ଆଜିର ଦିନରେ, କେବଳ ପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ, ଏହା ବାଦ୍ ଜୀବନର କଳା ଶିଖାଇବା ମଧ୍ୟ ଆବଶ୍ୟକ। ଏପରି ପରିସ୍ଥିତିରେ ପିଲାମାନଙ୍କୁ ଜୀବନର କିଛି ମୂଳ ମନ୍ତ୍ର ଶିକ୍ଷା ଦେବା ବାପାମାଆଙ୍କର କର୍ତ୍ତବ୍ୟ, ଯାହା ସେମାନଙ୍କର ବ୍ୟକ୍ତିତ୍ୱର ବୃଦ୍ଧି ସହିତ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ସାହସ ମଧ୍ୟ ଦେଇଥାଏ।
ଅନେକ ଲୋକ ଘିଅକୁ ଯେକୌଣସି ଖାଦ୍ୟ ସହିତ ବି ଖାଇଦିଅନ୍ତି। ଏହା ପରବର୍ତ୍ତୀ ସମୟରେ ଅନେକ କ୍ଷତି କରିଥାଏ। ତେବେ ଆସନ୍ତୁ ଏଠାରେ ଆମେ ପାଞ୍ଚଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ସହିତ ଘିଅକୁ ମିଶାଇ ଖାଇବା ଅନୁଚିତ।
ଆଜିକାଲି ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ବିଶେଷ କରି ଯେଉଁମାନେ କଂପ୍ୟୁଟର ସାମ୍ନାରେ ଦୀର୍ଘ ସମୟ କାମ କରୁଛନ୍ତି ସେମାନେ ଏହି ଯନ୍ତ୍ରଣାର ଶିକାର ହୁଅନ୍ତି। ତେବେ କ’ଣ କଲେ ଏଥିରୁ ମୁକ୍ତି ମିଳିବ, ଜାଣିବା କିଛି ଉପଚାର।
ଭାରତର ଏହି ୭ଟି ରାଜ୍ୟରେ ଲୋକେ ସର୍ବାଧିକ ଆମିଷ ଖାଇଥାନ୍ତି, କିଛି ଜାତୀୟ ଗଣମାଧ୍ୟମରୁ ଏ ସଂପର୍କରେ ସବିଶେଷ ତଥ୍ୟ ହାସଲ ହୋଇଛି...
ଏମିତି କରନ୍ତୁ… ଶାଶୁ - ବୋହୂ ମଧ୍ୟରେ ରହିବ ଉତ୍ତମ ସଂପର୍କ
ଆପଣ ଏମିତି ଅନେକ ଲୋକଙ୍କ ସଂପର୍କରେ ଆସନ୍ତି, ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ବିନା ଦ୍ୱିଧାରେ ସେମାନେ ସହଜରେ ମିଛ କହିପାରନ୍ତି। ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ମିଛ କହିବା ଠାରୁ ଦୂରେଇ ରୁହନ୍ତି। ତେବେ ମିଛ କହୁଥିବା ଲୋକଙ୍କୁ ଆପଣ କେମିତି ଚିହ୍ନିବେ। ଜାଣନ୍ତୁ କିଛି ଟିପ୍ସ…।
ପୋଷଣ ବିଶେଷଜ୍ଞ ମୋହିତା କହିଛନ୍ତି, ଠିକ୍ ଏମିତି ଏକ ଧାରଣା ରହିଛି ଆମର ପ୍ରିୟ ଛତୁଆକୁ ନେଇ । ଭାରତୀୟଙ୍କର ନିୟମିତ ଏବଂ ପ୍ରିୟ ଖାଦ୍ୟ ଛତୁଆ । ବିଭିନ୍ନ ଡାଲିଜାତୀୟ ଶସ୍ୟକୁ ଭାଜି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଅନେକ ଲୋକ ଏହାକୁ ପ୍ରୋଟିନରେ ଭରପୁର ବୋଲି ଭାବି ଖାଇଥାନ୍ତି । ଏହାର ପୋଷଣ କ୍ଷମତା ବି ଅଧିକ ବୋଲି ଭାବିଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗ୍ଲାସ ଛତୁଆରେ ମାତ୍ର ଥାଏ ୫ରୁ ୭ ଗ୍ରାମ ପ୍ରୋଟିନ ।
ପ୍ରତ୍ୟେକ ଋତୁର ବାୟୁମଣ୍ଡଳ ପରି ଶରୀର ଉପରେ ମଧ୍ୟ ପ୍ରଭାବ ରହିଥାଏ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଶର କ’ଣ ସବୁ ସମସ୍ୟା ଦେଖାଯାଏ। ଆଉ କେମିତି ସହଜରେ ଘରେ ଏହାର ଯତ୍ନ ନେଇପାରିବେ।
ଅତୁଲଙ୍କର ବିବାହ ୨୦୧୯ରେ ହୋଇଥିଲା । ଅତୁଲ ଓ ନିକିତାଙ୍କର ଏକ ପୁଅ ମଧ୍ୟ ଅଛି । ତେବେ ସେମାନେ ଅଲଗା ରହୁଛନ୍ତି । ମୃତ୍ୟୁ ପୂର୍ବରୁ ଅତୁଲ ଦେଢ ଘଣ୍ଟାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ କହି ଯାଇଛନ୍ତି ତାଙ୍କ ନିର୍ଯାତନା କଥା । ଉଭୟଙ୍କ ମଧ୍ୟରେ ଡିଭୋର୍ସ ପାଇଁ ପ୍ରକ୍ରିୟା ଜୋନପୁର ଫ୍ୟାମିଲି କୋର୍ଟରେ ଚାଲିଥିଲା । ହେଲେ ତା ପୂର୍ବରୁ ସେ ଚରମ ନିଷ୍ପତ୍ତି ନେଇଥିଲେ । ହୁଏତ ବିବାହ ବିଚ୍ଛେଦ ହୋଇ ନ ଥିଲେ ଅତୁଲ ଏତେ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ ।
ଠିକ୍ ରୂପେ ପ୍ରାକୃତିକ ଉପାୟରେ ପାଚିଥିବା ଫଳ ପାଚନରେ ସହଜ ହୋଇଥାଏ ଏବଂ ଶରୀରର ଉର୍ଜ୍ଜା ବା ଓଜସ୍କୁ ଦୃଢ଼ କରିଥାଏ। ତେବେ ଆସନ୍ତୁ ଆଜି କଥା ହେବା ଫଳ ଖାଇବାର କିଛି ନିୟମ ଓ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱ ବିଷୟରେ।
ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।
ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।
ପଡ଼ୋଶୀ ସହ ଝଗଡ଼ା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ଝଗଡ଼ାର ସଅଳ ସମାଧାନ ନହଲେ ଅନେକ ସମୟରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରେ। ଯଦି ଆପଣ ନିଜ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ କିଛି ଟିପ୍ସ ଉପରେ ଧ୍ୟାନ ରଖିବା ଜରୁରୀ।
ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?
ଯେତେବେଳେ ଜିମ୍ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।
ଶୀତ ଦିନେ ବଜାରରେ ମୂଳା ଓ ଏହାର ପତ୍ର ପ୍ରବଳ ମାତ୍ରାରେ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଜାଣନ୍ତୁ ମୂଳା ପତ୍ର ଖାଇବା ଦ୍ବାରା କଣ ଫାଇଦା ମିଳିଥାଏ...
ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।
ଶୀତଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ଶୁଖିଲା ଚର୍ମ। କିନ୍ତୁ ଏମିତି କିଛି ଉପାୟ ଅଛି, ଯାହା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ। ତେବେ ଉପାୟ ଭିତରେ ଅଛି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ। ଆସନ୍ତୁ ଜାଣିବା କ’ଣ ସେଇ ଖାଦ୍ୟ…।
ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।
ଆଜିର ବ୍ୟସ୍ତ, ସୂଚନାବହୁଳ ଓ ଅନଲାଇନ୍ ଦୁନିଆରେ ଆମ ମସ୍ତିଷ୍କ ବେଳେ ବେଳେ ଆମ ଅଧୀନରେ ରହୁନଥିବା ବେଳେ ତାକୁ ତାଲିମ୍ ଦେଇ ସମୃଦ୍ଧ କରିବା ପାଇଁ କେତୋଟି ସହଜ ଉପାୟ ଏଠାରେ ଦିଆଯାଇଛି ।
ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେଉଛି କି ? ଲିଭ-ଇନ ସମ୍ପର୍କ ପରବର୍ତ୍ତୀ ସମୟର ଫାଟକୁ ଦୂରେଇ ପାରୁଛି କି ?
ଅନେକ ସମୟରେ ଭାବପ୍ରବଣ ହୋଇ କିମ୍ବା ମଜାରେ, ଆମେ ଆମ ପିଲାମାନଙ୍କର ନାଁ ଏପରି କରିଥାଉ ଯେ ପିଲାଟି ସାରା ଜୀବନ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ। ଏହି କାରଣରୁ ଏଠାରେ ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣଙ୍କ ପିଲାଙ୍କ ନାଁ ଦେବାବେଳେ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ।
ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।
ଆପଣ ବିବାହ କରିଛନ୍ତି। କିନ୍ତୁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଆପଣ ସନ୍ତୁଷ୍ଟ ନୁହଁନ୍ତି। କ’ଣ କରିବେ ? ଯେମିତି ଚାଲିଛି ସେମିତି ଚାଲିବାକୁ ଦେବେ ନା କିଛି ଉପାୟ ଚିନ୍ତା କରିପାରିବେ। ମନେ ରଖନ୍ତୁ,ଏମିତି ପରିସ୍ଥିତି ବିବାହ ବିଚ୍ଛେଦର କାରଣ ହୋଇପାରେ। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ କେମିତି ଜାଣିବେ…ଆପଣଙ୍କ ପାଇଁ କିଛି ଟିପ୍ସ…
Self Doubt In Children:ଆପଣଙ୍କ ପିଲାର ଆତ୍ମବିଶ୍ୱାସ ବଢାଇବାକୁ ଚାହୁଁଛନ୍ତି କି ? ଆତ୍ମବିଶ୍ୱାସର ଅଭାବ ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ବାଧା ଆଣିପାରେ। ଏହା ଅଧିକାଂଶ ପିଲାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ ଆସନ୍ତୁ ଜାଣିବା କିପରି ପିଲାଙ୍କ ମଧ୍ୟରେ ବଢାଇବେ ଆତ୍ମବିଶ୍ୱାସ…