• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

alok
ନାନାଙ୍କ ପରେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର୍‌ଙ୍କ ପରେ ଏବେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାହା ପୁଣି ବଲିଉଡ୍‌ରେ ସଂସ୍କାରୀ ବ୍ୟକ୍ତି ଭାବେ ଜଣାଶୁଣା ଜଣେ ଅଭିନେତାଙ୍କ ବିରୋଧରେ। ଏହି ଅଭିନେତା ଜଣକ ହେଲେ ବହୁ ପରିଚିତ ‘ଆଲୋକ ନାଥ’। ଆଲୋକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଲେଖିକା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶିକା ଭିନୀତା ନନ୍ଦା। ଘଟଣାଟି ୨୦ ବର୍ଷ ତଳର ବୋଲି ନନ୍ଦା କହିଛନ୍ତି। ତାଙ୍କ […]

nana
ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ ଥିଲା ଏବେ ବି ତାହା ସତ୍ୟ, ଅାସନ୍ତାକାଲି ବି ତାହା ସତ୍ୟ ରହିବ। ସେ ଏହି ପ୍ରସଙ୍ଗରେ ଅାଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ। ମୋ […]

nishanta
ଗିରଫ ହେଲେ ଡିଅାରଡିଓ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ

ନୂଆଦିଲ୍ଲୀ  : ବ୍ରହ୍ମୋସ୍ ମିସାଇଲ୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଅଭିଯୋଗରେ ଡିଅାରଡିଓ ବୈଜ୍ଞାନିକ ଗିରଫ। ନାଗପୁର ସ୍ଥିତ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଛି। ସୋସିଅାଲ ମିଡିଅାରେ ପାକିସ୍ତାନର ସନ୍ଦିଗ୍ଧ ଅାଇଡି ସହ ଗୁପ୍ତ ତଥ୍ୟ ଅାଦାନପ୍ରଦାନ ହୋଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ଏଟିଏସ୍ ଟିମ୍ ତାଙ୍କୁ ଗିରଫ କରିବା ସହ ପଚରାଉଚରା ଅାରମ୍ଭ କରିଛି । ନିଶାନ୍ତ ବ୍ରହ୍ମୋସ ମିସାଇଲ ସେଣ୍ଟରର […]

interpoll
ଇଣ୍ଟରପୋଲ ମୁଖ୍ୟଙ୍କ ଇସ୍ତଫା

ଚୀନ : ନିଖୋଜ ଥିବା ଇଣ୍ଟରପୋଲ ମୁଖ୍ୟ ମେଙ୍ଗ ହୋଙ୍ଗେୱ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଅାଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଉପସଭାପତି ଥିବା କିମ୍ ଯୋଙ୍ଗ ୟାଙ୍ଗ୍ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଗତ ସେପ୍ଟେମ୍ବର ୨୫ରୁ ଇଣ୍ଟରପୋଲର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସରୁ ନିଜ ଦେଶ ଚୀନକୁ ଫେରୁଥିବା ବେଳେ ମେଙ୍ଗ ହୋଙ୍ଗେୱ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଠାବ କରିବା ପାଇଁ ଫ୍ରାନ୍ସ ପୁଲିସ ପକ୍ଷରୁ ବିଭିନ୍ନ ଦେଶରେ […]

airforceday
ଆସନ୍ତାକାଲି ବାୟୁସେନାର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଲଢୁଅା ଫାଇଟର ଜେଟ୍ ସହ ବିଭିନ୍ନ ଅତ୍ୟାଧୁନିକ ବିମାନ ଦ୍ୱାରା ସମରାଭ୍ୟାସ କରିବ ଭାରତୀୟ ବାୟୁସେନା। ବିଶେଷ କରି ମିଗ୍ ୨୯ ଫାଇଟର ଜେଟ୍ ଦ୍ୱାରା କୌଶଳ ପ୍ରଦର୍ଶିତ ହେବ। ରୁଷ୍‌ ଠାରୁ କିଣାଯାଇଥିବା ଏହି ଯୁଦ୍ଧ ବିମାନର ସାମର୍ଥ୍ୟ ଏବେ ଅାହୁରି ବଢିଯାଇଛି। ଏପରିକି ଅାକାଶମାର୍ଗରେ ମଧ୍ୟ ଇନ୍ଧନ ଭର୍ତ୍ତି କରାଯାଇପାରିବ। ଏଥିସହ ସିଧାସଳଖ ଉଡାଣ ଅାରମ୍ଭ କରିପାରିବ।   ଶତ୍ରୁପକ୍ଷର ବିମାନକୁ ଚିହ୍ନଟ କରିବାର ମାତ୍ର […]

satyapala
ହିଂସା ପାଇଁ ଦାୟୀ କିଏ?

ଶ୍ରୀନଗର : କାଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି ଓ ପିଡିପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ଦାୟୀ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି। କଂଗ୍ରେସ, ନେସନାଲ କନଫରେନସ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ପାକିସ୍ତାନ ପକ୍ଷରୁ ହିଂସାକୁ ପ୍ରଶୟ ଦିଅାଯାଉଛି। ରାଜନେତା ମାନେ ଦିଲ୍ଲୀରେ ଗୋଟିଏ କଥା କହୁଥିବା ବେଳେ ଏଠାରେ ଗୋଟିଏ କଥା କହୁଛନ୍ତି। ଏଥିଯୋଗୁଁ କାଶ୍ମୀର ବାସିନ୍ଦାଙ୍କ ମଧ୍ୟରେ ଅବିଶ୍ୱାସ ବୃଦ୍ଧି ପାଇଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏଲଟିଟିଇମାନଙ୍କ ପ୍ରତି […]

virat
ପତ୍ନୀଙ୍କୁ ସାଥୀରେ ନେବାକୁ ଅନୁମତି ମାଗିଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଅାଇର ଅନୁମତି ମାଗିଛନ୍ତି। ପୁରା ଗସ୍ତ ସମୟରେ ପତ୍ନୀମାନଙ୍କୁ ସାଥୀରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଅାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଜଣାଇଛନ୍ତି । ବିଦେଶ ଗସ୍ତ ବେଳେ ଦୁଇ ସପ୍ତାହ ପାଇଁ ପତ୍ନୀଙ୍କୁ ସାଥୀରେ ରଖିବାକୁ ଏବେ ବିସିସିଅାଇ ପକ୍ଷରୁ ଅନୁମତି […]

Kangna-Vikas
ତନୁଶ୍ରୀଙ୍କ ପରେ କଙ୍ଗନା ଖୋଲିଲେ ଆଉ ଏକ ଗୁମର

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲିଉଡ କ୍ୱିଇନ୍ କଙ୍ଗନା ରାଣାୱାତ୍। ‘କ୍ୱିନ୍‌’ ଫିଲ୍ମର ନିର୍ଦ୍ଦେଶକ ତଥା ଫାଣ୍ଟମ୍ ପ୍ରଯୋଜନା ସଂସ୍ଥାର ଜଣେ ସଂସ୍ଥାପକ ସଦସ୍ୟ ବିକାଶ ବହଲ୍‌ଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି କଙ୍ଗନା। ବିକାଶ ବହଲଙ୍କ ଦ୍ୱାରା ନିର୍ଯାତିତ ଜଣେ ମହିଳାଙ୍କୁ ସମର୍ଥନ […]

computer
କମ୍ପ୍ୟୁଟର୍‌ ପାଇଁ ଖୁବ୍‌ ଦରକାରୀ ଏହିସବୁ ଶର୍ଟକଟ୍

ଭୁବନେଶ୍ୱର: କମ୍ପ୍ୟୁଟର୍‌ କିମ୍ବା ଲ୍ୟାପ୍‌ଟପ୍‌ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍‌ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍‌, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍‌ରେ ଏମିତି ଅନେକ ଦରକାରୀ ଶର୍ଟକଟ୍ ‘କି’ ରହିଛି, ଯାହାକୁ ଜାଣିଲେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ।   ୧.ଶର୍ଟକଟ୍‌ରେ ପେଜ୍ ଅପ୍‌ ଓ ପେଜ୍‌ ଡାଉନ୍: କମ୍ପ୍ୟୁଟର୍‌ରେ […]

tanushree
କଥା ବଢ଼ିଲା; ନାନା ପାଟେକର୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଲେ ତନୁଶ୍ରୀ

ମୁମ୍ବାଇ: ଶେଷରେ ଆଇନ୍‌ର ଦ୍ୱାରସ୍ଥ ହେଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍‌ ଷ୍ଟେସନରେ ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି। ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। […]

AP18279347014643
ଅଢ଼େଇ ଦିନରେ ଲଢ଼େଇ ଶେଷ, ମ୍ୟାଚ୍ ଜିତିଲା ଭାରତ

ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍‌କୁ ଏକ ଇନିଂସ ୨୭୨ ରନ୍‌ରେ ଜିତି ନେଇଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୬୪୯ର ବିଶାଳ ସ୍କୋର୍‌ କରିଥିଲା। ଆଉ ଏହାର ପିଛା କରିବାକୁ ଯାଇ ଧରାଶାୟୀ ହୋଇପଡ଼ିଥିଲ ଭମ୍ରଣକାରୀ ଦଳ। ଗତକାଲି ଖେଳ ଶେଷ […]