• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vlcsnap-error733
କେରଳରେ ବନ୍ୟା ବିଭୀଷିକା

ଥିରୁବନନ୍ତପୁରମ: କେରଳରେ ବିଭୀଷିକା ରଚିଛି ବନ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ, ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସେପଟେ ପେରିୟାର ନଦୀରେ ବନ୍ୟା ଆସି ସ୍ଥିତି ଆହୁରି ସଂଗୀନ ହୋଇଛି। ଅନ୍ୟପଟେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଦୁକି ଜିଲ୍ଲାରେ ସର୍ବାଧିକ ୧୧, ମଲ୍ଲାପୁରମରେ ୬, ଏର୍ଣ୍ଣାକୁଲମରେ ୩, କୋଝିକୋଡେରେ ୨ ଏବଂ ବାୟାନାଡରେ ଜଣେ ଲୋକ ପ୍ରାଣ ହରାଇଛନ୍ତି। ୪ ଜଣ ନଦୀରେ […]

talaq
ପୁଣି ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍‌। ମୌସୁମୀ ଅଧିବେଶନର ଅାଜି ଶେଷ ଦିନ ଥିବାବେଳେ ପୁଣି ଅଟକିଛି ଟ୍ରିପଲ୍‌ ତଲାକ୍‌ ବିଲ୍।  ବିରୋଧିଙ୍କ ସହ ସରକାରଙ୍କ ସହମତି ହୋଇ ନପାରିବାରୁ ଏହି ବିଲ୍ ଅାଗତ ହୋଇପାରିନାହିଁ। ବିଧେୟକ ଉପରେ ସବୁ ଦଳର ସହମତି ନଥିବାରୁ ଏହାକୁ ଅାଜି ଉପସ୍ଥାପନ କରାଯିବ ନାହିଁ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ। ଗତକାଲି ଟ୍ରିପଲ୍‌ ତଲାକ୍‌ର ସଂଶୋଧିତ ବିଧେୟକକୁ ମଂଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍। ତେବେ […]

delhiu
ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି। ସ୍କୁଲର ଇଲେକ୍ଟ୍ରିସିଅାନ୍ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀଙ୍କ ମୁହଁକୁ ବାନ୍ଧି ସ୍କୁଲର ପଛପଟକୁ ନେଇ ଯାଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କ […]

cancer up
ମିଳିଲାନି ଚାରି କାନ୍ଧ , ଭାରରେ ବୁହାହେଲା ମୃତଦେହ

କେନ୍ଦୁଝର  : କ୍ୟାନସରରେ ମୃତ୍ୟୁ ହୋଇଥିଲା ବୋଲି ମିଳିଲାନି ଚାରି କାନ୍ଧ। ଶେଷରେ ଭାରରେ ବୁହାହେଲା ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଃଶାସନ ବେହେରା କର୍କଟ ରୋଗରେ ଅାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ୟାନସରରେ ମୃତ୍ୟୁ ହୋଇଥିବାରୁ ତାଙ୍କ କୁଟୁମ୍ବ କିମ୍ବା ଗାଁ ଲୋକେ କେହି ବି କାନ୍ଧ ଦେବାକୁ ଅସିନଥିଲେ। ଶେଷରେ ତାଙ୍କ ପୁଅ ଓ ପୁଅଙ୍କ ସାଙ୍ଗ […]

joga
ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]

samsung galaxy note 9
ଲଞ୍ଚ ହେଲା ସାମ୍‌ସଙ୍ଗ୍‌ ‘Galaxy Note 9’

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ‘Galaxy Note 9’ ଲଞ୍ଚ୍‌ କରିଛି। ଫୋନ୍‌ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍‌ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍‌ସ୍‌ରେ ରହିଛି ଏସ୍‌ ପେନ୍‌ ସହ ବ୍ଲୁଟୁଥ୍‌ , ଦମ୍‌ଦାର ବ୍ୟାଟେରୀ ଓ ବଡ଼ ଡିସ୍‌ପ୍ଲେ। ଏଥିରେ 1TB ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ର ସପୋର୍ଟ ଦିଆଯାଇଛି। ଖାଲି ଏତିକି ନୁହେଁ, ଏହି ଟପ୍‌ ମଡେଲ୍‌ରେ 512GB ବିଲ୍ଟ୍‌-ଇନ୍‌ ଷ୍ଟୋରେଜ୍‌ ଓ ଏହା ମାଇକ୍ରୋ ଏସ୍‌ଡି କାର୍ଡ ମଧ୍ୟ ସପୋର୍ଟ କରିବା ସହ ଆହୁରି […]

susata555
ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]

mijoram
ଏଠି ଦୋକାନ ଅଛି କିନ୍ତୁ ଦୋକାନୀ ନାହିଁ, ଜିନିଷ ନେଇ ଆପେ ଆପେ ରଖନ୍ତି ଟଙ୍କା

ମିଜୋରାମ: ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୋକାନ ତ ଅଛି କିନ୍ତ ପାଉଣା ଆଦାୟ କରିବା ପାଇଁ ଦୋକାନୀ ନାହାନ୍ତି। ଗ୍ରାହକ ଜିନିଷ କିଣିବା ପରେ ନିଜେ ହିସାବ କରି ଟଙ୍କା ଦେଇ ଯାଆନ୍ତି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏହି ସ୍ଥାନଟି କେଉଁଠି ଅଛି ତାହା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେବଣି। ବ୍ୟସ୍ତ ହୁଅନ୍ତୁନି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ […]