ୍ଣ କଥା କହିଛନ୍ତି ମୋଦି।

https://youtu.be/6upnIbVQt6o

https://youtu.be/eJdiZFCAMzg

https://youtu.be/Rkr3aS8AOgo

Other Stories