• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

ସ୍ୱାସ୍ଥ୍ୟ ଉପଯୋଗୀ ମଞ୍ଜି
Health Benefits of Seeds: ଆପଣ ସୂର୍ଯ୍ୟମୁଖୀ ମଞ୍ଜି ଖାଉଛନ୍ତି କି...ଜାଣନ୍ତୁ ଶରୀର ପାଇଁ ଏହା କେତେ ଭଲ ?

ଆମ ଭାରତୀୟ କିମ୍ୱା ଓଡ଼ିଆ ଘରେ ମଧ୍ୟ କିଛି ମଞ୍ଜିର ନିୟମିତ ବ୍ୟବହାର ବହୁଳ ଭାବେ ହୁଏ ଯେପରି ରାଶି, କଖାରୁ ମଞ୍ଜି, ଇତ୍ୟାଦି। ତେବେ ଆଉ କେତୋଟି ଏପରି ମଞ୍ଜି ଏବେ ବଜାରରେ ମିଳୁଛି ଯାହା ଆମ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଆବଶ୍ୟକ। ମଞ୍ଜିଗୁଡ଼ିକ ସାଧାରଣତଃ ଆଣ୍ଟିଆକ୍ସିଡାଣ୍ଚ ଓ ମିନେରାଲ୍ ବା ଖଣିଜ ଲବଣର ଗନ୍ତାଘର।

Snake
ବର୍ଷା ଦିନେ କାହିଁକି ଘରେ ପଶନ୍ତି ସାପ ?

ସାଧାରଣତଃ ବର୍ଷା ଦିନେ କାହିଁକି ଘରେ ପଶନ୍ତି ସାପ ? ରାତିରେ ମଣିଷ ପାଖକୁ କାହିଁକି ଯାଏ ? ଶୁଣନ୍ତୁ କଣ କହୁଛନ୍ତି ସ୍ନେକ୍ ଏକ୍ସପର୍ଟ ରଂଜନ କୁମାର ରାଜଙ୍କଠାରୁ

  • Wednesday, 25 June 2025
  • Snakes
Monsoon Snake Surge: What to Do If Bitten — Expert Dr Ranjan Kumar Raj Explains
ସାପ କାମୁଡିଲେ କ'ଣ କରିବେ, ଶୁଣନ୍ତୁ ଡାକ୍ତରଙ୍କଠାରୁ...

ବର୍ଷା ଦିନେ ବୃଦ୍ଧି ପାଏ ସାପ କାମୁଡ଼ା । ତେବେ ଯଦି ସାପ କମୁଡ଼େ ତେବେ କଣ କରିବେ ? ସାପ କାମୁଡ଼ିଥିବା ଲୋକକୁ କେମିତି ନେବେ ଡାକ୍ତରଖାନା ? ଶୁଣନ୍ତୁ ସ୍ନେକ୍ ଏକ୍ସପର୍ଟ ଡାକ୍ତର ରଞ୍ଜନ କୁମାର ରାଜଙ୍କଠାରୁ....

New Medical College
New Medical College: ଖୁସି ଖବର, ରାଜ୍ୟକୁ ମିଳିବ ଆଉ ୯ ମେଡିକାଲ କଲେଜ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୯ଟି ନୂଆ ମେଡିକାଲ କଲେଜ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ମନ୍ତ୍ରୀ କହିଛନ୍ତି । MBBS କଲେଜ, ଡେଣ୍ଟାଲ କଲେଜ ଓ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବ । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା ।

Passengers Fall ill
Health Scare In Air India: ଏୟାର ଇଣ୍ଡିଆର ପିଛା ଛାଡୁନି ବିପଦ, ମଝି ଆକାଶରେ ଅସୁସ୍ଥ ହେଲେ ଏକାଧିକ ଯାତ୍ରୀ

ମଝି ଆକାଶରେ ହଠାତ୍ ଅସୁସ୍ଥ ହେଲେ ଯାତ୍ରୀ ଓ କ୍ୟାବିନ କ୍ରୁ । ଲଣ୍ଡନରୁ ମୁମ୍ବାଇକୁ ଆସିବାବେଳେ ଘଟିଛି ଏଭଳି ଅଘଟଣ । ୧୧ ଜଣ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଅମ୍ଳଜାନ ଅଭାବ ଓ ଫୁଡ୍ ପଏଜନିଂ ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

3 yoga poses that will protect from diarrhea
Yogasana: ଡାଇରିଆ ଭଳି ଆତଙ୍କରୁ ରକ୍ଷା କରିବ ୩ ଯୋଗାସନ; ଜାଣନ୍ତୁ, କରନ୍ତୁ

ଡାଇରିଆ ଭଳି ଆତଙ୍କରୁ ରକ୍ଷା ପାଇବା ପାଇଁ ଯୋଗ ମଧ୍ୟ ବିଶେଷ ଉପକାରୀ ହୋଇପାରେ। ତେବେ ଆସନ୍ତୁ ଏହି ରୋଗରୁ ମୁକ୍ତି ପାଇଁ ୩ ଯୋଗାସନ ବିଷୟରେ ଜାଣିନେବା।

diarrhea
Health Tips: ବର୍ଷା ଋତୁରେ ନିଜ ପରିବାରକୁ ଡାଏରିଆରୁ ସୁରକ୍ଷିତ ରଖନ୍ତୁ, ମାନନ୍ତୁ ଏତିକି କଥା

ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଆନ୍ତୁ ନାହିଁ, ଅଧିକ°ଶ କ୍ଷେତ୍ରରେ ଏହା ଭୂତାଣୁ ଜନିତ ହୋଇଥାଏ ଏବଂ ଆପେ ଆପେ ଠିକ୍ ହୋଇଯାଏ। ତେଣୁ ଜୀବାଣୁ ବିନାଶକାରୀ ଔଷଧ ନେବା ଆବଶ୍ୟକ ନଥାଏ।

Diarrhea In Bargarh
Diarrhea Outbreak: ବରଗଡ଼କୁ ବ୍ୟାପିଲା ଡାଇରିଆ, ପଦ୍ମପୁର ପରେ ଅମ୍ବାଭୋନାରେ ଝାଡାବାନ୍ତି ଆତଙ୍କ

ବରଗଡ଼ରେ ଡାଇରିଆ ଡ଼ର । ପୂର୍ବରୁ ପଦ୍ମପୁର ଅଞ୍ଚଳରେ ୫୦ରୁ ଅଧିକ ଲୋକେ ଭୋଜି ଖାଇ ଛାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏବେ ଅମ୍ବାଭୋନା ଭାଲୁତାଲା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

  • Sunday, 22 June 2025
yoga
ଯୋଗରେ ଯୋଡ଼ିହେଲା ବିଶ୍ବ

#ଯୋଗରେ_ଯୋଡ଼ିହେଲା_ସାରା_ଜଗତ ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ । ବିଶାଖାପାଟନମରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଗହଣରେ ଯୋଗାସନ କରି ଯୋଗ ଏକ ବିରାମ ବା ପଜବଟନ୍ ଯାହା ସୁସ୍ଥ ରହିବା ପାଇଁ ନିହାତି ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

  • Saturday, 21 June 2025
yoga
ଯୋଗ କରି ରୋଗକୁ ବାଏବାଏ

ଯୋଗ_କରି_ରୋଗକୁ_ବାଏ_ବାଏ ଯୋଗ ଦିଏ ନିରୋଗ ଜୀବନ, ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ। ଏକଥା ଆମେ କହୁନୁ। କିଛି ଅନୁଭବି ବଖାଣିଛନ୍ତି ତାଙ୍କ ମୁହଁରେ। ପରିଣତ ବୟସରେ କିଏ ଯୁବ ସୁଲଭତାର କଥା କହିଛନ୍ତି ତ ଆଉ କିଏ ରୋଗଦୁଃଖରୁ ମୁକ୍ତି ପାଇଥିବା ଦାବି କରିଛନ୍ତି। ବିଶ୍ବ ଯୋଗ ଦିବସ ଅବସରରେ ଆସନ୍ତୁ ଭେଟିବା, ଜୀବନ ଶୈଳୀରେ ଯୋଗକୁ ଯୋଡ଼ି ଯୁବ ଅନୁଭବ କରୁଥିବା କିଛି ସାଧକଙ୍କୁ।

  • Saturday, 21 June 2025
ଯୋଗ ପାଇଁ ଖାଦ୍ୟ
Yoga Life: ଆପଣ ଯୋଗ କରୁଛନ୍ତି କି...ଜାଣନ୍ତୁ, କେଉଁ ଖାଦ୍ୟ ଆପଣଙ୍କ ପାଇଁ ଉପଯୁକ୍ତ

ମିତାହାର ନାମକ ଏକ ପୁସ୍ତକରେ ବର୍ଣ୍ଣନା ଅନୁଯାୟୀ ଯୋଗ ଅନୁକୂଳ ଖାଦ୍ୟରେ ଜଳୀୟ ଅଂଶ ଅଧିକ ରହିବା ସହ ସହଜରେ ହଜମ ହୋଇପାରୁଥିବା ଆବଶ୍ୟକ। ଏସବୁ ସାତ୍ତ୍ୱିକ ଡାଏଟ୍‌ରେ ହିଁ ଉପଲବ୍ଧ। ବିଭିନ୍ନ ଫଳମୂଳ, ପରିବା ଶରୀରକୁ ଆବଶ୍ୟକ ଫାଇବର୍, ମିନେରାଲ୍ସ ଯୋଗାଏ। ନଡ଼ିଆ, ଗୁଡ଼, ଖଜୁରୀ, ମହୁ ପରି ପ୍ରାକୃତିକ ଶର୍କରା ଉତ୍ସ ସେବନ କଲେ ରକ୍ତରେ ଶର୍କରା ବୃଦ୍ଧି ସୀମିତ ରୁହେ।

Brain fog and forgetfulness
Brain fog and forgetfulness: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ମାନସିକ ପରିବର୍ତ୍ତନ ଯେପରିକି ମାନସିକ ଭାରସାମ୍ୟ ହରାଇବା, ଚିନ୍ତାଗ୍ରସ୍ତ ରହିବା, କୌଣସି କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ ନ ହେବା ଓ ସ୍ମରଣ ଶକ୍ତି ହ୍ରାସ ପଛରେ ଅନେକ କାରଣ ରହିଛି । 

Black Coffee
Black Coffee Benefits: ହୃଦରୋଗୀ ଓ ଡାଏବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ 'ବ୍ଲାକ୍ କଫି', ପିଇଲେ ମିଳେ ଏହି ଫାଇଦା...

ବ୍ଲାକ୍ କଫି ପିଇଲେ ମିଳେ ଅପୂର୍ବ ଫାଇଦା । ଏଥିରେ ଥିବା କ୍ୟାଫେନ୍ ଖାଲି ଯେ ଶରୀରକୁ ସତେଜ ଓ ଫ୍ରେସ୍ ଫିଲ୍ କରାଇଥାଏ ତାହା ନୁହେଁ, ବରଂ ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ସଞ୍ଜିବନୀ କହିଲେ ଭୁଲ ହେବ ନାହିଁ । ଡାଏବେଟିସ ରୋଗୀଙ୍କ ସ୍ୱାସ୍ଥ୍ୟପକ୍ଷେ ବି ବେଶ ହିତକର ବ୍ଲାକ୍ କଫି । ଜାଣନ୍ତୁ, ବ୍ଲାକ୍ କଫି ପିଇବା ଦ୍ୱାରା କେଉଁ ସବୁ ଫାଇଦା ମିଳେ।

dirreah
Balasore Diarrhea Outbreak: ବାଲେଶ୍ବରକୁ ବ୍ୟାପିଲା ଝାଡ଼ାବାନ୍ତି, ଆଉ ୩ ଜିଲ୍ଲା ଗସ୍ତ କରିବ ସରକାରୀ ଟିମ

ବାଲେଶ୍ବରରେ ଅଚାନକ ୧୦ରୁ ଅଧିକ ପିଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାତିରେ କିଛି ପିଲାଙ୍କୁ ପ୍ରଥମେ ଜ୍ବର ଓ ପେଟ କାଟିଥିଲା ପରେ ଝାଡ଼ା ହେବାରୁ ପିଲାଙ୍କୁ ପ୍ରଥମେ ସହରାଞ୍ଚଳ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।

cholera
ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ମନରେ ଛନକା

ପାଣି_ପାଇଁ_ହଇଜା? ଜିଲ୍ଲା ପରେ ଜିଲ୍ଲା ମାଡ଼ୁଛି ହଇଜା। ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ପଶିଛି ଲୋକଙ୍କ ମନରେ ଛନକା। ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ ୧୬ ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।

  • Wednesday, 18 June 2025
cholera
Cholera in Jajpur: ଥମୁନି ହଇଜା କୋପ, ଆଉ ୧୬ ନୂଆ କଲେରା ପଜିଟିଭ୍ ଚିହ୍ନଟ

ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ 16 ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।

Diarrhea Outbreak
Diarrhea Outbreak: ଝାଡାବାନ୍ତି ଟେନସନ୍: ରାଜ୍ୟ ସରକାରଙ୍କୁ କାରଣ କହିଲା କେନ୍ଦ୍ରୀୟ ଟିମ୍‌...

କେମିତି ଅଛି ଝାଡାବାନ୍ତି ସ୍ଥିତି ? ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବ ଟିମ୍ । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Dhaneswar Village in Jajpur Struck by Cholera Alert After Feast Leads to Severe Illness
ଭୋଜି ଖାଇବା ପରଠୁ ଏ ଅବସ୍ଥା

ରବିବାର ଦିନ ଗୋଟିଏ ଭୋଜି ଥିଲା। ସେଦିନ ଭୋଜି ଖାଇବା ପରେ ସୋମବାର ଦିନ ପେଟ ଟିକିଏ ଟିକିଏ ଖରାପ ଲାଗୁଥିଲା। ତା’ପରେ ମଙ୍ଗଳବାର ଦିନ ଆଉ ଗୋଟିଏ ଭୋଜି ଥିଲା। ଆମେ ଧନେଶ୍ୱର ଠାକୁରଙ୍କଠାରେ ଅରୁଆ ଖାଇଦେଲୁ। ତା’ପରଠୁ ମୋର ଏ ଅବସ୍ଥା। ହଇଜା ଓ ଡାଇରିଆକୁ ନେଇ ହାଇଆଲର୍ଟ ଭିତରେ ଶୁଣନ୍ତୁ କଣ କହୁଛନ୍ତି ଯାଜପୁର ଧନେଶ୍ୱର ଗ୍ରାମବାସୀ.. 

Odisha Issues Statewide Diarrhoea Alert
Diarrhoea Alert: ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲା ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର...

ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ। ସହରଯାକ ଆବର୍ଜନା ଯେଉଁଠି ପାସ୍ କରୁଛି, ତାଉ ଉପରେ ବେଧଡ଼କ ଚାଲିଛି ଖାଦ୍ୟ ବେପାର। ଖୋଦ୍ କଟକ ସହର ଓ ଜଗତସିଂହପୁରରେ ଆଗରେ ହୋଟେଲ, ଆଉ ହୋଟେଲ ପଛପଟେ ମାଛି ଭଣ ଭଣ ପରିବେଶ। ସାରା ରାଜ୍ୟକୁ ଏବେ ଡାଇରିଆ ଡରାଉଥିବା ବେଳେ ଆଜି ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗର ରେଡ୍ ବେଳେ ସାମ୍ନାକୁ ଆସିଛି କିଛି ଭୟଙ୍କର ଦୃଶ୍ୟ।

Diarrheal Outbreak
Diarrheal Outbreak: ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି କି ହଇଜା ସ୍ଥିତି ? ଆଜି ଦିନକରେ ୩ ଶହ ନୂଆ ରୋଗୀ ଚିହ୍ନଟ...

ଯାଜପୁର ଧର୍ମଶାଳା ପାଖର ଗାଁରେ ଯେଉଁଠୁ ଆରମ୍ଭ ହୋଇଥିଲା ଡାଇରିଆ। ଆଉ ସେଇଠି ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ ଆମ ଓଟିଭି ପ୍ରତିନିଧି ।

Know the five signs that you are suffering from lack of sleep
Health Tips:ଆପଣଙ୍କ ଶରୀର ଏହି ୫ ସଂକେତ ଦେଉଛି କି… ଜାଣନ୍ତୁ ଆପଣ କେଉଁ ରୋଗରେ ପୀଡିତ

ପ୍ରାୟତଃ ସମସ୍ତେ ନିଦ୍ରା ଅଭାବକୁ ଅଣଦେଖା କରୁ। ଏହାକୁ ଲଗାତାର ଅଣଦେଖା କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିରେ ଶରୀର କେତେବେଳେ ନିଦ୍ରା ଅଭାବରେ ପୀଡିତ ହେଉଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

boost digestion
Boost Digestion: ଆପଣ ଜାଣିଛନ୍ତି କି...ଏହି ଫଳ ଖାଇଲେ ବଦହଜମୀକୁ କରିବେ ବାଏ ବାଏ

ଏହି ସବୁ ଫଳରେ ପାଣି, ଫାଇବର, ଭିଟାମିନ, ପ୍ରାକୃତିକ ଶର୍କରା ରହିଛି । ଏହା ଆପଣଙ୍କ ପେଟ ପାଇଁ ଖୁବ ଭଲ । ଆପଣଙ୍କୁ କାମ କରିବାକୁ ଶକ୍ତି ଯେ।ଗାଇବା ସହ ଆକ୍ଟିଭ ରଖିବ ।

Cholera Outbreak in Odisha Reaches Endemic Stage, Confirms Central Team
ରାଜ୍ୟରେ ହଇଜା ହାହାକାର 

ରାଜ୍ୟରେ ହଇଜା ହାହାକାର । ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି । ହଟ୍ ସ୍ପଟ୍ ଯାଜପୁରରେ ମାରାତ୍ମକ ଭିବ୍ରିଓ କଲେରାର ଉପସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଥିବା ବେଳେ, ଏହା ଏଣ୍ଡେମିକ୍ ଷ୍ଟେଜରେ ଥିବା ସୂଚନା ଦେଇଛନ୍ତି । ସେପଟେ ସ୍ଥିତି ମୁକାବିଲା ପାଇଁ ଲୋକଙ୍କୁ ଭୋଜିଭାତ ସହ ବାହାରେ ଖିଆପିଆ ଆଦି କରିବାକୁ ମନା କରାଯାଉଥିବା ବେଳେ, ହୋଟେଲ୍ ଓ ଜଳଖିଆ ଦୋକାନ ଆଦି ଖୋଲିବା ଉପରେ ବି କଟକଣା ଲାଗିଛି । 

Cholera Outbreak in Odisha
Cholera Outbreak in Odisha: ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି...

ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି। କାହାର ଜୀବନ ଯାଉଛି, ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି। ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ସାହି ସାହିରେ ପଡ଼ିଲାଣି ହାହାକାର।

Dry Mouth
Dry Mouth: ଆପଣଙ୍କ ପାଟି ଶୁଖି ଅଠା ଅଠା ହୋଇଯାଉଛି କି ? କରନ୍ତୁ ନାହିଁ ଅଣଦେଖା

କାହିଁକି ଏମିତି ହୁଏ ? କେଉଁ କାରଣ ପାଇଁ ହୁଏ ? କାହିଁକି ପାଟି ଶୁଖି ଅଠା ଅଠା ହୋଇଯାଏ ? ଏହା କିଛି ରୋଗ କି ? କେମିତି କରିବେ ଏହାର ପ୍ରତିକାର । ପଢ଼ନ୍ତୁ ।