• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Club
୫୦୦ ଟଙ୍କାରେ କାନ୍ଦନ୍ତୁ କୁଣ୍ଢାନ୍ତୁ

କାନ୍ଦିବା ପାଇଁ ଦେବାକୁ ପଡ଼ିବ ଟଙ୍କା। ୫୦୦ ଟଙ୍କିଆଟେ ଦିଅନ୍ତୁ ମନଇଚ୍ଛା କାନ୍ଦନ୍ତୁ। ସଜେଇ ହୋଇ କ୍ରାଇଙ୍ଗ୍ କ୍ଲବ ଯିବେ ଯୁବପିଢ଼ି ।

  • Tuesday, 09 September 2025
weight
ଓଜନ କମେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଥରେ ଭାବିଲେ, ଆପଣ ଓଜନ କମେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଏହା ଏକ ଅଜବ ସ୍ୱପ୍ନ ଭଳି ଲାଗୁଥିବ। ହେଲେ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି ଏକ ଟେକ୍ କମ୍ପାନୀ।

  • Tuesday, 09 September 2025
hritik roshan
Hrithik: ୫୦ ବର୍ଷରେ ବି ଫିଟ୍ ଓ ଆକର୍ଷଣୀୟ ରହିବାକୁ ଚାହାଁନ୍ତି କି ? ତେବେ ଫଲୋ କରନ୍ତୁ ଏହି ବିଗଷ୍ଟାରଙ୍କ ଡାଏଟ୍

ବଲିଉଡର ଗ୍ରୀକ ଗଡ କୁହାଯାଉଥିବା ହ୍ରିତିକ ରୋଶନଙ୍କର ଫିଟ ଶରୀର ଏବଂ ତାଙ୍କ ଫିଲ୍ମ "War 2"ର ଲୁକର ସମସ୍ତେ ଦିୱାନା ହୋଇଛନ୍ତି । ତାଙ୍କର ଏହି ଆକର୍ଷଣୀୟ ଫିଗର ରାତାରାତି ତିଆରି ହୋଇନାହିଁ। ଏହା ପଛରେ ରହିଛି ତାଙ୍କର କଠିନ ବ୍ୟାୟାମ ରୁଟିନ ଏବଂ ଏକଦମ ସନ୍ତୁଳିତ ଖାଦ୍ୟପେୟ।

earphone
Earphones: ଅଧିକାଂଶ ସମୟ ବ୍ୟବହାର କରୁଛନ୍ତି କି ଇୟରଫୋନ, ଆପଣଙ୍କୁ ହୋଇପାରେ...

ଶୋଇବା ପୂର୍ବରୁ ସଙ୍ଗୀତ କିମ୍ବା ପଡ୍‌କାଷ୍ଟ ଶୁଣିବା ଏବେ ଏକ ସାଧାରଣ ଅଭ୍ୟାସ, କିନ୍ତୁ ଗବେଷଣା କହୁଛି ଯେ ଇୟରଫୋନ୍‌ରେ ଦୀର୍ଘ ସମୟ ଧରି ଶବ୍ଦ ଶୁଣିଲେ ମସ୍ତିଷ୍କ ସତର୍କ ମୋଡ୍‌ରେ ରହିଥାଏ, ଯାହାଦ୍ୱାରା ଗଭୀର ନିଦ୍ରା ହୁଏ ନାହିଁ।

  • Thursday, 04 September 2025
Gen Z
Gen Z: କାର୍ଯ୍ୟସ୍ଥଳୀରେ ଏପରି ବ୍ୟବସ୍ଥା ଅଛି କି, ନଚେତ୍ ଆପଣଙ୍କ କମ୍ପାନୀ ଛାଡି ପାରନ୍ତି ଜେନ୍-ଜି କର୍ମଚାରୀ

ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି କର୍ପୋରେଟ୍ ପର୍ଯ୍ୟନ୍ତ ଅଫିସର ପୁରୁଣା କାର୍ଯ୍ୟଶୈଳୀକୁ ପସନ୍ଦ କରୁନାହାନ୍ତି ଜେନ୍ ଜି। ଯଦି ସେମାନଙ୍କୁ କାର୍ଯ୍ୟସ୍ଥଳୀ ପସନ୍ଦ ନ ଆସେ, ତାହାଲେ ସେମାନେ ଚାକିରି ଛାଡିବାରେ ଟିକିଏ ବି ବିଳମ୍ବ କରନ୍ତି ନାହିଁ।

villa
Goa Villa:ଗୋଆ ଯାଉଛନ୍ତି କି ? କାଜୋଲ ଓ ଅଜୟଙ୍କ ଭିଲାରେ ରହିପାରିବେ ... ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ ଭଡ଼ା

ଅଜୟ ଦେବଗନ ଓ କାଜୋଲଙ୍କର ଏହି ଭିଲା ପର୍ତ୍ତୁଗୀଜ ସ୍ଥାପତ୍ୟ ଓ ଆଧୁନିକ ଆଡ଼ମ୍ବରର ଏକ ଉତ୍କୃଷ୍ଟ ମିଶ୍ରଣ। ଏଥିରେ ୫ଟି ବଡ଼ ବଡ଼ ବେଡରୁମ ରହିଛି ଏବଂ ପ୍ରତ୍ୟେକ କକ୍ଷରେ ଆଟାଚ୍ ବାଥରୁମ ରହିଛି। ମୋଟ ୧୨ ଜଣ ଅତିଥି ଏଠାରେ ଆରାମରେ ରହିପାରିବେ। ଭିଲାର ମାଷ୍ଟର ବେଡରୁମକୁ ଲାଗିକି ଏକ ବ୍ୟକ୍ତିଗତ ଉଦ୍ୟାନ ରହିଛି । ଯାହା ଏହାକୁ ଆହୁରି ଆକର୍ଷଣୀୟ କରିଦେଇଛି।

silpa setty
Shilpa shetty: ଶିଳ୍ପା ଦେଲେ ଟିପ୍ସ, କେମିତି ରହିବ ଆପଣଙ୍କ ହୃଦୟ ସୁରକ୍ଷିତ...କରିବା ଖୁବ ସହଜ

ଏହା ମନକୁ ମଧ୍ୟ ସକ୍ରିୟ ରଖେ। ଯେତେବେଳେ ଆପଣ ଓ୍ଵାର୍କଆଉଟରେ ଗତିବିଧି ଏବଂ ତାଳମେଳ ଉପରେ ଧ୍ୟାନ ଦିଅନ୍ତି, ତେବେ ଆପଣଙ୍କର ମନ ମଧ୍ୟ ସକ୍ରିୟ ରହେ। ଏହାଦ୍ଵାରା ଆପଣଙ୍କର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ବଢ଼େ, ଏବଂ ଆପଣ ଅନ୍ୟାନ୍ୟ କାମରେ ମଧ୍ୟ ଅଧିକ ଧ୍ୟାନ ଦେଇପାରନ୍ତି।

music video
Anshika Pandey: ଗୁରୁ ରନ୍ଧାୱାଙ୍କ ମ୍ୟୁଜିକ୍ ଭିଡିଓରୁ ରାତାରାତି ଷ୍ଟାର, ଷ୍ଟାଇଲରେ ଟପ୍ ହିରୋଇନଙ୍କୁ ପଛରେ ପକାଉଛନ୍ତି

ଫେୟାରୱେଲ୍‌ରେ ଅଂଶିକା ଏକ ସବୁଜ ଶାଢ଼ୀ ପିନ୍ଧି ଦେଖାଯାଇଥିଲେ। ଅଂଶିକାଙ୍କ ଅଳଙ୍କାର ସଂଗ୍ରହରେ ଝୁମକାର ଏକ ବିଶେଷ ସ୍ଥାନ ରହିଛି ଏବଂ ଏହି ଶାଢ଼ୀ ସହିତ ମଧ୍ୟ ଅଂଶିକା ଝୁମକା ପିନ୍ଧିଛନ୍ତି। ମେକଅପ୍‌କୁ ଏଠାରେ ମଧ୍ୟ ଅଂଶିକା କମ୍ ରଖିଛନ୍ତି।

OTV
ଆସିଲା ‘ଓଟିଭି ଫିଦିନ୍’ । ଏବେ ୨୪*୭ ସମ୍ବଲପୁରୀ କୋଶଲୀ ଖବର। Western Odisha

ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର

Vastu for Shoe Stand
Vastu For Shoe Stand: ଆପଣଙ୍କ ଘରର କେଉଁ ଦିଗରେ ଅଛି ଜୋତାଷ୍ଟାଣ୍ଡ? ଏହା ଆପଣଙ୍କର ଓ ଆପଣଙ୍କ ପରିବାରର କ୍ଷତି କରୁନାହିଁ ତ?

ବହୁତ ଲୋକ ଜୋତା ଷ୍ଟାଣ୍ଡର ରଖିବା ସ୍ଥାନ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। କେତେକଙ୍କ ଘର ବାହାରେ ଜୋତା ଏପଟ ସେପଟ ହୋଇ ପଡ଼ିଥାଏ। ବାସ୍ତୁଶାସ୍ତ୍ର କହିଛି, ଏହା ଅତ୍ୟନ୍ତ ଅଶୁଭ। ଏହା ଘର ଓ ଘରର ସଦସ୍ୟମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

relationship
Relationship Tips:ଆପଣ ଯାହାକୁ ପସନ୍ଦ କରୁଛନ୍ତି ସେ ଆପଣଙ୍କୁ ଲାଇକ୍ କରୁଛି କି, ଯଦି ଜାଣିବାକୁ ଚାହୁଁଛନ୍ତି ...

ଯଦି କେହି ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ନ ଶୁଣୁଛି, ତେବେ ସ୍ପଷ୍ଟ ଭାବେ ସେ ଆପଣଙ୍କୁ ପସନ୍ଦ କରୁନାହିଁ। ଯେଉଁ ଲୋକମାନେ ଆପଣଙ୍କୁ ପସନ୍ଦ କରନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ କଥା ସମ୍ପୂର୍ଣ୍ଣ କରିବାକୁ ଦେବେ ଏବଂ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ।

recipe
recipe:ଟମାଟୋ ଚଟଣୀ ତ ଖାଇଥିବେ, କିନ୍ତୁ ଆଜି ହିଁ ଘରେ ବନାନ୍ତୁ ବିହାରୀ ଷ୍ଟାଇଲ ଟମାଟୋ ଚଟଣୀ

ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ରେସିପି: ଏହା ଏକ ସ୍ବାଦିଷ୍ଟ ଚଟଣୀ ଯାହାକୁ ଆପଣ ଡାଲି, ଭାତ, ରୁଟି କିମ୍ବା ପରଟା ସହିତ ସାଇଡ ଡିସ ଭାବରେ ପରିବେଷଣ କରିପାରିବେ। ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସାଧାସିଧା ଖାଇବାକୁ କରିଥାଏ ମଜାଦାର ।

Sanitary Pads
ମଞ୍ଜା, ଆଖୁରୁ ସାନିଟାରୀ ପ୍ୟାଡ୍

୩ ଫାର୍ମାସୀ ଛାତ୍ରୀଙ୍କ ନିଆରା ପ୍ରୟାସ। ତିଆରି କରିଛନ୍ତି ଅଭିନବ ସାନିଟାରୀ ପ୍ୟାଡ୍‌। ଆଖୁ ଛେଦା, କଦଳୀ ମଞ୍ଜା ହୋଇଛି ବ୍ୟବହାର। ଫାଇଦା ନେବେ ବସ୍ତିର ମହିଳା

Jaipur
Jaipur: ବୁଲିବାକୁ ପ୍ଲାନ୍ କରୁଛନ୍ତି କି ? ତେବେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ...ଏହି ଜାଗାକୁ ଯାଇ ନିରାଶ ହେବେନି

ଟ୍ରାଭେଲ ଆଣ୍ଡ ଲିଜର ସର୍ଭେ ୨୦୨୫ର ଟପ୍ ୨୫ ସହର ତାଲିକାରେ ବିଶ୍ୱର ବିଭିନ୍ନ ସହରକୁ ସଂସ୍କୃତି, ସୌନ୍ଦର୍ଯ୍ୟ, ସପିଂ, ହୋଟେଲ ଏବଂ ବିଶ୍ୱସ୍ତରୀୟ ପରିବେଶ ଆଧାରରେ ଚୟନ କରାଯାଇଛି। ଏହି ତାଲିକାରେ ଜୟପୁର ବ୍ୟତୀତ ଭାରତର ଆଉ ୨ଟି ସହର ମଧ୍ୟ ସାମିଲ ହୋଇଛନ୍ତି।

ahaan panday
Ahaan Panday: ଅହାନ ଲାଗନ୍ତି ସୁପର କୁଲ୍ , ଆପଣ ବି ଚାହିଁଲେ କରିପାରିବେ ଫ‍ଲୋ

ଯଦି କୌଣସି ଛୁଟିରେ ବୁଲିବାକୁ ଯିବାକୁ ହୁଏ, ତେବେ ଅହାନ ପାଣ୍ଡେଙ୍କ ଏହି ଲୁକ୍‌ ରୁ ଆଇଡିଆ ନିଆଯାଇପାରେ। ଅହାନ ପାଣ୍ଡେ ଧଳା ବେସିକ ଟି-ସାର୍ଟକୁ ଲାଇଟ କ୍ରିମ ପ୍ୟାଣ୍ଟ ସହ ଷ୍ଟାଇଲ କରିଛନ୍ତି।

Priyanka
Priyanka: ପ୍ରିୟଙ୍କା ନିଜ ଡାଏଟ ଉପରେ ବିଶେଷ ଧ୍ୟାନ ଦିଅନ୍ତି, କିନ୍ତୁ ଖାଆନ୍ତି ଏହି ସବୁ ଦେଶୀ ଖାଦ୍ୟ

ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ରାତ୍ରି ଭୋଜନ ସର୍ବଦା ସୁପରୁ ଆରମ୍ଭ ହୋଇଥାଏ। ସୁପ ବ୍ୟତୀତ ପ୍ରିୟଙ୍କାଙ୍କ ଖାଦ୍ୟରେ ଡାଲି ନିଶ୍ଚିତ ଭାବେ ଥାଏ।

  • Sunday, 27 July 2025
Chili Chicken
Chili Chicken: ଘରେ ସହଜରେ ବନାନ୍ତୁ, ଖୁବ କମ ସମୟ ଲାଗିବ

ଚିକେନର ଅନେକ ଆଇଟମ ଘରେ ବନେଇଥିବେ । କିନ୍ତୁ ଚିଲି ଚିକେନ ବନେଇବା ଯେତିକି ସହଜ ଖାଇବାକୁ ସେତିକି ଟେଷ୍ଟି ।

Egg Chop
Egg Chop: ଖାଇବାକୁ ଖୁବ ଟେଷ୍ଟି ଲାଗିବ, ବନାଇବା ବି ଖୁବ ସହଜ...ଥରେ ବନାନ୍ତୁ ପାଟିରୁ ଛାଡ଼ିବନି

ଯଦି ଆପଣ ଅଣ୍ଡା ସିଝା ଓ ଅଣ୍ଡା ତରକାରୀ ଖାଇ ବୋର ହେଇଗଲେଣି ତେବେ ଘରେ ବନାନ୍ତୁ ଷ୍ଟ୍ରୀଟ୍ ଷ୍ଟାଇଲ ଅଣ୍ଡା ଚପ୍

Gen Z
Gen Z: ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ୍ , ଜୀବନକୁ ଏଭଳି ବଞ୍ଚୁଛନ୍ତି

ଏବେ ସମସ୍ତେ ଜିମ୍‌ ସେଲଫି, ବିଦେଶ ଯାତ୍ରା କିମ୍ବା ନିଖୁଣ ଜୀବନଶୈଳୀର ପଛରେ ଦୌଡ଼ୁନାହାନ୍ତି। ଯଦି କେହି ନିଜର ଅସଜଡ଼ା ରୁମ୍‌ର ଫଟୋ ବା ମେକଅପ୍‌ ବିନା ଫଟୋ ପୋଷ୍ଟ କରନ୍ତି, ତାହାକୁ ବର୍ତ୍ତମାନ କୁଲ୍‌ ବୋଲି ଗଣାଯାଏ।

crab masala
crab masala: ଘରେ ସହଜରେ ବନାନ୍ତୁ, ସମସ୍ତଙ୍କୁ ପସନ୍ଦ ଆସିବ

ଭାତ ଓ ରୁଟି ସହ ଖାଇପାରିବେ କଙ୍କଡ଼ା ମସଲା । ମଟନ ତରକାରୀ ବି ଭୁଲିଯିବେ । ଥରେ ବନେଇଲେ ଘରେ କହିବେ ବାରମ୍ବାର ତିଆରି କରିବାକୁ ।

ଓଜନ ବଢ଼ିବାର କାରଣ
Why Obesity After Marriage: ବିବାହ ପରେ କାହିଁକି ମେଦବହୁଳତାର ଶିକାର ହେଉଛନ୍ତି ଦମ୍ପତି, ICMRର ଖୁଲାସା

ବିବାହ ପରେ ଦମ୍ପତିମାନେ ରେଡି ଟୁ ଇଟ୍ ମିଲ୍, ଫାଷ୍ଟଫୁଡ୍, ଅତ୍ୟଧିକ ଖାଇବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟାପରେ ପ୍ରେଜେଣ୍ଟେସନ୍ ଦେବା ଏବଂ ସପ୍ତାହାନ୍ତରେ ଆରାମ କରିବା ଆରମ୍ଭ କରନ୍ତି, ଯାହା ସେମାନଙ୍କର ଓଜନ ବୃଦ୍ଧିର କାରଣ ହୋଇଥାଏ । ଏହା ସହିତ ସହରରେ ଲୋକମାନେ ନିଜ ପରିବାର ଠାରୁ ଦୂରରେ ରହୁଛନ୍ତି ଏବଂ କିଛିଟା ଅଧିକ ଆୟ କରିବା ପାଇଁ ସମୟ ସ୍ଥିର ନଥିବା ଚାକିରି ମଧ୍ୟ କରନ୍ତି । ଏସବୁ କାରଣ ଯୋଗୁଁ ସେମାନେ ସଠିକ ସମୟରେ ଖାଇପାରନ୍ତି ନାହିଁ କିମ୍ବା ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାଆନ୍ତି ।

Paneer Kathi Roll
Paneer Kathi Roll: ବହୁତ ସହଜରେ ଘରେ ତିଆରି କରିପାରିବେ, ସମସ୍ତଙ୍କୁ ପସନ୍ଦ ଆସିବ

ପାର୍ଟି ହେଉ କିମ୍ବା ସ୍ନାକ୍ସ ଟାଇମ, ପନିର ସବୁବେଳେ ଲୋକଙ୍କର ପ୍ରିୟ ଖାଦ୍ୟ । ପନିର ତରକାରୀ ହେଉ କିମ୍ବା ପନିର ଟିକ୍କା, ଏହି ଖାଦ୍ୟଗୁଡ଼ିକ ସବୁବେଳେ ଲୋକଙ୍କର । ଏହା ବ୍ୟତୀତ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ପାର୍ଟିରେ ଅଧିକାଂଶ ଲୋକେ ପନିର କାଠି ରୋଲ ଖାଇବାକୁ ବେଶୀ ପସନ୍ଦ କରନ୍ତି।

Financial Mistakes
Financial Mistakes: ଏହି ସବୁ ଭୁଲ ଆପଣଙ୍କ ଆର୍ଥିକ ସଙ୍କଟର କାରଣ ହୋଇପାରେ

ବେତନ ବଢ଼ିବା ସହିତ ଅନେକ ଲୋକ କ୍ରେଡିଟ କାର୍ଡ ନିଅନ୍ତି ଏବଂ ଛୋଟ-ବଡ଼ କ୍ରୟ ପାଇଁ ଏହାର ବ୍ୟବହାର ଆରମ୍ଭ କରନ୍ତି। କ୍ରେଡିଟ କାର୍ଡର ଚାର୍ଜ, ବିଳମ୍ବ ଶୁଳ୍କ ଏବଂ ସୁଧ ହାର ବିଷୟରେ ଜ୍ଞାନ ନ ଥିଲେ ଏହା ଆର୍ଥିକ ବୋଝ ହୋଇପାରେ।

longevity
Rules For Longevity: ୧୦୦ ବର୍ଷ ପରେ ବି ରହିବେ ସୁସ୍ଥ ଓ ଫିଟ୍, ଦୀର୍ଘାୟୁ ଜୀବନଶୈଳୀର ନିୟମ କହିଲେ ଶତାୟୁ ଡାକ୍ତର

ଡକ୍ଟର ଜନ୍ ସାରଫେନବର୍ଗ ନିଜର ନିୟମିତ ଓ ସୀମିତ ଜୀବନଶୈଳୀ ନିୟମ ପାଇଁ ୧୦୦ ବର୍ଷ ପରେ ବି ସୁସ୍ଥ ରହିବା ସହ ଫିଟ୍ ରହିଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଆପଣାଇଛନ୍ତି କିଛି ନିୟମ । ନିୟମିତ ଅଭ୍ୟାସ ଦ୍ୱାରା ସେ ନିଜକୁ ୧୦୧ ବର୍ଷରେ ସୁସ୍ଥ ରଖି ପାରିଛନ୍ତି ।

Chicken Cutlet
Chicken Cutlet: ସହଜରେ ବନାନ୍ତୁ, ସସ୍ କିମ୍ବା ଚଟଣି ସହ ପରଷନ୍ତୁ

ପିଲାଠୁ ବୟସ୍କ ସମସ୍ତଙ୍କ ପସନ୍ଦ ଚିକେନ୍ କଟଲେଟ୍ । ସଂଧ୍ୟା ସମୟରେ ଏହା ଜଳଖିଆ ପାଇଁ ବେଷ୍ଟ ଅପ୍ସନ । ଏହାକୁ ବନେଇବା ପାଇଁ ଖୁବ ଅଳ୍ପ ସାମ୍ରଗୀ ଦରକାର ।