
ଆଲ୍ଲାହାବାଦ ହାଇକୋର୍ଟ ଘରୋଇ ହସ୍ପିଟାଲମାନଙ୍କ ଉପରେ କଠୋର ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଯେ ସେମାନେ ଟଙ୍କା ଆଦାୟ ପାଇ ରୋଗୀମାନଙ୍କୁ ATM ଭଳି ବ୍ୟବହାର କରୁଛନ୍ତି।

ପୁଣି କ୍ବାକ୍ ହାତରେ ଗଲା ରୋଗୀଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗାଁରୁ ଆସିଛି ଅଭିଯୋଗ।

ଅହମଦାବାଦ ଘଟଣା ପରେ ଏୟାର ଇଣ୍ଡିଆର ପାଇଲଟ୍ମାନଙ୍କ ମଧ୍ୟରେ ମାନସିକ ଚାପ ସୃଷ୍ଟି ହୋଇଥିଲା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏବଂ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ଲୋକସଭାରେ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ପାଇଲଟ୍ମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଇଥିପାଇଁ ସିକ୍ ଲିଭ୍ ଆବେଦନ କରିଥିଲେ।

ଭିଟାମିନ୍ ବି12 ଆମିଷ ଖାଦ୍ୟରୁ ଅଧିକ ପରିମାଣରେ ମିଳେ। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ମୁଗ ଡାଲିରେ ମଧ୍ୟ ଏହା ପ୍ରଚୁର ପରିମାଣରେ ମିଳେ ।

ରାଜସ୍ଥାନର ସିକାରରେ ଏକ ୯ ବର୍ଷୀୟ ନାବାଳିକାଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା। ଶିଶୁଙ୍କଠାରେ ହୃଦଘାତ ଖୁବ୍ କମ୍ ଦେଖା ଗଲେ ମଧ୍ୟ ଆଗୁଆ ସଚେତନ ହେବା ନିହାତି ଜରୁରୀ।

ଯଦି ଆପଣ କୋଷ୍ଠକାଠିନ୍ୟ କିମ୍ବା ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ପିଡୀତ ତେବେ ଲାଉ ଜୁସ ଆପଣଙ୍କୁ ଅନେକ ଫାଇଦା ଦେବ ।

ବିବାହ ପରେ ଦମ୍ପତିମାନେ ରେଡି ଟୁ ଇଟ୍ ମିଲ୍, ଫାଷ୍ଟଫୁଡ୍, ଅତ୍ୟଧିକ ଖାଇବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟାପରେ ପ୍ରେଜେଣ୍ଟେସନ୍ ଦେବା ଏବଂ ସପ୍ତାହାନ୍ତରେ ଆରାମ କରିବା ଆରମ୍ଭ କରନ୍ତି, ଯାହା ସେମାନଙ୍କର ଓଜନ ବୃଦ୍ଧିର କାରଣ ହୋଇଥାଏ । ଏହା ସହିତ ସହରରେ ଲୋକମାନେ ନିଜ ପରିବାର ଠାରୁ ଦୂରରେ ରହୁଛନ୍ତି ଏବଂ କିଛିଟା ଅଧିକ ଆୟ କରିବା ପାଇଁ ସମୟ ସ୍ଥିର ନଥିବା ଚାକିରି ମଧ୍ୟ କରନ୍ତି । ଏସବୁ କାରଣ ଯୋଗୁଁ ସେମାନେ ସଠିକ ସମୟରେ ଖାଇପାରନ୍ତି ନାହିଁ କିମ୍ବା ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାଆନ୍ତି ।

ଡିଜିଟାଲ୍, ସୋସିଆଲ ମିଡ଼ିଆ ଏବଂ ଫିଲ୍ଟରର ଯୁଗରେ ଶରୀର ପତଳା ହେବା ହିଁ ପରଫେକ୍ସନର ଚିହ୍ନ। ଅବଶ୍ୟ ଟିଭି ଏବଂ ପତ୍ରିକା ଜମାନାର ମଡେଲିଂ ସମୟରେ ମଧ୍ୟ ଛବି ସମାନ ଥିଲା। ତେଣୁ ନିଜ ଶରୀରକୁ ଏଇ ପତଳା ଢାଞ୍ଚା ଭିତରେ ରଖିବା ପାଇଁ ଅନେକ ଖାଦ୍ୟ ତ୍ୟାଗ କରନ୍ତି କିମ୍ବା ଆବଶ୍ୟକତା ଠାରୁ ଖୁବ୍ କମ ମାତ୍ରାରେ ଖାଆନ୍ତି, ଏହାକୁ ଆନୋରେକ୍ସିଆ- ନର୍ଭସା କୁହାଯାଏ। ସାଧାରଣତଃ ଏହା ୧୨-୧୯ ବର୍ଷ ବୟସ୍କ ଝିଅ ମାନଙ୍କ ଠାରେ ଅଧିକ ଦେଖାଯାଏ। କିନ୍ତୁ ଏହା ଯେ କେବଳ କିଶୋର ଝିଅ ମାନଙ୍କ ସମସ୍ୟା ତା’ ନୁହେଁ ଏହା ପୁଅ ମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ। ଅନେକ ସମୟରେ ଏହା ଜଣା ପଡିବା ସମୟ ବେଳକୁ ଶରୀର ଉପରେ ଅନେକ କୁପ୍ରଭାବ ପଡି ସାରିଥାଏ।

ଉଭୟ ଖାଦ୍ୟ ଶରୀର ପାଇଁ ଉପକାରୀ, କିନ୍ତୁ ଯଦି ଆପଣ ହାଲୁକା, ଶୀଘ୍ର ହଜମ ହେଉଥିବା ଏବଂ ଆଇରନ ଯୁକ୍ତ ଜଳଖିଆ ଚାହୁଁଛନ୍ତି, ତେବେ ଉପମା ଅଧିକ ଉତ୍ତମ। ଅନ୍ୟପକ୍ଷେ, ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରପୂର ରଖିବାକୁ ଚାହୁଁଛନ୍ତି ଏବଂ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପୋହା ଏକ ଭଲ ବିକଳ୍ପ।

କକର୍ଟ ରୋଗକୁ ମୂ଼ଳରୁ ଭଲ କରିବା ପାଇଁ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ mRNA ଟୀକା ବିକଶିତ କରିଛନ୍ତି। ପରୀକ୍ଷାମୂଳକ ଭାବେ ମୂଷାମାନଙ୍କ ଉପରେ ପରୀକ୍ଷଣ କରାଯାଇଛି। ପରେ ଏହା ମାନବ ଉପରେ ପରୀକ୍ଷଣ ଆରମ୍ଭ ହେବ।

ଡକ୍ଟର ଜନ୍ ସାରଫେନବର୍ଗ ନିଜର ନିୟମିତ ଓ ସୀମିତ ଜୀବନଶୈଳୀ ନିୟମ ପାଇଁ ୧୦୦ ବର୍ଷ ପରେ ବି ସୁସ୍ଥ ରହିବା ସହ ଫିଟ୍ ରହିଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଆପଣାଇଛନ୍ତି କିଛି ନିୟମ । ନିୟମିତ ଅଭ୍ୟାସ ଦ୍ୱାରା ସେ ନିଜକୁ ୧୦୧ ବର୍ଷରେ ସୁସ୍ଥ ରଖି ପାରିଛନ୍ତି ।

ଆମ୍ବୁଲାନ୍ସ ପରିଚାଳନା ପ୍ରକ୍ରିୟାରେ କିପରି ରୋଗୀଙ୍କ ଠାରୁ କଲ୍ ଆସୁଛି ଏବଂ କିପରି ଆମ୍ବୁଲାନ୍ସ ପହଞ୍ଚୁଛି ତାର ଆରମ୍ଭରୁ ଶେଷ ଯାଏଁ ପ୍ରକ୍ରିୟା ବୁଝିବା ସହ କେମିତି କମ୍ ସମୟ ମଧ୍ୟରେ ରୋଗୀ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରିବ ତା’ ଉପରେ ଅଧିକ ତଦାରଖ କରିଛନ୍ତି ।

ଡିପ୍ରେସନ ବି ଗୋଟେ ରୋଗ । ଭୟଙ୍କର ରୋଗ । ତାର ବି ଟିକିତ୍ସା ଜରୁରୀ । ଆମ ଜୀବନରେ ଯାହା ଘଟଣା ଘଟିବ ସେଇଟା ଆମ ହାତରେ ନାହିଁ । କିନ୍ତୁ ଜୀବନରେ କେମିତି ରଙ୍ଗ ଭରିବା ସେଇଟା ଆମ ହାତରେ ଅଛି ।

ଲୋକମାନେ ଭାବନ୍ତି ଖାଦ୍ୟ ଛାଡିଲେ ସେମାନଙ୍କର ଓଜନ କମିଯିବ। କିନ୍ତୁ ଏହା ଠିକ୍ ନୁହେଁ। ଏହା ଦ୍ୱାରା ମେଟାବୋଲିଜିମ ଧୀମା ହୋଇଯାଏ। ଶରୀର ଶକ୍ତି ସଞ୍ଚୟ କରିବା ପାଇଁ ଷ୍ଟାରଭେସନ୍ ମୋଡ୍କୁ ଚାଲିଯାଏ।

ଆକାଶମାର୍ଗରେ ଡ୍ରୋନରେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଗଲା ରକ୍ତ । ନଥିଲା ଟ୍ରାଫିକର ଝିନଝଟ୍ । ଜୁନ୍ ମାସରେ ପ୍ରକାଶିତ ICMR ରିପୋର୍ଟରେ ଏହା ପ୍ରକାଶ ପାଇଛି । ଜୀବନ ରକ୍ଷାକାରୀ ରକ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ଶୀଘ୍ର ପହଞ୍ଚାଇବାରେ ଏକ ବିକଳ୍ପ ଭାବେ ଆବିର୍ଭାବ ହୋଇଛି ଡ୍ରୋନ୍ ।

ବଢୁଥିବା ବୟସର ପ୍ରଭାବ ସବୁବେଳେ ମୁହଁରେ ଦେଖାଯାଏ । ବୟସ ବଢ଼ିବା ସହ ମୁହଁର ଚମକ କମି କମି ଯାଏ । ମୁହଁରେ ଫାଇନ ଲାଇନ୍ସ ଦେଖିବାକୁ ମିଳେ । ଏଥିରୁ ବଞ୍ଚିବା ପାଇଁ ଅନେକ ଲୋକ ଦାମୀ କ୍ରିମ୍ ଲଗାଇବା ସହ ଟ୍ରିଟମେଣ୍ଟ ନିଅନ୍ତି ।

12 ଟା ପରେ ଡାକ୍ତରଖାନା OPD ରେ ଡାକ୍ତରମାନେ ବସୁନଥିବାରୁ ରୋଗୀ ହତାଶ ହୋଇ ପଳାଇ ଯାଆନ୍ତି । ଉପରବେଳା ବିଶେଷଜ୍ଞ ଡାକ୍ତରମାନେ ରହୁନାହାନ୍ତି। ଯାହାର ଭାଗ୍ୟ ଭଲ ଥିବ ସେ ଡାକ୍ତରଙ୍କୁ ଦେଖାଇବ। ଆଉ ଦିନ 12 ଟା ପରେ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଏଠାରେ ଦେଖିବାକୁ ମିଳେନାହିଁ ।

ଯଦି ଆପଣ ବି ଦିନସାରା ହାଲିଆ ଲାଗିବା, ଦେହହାତ ଦରଜ ନଲାଗିବା, ଏକାଗ୍ରତାରେ ଅଭାବ, ଅଣ୍ଟା ଚାରିକଡେ ଚର୍ବି ଜମିବା ଏବଂ ପେଟ ବଢିବା ଆଦି ସମସ୍ୟା ଭୋଗୁଛନ୍ତି ତାହାଲେ ଆଧୁନିକ ସ୍ବାସ୍ଥ୍ୟ ଜଗତର ଏ ନୂଆ ଚ୍ୟାଲେଞ୍ଜକୁ ଆପଣ ନିଶ୍ଚିତ ଭାବରେ ଅଭ୍ୟାସ କରିବା ଉଚିତ। ଏ ନୂଆ ଚ୍ୟାଲେଞ୍ଜ ହେଉଛି ଲିଆତାର ୩୦ ଦିନ ପର୍ଯ୍ୟନ୍ତ ଆପଣ କୌଣସି ସୁଗାର ଗ୍ରହଣ କରିବେ ନାହିଁ। ତେବେ ସତରେ କ’ଣ କେବଳ ସୁଗାର ଛାଡିବା ଦ୍ବାରା ଏସବୁ ସମସ୍ୟାରୁ ମୁକ୍ତି ମିଳିବ ? ମନେ ରଖନ୍ତୁ ଏଠି ସୁଗାରର ଅର୍ଥ ଶ୍ବେତସାର ନୁହେଁ ଏହା କେବଳ ମିଠା ସ୍ବାଦ ପାଇଁ ଆମେ ଖାଦ୍ୟରେ ଯୋଡୁଥିବା ଏକ୍ସଟ୍ରା ସୁଗାର ପାଇଁ ଉଦ୍ଦିଷ୍ଟ।

ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ହସ୍ପିଟାଲକୁ ଯାଇ କାର୍ଡ ଦେଖାଇଥିଲେ । ଏହି କାର୍ଡ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି ପୋର୍ଟାଲରେ ଥିବାର ଜାଣିବାକୁ ପାଇଥିଲେ।

ଚାରିଆଡ଼େ ଗଦାଗଦା ଅଳିଆ। ମୁଖ୍ୟରାସ୍ତାଠୁ ଗଳିକନ୍ଦି ପର୍ଯ୍ୟନ୍ତ, ଯୁଆଡ଼େ ଆଖି ବୁଲାଇବେ ସେୟାଡ଼େ ପଡିଛି କୁଢ଼କୁଢ଼ ମଇଳା ଆବର୍ଜନା। ଡ୍ରେନ ଅବସ୍ଥା ନକହିବା ଭଲ।
ଏମିତି କିଛି ଖାଦ୍ୟ ଅଛି ଯାହାକୁ ସକାଳୁ ଜଳଖିଆରେ ଖାଇବା ଦ୍ୱାରା କମିବ ଓଜନ । ଫ୍ୟାଟ୍ ବର୍ଣ୍ଣ୍ ସହ ମିଳିବ ଶକ୍ତି । ଏହି ଜଳଖିଆ ଯେତିକି ପୃଷ୍ଟିକର ସେତିକି ସ୍ୱାଦିଷ୍ଟ । ଜାଣନ୍ତୁ କେଉଁ କେଉଁ ଖାଦ୍ୟ ବ୍ରେକ୍ଫାଷ୍ଟରେ ସାମିଲ କରିବେ...

ହାର୍ଟକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳିରେ ପରିବର୍ତ୍ତନ ନିହାତି ଦରକାର । ନିୟମିତ ଏକ୍ସରସାଇଜ କରିବା ଦରକାର । ସମସ୍ତେ ଯଦି ଜୟଦେବ ହସପିଟାଲ ଆସିବେ ତେବେ ଏଠାରେ ପୂର୍ବରୁ ଥିବା ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧା ହେବ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି ।
ରୋଗୀଙ୍କ ପାଇଁ ବରଦାନ । ଏମିତି ଏକ ଫଳ ଅଛି ଯାହା ସ୍ୱାଦିଷ୍ଟ ହେବା ସହ ହିତକର ମଧ୍ୟ । ଏହି ଫଳ ଖାଇବା ଦ୍ୱାରା ଓଜନ ହ୍ରାସରୁ ନେଇ ହୃଦରୋଗ ଯାଏଁ ସବୁ ସମସ୍ୟାର ସମାଧାନ ହେବ ।

ଗାଁର ମନ୍ଦିରପଡ଼ା ଠାରେ ଥିବା କ୍ଲବ ଘରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି । ଝାଡ଼ାବାନ୍ତିରେ ଗୁରୁତର ହେବାରୁ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।