କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି ।
ଅଗଷ୍ଟ ୯, ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରା ଟଙ୍କା। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।
ଜୁଲାଇ ୧୨ ତାରିଖରେ ଡ୍ରାଇଭର୍ ସଂଘରେ ଫାଟ ଦେଖାଦେଇଥିଲା । ଗୋଟେପଟେ ଡ୍ରାଇଭର୍ ସଂଘର ଆନ୍ଦୋଳନ, ଅନ୍ୟପଟେ ଗଡ଼ିଲା ବସ୍ । ୪ ଦିନ ଧରି ରାସ୍ତାରେ ଡ୍ରାଇଭର୍ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଖୋଲାଖୋଲି ନମାନି ଗାଡ଼ି ଚଳାଇଥିଲେ ଡ୍ରାଇଭର୍ ମାନେ ।
ଏନେଇ ବିଶେଷ ଘୋଷଣା କରିଛନ୍ତି ଯାତ୍ରା ମାଲିକ ସଂଜୀବ କୁମାର ପାଢୀ । ଜଣେ ଯାତ୍ରାପାର୍ଟି ମାଲିକଙ୍କ ପାଖରୁ ଟଙ୍କା ଓ ଗାଡ଼ି ଆଣି ଯାତ୍ରା କରିବାକୁ ମନା କରିବାରୁ ବିବାଦରେ ଫସିଥିଲେ ପୀୟୂଷ । ପରେ ବର୍ଷେ ବିଶ୍ରାମ ନେବା ସହ ମଞ୍ଚକୁ ଚଢିବେନି ବୋଲି ଘୋଷଣା କରିଥିଲେ ।
ପଣସ ଖାଇଥିଲେ ବୋଲି ରାଜ୍ୟ ପରିବହନ ବିଭାଗ କାଟିଥା’ନ୍ତା ମୋଟା ଅଙ୍କର ଚାଲାଣ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ନିଜକୁ ମଦ୍ୟପ ନୁହେଁ ବୋଲି ପ୍ରମାଣ କରିପାରୁ ସେ ପରିବହନ ବିଭାଗ ନିକଟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ପୂରା ମେଡିକାଲ୍ ଭିତରେ ପାଣି ପ୍ରଭାବିତ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । କିଛି ଲୋକେ ମେଡିକାଲ ଭିତରେ ଥିଲେ ସେଠୁ ବାହାରିବା ବି ମୁସକିଲ୍ ହୋଇପଡ଼ିଛି ।
ବାବା ଭେଙ୍ଗାଙ୍କ ଅନୁସାରେ, ଏକ ମାରାତ୍ମକ ଭାଇରସ୍ ପୃଥିବୀକୁ ଆସିବ, ଯାହା ମଣିଷର ବୟସକୁ ଦ୍ରୁତ ଗତିରେ ବୃଦ୍ଧି କରିବ। ଏହି ଭାଇରସ୍ ଶରୀରକୁ ଅସ୍ୱାଭାବିକ ଭାବରେ ଦ୍ରୁତ ଗତିରେ ବୟସ୍କ କରିଦେବ। ତାଣ୍ଡବ ରଚିବ ପାଖାପାଖି ୧୦ ବର୍ଷ।
୨୦୨୮କୁ ନେଇ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଯଦି ସତ ହୁଏ ତେବେ ସମଗ୍ର ବିଶ୍ୱର ରୂପ ବଦଳାଇ ଦେଇପାରେ। ସେ ୨୦୨୮ ବର୍ଷ ପାଇଁ ତିନୋଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଥିଲେ।
ଦୁନିଆର ସୁବୁଠୁ ଛୋଟ ଦେଶ ବିଷୟରେ ଆପଣ ଜାଣନ୍ତି କି ? ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଦେଶରେ ମାତ୍ର ୩୩ ଜଣ ଲୋକ ରହନ୍ତି । ଆଉ ଯଦି କେହି ପର୍ଯ୍ୟଟକ ସେଠାକୁ ଯାଆନ୍ତି ତେବେ ସେମାନଙ୍କୁ ମାତ୍ର ୨ ଘଣ୍ଟା ପାଇଁ ଅନୁମତି ଦିଆଯାଏ । କେଉଁଠି ଅବସ୍ଥିତ ଏହି ଦେଶ, ଆସନ୍ତୁ ଜାଣିବା ।
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।
These 9 most intelligent animals- ଏହି ୯ଟି ପ୍ରାଣୀ ସର୍ବାଧିକ ବୁଦ୍ଧିମାନ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫା କରିଦେଲେ ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରେ ଏ ଘଟଣା ଘଟିଛି....
ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।
ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଯେଉଁଥିପାଇଁ ମନରେ ଅନେକ ପ୍ରେମ ଏବଂ ସ୍ନେହ ଥିବା ସତ୍ତ୍ୱେ ସେମାନେ ନିଜ ନିଜ ଭାବନା ବାଣ୍ଟି ପାରନ୍ତି ନାହିଁ। ଏହାକୁ ଏଡାଇବା ପାଇଁ ଏମିତି କିଛି କଥା ଅଛି ଯାହାକୁ ପ୍ରତ୍ୟେକ ପୁଅ ନିଜ ବାପାଙ୍କୁ ଠିକ୍ ସମୟରେ କହିବା ଉଚିତ। ଏହି ଜିନିଷଗୁଡ଼ିକ କେବଳ ବାପା-ପୁଅର ସମ୍ପର୍କକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ସହିତ ନିଜକୁ ଓ ବାପାଙ୍କୁ ମଧ୍ୟ ସନ୍ତୁଷ୍ଟ କରିବ।
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।
ପୃଥିବୀର ଅନେକ ଦେଶରେ ଡିଜିଟାଲ୍ ଟ୍ରାଫିକ୍ ଲାଇଟ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଆପଣ ଜାଣନ୍ତି କି ପ୍ରଥମ ଟ୍ରାଫିକ୍ ଲାଇଟ୍ କିଏ ଓ କାହିଁକି ଆରମ୍ଭ କରିଥିଲେ ଏବଂ ଏହା କେଉଁ ରଙ୍ଗର ଥିଲା ?
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସ୍ଥଳ ବିଶେଷରେ ଏହା ବାସ୍ତବ ହୋଇପାରେ। ଏକ ଭାଇରଲ ଭିଡିଓରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ।
ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ।
ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ ।
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ।
ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।
ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ଯୋଗ୍ୟ ପଡ଼ିଛନ୍ତି ବାଦ୍ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ ଆସିଛି ବାର୍ଦ୍ଧକ୍ୟ ଭତ୍ତାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ।