• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

picnic
Pakistan Crime:ପାକିସ୍ତାନରେ ମୃତ୍ୟୁର ତାଣ୍ଡବ...ପିକନିକ ଗାଡ଼ି ଉପରକୁ ଗୁଳିମାଡ଼, ୭ମୃତ

କୋହାଟର ଜିଲ୍ଲା ପୁଲିସ୍ ଅଧିକାରୀ ଜାହିଦୁଲ୍ଲା ଖାନ କହିଛନ୍ତି ଯେ ତଦନ୍ତ ଚାଲିଛି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ଆତଙ୍କବାଦର କୌଣସି ପ୍ରମାଣ ମିଳିନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି, “ଘଟଣାଟି ରାତି ପ୍ରାୟ ୧୨:୪୫ରେ ଘଟିଥିଲା। କିଛି ପାରିବାରିକ ବିବାଦର ତଦନ୍ତ ଚାଲିଛି, କିନ୍ତୁ ଏବେ କୌଣସି ନିଷ୍କର୍ଷରେ ପହଞ୍ଚିବା ଜଲଦି ହେବ ।

gangster
Gangster: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଆକ୍ରମଣକାରୀଙ୍କ ଅପରାଧ କୁଣ୍ଡଳୀ, ବିଦେଶରେ ରହି…

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ‘ଭାଉ ଗ୍ୟାଙ୍ଗ’ର ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁରିଆ ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି ।

rupee
Rupee: ଭାରତ ଖୋଲିଲା ବ୍ରିକ୍ସର ତାଲା, ଆମେରିକାର ଡଲାର ହେବ ଦୁର୍ବଳ

ଏହି ବ୍ରିକ୍ସ ଦେଶଗୁଡିକରେ ଏବେ ରୁପୀରେ ହେବ କାରବାର । ଭାରତ ଏମିତି ଏକ କାମ କରିଛି ଯେ, ଏହା ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଆହୁରି ଚ୍ୟାଲେଞ୍ଜ କରିବ। ଭାରତ ବ୍ରିକ୍ସର ତାଲାକୁ ରୁପୀ ପାଇଁ ପୂରାପୂରି ଖୋଲି ଦେଇଛି। ପ୍ରକୃତରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଭାରତ ଏକ ଆଧିକାରିକ ସର୍କୁଲାର ଜାରି କରିଛି ।

Pakistan
ଥରହର ଶତ୍ରୁ ଦେଶ ବଞ୍ଚିବାକୁ ସଂଘର୍ଷ

ଚାରିଆଡେ ଜଳବନ୍ଦୀ। ହାହାକାର ସ୍ଥିତି। ସୁନାମି ବେଗରେ ମାଡି ଆସୁଛି ପାଣି। ଆଗରେ ଯାହା ପଡୁଛି ସବୁ ଧୋଇ ନେଉଛି। ଆଖି ପିଛୁଳାକେ ଭାଙ୍ଗୁଛି ଘର। ପୋଛି ନେଉଛି ବଜାର ଘାଟ। ଆଉ ଲୋକଙ୍କୁ ବୁଡାଇ ମାରୁଛି। ପାକିସ୍ତାନ ବନ୍ୟାର ଇଏ ହେଉଛି ଭୟଙ୍କର ଚିତ୍ର।

  • Monday, 18 August 2025
pakistan
Pakistan Flood :ଥରହର ଶତ୍ରୁ ଦେଶ ପାକିସ୍ତାନ, ବଞ୍ଚିବାକୁ କରୁଛି ସଂଘର୍ଷ

ଚାରିଆଡେ ଜଳବନ୍ଦି। ହାହାକାର ସ୍ଥିତି। ସୁନାମି ବେଗରେ ମାଡି ଆସୁଛି ପାଣି। ଆଗରେ ଯାହା ପଡୁଛି ସବୁ ଧୋଇ ନେଉଛି। ଆଖି ପିଛୁଳାକେ ଭାଙ୍ଗୁଛି ଘର। ପୋଛି ନେଉଛି ବଜାର ଘାଟ। ଆଉ ଲୋକଙ୍କୁ ବୁଡାଇ ମାରୁଛି। ପାକିସ୍ତାନ ବନ୍ୟାର ଇଏ ହେଉଛି ଭୟଙ୍କର ଚିତ୍ର।

Pakistan-Gets-Submarine
Pakistan-China: ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚୀନ୍, ଯୋଗାଇ ଦେଉଛି ଅସ୍ତ୍ରଶସ୍ତ୍ର

ପାକିସ୍ତାନକୁ ଶକ୍ତିଶାଳୀ ହାଙ୍ଗର-ଶ୍ରେଣୀ ବୁଡ଼ାଜାହାଜ ଦେଇ ପାକିସ୍ତାନର ନୌସେନାକୁ କରୁଛି ମଜବୁତ୍ କରୁଛି ଚୀନ୍। ଯାହା ଭାରତ ପାଇଁ ଚିନ୍ତାଜନକ ବିଷୟ।

trump
Trump: ଭବିଷ୍ୟତର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବେ ଟ୍ରମ୍ପ...ଶତ୍ରୁର ନିଦ ହଜାଇଦେବେ

ଆମେରିକା ସରକାର ଜଣାଇଛନ୍ତି ଯେ ଗୋଲ୍ଡେନ୍ ଡୋମ୍ ମିସାଇଲ୍ ଡିଫେନ୍ସ ସିଷ୍ଟମରେ ଚାରୋଟି ସ୍ତର ଅନ୍ତର୍ଭୁକ୍ତ ହେବ। ଏଥିରୁ ଗୋଟିଏ ସ୍ତର ସାଟେଲାଇଟ୍ ଆଧାରିତ ହେବ ଏବଂ ଅନ୍ୟ ତିନୋଟି ସ୍ତର ଭୂମି ଆଧାରିତ ହେବ।

china
Pakistan:ଚୀନ କୋଳରେ ପାକିସ୍ତାନ..ସୁରକ୍ଷା, ଭିତ୍ତିଭୂମି ଓ ଟେକ୍ନୋଲୋଜି ସବୁକିଛି ପାଇଁ ଡ୍ରାଗନ ଉପରେ ନିର୍ଭର

ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଚୀନର କୋଳରେ ବସି ପଡ଼ିଛି ଏବଂ ସୁରକ୍ଷା, ଭିତ୍ତିଭୂମି ଓ ଟେକ୍ନୋଲୋଜି ପର୍ଯ୍ୟନ୍ତ ସବୁକିଛି ପାଇଁ ଚୀନର ଶରଣ ପଶିଛି । ପାକିସ୍ତାନର ସାମରିକ ନିର୍ଭରତା ଅନେକାଂଶରେ ଚୀନ ଉପରେ ନିର୍ଭର କରେ।

zelensky
zelensky: ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍‌ ରଖିଲେ ବଡ଼ ସର୍ତ୍ତ, ଆଗରୁ ଜେଲେନସ୍କି ଶହେ ଥର ନା କହିସାରିଛନ୍ତି

ଆଲାସ୍କା ସମ୍ମିଳନୀ ପରେ ଡୋନାଲ୍ଡ ଟ୍ରମ୍ପ ଏହାକୁ ଜେଲେନସ୍କିଙ୍କ ଉପରେ ଛାଡ଼ି ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଆଗାମୀ ନିଷ୍ପତ୍ତି ଜେଲେନସ୍କିଙ୍କୁ ନେବାକୁ ହେବ। କିନ୍ତୁ ଯୁକ୍ରେନର ରାଷ୍ଟ୍ରପତି ଏ ସମ୍ପର୍କରେ ପୂର୍ବରୁ ନିଜର ଅଲଗା ମତ ରଖିସାରିଛନ୍ତି।

robot
Robot: ମାଆ ହେବ ରୋବୋଟ, ଜୀବନ୍ତ ମାନବ ଶିଶୁକୁ ଜନ୍ମ ଦେବ

ଏହି ପ୍ରଯୁକ୍ତି ପ୍ରଜନନ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ବନ୍ଧ୍ୟାତ୍ୱ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ନୂଆ ବିକଳ୍ପ ଯୋଗାଇବ । ଏହା ବିଶ୍ୱବ୍ୟାପୀ ପ୍ରାୟ ୧୫ ପ୍ରତିଶତ ଦମ୍ପତିଙ୍କୁ ପ୍ରଭାବିତ କରୁଛି।

Trump
ବନ୍ଦ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ?

ବନ୍ଦ ହେବ କି ରୁଷ-ୟୁକ୍ରେନ୍ ଯୁଦ୍ଧ । ଆସନ୍ତାକାଲି ଟ୍ରମ୍ପ-ଜେଲେନସ୍କି ଆଲୋଚନା ଉପରେ ସାରା ବିଶ୍ୱର ନଜର । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ପରେ କାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ଟ୍ରମ୍ପ ।

trump
Donald Trump Claime: ରୁଷ ହରାଇଲା ବଡ ତେଲ ଗ୍ରାହକ ! ଏମିତି କହିଲେ ଟ୍ରମ୍ପ୍

ଆମେରିକାର ଭାରି ଟାରିଫ୍‌ର ମାଡରେ ବି ଭାଙ୍ଗି ପଡିନି ଭାରତ। ସେ ଏବେ ବି ତା ବନ୍ଧୁ ଦେଶ ସହିତ ଭାବ ରଖିଛି ଆଉ ରୁଷରୁ ତେଲ କିଣୁଛି। ଏହାକୁ କିନ୍ତୁ ସହଜରେ ହଜମ କରିପାରୁ ନାହିଁ ଆମେରିକା। ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ କେତେବେଳେ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ବୁଝି ପାରୁ ନାହାନ୍ତି।

pakistan-flood
Pakistan Rain Havoc: ପାକିସ୍ତାନରେ ଭୟଙ୍କର ବନ୍ୟା; ଅନେକ ଗାଁ ନିଶ୍ଚିହ୍ନ, ୩୪୦ରୁ ଅଧିକ ମୃତ

ପାକିସ୍ତାନରେ ଭୟଙ୍କର ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି।

Niali-Youth-Dead_PKG_binya-Mishra
ରୁଷ ହରାଇଲା ବଡ ତେଲ ଗ୍ରାହକ

ଆମେରିକାର ଭାରି ଟାରିଫ୍‌ର ମାଡରେ ବି ଭାଙ୍ଗି ପଡିନି ଭାରତ। ସେ ଏବେ ବି ତା ବନ୍ଧୁ ଦେଶ ସହିତ ଭାବ ରଖିଛି ଆଉ ରୁଷରୁ ତେଲ କିଣୁଛି। ଏହାକୁ କିନ୍ତୁ ସହଜରେ ହଜମ କରିପାରୁ ନାହିଁ ଆମେରିକା। ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ କେତେବେଳେ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ବୁଝି ପାରୁ ନାହାନ୍ତି।

Trump-Hand-Delivers-Melania’s-Personal-Letter-to-Putin
Melania's Letter To Putin: ପୁଟିନଙ୍କ ପାଇଁ ଚିଠି ପଠାଇଲେ ମେଲାନିଆ, ନିଜ ହାତରେ ଦେଲେ ଟ୍ରମ୍ପ; ଭିତରେ ଲେଖା ଥିଲା....

ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମିଲ ନଥିଲେ ମେଲାନିଆ ଟ୍ରମ୍ପ। ହେଲେ ପୁଟିନଙ୍କ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ହାତରେ ଏକ ଚିଠି ପଠାଇଥିଲେ।

Partition
NCERTର ନୂଆ ମଡ୍ୟୁଲ୍ - ଦେଶ ବିଭାଜନ ପାଇଁ ଜିନ୍ନା, କଂଗ୍ରେସ ଓ ମାଉଣ୍ଟବାଟେନ ଦାୟୀ

NCERT ଏହି ମଡ୍ୟୁଲର ନାମ ଦେଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ବା ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। NCERT ସ୍କୁଲଗୁଡ଼ିକ ପାଇଁ ଏକ ବିଶେଷ ମଡ୍ୟୁଲ୍ ଜାରି କରିଛି। ଏହାର ନାମ ଦିଆଯାଇଛି ‘ପାର୍ଟିସନ ହରର୍ସ ରିମେମ୍ବରେନ୍ସ ଡେ’ ଅର୍ଥାତ୍ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’। ଏହା ଭାରତ-ପାକିସ୍ତାନ ବିଭାଜନ ସହ ଜଡ଼ିତ ସୂଚନା ପ୍ରଦାନ କରିବା ପାଇଁ ଲାଗୁ କରାଯାଇଛି ବୋଲି କୁହାଯାଇଛି।

trump
Alaska Talks:କଥା ଶୁଣିଲେନି ପୁଟିନ୍ ! ନିରାଶ ହେଲେ ଆମେରିକା ରାଷ୍ଟ୍ରପତି

ବହୁ ପ୍ରତିକ୍ଷୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଉପରେ ଥିଲା ପୂରା ବିଶ୍ୱର ନଜର। କିଛି ବଡ଼ ଖବର ଆସିବ ବୋଲି ଆଶା ଥିଲା। ତିନି ବର୍ଷ ଧରି ଲାଗି ରହିଥିବା ଯୁଦ୍ଧରେ ବିରାମ ଲାଗିବ ବୋଲି ସମସ୍ତେ ଭାବୁଥିଲେ। ହେଲେ ସବୁ ଆଶା ଫସର ଫାଟିଗଲା।

Pakistan
ଗୋଟିଏ ଭୁଲ୍ ପାକିସ୍ତାନ ଶେଷ

ପାକିସ୍ତାନର ଧମକକୁ ଭାରତର ଚ୍ୟାଲେଞ୍ଜ୍। ଆତଙ୍କୀସ୍ତାନକୁ ହିନ୍ଦୁସ୍ତାନର ଚେତାବନୀ। ଗୋଟିଏ ଭୁଲର ପରିଣାମ ହେବ ଭୟଙ୍କର ।

  • Saturday, 16 August 2025
Yunus
St Martin’s Island : ବାହ୍ୟଶକ୍ତି ଚାପରେ ବାଂଲାଦେଶ, ଆମେରିକାର ଦ୍ୱୀପ ଷଡ଼ଯନ୍ତ୍ର ସଫଳ

ଯେଉଁ ଦ୍ୱୀପ ପାଇଁ ଦିନେ ଶେଖ ହସିନା ଗାଦିଚ୍ୟୁତ ହୋଇଥିଲେ, ଏବେ ତାକୁ ଆମେରିକା ହାତକୁ ଟେକିଦେଇଛନ୍ତି ୟୁନୁସ ସରକାର । ଆମେରିକାର ଗୋଟି ସାଜିଛନ୍ତି ୟୁନୁସ୍ ।

Pakistan Flood
Pakistan Flood: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୩୦୦ରୁ ଉର୍ଦ୍ଧ୍ବ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ୩୬ ଘଣ୍ଟା ମଧ୍ୟରେ ୩୦୭ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଫସି ରହିଛନ୍ତି। ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖାଇବର ପଖତୁନଖ୍ୱା ପ୍ରଦେଶ।

Pakistan
ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର ହାଲତ୍ ଖରାପ

ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର ହାଲତ୍ ଖରାପ, ବୁଡିଲାଣି ଅନେକ ସ୍ଥାନ। ଗତ ଦୁଇ ଦିନ ଧରି ଲାଗି ରହିଛି ମୁଷଳଧାରାରେ ବର୍ଷା। ଏନେଇ ପାକିସ୍ତାନରେ ବନ୍ୟା ଏବଂ ଭୂସ୍ଖଳନ ଭଳି ପରିସ୍ଥିତି ହୋଇଛି। ଏହି ବିପର୍ଯ୍ୟୟରେ ୧୧୭ରୁ ଅଧିକ ମୃତ୍ୟୁ ହୋଇସାରିଛି, ଆଉ ଅନେକ ଲୋକ ନିଖୋଜ ଅଛନ୍ତି ।

  • Saturday, 16 August 2025
KIM-JONG-UN
କିମଙ୍କ ଯୁଗ ଶେଷ

ବେଶ ଚର୍ଚ୍ଚିତ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍। ୨୦୧୧ରୁ ଉତ୍ତର କୋରିଆରେ ରାଜ କରୁଛନ୍ତି କିମ୍। କିନ୍ତୁ ଏବେ ଅନ୍ତ ହେବାକୁ ଯାଉଛି କିମ୍ ଜଙ୍ଗ ଉନଙ୍କ ଯୁଗ। କୁହାଯାଉଛି ଖୁବଶୀଘ୍ର ଉତ୍ତର କୋରିଆକୁ ନୂଆ ଉତ୍ତରାଧିକାରୀ ମିଳିପାରେ । ନ୍ୟୁ ୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି । ଅତିଶୀଘ୍ର ଖୋଦ୍ କିମ୍ ନିଜ ଉତ୍ତରାଧୀକାରୀଙ୍କ ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ତେବେ କିଏ ହେବେ କିମଙ୍କ ଉତ୍ତରାଧିକାରୀ ?

TRUMP-PUTIN
Trump-Putin meet: ନିଷ୍କର୍ସରେ ପହଞ୍ଚିପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି: ପୁଟିନଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବୟାନ

୫ ବର୍ଷ ଭିତରେ ପ୍ରଥମ ଥର ଟ୍ରମ୍ପ-ପୁଟିନ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପୁଟିନଙ୍କ ପ୍ରଥମ ପାଶ୍ଚାତ୍ୟ ଗସ୍ତ। ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷ ବୈଦେଶିକ ସଚିବ ସର୍ଗେଇ ଲାଭରୋଭ ଉପସ୍ଥିତ ଥିଲେ।

Pakistan
Big Warning To Pakistan: ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ଭୁଲ୍ କଲେ ପରିଣାମ ଭୋଗିବ

ଅସୀମ ମୁନୀରଙ୍କ ଧମକକୁ ନିନ୍ଦା କଲା ଭାରତ । ବାରମ୍ୱାର ଧମକ ଦେଉଛ, ସେ ଧମକକୁ ଭାରତ ଡରିନି । ଯଦି କୌଣସି ଭୁଲ୍ ପାକିସ୍ତାନ କରେ, ତେବେ କଷ୍ଟଦାୟକ ପରିଣାମ ଭୋଗିବ ବୋଲି କହିଛି ଭାରତ ।

AI
ChatGPT: ଚାଟଜିପିଟିର ପରାମର୍ଶ ନେଇ ପଡିଗଲେ ବିରଳ ରୋଗରେ, ଆକାଶରୁ ଶୁଣିଲେ ଶୂନ୍ୟବାଣୀ

ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚାଟ୍‌ଜିପିଟିର ପରାମର୍ଶ ଅନୁସାରେ ଲୁଣ ବଦଳରେ ସୋଡିୟମ୍ ବ୍ରୋମାଇଡ୍ ବ୍ୟବହାର କରି ବିରଳ ଓ ବିପଜ୍ଜନକ ବ୍ରୋମାଇଡ୍ ବିଷକ୍ରିୟାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।