
ଘରେ ତିଆରି କରି ବାଦାମ ଓ ରାଶି ପରି ଲଡ଼ୁ ମଧ୍ୟ ଖାଇବା ପାଇଁ ରଖିପାରିବେ। ମଖାନା ଭଜା, ଚୁଡ଼ା ଭଜା ଇତ୍ୟାଦି ସଂଧ୍ୟାରେ ନେଇପାରିବେ। ଏଥିସହିତ ଚା ନ ପିଇ ଆପଣ ବିନା କ୍ଷୀର ଓ ଚିନିରେ ବ୍ଲାକ୍ କଫି କିମ୍ୱା ତୁଳସୀ, ଅଦା ଆଦି ଦେଇ ନାଲି ଚା ପିଇପାରିବେ।

ପରିବର୍ତ୍ତିତ ଜୀବନଶୈଳୀ ବିଭିନ୍ନ ରୋଗର କାରଣ । ବଦଳିଛି ଲାଇଫ୍ଷ୍ଟାଇଲ, ବଢୁଛି ରୋଗ । ଗ୍ୟାସ୍ ଓ ମୁଣ୍ଡବିନ୍ଧା ବହୁ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ ।

ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଏସିଡିଟି ବଢିଥାଏ । ଖାଦ୍ୟ ଖାଇବା ପରେ ଗ୍ରୀନ୍ ଟି ପିଇଲେ ଶରୀର ପାଇଁ ଫଳପ୍ରଦ ହୋଇଥାଏ ।

ଗର୍ଭାବସ୍ଥାରେ ସନ୍ତୁଳିତ ଆହାର ନିହାତି ଆବଶ୍ୟକ। ଏହା ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଭୃଣର ବିକାଶରେ ସାହାଯ୍ୟ କରେ । ଶିଶୁ ଉର୍ଜାବାନ ହୁଏ । ହେଲେ କେଉଁ ମାସରେ କେଉଁ ଖାଦ୍ୟ ସବୁ ଖାଇବେ, ତାହା ଜାଣିନିଅନ୍ତୁ ।

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୩୧ ବର୍ଷିୟ ମେଜର ରୋହିତ ବଚୱାଲା ଝାନସୀ ଆର୍ମୀ ହସପିଟାଲରେ ଚାକିରି କରିଛନ୍ତି । ୫ ଜୁଲାଇରେ ସେ ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଯାଉଥିଲେ । ସେଥିପାଇଁ ସେ ଲକ୍ଷ୍ମୀବାଈ ଝାନସୀ ରେଳ ଷ୍ଟେସନରେ ନିଜ ଟ୍ରେନକୁ ଅପେକ୍ଷା କରିଥିଲେ ।

ପନିରରେ ପ୍ରୋଟିନ୍ ରହିଥାଏ । ଶୋଇବା ପୂର୍ବରୁ କିଛି ଖଣ୍ଡ ପନିର ଖାଇପାରିବେ । ଅଧରାତିରେ ଆପଣଙ୍କୁ ଆଉ ଭୋକ ଲାଗିବନି ।

ଏହି ସବୁ ଖାଦ୍ୟ ଆପଣଙ୍କ ରୋଷେଇ ଘରେ ସହଜରେ ମିଳିଯିବ । ଅଧିକ ଖର୍ଚ୍ଚ କରିବାକୁ ପଡିବନି । ହଜମ ଶକ୍ତି ବଢ଼ିବା ସହ ଆହୁରି ଅନେକ ଫାଇଦା ମିଳିବ ।

ଖାଇବା ଲୋଭ କାହାର ବା ନାହିଁ ! ଖାଦ୍ୟଲୋଭୀଙ୍କୁ ସମସ୍ତେ ଥଟ୍ଟା କରନ୍ତି। କିନ୍ତୁ ଖାଇବାର ଆନନ୍ଦ କେବଳ ଭୋକିଲା ହିଁ ଜାଣେ। ହେଲେ ବେଳେବେଳେ ଆମ ଭିତରେ ଦେଖାଦେଉଥିବା ଅଯଥା ଖାଦ୍ୟ ଲାଳସାକୁ ଆମେ ପରିଚାଳନା କରିବା ଉଚିତ। ଜାଣନ୍ତୁ ବିଶେଷଜ୍ଞ ଦେଇଥିବା ୭ଟି ଉପାୟ।

ବର୍ଷା ଦିନେ ଜୀବାଣୂ ଓ କବକ ବୃଦ୍ଧି ପାଉଥିବାରୁ ଦି ହେଲ୍ଦି ଇଣ୍ଡିଆନ ପ୍ରୋଜେକ୍ଟର ପୁଷ୍ଟିସାର ବିଶେଷଜ୍ଞ ଗାରିମା ଦେବ ବର୍ମନ ପତ୍ର ବା ଶାଗ ଜାତୀୟ ଖାଦ୍ୟ ଖାଇବାକୁ ବାରଣ କରିଛନ୍ତି ।

କୋଭିଡ୍ ଟିକା ସହ ହୃଦଘାତର କୌଣସି ସିଧାସଳଖ ସଂପର୍କ ନାହିଁ । ଟିକା ନିରାପଦ ଏବଂ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଟିକା ନୁହେଁ ବରଂ ଲୋକଙ୍କ ଜୀବନ ଶୈଳୀ, ଜିନଗତ ଆକସ୍ମିକ ମୃତ୍ୟୁର କାରଣ ବୋଲି ICMR ଏବଂ NCDCର ମିଳିତ ରିପୋର୍ଟରେ ପ୍ରକାଶ ପାଇଛି ।

ଡାକ୍ତରଙ୍କ ମତରେ, ରକ୍ତ ସମ୍ପର୍କିତ ବିବାହ ପିଲାମାନଙ୍କ ମଧ୍ୟରେ ଏକ ପ୍ରକାର ବଂଶାନୁକ୍ରମିକ ରୋଗର ଆଶଙ୍କା ବୃଦ୍ଧି ପାଉଛି। ଏବେ ପ୍ରଶ୍ନ ହେଉଛି ରକ୍ତ ସମ୍ପର୍କିତ ବିବାହ କାହିଁକି କରାଯିବା ଉଚିତ ନୁହେଁ? ସମ୍ପର୍କୀୟ ଭାଇଭଉଣୀଙ୍କୁ ବିବାହ କରିବାରେ ଅସୁବିଧା କ’ଣ? ଆସନ୍ତୁ ସେ ବିଷୟରେ ଜାଣିବା।

ଡାକ୍ତରଙ୍କ ବିନା ପରାମର୍ଶରେ ଖଣ୍ଡିଆ ହୋଇଥିବା ସ୍ଥାନରେ ସୋସିଆଲ ମିଡିଆରୁ ଯାହା ବି ଦେଖିଲେ ବ୍ୟବହାର କରିବା କିମ୍ବା ଲେପ ଦେବା ଆରମ୍ଭ କରନ୍ତୁ ନାହିଁ। ଅନାବଶ୍ୟକ ସ୍ଥଳରେ ଦୋକାନରୁ ଯାହା ବି କ୍ରିମ ମିଳିବ ଆଣି ଲଗାନ୍ତୁ ନାହିଁ।

ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ରହିବା ଫଳରେ ଦିନ ଦିନ ଧରି ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଲୋକେ ସେଇ ପାଣି ଭିତରେ ପଶି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠୁ ଉଦବେଗଜନକ ବିଷୟଟି ହେଉଛି, ଡେଙ୍ଗୁ ଜର। ଏହି ଜର ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଭିଟାମିନ୍ B12 ଅଭାବରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ କିଛି ଖାଇଥାନ୍ତି, କିନ୍ତୁ କିଛି ଖାଦ୍ୟ ଏହି ଅଭାବ ଦୂର କରିବାରେ ଅଧିକ ପ୍ରଭାବଶାଳୀ ହୋଇପାରେ। ଏବେ ପ୍ରଶ୍ନ ହେଉଛି ଭିଟାମିନ୍ B12 ଅଭାବ କିପରି ଦୂର ହେବ? ଭିଟାମିନ୍ B12 ଅଭାବ ହେଲେ କ'ଣ ଖାଇବା ଉଚିତ? ଆସନ୍ତୁ ଜାଣିବା…

ଛାତିରେ ଯନ୍ତ୍ରଣା ହେବା ସହ କାଶ ଲାଗି ରହିଥାଏ । କୁକୁର ଓ ବିଲେଇଙ୍କୁ ହାତରେ ଧରିଲେ, ଗେଲ କଲେ ଏହି ରୋଗ ହେବାର ଆଶଙ୍କା ଥାଏ । ଯଦି କୁକୁର ଓ ବିଲେଇଙ୍କୁ ଡିଓର୍ମ କରାଯାଇଥାଏ ଅର୍ଥାତ ନିୟମିତ କୃମିନାଶକ ଦିଆଯାଉଥାଏ, ତେବେ ଏହା ହେବାର ଆଶଙ୍କା ନଥାଏ ।

ବାହାରକୁ ଖାଇବା ପାଇଁ ଗଲାବେଳେ ଅର୍ଡର୍ ଦେବାବେଳେ ଆପଣଙ୍କ ଆଲର୍ଜି ତଥ୍ୟ ତଥା ଶରୀରର ଇନଟଲେରାନ୍ସକୁ ଭଲରେ ଉଲ୍ଲେଖ କରନ୍ତୁ। ଭୋଜନାଳୟରେ ସେହି ଦ୍ରବ୍ୟର ବ୍ୟବହାର ନେଇ ଆଗରୁ ତଥ୍ୟ ସଂଗ୍ରହକରି ଯଆନ୍ତୁ।

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ ବୋଲି ବିବେଚନା କରାଯାଏ।

ମୋବାଇଲ, କମ୍ପ୍ୟୁଟର ଓ ଟାବଲେଟର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଆଖିରେ ଶୁଷ୍କତା ଓ ଜ୍ୱଳନ ଅନୁଭବ ହେବା ସହ ସହରମାନଙ୍କରେ ପ୍ରଦୂଷିତ ବାୟୁ ଯାନବାହାନ ଓ କଳକାରଖାନାରୁ ନିର୍ଗତ ଧୂଆଁ ଓ ବିଷାକ୍ତ ଗ୍ୟାସ ମଧ୍ୟ ଆଖି ସଂସ୍ପର୍ଶରେ ଆସିଲେ ଆଖି ଖରାପ ହୋଇଥାଏ ।

ପାହାଡ ଜଙ୍ଗଲରେ ବୁଲିବା ସହ ମାଟିରେ ଚାଲୁଥିଲେ । କାରଣ ଏହା ଦ୍ବାରା ଚାପମୁକ୍ତ ରହିବା ସହ ନିଦ ଭଲ ହେଉଥିଲା । ତାଙ୍କର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥିଲା ।

ଗୋଟିଏ ସର୍ବେକ୍ଷଣ ଅନୁସାରେ ଆମ ଭିତରୁ ହାରାହାରି ୯ ପ୍ରତିଶତ ଲୋକ ବର୍ଷାଋତୁକୁ ପସନ୍ଦ କରନ୍ତିନି। କାହିଁକି ନା ଏଇ ୯% ମଣିଷଙ୍କର ବର୍ଷାଋତୁରେ ହଠାତ୍ ଅକାରଣରେ ମନଦୁଃଖ ଲାଗି ରହିବା ସହ, ଦେହ ଅବଶ ଲାଗେ ଏବଂ କାମ କରିବା ପାଇଁ ସ୍ପୃହା ଆସେ ନାହିଁ। ଆପଣ ମଧ୍ୟ ନିଜ ଆଖପାଖରେ ଏମିତି କାହାକୁ ନା କାହାକୁ ଭେଟିଥିବେ ଯିଏ କହିଥିବେ ବର୍ଷାଋତୁ ଆସିଲେ ମାନସିକ ଅବସାଦ ବା ଅଳସୁଆ ପଣ ବଢିଯାଏ। ଏହି ଗ୍ରୁପର ଲୋକେ ବର୍ଷାଦିନରେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ପାଇଁ ଫୁର୍ତ୍ତି ଦେଖାନ୍ତି ନାହିଁ। ଅଧିକରୁ ଅଧିକ ସମୟ ଶୋଇ ରହିବା, ମନ ଦୁଃଖ ରହିବା ଏବଂ ଅନ୍ୟ ମାନଙ୍କ ସହ କମ୍ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କଲେ କିମ୍ବା ଖବର ଜାଣିବା ପାଇଁ ଚାହିଁଲେ ଚିଡ଼ି ଯାଆନ୍ତି।

ବଢିଚାଲିଛି ହୃଦଘାତଜନିତ ମୃତ୍ୟୁସଂଖ୍ୟା। ଯେଉଁ ରୋଗ ଏକଦା ପ୍ରାପ୍ତ ବୟସ୍କରେ ହେଉଥିଲା, ତାହା ଏବେ ଯୁବପିଢିଙ୍କୁ ଗ୍ରାସ କରିଛି। ହୃଦଘାତର ମୁଖ୍ୟ କାରଣ ଚାପ ହୋଇଥିଲେ ମଧ୍ୟ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିୟମିତତା ଅନ୍ୟ ଏକ କାରଣ।

ସ୍ତନ କର୍କଟ ରୋଗର ଚିକିତ୍ସାରେ ନୂଆ ଆଶା। ବିଛା ବିଷରେ ହେବ ଚିକିତ୍ସା। ଏହି ଆଶା ସୃଷ୍ଟି କରିଛନ୍ତି ବ୍ରାଜିଲର ବୈଜ୍ଞାନିକମାନେ।

ବିଶ୍ୱ ଇତିହାସରେ କଲେରା ଆତଙ୍କମୟ ପରିସ୍ଥିତି ସୃଷ୍ଟି କରୁଥିଲା। ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଂଶ ଓ ଏକବିଂଶ ଶତାବ୍ଦୀରେ ମହାମାରୀର ରୂପ ନେଇ କଲେରା ବର୍ଷ ବର୍ଷ ଧରି ନରସଂହାର ଜାରି ରଖୁଥିଲା। ଆଜି ଆସନ୍ତୁ ଜାଣିବା କଲେରା ମହାମାରୀର ଇତିହାସ।

କର୍କଟ ରୋଗୀମାନଙ୍କୁ ଚିକିତ୍ସା ସମୟରେ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ‘ମ୍ୟାଜିକ୍ ଛତୁ’ରେ ଥିବା ସକ୍ରିୟ କମ୍ପାଉଣ୍ଡ ସାଇଲୋସାଇବିନ୍ର ଗୋଟିଏ ଡୋଜ ଫଳପ୍ରଦ ହେବ ବୋଲି ଅଧ୍ୟୟନରୁ ଜଣାପଡିଛି ।