ବେତନ ବଢ଼ିବା ସହିତ ଅନେକ ଲୋକ କ୍ରେଡିଟ କାର୍ଡ ନିଅନ୍ତି ଏବଂ ଛୋଟ-ବଡ଼ କ୍ରୟ ପାଇଁ ଏହାର ବ୍ୟବହାର ଆରମ୍ଭ କରନ୍ତି। କ୍ରେଡିଟ କାର୍ଡର ଚାର୍ଜ, ବିଳମ୍ବ ଶୁଳ୍କ ଏବଂ ସୁଧ ହାର ବିଷୟରେ ଜ୍ଞାନ ନ ଥିଲେ ଏହା ଆର୍ଥିକ ବୋଝ ହୋଇପାରେ।
ରାଉରକେଲା ପୋଲିସ ଜିଲ୍ଲାରେ ବାହାରିଥିବା ହୋମଗାର୍ଡ ପରୀକ୍ଷା ପାଇଁ ଭୋର ୪ଟାରୁ ଆବେଦନକାରୀଙ୍କ ଲାଗିଛି ଲମ୍ବା ଲାଇନ୍ ।
AI ପ୍ରତ୍ୟେକ ଶିଳ୍ପରେ ଦ୍ରୁତ ଗତିରେ ନିଜର ସ୍ଥାନ ସୃଷ୍ଟି କରୁଛି। ଏଠାରେ ଆମେ Google ଦ୍ୱାରା ପ୍ରଦାନ କରାଯାଉଥିବା ୭ଟି ମାଗଣା AI କୋର୍ସ ବିଷୟରେ ସୂଚନା ଦେଉଛୁ, ଯାହା ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ଜଣେ AI ବିଶେଷଜ୍ଞ କରିପାରିବ।
SBIରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଯୁବପିଢ଼ିଙ୍କ ପାଇଁ ବଡ଼ ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ଗୃହରକ୍ଷୀ ପଦବୀ ପାଇଁ ପରୀକ୍ଷା ଚାଲିଥିବା ବେଳେ, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି ।
ମ୍ୟାନେଜରଙ୍କ ଉପରେ ଅତିଷ୍ଠ ହୋଇ ଚାକିରି ଛାଡିଲେ ଇଞ୍ଜିନିୟର । ଭିଡିଓ କଲ୍ ମିଟିଂ ବେଳେ କାନ୍ଦି କାନ୍ଦି ଚାକିରିରୁ ଇସ୍ତଫା ଦେଲେ । ପୂରା ଘଟଣା ନିଜ ଲିଙ୍କଡିନ୍ ଆକାଉଣ୍ଟରେ କଲେ ପୋଷ୍ଟ । ଅଫିସରେ 'ଟକ୍ସିକ୍ କଲଚର' ନେଇ ବର୍ଷିଲେ ୟୁଜର୍ସ ।
ନିକଟରେ ଗଜପତି ଜିଲ୍ଲାରେ ହୋମଗାର୍ଡ ଚାକିରି ପାଇଁ ୨ଜଣ ଯୁବକଙ୍କ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁ ଘଟଣାରେ ଦୁଇ ଜଣ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଓ ଗୋପାଳ ନନ୍ଦ ମତ ଦେଲେ । ଯେକୌଣସି ଶାରୀରିକ ପରୀକ୍ଷା ଦେବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୱାର୍ମିଂ ଅପ ଆବଶ୍ୟକ, କିନ୍ତୁ ଅନେକ ଏହା ବିଷୟରେ ସଚେତନ ନାହାଁନ୍ତି ।
ସମ୍ପ୍ରତି, CSBC ଦ୍ୱାରା ୨୧,୩୯୧ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏଥର, ୧୧ ହଜାରରୁ ଅଧିକ ମହିଳାଙ୍କ ସହିତ, ୮ ଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ସଫଳତା ହାସଲ କରିଛନ୍ତି। ଏଥିରେ ଜଣଙ୍କର ନାଁ ଗୋପାଳଗଞ୍ଜର ଦିବ୍ୟା ଓଝା ବୋଲି ଜଣାପଡ଼ିଛି। ଦିବ୍ୟା ଓଝାଙ୍କ କାହାଣୀ ବହୁତ ପ୍ରେରଣାଦାୟକ।
UPSC ପଞ୍ଜିକରଣ ଏବଂ ଅନ୍ଲାଇନ୍ ଆବେଦନ ଫର୍ମ ପୂରଣ ପାଇଁ ଏକ ନୂଆ ଅନ୍ଲାଇନ୍ ଆବେଦନ ପୋର୍ଟାଲ୍ ଆରମ୍ଭ କରିଛି। ଯେକୌଣସି ପରୀକ୍ଷାର ବିଜ୍ଞପ୍ତିରେ ଦିଆଯାଇଥିବା ସମୟ ମଧ୍ୟରେ ପ୍ରାର୍ଥୀମାନଙ୍କୁ କେବଳ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଏହି ଅଂଶରେ ପୂରଣ କରିବାକୁ ପଡିବ।
ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡିବା ମନା । ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବା ବାଧ୍ୟତାମୂଳକ ।
CISFରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ । ବାଣିଜ୍ୟରେ ଗ୍ରାଜୁଏସନ୍ କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ପୂର୍ବରୁ ଉପକୃତ ହୋଇଛନ୍ତି ୫୮ କଲେଜର ୩୯୪ ପିଲା । ୨ଶହରୁ ଅଧିକ ପିଲାଙ୍କୁ ମିଳିଛି ଅଫର ଲେଟର । ହେଲେ ଏବେ +3 ପଢ଼ିଥିବା ପିଲାଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର ।
SBIରେ ଚାକିରି ସୁଯୋଗ। ଗ୍ରାଜୁଏସନ୍ ଥିଲେ ହୋଇପାରିବେ ଅଫିସର୍। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଯୁକ୍ତ ତିନିରେ ପଢୁଥିବା ପିଲାଙ୍କୁ ମିଳିବ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ଯୁକ୍ତ ତିନି ପିଲାଙ୍କୁ ଇଣ୍ଟନସିପ୍ ଟ୍ରେନିଂ ଦେବ NSE । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।
ଆପଣ ଯଦି କାର୍ଯ୍ୟସ୍ଥଳରେ ଟାର୍ଗେଟ୍ ଚାପର ଶିକାର ହେଉଛନ୍ତି, ତେବେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ କିପରି କୌଶଳ କରି ଆପଣ ମ୍ୟାନେଜର୍ଙ୍କୁ ମନା କରିପାରିବେ। ଆପଣଙ୍କ ଦ୍ୱାରା ଅସମ୍ଭବ କାମକୁ ମନା କରିବା ପାଇଁ ଆପଣଙ୍କୁ କିଛି ଉପାୟ ମାନିବାକୁ ପଡିବ। ଜାଣନ୍ତୁ ସେହି ଉପାୟଗୁଡିକ କ’ଣ।
IOB ରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
CPRI ରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ISROରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଦିବ୍ୟାଙ୍କ କାହାଣୀ ଦାରିଦ୍ର୍ୟ, ସଂଘର୍ଷ, ପ୍ରେରଣା ଏବଂ ସଫଳତାର ଏକ ସଠିକ୍ ଉଦାହରଣ । ଦୃଢ଼ ନିଷ୍ପତ୍ତି ଏବଂ ତାଙ୍କ ସଫଳତା ରାସ୍ତାରେ ଆସୁଥିବା ବାଧାକୁ ଅତିକ୍ରମ କରି ଅସମ୍ଭବକୁ ସମ୍ଭବକରି ଦେଖାଇଛନ୍ତି ଦିବ୍ୟା ।
ହର୍ଷିତା ଗୋୟଲ ଚଳିତ ବର୍ଷ UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍-୨ ହାସଲ କରିଛନ୍ତି ଏବଂ ଶ୍ରେଷ୍ଠ ସ୍ଥାନ ମଧ୍ୟରେ ନିଜର ଯାଗା ସୃଷ୍ଟି କରିଛନ୍ତି। ତାଙ୍କୁ ତାଙ୍କ ପରିବାର, ବିଶେଷକରି ତାଙ୍କ ବାପାଙ୍କଠାରୁ ବହୁତ ସମର୍ଥନ ମିଳିଥିବା ସେ କହିଛନ୍ତି।
ଶକ୍ତି ଦୁବେ ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ତେବେ ସେ କେଉଁଠି ପଢୁଥିଲେ ଆସନ୍ତୁ ଜାଣିବା।
ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି ।
ଓଡ଼ିଶା ସରକାର ୨୦୦ ଜଣ ମେଧାବୀ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍(UPSC) କୋଚିଂ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଛାତ୍ର ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।