• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Yoga Poses To Relieve Heel Pain
Yogasana: ଆପଣଙ୍କ ତଳିପାଦ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଯୋଗ, ମିଳିବ ଆରାମ

ଅନେକ ସମୟରେ ତଳିପାଦ ଯନ୍ତ୍ରଣା ଅଧିକ ଅସୁବିଧା ସୃଷ୍ଟି କରିପାରେ। ତଳିପାଦ ଯନ୍ତ୍ରଣା ହେତୁ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହେବା କଷ୍ଟ ହୋଇଯାଏ। ଗୋଡ଼ରେ ଯନ୍ତ୍ରଣା ହେତୁ ଶରୀରର ଓଜନ ଅଧିକ ଭାରୀ ଅନୁଭବ ହେବାକୁ ଲାଗେ। ଏପରି ସମସ୍ୟାରୁ ମୁକ୍ତି ପାଇବାର ଏକ ପ୍ରାକୃତିକ ଉପାୟ ହେଉଛି ଯୋଗ ଅଭ୍ୟାସ।

Health Insurance Fraud
Health Insurance Fraud Alert: ସ୍ବାସ୍ଥ୍ୟବୀମା ନାଁରେ ଆସୁଛି ଅଜଣା କଲ୍... ସତର୍କ ରହିବାକୁ FBIର ଚେତାବନୀ

ଏହି ଘୋଟାଲାର କିପରି ପର୍ଦ୍ଦାଫାଶ ହୋଇଛି ସେନେଇ ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପୀଡ଼ିତଙ୍କୁ ହଠାତ ଅଜଣା କମ୍ପାନୀରୁ କଲ ଆସୁଛି, ଆଉ ସେମାନେ ନିଜକୁ ବୈଧ ଚିକିତ୍ସା ବୀମା ପ୍ରଦାନ କରୁଥିବା କମ୍ପାନୀ ବୋଲି କହି ଲୋକଙ୍କୁ ଠକୁଛନ୍ତି ।

Pregnancy Healthy Diet
Health Tips: ଗର୍ଭବତୀ ସମୟରେ ମା’ଙ୍କୁ ଦିଅନ୍ତୁ ଏହି ୫ ସୁପର୍‌ଫୁଡ୍; ପିଲା ହେବ ବ୍ରେନୀ ଆଉ ଶକ୍ତିଶାଳୀ

ଗର୍ଭାବସ୍ଥାରେ ହିଁ ଶିଶୁର ମାନସିକ ବିକାଶ ଆରମ୍ଭ ହୁଏ। ଜନ୍ମ ହେବା ମାତ୍ରେ ପିଲାର ସ୍ୱାସ୍ଥ୍ୟ ମଜବୁତ ହୁଏ। ତେଣୁ ଗର୍ଭାବସ୍ଥା ସମୟରେ ମାଆ ଏପରି ଜିନିଷ ଖାଇବା ଉଚିତ ଯାହା ପୋଷକରେ ଭରପୂର ହୋଇଥିବ।

Covid cases rising in india
Covid ‌Cases Rising: ବଢୁଛି କୋଭିଡ୍ ମାମଲା; ପୂର୍ବ ଭଳି ପୁଣି ଆକ୍ରାନ୍ତ ହେବ କି ଭାରତ ?

ହଂକଂ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ କରୋନା ମାମଲା ଦ୍ରୁତ ବୃଦ୍ଧି ପାଇଛି। ଏହାରି ଭିତରେ ଭାରତରେ ପୁଣି ଥରେ କରୋନାର ଧୀର ପ୍ରବେଶ ହୋଇଛି। ଏହା ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ଯେ ହଂକଂ-ସିଙ୍ଗାପୁର ପରି ଭାରତରେ ବିପଦ ବଢ଼ୁଛି କି?

New COVID Surge in India
New COVID Surge in India: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ପୁଣି ଡରେଇଲାଣି କରୋନା । ଭାରତକୁ ଫେରିଲା କୋଭିଡ୍ ଭୟ । 257 ନୂଆ ଆକ୍ରାନ୍ତ, 2 ମୃତ । ଚୀନ୍, ସିଙ୍ଗାପୁର ଓ ଥାଇଲାଣ୍ଡ ପରେ ଆମ ଦେଶରେ ବି ବାଜିଗଲାଣି କୋଭିଡ୍-19 ନୂଆ ଲହରର ଆଲାର୍ମ।

Ambulance Service Crisis in Odisha
Ambulance Service Crisis in Odisha: ନିଜେ ରୋଗାକ୍ରାନ୍ତ କି ୧୦୮ ଆମ୍ବୁଲାନ୍ସ ସର୍ଭିସ୍ ? କାମ ଦେଉନି ଭେଣ୍ଟିଲେଟର, ଏସି ଅଚଳ...

ରୋଗୀଙ୍କୁ ନୂଆ ଜୀବନ ଦେଉଥିବା ୧୦୮ ଆମ୍ବୁଲାନ୍ସର ଭୟଙ୍କର ଅବସ୍ଥା...ଯାହା ଉପରେ ରୋଗୀ ଆଉ ସଂପର୍କୀୟ ଭରସା କରିବା କଥା...ତା ଉପରେ ଏତେ କ୍ଷୋଭ କାହିଁକି?

Menstruation
Summer Menstrual Health Tips: ଗ୍ରୀଷ୍ମରେ ଋତୁସ୍ରାବ ସମୟରେ ସତେଜ ଓ ସୁସ୍ଥ ରହିବାର ଉପାୟ

ଋତୁସ୍ରାବ ସମୟରେ ଏମିତି ସାଧାରଣ ଭାବରେ ମହିଳାମାନେ ଅଣ୍ଟା-ପେଟ ବଥା, ଗୋଡହାତ ଘୋଳାବିନ୍ଧା, ମୁଡ୍ ସ୍ବିଙ୍ଗ ଭୋଗିଥା’ନ୍ତି। କିନ୍ତୁ ଗ୍ରୀଷ୍ମ ଋତୁରେ ଏହି କଷ୍ଟ ଦ୍ୱିଗୁଣିତ ହୋଇଯାଏ। କେବଳ ଯେ ଗରମ କିମ୍ବା ଝାଳ କାରଣରୁ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା କଷ୍ଟଦାୟକ କିମ୍ବା ଅସହଜ ଲାଗେ ତା’ ନୁହେଁ, ଅନେକ ସମୟରେ ସ°କ୍ରମଣର ଆଶଙ୍କା ମଧ୍ୟ ବଢିଯାଏ। ଆଜିର ଆଲୋଚନା କେମିତି କେତୋଟି ସହଜ ଓ ସରଳ ଉପାୟ ମାଧ୍ୟମରେ ଜଣେ ମହିଳା ଗ୍ରୀଷ୍ମ ଋତୁରେ ଋତୁସ୍ରାବ ସମୟରେ ନିଜକୁ ସୁସ୍ଥ ରଖି ପାରିବେ ।

Joe Biden
Joe Biden Prostate Cancer Diagnosis: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ କ୍ୟାନସର ହୋଇଥିବା ସୂଚନା ମିଳିଛି । ବାଇଡେନଙ୍କ ପରିସ୍ରା ପରୀକ୍ଷା ପରେ ରିପୋର୍ଟରେ କ୍ୟାନସର ହୋଇଥିବା ଜଣା ପଡିଛି । ସାରା ବିଶ୍ୱରୁ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଉଛି । 

Yoga asanas for covid 19 new variant
Yogasana: ପୁଣି ଡରାଇଲାଣି କରୋନା ଭାଇରସ୍; ସଂକ୍ରମଣରୁ ରକ୍ଷା ପାଇଁ କରନ୍ତୁ ଏହିସବୁ ଯୋଗାସନ

ଫେରିଛି କୋଭିଡ୍ । ଏହି ଖବର ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତେବେ କୋଭିଡ୍ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ହେଲେ ଆପଣଙ୍କୁ ଏବେଠାରୁ ସତର୍କ ହେବାକୁ ପଡିବ । ଏଥିପାଇଁ କିଛି ଯୋଗ ଆସନ ଖୁବ ଲାଭଦାୟକ ।

COVID-19 Resurgence Triggers Alarm Across Asia: Surge in Singapore, Hong Kong, and China
କୋଭିଡର ଅଚାନକ ସଂକ୍ରମଣ ବୃଦ୍ଧି

ଚୀନ୍, ସିଙ୍ଗାପୁର, ଥାଇଲାଣ୍ଡରେ କୋଭିଡର ଅଚାନକ ସଂକ୍ରମଣ ବୃଦ୍ଧିକୁ ନେଇ ଆଲର୍ଟ। ନୂଆ ଲହରକୁ ନେଇ ପୂରା ଦକ୍ଷିଣ ଏସିଆରେ ଟେନସନ୍। ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ ୩ ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ ୨୮ ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପିଛି। ସେହିପରି ମେଡିକାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି କୋଭିଡ୍-19ର ଉତ୍ପତ୍ତିସ୍ଥଳ ଚୀନରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ସବୁଠୁ ବେଶି ଚିନ୍ତା ହଂକଂକୁ ନେଇ। ହଂକଂରେ କୋଭିଡ୍-19 ପଜିଟିଭ୍ ହାର ୟା ଭିତରେ ୧୩.୬୬ ପ୍ରତିଶତରେ ପହଞ୍ଚିଲାଣି।

covid
COVID-19 New Wave in Asia: ଚିନ୍ତା ବଢାଇଲାଣି କରୋନା, ଚୀନ୍, ସିଙ୍ଗାପୁରରେ ଦ୍ରୁତ ସଂକ୍ରମଣ

ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ 3 ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ 28 ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା 14 ହଜାର ଟପିଛି।

Sperm Count at Home
Sperm Count at Home: ସ୍ପର୍ମ କାଉଣ୍ଟ୍ ପାଇଁ କ୍ଲିନିକ୍ ଯିବାକୁ ଅସହଜ ଲାଗୁଛି କି… ଘରେ କରନ୍ତୁ ଏମିତି ଟେଷ୍ଟ୍

ଏବେ ଆପଣଙ୍କୁ ଆପଣଙ୍କର ସ୍ପର୍ମ କାଉଣ୍ଟ୍‌ ଯାଞ୍ଚ କରିବା ପାଇଁ କ୍ଲିନିକ୍ କିମ୍ବା ଲ୍ୟାବ୍‌କୁ ଯିବାକୁ ପଡିବ ନାହିଁ? ଆପଣ ଘରେ ସ୍ପର୍ମ କାଉଣ୍ଟ୍‌ ପରୀକ୍ଷା କରିପାରିବେ। ତେବେ ଆସନ୍ତୁ ଏହା କିପରି କରିବେ ଜାଣିବା।

Elderly man drives ford mustang like a racer
World Hypertension Day 2025: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି… କରନ୍ତୁ ଏହି ଯୋଗାସନ, ମିଳିବ ମୁକ୍ତି

ଆଜିର ଖରାପ ଜୀବନଶୈଳୀ କାରଣରୁ ଉଚ୍ଚ ରକ୍ତଚାପର ବିପଦ ଯଥେଷ୍ଟ ବୃଦ୍ଧି ପାଉଛି। ଯଦି ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ଉନ୍ନତି ଆସେ ତେବେ ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ଉଚ୍ଚ ରକ୍ତଚାପକୁ ଦୂର କରିବା ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।

ଶହ ଶହ ଡାକ୍ତର ନିଖୋଜ କାହିଁକି ?
State Health Department Action on Missing Government Doctors: ରାଜ୍ୟରୁ ନିଖୋଜ ଶହ ଶହ ସରକାରୀ ଡାକ୍ତର, ୨୫ ବର୍ଷ ଧରି କାହାର ନାହିଁ ଖୋଜ ଖବର

ଜଣେ କି ଦୁଇ ଜଣ ନୁହନ୍ତି, ରାଜ୍ୟରେ ନିଖୋଜ ଅଛନ୍ତି ଶହ ଶହ ସରକାରୀ ଡାକ୍ତର। କିଏ ୧୯୯୨ ମସିହାରୁ ଅର୍ଥାତ୍ ୩୩ ବର୍ଷ ହେଲା ଗାଏବ ହୋଇଗଲାଣି ତ’ କାହାର କାହାର ୨୦-୨୫ ବର୍ଷ ହେଲା ଖୋଜଖବର ନାହିଁ ।

COVID
COVID-19 Surge in Asia: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

ଗଳାରୁ ନମୂନା ନିଆଯାଇ କରାଯାଇଥିବା ପରୀକ୍ଷଣରୁ ଅଧିକାଂଶ ପଜିଟିଭ୍ ବାହାରିଛି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଢେର୍ ଅଧିକ । ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଥିବାର କହିଛନ୍ତି ହଂକଂର ଜଣେ ଅଧିକାରୀ । ଏହି ଭୂତାଣୁ ଏବେ ବ୍ୟାପୁଥିବାର ଲକ୍ଷ୍ୟ କରାଯାଉଛି । ଡାକ୍ତରଖାନାକୁ ଏହି ରୋଗର ଲକ୍ଷଣ ଥିବା ଅଧିକରୁ ଅଧିକ ରୋଗୀ ଆସୁଛନ୍ତି ।

Vector Borne Diseases
Vector Borne Diseases in Summer: ଗ୍ରୀଷ୍ମ ଋତୁରେ ମଶା-ମାଛି ଜନିତ ରୋଗରୁ ସୁରକ୍ଷାର ଉପାୟ 

ଗ୍ରୀଷ୍ମ ଋତୁରେ ଯେ କେବଳ ଖରା, ଗରମ, ଝାଳ, ଘିମିରି କିମ୍ବା ଡିହାଇଡ୍ରେସନର ସମ୍ଭାବନା ବଢିଯାଏ ତା’ ନୁହେଁ। ଗ୍ରୀଷ୍ମ ଋତୁରେ ଡେଙ୍ଗି, ମେଲେରିଆ, ଚିକନ୍-ଗୁନିଆ ଏବଂ ଡାଏରିଆ ସ°କ୍ରମଣ ମଧ୍ୟ ବଢିଯାଏ। ଏହାର କାରଣ ଜାଣି ବେଳହୁଁ ସାବଧାନ ରହିଲେ ହିଁ ଉକ୍ତ ରୋଗ ଗୁଡ଼ିକ ଦ୍ବାରା ଦେଖା ଯାଉଥିବା ବିଭିନ୍ନ ସା°ଘାତିକ ଏବଂ ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳି ପାରିବ।

Five oil best for hair know how to apply it correctly
Hair Care Tips: ଚୁଟି ପାଇଁ ରାମବାଣ ଏହି ୫ ତେଲ; ଜାଣନ୍ତୁ କେତେବେଳେ, କିପରି କରିବେ ବ୍ୟବହାର

ଗୋଟିଏ ଦିନରେ ୧୦୦ରୁ ଅଧିକ ଚୁଟି ଝଡିବା ନିଶ୍ଚିତ ଏକ ଗମ୍ଭୀର ଲକ୍ଷଣ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ନ ଝଡୁ, ତେବେ ଚୁଟିରେ ତେଲ ଲଗାଇବା ସହିତ କିଛି କଥା ମାନିବାକୁ ପଡିବ।

Skin Care
Summer Skin Care Tips: ଏହି ସବୁ ଉପାୟ କଲେ ଖରାଦିନେ ଦେଖାଯିବନି ଚର୍ମ ସମସ୍ୟା, ପୂରା ଚମକିବ

ଗ୍ରୀଷ୍ମ ଋତୁରେ ଝାଳ ହୋଇ ଅସ୍ତବ୍ୟସ୍ତ ଲାଗିବା ସହ ଘିମିରି ହେବା, କୁଣ୍ଡାଇ ହୋଇ ଫଳିଯିବା, ଚମଡା ଲାଲ୍ ପଡ଼ିଯିବା ପରି ସମସ୍ୟା ମଧ୍ୟ ଦେଖା ଯାଇଥାଏ। ଏସବୁ ଅନ୍ୟମାନଙ୍କୁ ଭାରି ସାଧାରଣ ମନେ ହେଲେ ବି ଭୁକ୍ତଭୋଗୀଙ୍କୁ କେବଳ ଯେ ଶାରୀରିକ କଷ୍ଟ ଦିଏ ତା' ନୁହେଁ, ମାନସିକ ସ୍ତରରେ ମଧ୍ୟ ଅସ୍ତବ୍ୟସ୍ତ ଏବଂ ଅସହାୟ କରି ଦିଏ। ଚାଲନ୍ତୁ ଜାଣିବା ସାଧାରଣତଃ ଚର୍ମର କେଉଁ ସମସ୍ୟା ଗ୍ରୀଷ୍ମ ଋତୁରେ ଅଧିକ ଦେଖାଯାଏ ଏବଂ ସେଥିରୁ ରକ୍ଷା ପାଇବାର ଉପାୟ କ’ଣ?

Home remedies to remove cavity from teeth
Dental Care Tips: ୪ ସହଜ ଉପାୟ; ଦାନ୍ତରେ ରହିବ ନାହିଁ କ୍ୟାଭିଟି, ପୋକ ଖାଉଥିଲେ ଭଲ ହେଇଯିବ

ଆଜିକାଲି ଦାନ୍ତରେ କ୍ୟାଭିଟି ହେବା କିମ୍ବା ପୋକ ଖାଇବା ଏକ ସାଧାରଣ ସମସ୍ୟା ହୋଇଯାଇଛି। ତେବେ ଏମିତି କିଛି ଘରୋଇ ଉପଚାର ଅଛି ଯାହା ଏହି ସମସ୍ୟାରୁ ମୁକ୍ତି ଦେବ। ଆସନ୍ତୁ ଏହି ଉପାୟଗୁଡିକ କ’ଣ ଜାଣିବା।

Health benefits of eating lady finger in summer
Health Tips: ଭେଣ୍ଡି ଖାଇବାକୁ ପସନ୍ଦ କରୁ ନାହାନ୍ତି କି… ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଯେଉଁମାନେ ଭେଣ୍ଡି ଖାଇବାକୁ ପସନ୍ଦ ନ କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତି ଗୁରୁତ୍ୱପୂର୍ଣ୍ଣ। ଭେଣ୍ଡି ଖାଲି ସ୍ୱାଦରେ ଉତ୍କୃଷ୍ଟ ନୁହେଁ, ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏହା ଖାଇବାରେ କ’ଣ ଲାଭ ଅଛି।

ଖାଦ୍ୟରେ ଚିନି...କେମିତି ଚିହ୍ନିବେ
Hidden Sugar in Food: ଆପଣଙ୍କ ପାଟିକୁ ମିଠା ଲାଗୁନଥିବା ଖାଦ୍ୟରେ ବି ରହିଛି ଯଥେଷ୍ଟ ସୁଗାର୍, ରୁହନ୍ତୁ ସତର୍କ...

କୌଣସି ଖାଦ୍ୟ ପଦାର୍ଥର ସ୍ବାଦ ଆପଣଙ୍କ ପାଟିକୁ ମିଠା ଲାଗୁନିର ଅର୍ଥ ଯେ ସେଥିରେ ସୁଗାର ନାହିଁ ତାହା ଗୋଟିଏ ସମ୍ପୂର୍ଣ୍ଣ ଭୁଲ ଧାରଣା ! ବ୍ରେଡ୍, କେଚପ୍, ବିସ୍କିଟ୍ ଏମିତିକି ସ୍ବାସ୍ଥ୍ୟ ପକ୍ଷେ ହିତକର କୁହାଯାଉଥିବା ଅନେକ ଶସ୍ୟରେ ମଧ୍ୟ ‘ଆଡେଡ୍ ସୁଗାର’ ରହିଥାଏ! ଚାଲନ୍ତୁ ଜାଣିବା ଆଜି କ’ଣ ଏହି ‘ହିଡେନ୍ ସୁଗାର୍’, କେମିତି ଚିହ୍ନଟ ତଥା ନିଜ ଶରୀରକୁ ରକ୍ଷା କରିବେ ଆପଣ।

Yoga asanas for pcod pcos and hormonal imbalance
Yogasana: PCOD-PCOS ସମସ୍ୟା ପାଇଁ ୩ ପ୍ରଭାବଶାଳୀ ଯୋଗାସନ

କିଛି ଯୋଗ ଆସନ ଅଛି ଯାହା PCOD କିମ୍ବା PCOS ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। PCOD ଏବଂ PCOSର ଲକ୍ଷଣଗୁଡ଼ିକୁ କମାଇବା ପାଇଁ ଆସନ୍ତୁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣିବା।

World Laughter Day
World Laughter Day 2025: ହସିଲେ ଫୁସ୍‌ଫୁସ୍‌ର କ୍ଷମତା ବୃଦ୍ଧି ହୁଏ; ଜାଣନ୍ତୁ ହସିବାର ଟ୍ରିକ୍ସ

ହସର ଗୁରୁତ୍ୱକୁ ବୁଝାଇବା ପାଇଁ, ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରରେ ‘ବିଶ୍ୱ ହାସ୍ୟ ଦିବସ’ ପାଳନ କରାଯାଏ। ଏହି ବର୍ଷ ବିଶ୍ୱ ହାସ୍ୟ ଦିବସ ୪ ମେ ୨୦୨୫ରେ ପଡୁଛି। ତେବେ ଆସନ୍ତୁ ଜାଣିବା ହାସ୍ୟ ଯୋଗର ଆଶ୍ଚର୍ଯ୍ୟଜନକ ଲାଭ ଏବଂ ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ।

Health Condition
Doctors Baffled: ଥଣ୍ଡା ଜିନିଷ ଧରିଲେ ଗରମ୍ ଓ ଗରମ୍ ଜିନିଷ ଧରିଲେ ଲାଗୁଛି ଥଣ୍ଡା, ରୋଗ ଜାଣି ପାରୁନାହାନ୍ତି ଡାକ୍ତର

ଗତ ୫ ବର୍ଷ ଧରି ଏହି ରୋଗରେ ପୀଡିତ ଅଛନ୍ତି ସେ । ତାଙ୍କର ହାତ ଓ ପାଦକୁ ଚିମୁଟିଲେ ସେ କିଛି ଜାଣିପାରୁନାହାନ୍ତି । ପ୍ରାୟତଃ ବଧିରା ହୋଇଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଷ୍ଟ୍ରେଲିଆର ଅଇଡାନ୍ ମ୍ୟାକମାନୁସ୍ ନାମକ ଏହି ଯୁବକ ଥଣ୍ଡା ଜିନିଷ ଧରିଲେ, ତାଙ୍କ ହାତ ତାତିଯାଉଛି । ଠିକ୍ ସେହିଭଳି ଗରମ୍ ଜିନିଷ ଧରିଲେ ତାଙ୍କୁ ଥଣ୍ଡା ଥଣ୍ଡା ଲାଗୁଛି ।

  • Saturday, 03 May 2025
ଭୁଲ୍ ଇଂଜେକସନର ପରିଣାମ
Young Man Dies Due to Wrong Injection in Odisha: ମେଡିସିନ୍ ଷ୍ଟୋରରେ ଇଂଜେକସନ ନେଇ ଚାଲିଗଲା ଯୁବକଙ୍କ ଜୀବନ, ଷ୍ଟୋର ମାଲିକଙ୍କ ନାଁରେ ଏତଲା

ମେଡ଼ିସିନ ଷ୍ଟୋର ମାଲିକ ତାଙ୍କ ଷ୍ଟୋର ଓ ସେ ରହୁଥିବା ଘରେ ତାଲା ପକାଇ କେଉଁ ଆଡେ ଚାଲିଯାଇଛନ୍ତି। ଏନେଇ ମେଡ଼ିସିନ ଷ୍ଟୋରର ମାଲିକ ସଞ୍ଜୟ ପାତ୍ରଙ୍କ ସହ ଟେଲିଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।