ଘାଟି ରାସ୍ତାକୁ ଦୁଇ ଫାଳ କରି ଦେଇଛି ଭୂସ୍ଖଳନ। ବଣ ପାହାଡ଼ ଘେରା ଘାଟି ଭିତରେ ଯେଉଁ ଅଣଓସାରିଆ ଓ ଅଙ୍କାବଙ୍କା ରାସ୍ତାଟିଏ ପ୍ରତିଦିନ ହଜାର ହଜାର ଲୋକଙ୍କର ଲାଇଫଲାଇନ୍ ଥିଲା ଭୂସ୍ଖଳନ ବରବାଦ କରିଛି। ପୂରା ବଦଳି ଯାଇଛି କଳିଙ୍ଗା ଘାଟିର ଚିତ୍ର।
ଏହି ଫିଲ୍ମଟି ଜଣେ ଯୁବ ଆମେରିକୀୟ ଷ୍ଟାରଙ୍କ ଚାରିପାଖରେ ଘୂରି ବୁଲୁଛି ଯିଏ ଜଣେ ଭାରତୀୟ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଯାଆନ୍ତି। ୨୦୨୬ର ପ୍ରାରମ୍ଭରେ ନ୍ୟୁୟର୍କ, ପ୍ୟାରିସ, ଲଣ୍ଡନ ଏବଂ ଦୁବାଇ ଭଳି ସହରରେ ସୁଟିଂ ହେବାର ଆଶା କରାଯାଉଛି।
କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି । ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।
ରିପୋର୍ଟ ଅନୁସାରେ ୨୦୨୧ ଅଗଷ୍ଟରେ ତାଲିବାନ ସତ୍ତା ହାତେଇବା ପରେ ଏହା ପ୍ରଥମ ଥର ପାଇଁ ଏଭଳି ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ନିଷେଧାଜ୍ଞା ବର୍ତ୍ତମାନ ବଲଖ ପ୍ରଦେଶରେ ଲାଗୁ କରାଯାଇଛି, ଯେଉଁଠାରେ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ, ସାର୍ବଜନୀନ ଅନୁଷ୍ଠାନ ଏବଂ ଘର ମାନଙ୍କରୁ ଓ୍ଵାଇଫାଇ ଇଣ୍ଟରନେଟ ହଟାଇ ଦିଆଯାଇଛି।
ସୋସିଆଲ ମିଡିଆରେ ଖାଲିଲେ କେବଳ ସୁନ୍ଦରୀଙ୍କ ଫଟୋ। ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଚାରିଆଡେ ଘୁରି ବୁଲୁଛି ଭଳିକି ଭଳି କି ଭଳି ଯୁବତୀଙ୍କ ଶାଢ଼ି ପିନ୍ଧା ଫଟୋ । ଏମିତିକି ଯିଏ ହେଲଦି ସିଏ ସ୍ଲିମ୍ ଟ୍ରିମ୍ । ଆଉ ଯିଏ ଶ୍ୟାମଳି, ସିଏ ପୂରା ଗୋରା ତକତକ । ଗୁଲୁଗୁଲିଆ ସୁନ୍ଦରୀ ଫଟୋ ଏବେ ସମସ୍ତଙ୍କୁ କିମିଆ କରିଛି।
ନିର୍ଦ୍ଦେଶାବଳୀରେ ସଂଶୋଧନ ପରେ ଇଭିଏମ ବାଲଟ ପେପରରେ ପ୍ରାର୍ଥୀମାନଙ୍କର ଫଟୋ ରଙ୍ଗୀନ ଛପାଯିବ। ପ୍ରାର୍ଥୀଙ୍କ ମୁହଁ ଫଟୋର ତିନି-ଚତୁର୍ଥାଂଶ ଅଂଶରେ ରହିବ, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଦେଖାଯିବ ।
ଲେଭିଏଭ ଧନୀ ମହିଳା ମାନଙ୍କୁ ଭେଟୁଥିଲା ଏବଂ ଋଣ ନାମରେ ଟଙ୍କା ନେଇ କହୁଥିଲା ଯେ ସେ ପରେ ଫେରାଇ ଦେବ। କିନ୍ତୁ ବାସ୍ତବରେ ସେ କେବେ ଟଙ୍କା ଫେରାଇ ନଥିଲା, ବରଂ ତା ପୂର୍ବରୁ ଗାୟବ ହୋଇ ଯାଉଥିଲା।
ବେଙ୍ଗାଲୁରୁରେ ପ୍ରାୟତଃ ସବୁ ବଡ଼ ବଡ଼ କଂପାନୀର କାର୍ଯ୍ୟାଳୟ ରହିଛି । କିନ୍ତୁ ଏହାରି ଭିତରେ ଡିଜିଟାଲ୍ ଟ୍ରାକିଂ ପ୍ଲାଟଫର୍ମ ବ୍ଲାକବକ୍ ସହରରୁ ଏହାର କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।
ଅନେକ ଏହି ଭିଡିଓ ଦେଖିକି ନିଜର ହସକୁ ସମ୍ଭାଳି ପାରିନଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି, "ଏବେ ମୁଁ ଜାଣିଛି ଯେ ଏହି ପର୍ସଟି ପ୍ରାୟତଃ କେଉଁଠାରେ ବ୍ୟବହୃତ ହୁଏ।" ଆଉ ଜଣେ ଲେଖିଛନ୍ତି, "ପାପାଙ୍କ ପରୀମାନଙ୍କ ପର୍ସଗୁଡ଼ିକ କୌଣସି ଖଜାନା ଠାରୁ କମ୍ ନୁହେଁ । ଏଥିରେ କ୍ୟାଣ୍ଡିଠାରୁ ଯାଦୁ ପର୍ଯ୍ୟନ୍ତ ସବୁକିଛି ରହିଛି।
ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ।
ସିଭିଲ ସର୍ଭିସର କଳାଧନ ଖିଆ ମ୍ୟାଡମ୍। ଘରେ ୯୨ ଲକ୍ଷ ନଗଦ, ୨ କୋଟିର ସୁନା ଅଳଙ୍କାର। ୬ ବର୍ଷ ଚାକିରୀରେ କୋଟି କୋଟିର ମାଲିକାଣୀ ।
ରିଲ୍ କଲେ ପଡ଼ିବ ସରକାରୀ ପାହାର। ମୋଟା ଅଙ୍କର କଟାଯିବ ଫାଇନ୍। ଅମାନିଆ ରିଲର୍ ହୋଇଯାଆନ୍ତୁ ସାବଧାନ ।
କତାର ଉପରେ ଇସ୍ରାଏଲର ଆକ୍ରମଣ ପରେ ଅନୁଷ୍ଠିତ ଆରବ ଦେଶଗୁଡ଼ିକର ଜରୁରୀକାଳୀନ ବୈଠକରେ ପାକିସ୍ତାନ, ତୁର୍କୀ, ସାଉଦି ଆରବ ସମେତ ୬୦ଟି ମୁସଲିମ ଦେଶ ଅଂଶଗ୍ରହଣ କରିଥିଲେ।
ଇସ୍ରାଏଲ ତା’ର ଆକ୍ରମଣକୁ ତୀବ୍ର କରୁଥିବାରୁ ଲକ୍ଷାଧିକ ପାଲେଷ୍ଟାଇନୀ ଗାଜା ସହରରୁ ପଳାୟନ କରୁଛନ୍ତି। ଇସ୍ରାଏଲୀ ଅଧିକାରୀମାନେ ୨୦୦୦-୩୦୦୦ ହମାସ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିବା ଦାବି କରିଛନ୍ତି।
ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଯଦିଓ ପରେ ଉଭୟ ଦେଶ ମଧ୍ୟରେ ଧୀରେ ଧୀରେ ସମ୍ପର୍କ ସୁଧାର ହେଉଛି। ମୋଦିଙ୍କ ଜନ୍ମଦିନ ଅବସରରେ ଟ୍ରମ୍ପ ମୋଦିଙ୍କୁ ଫୋନ କରିଥିଲେ।
ଉତ୍ତରାଖଣ୍ଡର ପିଛା ଛାଡୁନି ପ୍ରଳୟ। ବାରମ୍ବାର ବାଦଲ ଫାଟୁଛି, ବିତ୍ପାତ ଆଣୁଛି ବନ୍ୟା। ପାହାଡ଼ରୁ ଯେମିତି ଖସୁଛି ପ୍ରଳୟ। ଗତରାତିରେ ଉତ୍ତରାଖଣ୍ଡ ସହସ୍ରାଧାରା ଅଞ୍ଚଳରେ ବାଦଲ ଫାଟିବା ପରେ ଡେରାଡୁନରେ ଭୟଙ୍କର ବିଭୀଷିକା ଦେଖିବାକୁ ମିଳିଛି। ରାସ୍ତାଘାଟ, ଘରଦ୍ବାର, ମାର୍କେଟ କେଉଁଠି ଭାସି ଯାଇଛି ତ କେଉଁଠି ବୁଡ଼ିଛି। ଡେରାଡୁନରେ ତମସା ନଦୀ ଓ ରିଷିକେଶରେ ଚନ୍ଦ୍ରଭାଗା ନଦୀର ରୌଦ୍ର ରୂପ ଜନଜୀବନ ସହ ବ୍ୟାପକ ଧନସମ୍ପତ୍ତି ଛାରଖାର କରିଛି। ଗତ ଦେଢ଼ ମାସ ଭିତରେ ପ୍ରକୃତିର କୋପରେ ଯୁଝି ହେଉଛି ଉତ୍ତର ଭାରତ। ...
ପଡୁଥିଲା ମିସାଇଲ, ଥରୁଥିଲା ପାକିସ୍ତାନ । କିନ୍ତୁ ବଙ୍କରରେ ପଶିଥିଲେ ମୁନୀର୍ । 'ଅପରେସନ ସିନ୍ଦୂର' ବେଳେ ପାକିସ୍ତାନ ସେନା ମୁଖ୍ୟ ଭୟରେ ବଙ୍କର ଭିତରେ ଆତ୍ମଗୋପନ କରିଥିଲେ ବୋଲି ବଡ଼ ଖୁଲାସା କରିଛନ୍ତି ଭାରତୀୟ ସେନା ବାହିନୀର ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କନୱାଲ ଜିତ୍ ସିଂ ଢିଲୋନ । ଏକ ଇଣ୍ଟରଭ୍ୟୁରେ ମିଛୁଆ ପାକିସ୍ତାନର ପୋଲ୍ ଖୋଲିଛନ୍ତି ସେ।
ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବଂ ପାକିସ୍ତାନୀ ଖେଳାଳିମାନେ ସେମାନଙ୍କ ଖେଳାଳିମାନଙ୍କୁ ଦୋଷ ଦେବା ପରିବର୍ତ୍ତେ ଭାରତୀୟ ଦଳ ଏବଂ ପରିଚାଳନାକୁ ଗାଳି ଦେବା ଆରମ୍ଭ କରିଦେଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପାଇଁ ୧୭,୦୦୦ ରୁ ଅଧିକ ରନ କରିଥିବା ମହମ୍ମଦ ୟୁସୁଫ ମଧ୍ୟ ଖରାପ ଭାଷା ବ୍ୟବହାର କରିବା ଆରମ୍ଭ କଲେଣି ।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଜୈଶ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀ ଭାରତୀୟ ସେନା ତାଙ୍କ ଆଡ୍ଡାରେ କିପରି ପ୍ରବେଶ କରି ତାଙ୍କ ଉପରେ ଆକ୍ରମଣ କରିଥିଲେ ତାହା କହୁଥିବାର ଶୁଣିବାକୁ ମିଳୁଛି।
ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କଲା ICC । ଏସିଆ କପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ରହିବେ। ସେ UAE ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରେଫରି ମଧ୍ୟ ହେବେ।
ଫେସ୍ବୁକ୍ରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ ମନରାମ। ମନୋରମ ଶିକ୍ଷକ ଥିବା ବେଳେ ମୁକେଶ ଜଣେ ଅଙ୍ଗନୱାଡିରେ ସୁପର୍ ଭାଇଭର ଭାବେ କାମ କରୁଥିଲେ।
ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ୨ କୋଟି ଟଙ୍କା ଓ ସୁନା ଜବତ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା ।
UPI ୟୁଜର ମାନେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ କରିପାରିବେ। ଏକାଥରେ ହୋଇପାରିବ ୫ ଲକ୍ଷ। UPIର ଟ୍ରାଞ୍ଜାକ୍ସନ ନିୟମରେ ଏହି ପରିବର୍ତ୍ତନ କରାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ 1xBet ର ତଦନ୍ତ ପାଇଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଡଙ୍କୁ ସମନ କରିଛି।
ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଋଣ ଉପରେ ସୁଧ ଦେବାକୁ ପଡୁଥିଲା, କିନ୍ତୁ ଏବେ ଏହା ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ। କିସ୍ତିର ଅବଧି ବୃଦ୍ଧି ହେବା ସହିତ ପ୍ରତ୍ୟେକ ମାସର EMI ହ୍ରାସ ପାଇବ । ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ଏହା ସାହାଯ୍ୟ କରିବ।