• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Brain-eating amoeba is eating human brains
Brain-eating amoeba : ମଣିଷ ମସ୍ତିଷ୍କକୁ ଖାଇ ଯାଉଛି ବ୍ରେନ ଇଟିଂ ଆମୋଏବା, ଗଲାଣି ୧୯ ଜଣଙ୍କ ଜୀବନ

କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି । ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।

  • Wednesday, 17 September 2025
Old Covid Masks
Covid Masks: ଡରାଉଛି ପୁରୁଣା କରୋନା ମାସ୍କ୍ , ପୃଥିବୀ ପାଇଁ ପାଲଟିଛି ଟାଇମ୍ ବମ୍

ଡରାଉଛି ପୁରୁଣା କରୋନା ମାସ୍କ୍। ପୃଥିବୀ ପାଇଁ ପାଲଟିଛି ଟାଇମ୍ ବମ୍। ସ୍ବାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହେଉଛି ।

  • Monday, 15 September 2025
  • Health
baldness
Baldness And Heart Health: ଆପଣଙ୍କ ଚୁଟି ଝଡ଼ୁଛି କି ଧଳା ହେଉଛି କି ? ଅଣଦେଖା କରନ୍ତୁ ନାହିଁ ...ହୋଇପାରେ ଗମ୍ଭୀର ସମସ୍ୟା

ଅଧ୍ୟୟନରେ ଦେଖାଗଲା ଯେ ଗମ୍ଭୀର ଭାବେ ଚୁଟି ଝଡୁଥିବା ପୁରୁଷମାନଙ୍କରେ ସିଏଚ୍‌ଡି ହେବାର ସମ୍ଭାବନା ୩୨% ଅଧିକ ଥିଲା। ୫୫-୬୦ ବର୍ଷରୁ କମ ବୟସର ଅତ୍ୟଧିକ ଚନ୍ଦାପଣ ଥିବା ପୁରୁଷମାନଙ୍କରେ କରୋନାରୀ ହାର୍ଟ ଡିଜିଜ ହେବାର ସମ୍ଭାବନା ୪୪% ଅଧିକ ଥିଲା।

Bone Glue
Bone Glue: ଚିକିତ୍ସା ବିଜ୍ଞାନର ଆଉ ଏକ ଚମତ୍କାର, ଅଠାରେ ୩ ମିନିଟରେ ଯୋଡିହେବ ଭଙ୍ଗା ହାଡ଼

ବିଶ୍ୱର ଲକ୍ଷ ଲକ୍ଷ ଲୋକ ହାଡ଼ ଭଙ୍ଗାର ଶିକାର ହୁଅନ୍ତି। ପାରମ୍ପରିକ ପଦ୍ଧତିଗୁଡ଼ିକ ମହଙ୍ଗା ଏବଂ ଯନ୍ତ୍ରଣାଦାୟକ। ଧାତବ ପଦାର୍ଥ ପ୍ରତିରୋପଣ ଯୋଗୁଁ ସଂକ୍ରମଣ କିମ୍ବା ଦ୍ୱିତୀୟ ଅସ୍ତ୍ରୋପଚାରର ଆଶଙ୍କା ଥାଏ, କିନ୍ତୁ 'ହାଡ଼ ଅଠା' ହେଉଛି ଏହି ସମସ୍ୟାର ସମାଧାନ।

Brain-Eating Amoeba
Brain-Eating Amoeba: କୋରୋନା ପରେ ଏବେ 'ବ୍ରେନ ଇଟିଙ୍ଗ୍‌' ଆତଙ୍କ, ମାଡୁଛି ବିରଳ ମସ୍ତିଷ୍କ-ଖିଆ ରୋଗ

ନାକ ପଟେ ପଶୁଛି, ଜୀବନ ନେଉଛି । ବ୍ରେନ ଇଟିଙ୍ଗ୍ ବା ମସ୍ତିଷ୍କ-ଖିଆ ସଂକ୍ରମଣକୁ ନେଇ ବଢ଼ିଲାଣି ଭୟ, ମାସକରେ ମଲେଣି ୬ ଜଣ । କେରଳରେ ଆତଙ୍କ ଖେଳାଇଛି ଏହି ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ । ମସ୍ତିଷ୍କ ଖାଉଥିବା ଏମିବା ସଂକ୍ରମଣରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ଜାଣନ୍ତୁ ହେଲେ କ'ଣ ଏହି ମସ୍ତିଷ୍କ ଖିଆ ସଂକ୍ରମଣ ? ଏହା କେମିତି ବ୍ୟାପୁଛି ?

  • Saturday, 13 September 2025
Diet
Periods Diet Guide: ଋତୁସ୍ରାବ ସମୟରେ କ’ଣ ଖାଇବେ ଓ କ’ଣ ଖାଇବେନି, ଜାଣିନିଅନ୍ତୁ

କଫି ନାଁ ଶୁଣି ଆପଣ ଭାବୁଥିବେ ଯେ ଏହା ପିଇବାରେ କଣ ଅସୁବିଧା ହୋଇପାରେ। ହେଲେ କଫିରେ ଥିବା କ୍ୟାଫେନ୍ ନାମକ ପଦାର୍ଥ ଏହି ସମୟରେ ମାନସିକ ସ୍ୱାସ୍ଥ୍ୟର ଅବନ୍ନତି, ଶାରୀରିକ କ୍ଲାନ୍ତି, ମୁଣ୍ଡବିନ୍ଧା ନିଦ ଲାଗିବା ପରି ସମସ୍ୟା ଡାକିଆଣେ। ଏଣୁ ଯେତେସମ୍ଭବ କମ୍ କଫି ପିଅନ୍ତୁ।

hospital
Bribes Before Treatment: ସରକାରୀ ଡାକ୍ତରଖାନାରେ ଚାଲିଛି ଲାଞ୍ଚ କାରବାର, ଶୋଷଣ ହେଉଛନ୍ତି ଗରିବ-ଗୁରୁବା

ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି।

Odisha Healer’s Herbal
Herbal Cures: ପାନେ ଚେରମୂଳି ଛାଡ଼ି ପଳାଇବ ରୋଗ, ୩୦ ବର୍ଷ ହେଲାଣି ପ୍ରସ୍ତୁତ ହେଉଛି

୩୦ ବର୍ଷ ହେଲାଣି ପ୍ରସ୍ତୁତ ହେଉଛି ଜଡ଼ିବୁଟି। ଯାହାକୁ ବ୍ୟବହାର କରି ଲୋକଙ୍କ ରୋଗ ଭଲ କରୁଛନ୍ତି କବିରାଜ। ହେମଦସ୍ତାରେ କୁଟି ତିଆରି ଚାଲିଛି ମୋଦକ। ଆଉ ଆଣ୍ଠୁଗଣ୍ଠି ପାଇଁ ତିଆରି ହୋଇଥିବା ଏହି ତେଲ ରାମବାଣ ବୋଲି ସେ କହିଛନ୍ତି।

  • Friday, 12 September 2025
Amoeba
Danger Amoeba: ନାକ ବାଟେ ପଶିଯାଉଛି ଏମିବା, ନେଉଛି ମଣିଷ ଜୀବନ

ଗତ ଏକ ମାସରେ ମସ୍ତିଷ୍କ ଖାଉଥିବା ଏମିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହେଲାଣି । ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏମିବାର ଉତ୍ସ ଚିହ୍ନଟ ହୋଇ ନ ପାରିବା ହେତୁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ କରିବାରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

CANCER VACCINE
Cancer Vaccine: ଶରୀରରେ କେମିତି କାମ କରିବ କ୍ୟାନସର ଭ୍ୟାକସିନ୍ ? ପଢ଼ନ୍ତୁ ଗୋଟିଏ କ୍ଲିକରେ

ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ ।

Cancer Vaccine
Cancer Vaccine: ଏବେ କ୍ୟାନସର ବି ହେବ ଭଲ , ବିନା କୌଣସି ସାଇଡ୍ ଇଫେକ୍ଟରେ !

ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ ।

  • Thursday, 11 September 2025
“Why Are Youth Committing Suicide? Dr Sharmistha Priyadarshini Explains Pre-Suicide Behavior”
କାହିଁକି ଆତ୍ମହତ୍ୟା କରୁଛନ୍ତି ଯୁବଗୋଷ୍ଠୀ?

କାହିଁକି ଆତ୍ମହତ୍ୟା କରୁଛନ୍ତି ଯୁବଗୋଷ୍ଠୀ? ଆତ୍ମହତ୍ୟା ପୂର୍ବରୁ କେମିତି ରହେ ବଡିଲାଙ୍ଗୁଏଜ୍? ଶୁଣନ୍ତୁ କଣ କହୁଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶର୍ମିଷ୍ଠା ପ୍ରିୟଦର୍ଶିନୀ..

  • Wednesday, 10 September 2025
Vaccine
ହାରିବ କ୍ୟାନସର !

ମାରାତ୍ମକ କର୍କଟ ରୋଗ ପାଇଁ ଭ୍ୟାକସିନ୍ ପ୍ରସ୍ତୁତ କରିଛି ରୁଷ । ଯାହାର ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଛି । ଏହି ଘୋଷଣା କରିଛି ରୁଷର ଫେଡେରାଲ୍ ମେଡିକାଲ୍ ଆଣ୍ଡ ବାୟୋଲୋଜିକାଲ୍ ଏଜେନ୍ସୀ-FMBA । ଏହି ଟିକାର ନାଁ ରହିଛି ଏଣ୍ଟେରୋମିକ୍ସ । ଏବେ କ୍ଲିନିକାଲ୍ ବ୍ୟବହାର ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଛି । mRNA-ଆଧାରିତ ଟିକାର ପ୍ରିକ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି ।

  • Monday, 08 September 2025
Cancer Vaccine
Cancer Vaccine:ଆସିଲା କ୍ୟାନସର୍ ଭ୍ୟାକ୍ସିନ, ଜାଣନ୍ତୁ ଦାମ୍ ?

ମାରାତ୍ମକ କ୍ୟାନସର ରୋଗ ପାଇଁ ଟିକା ପ୍ରସ୍ତୁତ କରିଛି ଋଷ୍ । ଜାଣନ୍ତୁ ଏହି କ୍ୟାନସର ଟିକା କେତେ ପ୍ରଭାବଶାଳୀ ଓ ଏହାର ଦାମ କେତେ । କ୍ୟାନସର ଏମିତି ଏକ ମାରାତ୍ମକ ରୋଗ, ଯେଉଁଥିରେ ରୋଗୀର ବଞ୍ଚିବା ଆଶା ଖୁବ୍ କମ୍ । ହେଲେ ଏବେ ସାରା ବିଶ୍ୱର କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଆଶାର କିରଣ ସାମ୍ନାକୁ ଆସିଛି ।

  • Monday, 08 September 2025
  • Russia
DBS
DBS Surgery: ଉତ୍କଳ ହସ୍ପିଟାଲରେ ପାର୍କିନସନ୍‌ ରୋଗର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ସର୍ଜରୀ, ସଫଳତାର ସହ ହେଲା ସମ୍ପନ୍ନ

ଉତ୍କଳ ହସ୍ପିଟାଲ ଏହି ଉନ୍ନତ ସେବା ଓଡ଼ିଶାକୁ ଆଣିବା ସହିତ ରୋଗୀମାନେ ଏବେ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ସ୍ନାୟୁବିକ ଚିକିତ୍ସା ପାଇପାରିବେ । ଏହା ଖର୍ଚ୍ଚ ଏବଂ ଯାତ୍ରାର ବୋଝକୁ ହ୍ରାସ କରିବ। ଏହା ପୂର୍ବରୁ ଡିବିଏସ ଆବଶ୍ୟକ ଥିବା ରୋଗୀମାନଙ୍କୁ ସର୍ଜରୀ ପାଇଁ ମେଟ୍ରୋପଲିଟାନ ସହରଗୁଡ଼ିକୁ ଯିବାକୁ ପଡ଼ୁଥିଲା।

kohli
Virat Kohli: ଏହି ଡେଲି ଡାଏଟ୍ ଫଲୋ କରନ୍ତି ବିରାଟ କୋହଲି, ଜାଣନ୍ତୁ ତାଙ୍କର ଫିଟନେସର ରହସ୍ୟ

କୋହଲିଙ୍କ ଫିଟନେସର ସାରା ବିଶ୍ୱରେ ପ୍ରଶଂସା ହୁଏ, ଯାହା ତାଙ୍କ ଶରୀରକୁ ଜଣେ ଫୁଟବଲର ପରି ଅନୁଭବ କରାଏ। ବିରାଟ ନିଜର ଫିଟନେସ ଉପରେ ବହୁତ ପରିଶ୍ରମ କରନ୍ତି, ଏବଂ ଏହାର ବହୁତ କିଛି ତାଙ୍କ ଖାଦ୍ୟପେୟ ସହିତ ଜଡ଼ିତ। ଆସନ୍ତୁ ଜାଣିବା କୋହଲିଙ୍କ ଦୈନିକ ଖାଦ୍ୟ କ’ଣ।

hospital
Indore: ଶିଶୁ ଚିକିତ୍ସା ସର୍ଜରୀ ବିଭାଗରେ ମୂଷା ଆତଙ୍କ, ଜଣେ ନବଜାତଙ୍କ ମୃତ୍ୟୁ...କିନ୍ତୁ ଡାକ୍ତର କହିଲେ

ଏମଜିଏମ ମେଡିକାଲ କଲେଜର ଡିନ ଡାକ୍ତର ଅରବିନ୍ଦଙ୍କ କହିବା କଥା ଯେ ସୁରକ୍ଷାରେ ତ୍ରୁଟି ହୋଇଛି ଓ ପୂରା ଘଟଣାର ତଦନ୍ତ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସେ କହିଛନ୍ତି, “ଶିଶୁ ଚିକିତ୍ସା ସର୍ଜରୀ ୱାର୍ଡରେ ୨ ଜଣ ନବଜାତଙ୍କୁ ମୂଷା କାମୁଡ଼ିଥିବା ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ହିଁ ଗୁରୁତର ଅବସ୍ଥାରେ ରହିଥିଲେ।

  • Thursday, 04 September 2025
  • Indore
National Nutrition Month 2025 Reminder: Avoid These Foods in Morning & Evening
National Nutrition Month 2025: ପୋଷଣ ମାସର ଆହ୍ୱାନ, ସକାଳେ ଓ ସନ୍ଧ୍ୟାରେ ଖାଆନ୍ତୁନି ଏହିସବୁ ଖାଦ୍ୟ, ସୁସ୍ଥ ରହିବ ଶରୀର

ଏକ ସୁସ୍ଥ ଭାରତବର୍ଷ ଗଠନ ପାଇଁ ଏହା ଅଧିନରେ ପୋଷଣ ଅଭିଯାନ ପରି ଉନ୍ନତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ ଏହା ୧୯୮୨ରୁ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଦ୍ୱାରା ପାଳିତ ହୋଇଆସୁଅଛି। ତେବେ ଆସନ୍ତୁ ଆଜି କଥା ହେବା ଚଳିତ ବର୍ଷ ପୋଷଣ ମାସର ଥିମ୍ “ଇଟ୍ ରାଇଟ୍ ଫର୍ ଏ ବେଟର୍ ହେଲଥ (ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଖାଆନ୍ତୁ)” ବିଷୟରେ।

doctor saved a woman's life by performing CPR
CPR on a moving plane : ମଝି ଆକାଶରେ ବଞ୍ଚାଇ ଦେଲେ ଡାକ୍ତର

ମଝି ଆକାଶରେ ଦେବଦୂତ ସାଜିଲେ ଡାକ୍ତର। ଚଳନ୍ତା ବିମାନରେ ସିପିଆର ଦେଇ ମହିଳାଙ୍କ ଜୀବନ ବଞ୍ଚାଇ ଦେଲେ କଟକ ଏସସିବି ମେଡିକାଲର ଡାକ୍ତର।

brain eating amoeba
Brain-Eating Amoeba: ଘାତକ ହେଉଛି ବ୍ରେନ୍ ଇଟିଂ ଅମିବା, ନେଲାଣି ୩ ଜୀବନ

ବ୍ରେନ୍ ଇଟିଂ ଅମିବା ଯୋଗୁଁ ତିନି ମାସର ଶିଶୁ ସମେତ କେରଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଆଠ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ହାର୍ଟ ସର୍ଜନଙ୍କୁ ହାର୍ଟ ଆଟାକ୍‌
Heart Attack:ହାର୍ଟ ସର୍ଜନଙ୍କୁ ହାର୍ଟ ଆଟାକ୍‌, ରୋଗୀ ସେବା କରୁ କରୁ ଟଳି ପଡିଲେ

ହସ୍ପିଟାଲ ରାଉଣ୍ଡରେ ବାହାରି ରୋଗୀଙ୍କ ଚିକିତ୍ସା କରୁଥିଲେ। କାହାକୁ କ’ଣ ମେଡିସିନ୍ ଦିଆଗଲା, କାହାର କେମିତି ସ୍ୱାସ୍ଥ୍ୟ ଅଛି ତାହା ତନ୍ନ ତନ୍ନ କରି ଦେଖୁଥିଲେ। ଏତିକି ବେଳେ ଅନ୍ୟର ଜୀବନ ବଞ୍ଚାଉଥିବା ମଣିଷ ରୂପି ଭଗବାନଙ୍କୁ ମାଡି ବସିଲା ଯମ। ହଠାତ ଟଳି ପଡିଲେ ଡାକ୍ତର।

HIV Spreading
HIV Spreading in Hostels: ଛାତ୍ରାବାସରେ HIVର ବିସ୍ଫୋରଣ; ବଢୁଛି ପୁରୁଷ-ପୁରୁଷ ଅସୁରକ୍ଷିତ ଯୌନ ସଂପର୍କ !

ସୂଚନା ଅନୁସାରେ, ପୁରୁଷଙ୍କ ମଧ୍ୟରେ ସମଲିଙ୍ଗୀ ଯୌନ ସଂପର୍କ ରାଜ୍ୟରେ ଏଡ୍ସ ପ୍ରାଦୁର୍ଭାବ ବଢ଼ିବା ପଛର ଅନ୍ୟତମ କାରଣ ସାଜିଛି। ଅସୁରକ୍ଷିତ ଦେହସୁଖ ପାଇଁ ଏବେ ବିପଦରେ ଯୁବପିଢି।

Cancer
Miracle: ୫ ମାସର ଗର୍ଭାବସ୍ଥାରେ ଜଣାପଡ଼ିଲା କର୍କଟ ରୋଗ, ଡାକ୍ତର କଲେ ଚମତ୍କାର

ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୫ ମାସର ଗର୍ଭାବସ୍ଥାରେ କର୍କଟ ରୋଗ ହେବାର ଜଣା ପଡିଥିଲା। ରୋଗ ଜଣାପଡ଼ିବା ମାତ୍ରେ ମହିଳାଙ୍କ ସହ ତାଙ୍କ ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Medicine
ଔଷଧ ନେଲା ଜୀବନ ପୂଜା ପାଇଁ ଖାଇଥିଲେ ପିଲ୍

ଅନେକ ସମୟରେ ଛୋଟ ଛୋଟ ଭୁଲ ବଡ଼ ସମସ୍ୟାର କାରଣ ହୁଏ। ଜଣେ ୧୮ ବର୍ଷର ଝିଅ ଏମିତି ଏକ ଭୁଲ କରି ମୃତ୍ୟୁର ଶିକାର ହୋଇଛନ୍ତି। ସେ ତାଙ୍କର ମାସିକ ଋତୁସ୍ରାବ ବନ୍ଦ କରିବା ପାଇଁ ହରମୋନ ବଟିକା ଖାଇଥିଲେ, ଆଉ ତା’ପରେ ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି।

  • Thursday, 28 August 2025
OTV
ଆସିଲା ‘ଓଟିଭି ଫିଦିନ୍’ । ଏବେ ୨୪*୭ ସମ୍ବଲପୁରୀ କୋଶଲୀ ଖବର। Western Odisha

ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣର ସବୁ ଖବର