• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Food & Recipes Updates

Ghanta
Ghanta Tarakari : ସହଜରେ ବନାନ୍ତୁ ଦୁତୀଆ ଘାଣ୍ଟ ତରକାରୀ, ଘର ଲୋକ କହିବେ ....

ଘାଣ୍ଟ ତରକାରୀ ଖାଇବାକୁ ଯେମିତି ଟେଷ୍ଟି ବନାଇବା ବି ଖୁବ ସହଜ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ପ୍ରସ୍ତୁତି ପ୍ରଣାଳୀ ବି ଭିନ୍ନ ଭିନ୍ନ ।

National Nutrition Month 2025 Reminder: Avoid These Foods in Morning & Evening
National Nutrition Month 2025: ପୋଷଣ ମାସର ଆହ୍ୱାନ, ସକାଳେ ଓ ସନ୍ଧ୍ୟାରେ ଖାଆନ୍ତୁନି ଏହିସବୁ ଖାଦ୍ୟ, ସୁସ୍ଥ ରହିବ ଶରୀର

ଏକ ସୁସ୍ଥ ଭାରତବର୍ଷ ଗଠନ ପାଇଁ ଏହା ଅଧିନରେ ପୋଷଣ ଅଭିଯାନ ପରି ଉନ୍ନତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ ଏହା ୧୯୮୨ରୁ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଦ୍ୱାରା ପାଳିତ ହୋଇଆସୁଅଛି। ତେବେ ଆସନ୍ତୁ ଆଜି କଥା ହେବା ଚଳିତ ବର୍ଷ ପୋଷଣ ମାସର ଥିମ୍ “ଇଟ୍ ରାଇଟ୍ ଫର୍ ଏ ବେଟର୍ ହେଲଥ (ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଖାଆନ୍ତୁ)” ବିଷୟରେ।

NABANA
ଲାଗିଲା ନବାନ୍ନ। Nabana to Samaleswari

ସମ୍ବଲପୁର ଓ ବଲାଙ୍ଗିରର ଆରାଧ୍ୟ ଦେବୀ ମାଆ ସମଲେଇଙ୍କ ପାଖରେ ନବାନ୍ନ

  • Thursday, 28 August 2025
recipe
recipe:ଟମାଟୋ ଚଟଣୀ ତ ଖାଇଥିବେ, କିନ୍ତୁ ଆଜି ହିଁ ଘରେ ବନାନ୍ତୁ ବିହାରୀ ଷ୍ଟାଇଲ ଟମାଟୋ ଚଟଣୀ

ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ରେସିପି: ଏହା ଏକ ସ୍ବାଦିଷ୍ଟ ଚଟଣୀ ଯାହାକୁ ଆପଣ ଡାଲି, ଭାତ, ରୁଟି କିମ୍ବା ପରଟା ସହିତ ସାଇଡ ଡିସ ଭାବରେ ପରିବେଷଣ କରିପାରିବେ। ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସାଧାସିଧା ଖାଇବାକୁ କରିଥାଏ ମଜାଦାର ।

Chili Chicken
Chili Chicken: ଘରେ ସହଜରେ ବନାନ୍ତୁ, ଖୁବ କମ ସମୟ ଲାଗିବ

ଚିକେନର ଅନେକ ଆଇଟମ ଘରେ ବନେଇଥିବେ । କିନ୍ତୁ ଚିଲି ଚିକେନ ବନେଇବା ଯେତିକି ସହଜ ଖାଇବାକୁ ସେତିକି ଟେଷ୍ଟି ।

Egg Chop
Egg Chop: ଖାଇବାକୁ ଖୁବ ଟେଷ୍ଟି ଲାଗିବ, ବନାଇବା ବି ଖୁବ ସହଜ...ଥରେ ବନାନ୍ତୁ ପାଟିରୁ ଛାଡ଼ିବନି

ଯଦି ଆପଣ ଅଣ୍ଡା ସିଝା ଓ ଅଣ୍ଡା ତରକାରୀ ଖାଇ ବୋର ହେଇଗଲେଣି ତେବେ ଘରେ ବନାନ୍ତୁ ଷ୍ଟ୍ରୀଟ୍ ଷ୍ଟାଇଲ ଅଣ୍ଡା ଚପ୍

masala Jhal Muri
masala Jhal Muri: ସଂଧ୍ୟା ବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ?

ଛୋଟପିଲାଙ୍କୁ ଝାଲମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଓଡ଼ିଶାର ନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ । ଏହାକୁ ସକାଳେ କିମ୍ବା ସଂଧ୍ୟାରେ ଜଳଖିଆ ହିସାବରେ ଖାଇ ହେବ ।

crab masala
crab masala: ଘରେ ସହଜରେ ବନାନ୍ତୁ, ସମସ୍ତଙ୍କୁ ପସନ୍ଦ ଆସିବ

ଭାତ ଓ ରୁଟି ସହ ଖାଇପାରିବେ କଙ୍କଡ଼ା ମସଲା । ମଟନ ତରକାରୀ ବି ଭୁଲିଯିବେ । ଥରେ ବନେଇଲେ ଘରେ କହିବେ ବାରମ୍ବାର ତିଆରି କରିବାକୁ ।

Paneer Kathi Roll
Paneer Kathi Roll: ବହୁତ ସହଜରେ ଘରେ ତିଆରି କରିପାରିବେ, ସମସ୍ତଙ୍କୁ ପସନ୍ଦ ଆସିବ

ପାର୍ଟି ହେଉ କିମ୍ବା ସ୍ନାକ୍ସ ଟାଇମ, ପନିର ସବୁବେଳେ ଲୋକଙ୍କର ପ୍ରିୟ ଖାଦ୍ୟ । ପନିର ତରକାରୀ ହେଉ କିମ୍ବା ପନିର ଟିକ୍କା, ଏହି ଖାଦ୍ୟଗୁଡ଼ିକ ସବୁବେଳେ ଲୋକଙ୍କର । ଏହା ବ୍ୟତୀତ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ପାର୍ଟିରେ ଅଧିକାଂଶ ଲୋକେ ପନିର କାଠି ରୋଲ ଖାଇବାକୁ ବେଶୀ ପସନ୍ଦ କରନ୍ତି।

Chicken Cutlet
Chicken Cutlet: ସହଜରେ ବନାନ୍ତୁ, ସସ୍ କିମ୍ବା ଚଟଣି ସହ ପରଷନ୍ତୁ

ପିଲାଠୁ ବୟସ୍କ ସମସ୍ତଙ୍କ ପସନ୍ଦ ଚିକେନ୍ କଟଲେଟ୍ । ସଂଧ୍ୟା ସମୟରେ ଏହା ଜଳଖିଆ ପାଇଁ ବେଷ୍ଟ ଅପ୍ସନ । ଏହାକୁ ବନେଇବା ପାଇଁ ଖୁବ ଅଳ୍ପ ସାମ୍ରଗୀ ଦରକାର ।

Paneer Masala
Paneer Masala: ଘରେ ପ୍ରସ୍ତୁତ କରିବା ଖୁବ ସହଜ, ରୁଟି କିମ୍ବା ଭାତ ସହ ଖାଇପାରିବେ

ପନିର ମସଲା ଉତ୍ତର ଭାରତର ଲୋକପ୍ରିୟ ଡିସ୍ । ପିଲାଠୁ ବୟସ୍କ ସମସ୍ତେ ପନିର ମସଲା ଖାଇବାକୁ ଭଲ ପାଆନ୍ତି । ବନାଇବା ବି ଖୁବ ସହଜ ।

ସଂସଦ କ୍ୟାଣ୍ଟିନ
Healthy Food in Parliament: ଏଣିକି ସଂସଦରେ MP ଓ ଦର୍ଶକଙ୍କ ପାଇଁ ମିଳିବ ସ୍ୱାସ୍ଥ୍ୟକର ଓ ସୁଷମ ଖାଦ୍ୟ

ଏବେ ସଂସଦରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ। ରାଗି-ମାଣ୍ଡିଆ ଇଡଲି ସାଙ୍ଗକୁ ମିଳିବ ଜୁଆର ଉପମା। ଖାଲି ଏତିକି ନୁହେଁ, ଏହା ସହିତ ମିଳିବ ମୁଗ ଡାଲି ପିଠା ଆଉ ଏବଂ ସିଝା ତରଆରୀ ସାଙ୍ଗକୁ ଗ୍ରୀଲ୍ଡ ଫିସ୍।

 Achari Chicken
Achari Chicken : ଚିକେନ୍ ତରକାରୀ ଖାଇ ବୋର୍ ଲାଗିଲାଣି କି ? ଆଜି ହିଁ ଟ୍ରାଏ କରନ୍ତୁ ଏହି ଡିସ୍

ଆଚାରି ଚିକେନ୍‌ ଆପଣ ରୁଟି, ନାନ୍‌, ପରଟା ବା ରୁମାଲି ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ

Recipe
Recipe: ଘରେ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ଚିଲି ପନିର୍ ପ୍ରସ୍ତୁତ କରନ୍ତୁ

ପ୍ରାୟ ସମସ୍ତେ ପନିର ଖାଇବାକୁ ପସନ୍ଦ କରନ୍ତି । ପନିରର ଅନେକ ଡିସ୍ ପ୍ରସ୍ତୁତ କରାଯାଏ । ଚିଲି ପନିର ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସେ । ଏହାକୁ ରୁଟି, ପରଟା ଓ ଭାତ ସହ ଖାଇପାରିବେ ।

Sambar
Sambar: ୧୫ ମିନିଟରେ କୁକରରେ ବନାନ୍ତୁ ଟେଷ୍ଟି ସମ୍ବର

ସମ୍ବର ଦକ୍ଷିଣ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ଭାତ, ଇଟଲି, ଉପମା, ବରା ସହ ଖାଇପାରିବେ । ଏଥିରେ ବିଭିନ୍ନ ପ୍ରକାରର ପରିବା ପଡୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ ।

Oats Idli
Oats Idli: ଘରେ ବନାନ୍ତୁ ନରମ ନରମ ଓଟ୍ସ ଇଟଲି

ଓଟ୍ସ ଇଟଲିରେ ଭରପୁର ଫାଇବର ରହିଛି । ଖାଇବାକୁ ଟେଷ୍ଟି ଓ ବନେଇବା ବି ସହଜ । ସକାଳ ଜଳଖିଆରେ ବନାନ୍ତୁ ଘରେ ଖୁସି ହୋଇଯିବେ ।

Grandma shares on instagram no bake cheesecake recipe
Viral Recipe: ଆଇମାଆଙ୍କ ନିଆରା ଚିଜ୍‌କେଜ୍… ବିନା ଶେକାରେ ହେଉଛି; ଖୁବ୍ ସହଜ, ପୂରା ଟେଷ୍ଟି

ଆଇମାଆଙ୍କ ନିଆରା ଚିଜ୍‌କେଜ୍। ଏହି ରେସିପିର ବିଶେଷତ୍ୱ ହେଉଛି ଏହାକୁ ବେକିଂ କରିବା ଆବଶ୍ୟକ ନାହିଁ। ତଥାପି ଏହା ବହୁତ ଲୋଭନୀୟ ଦେଖାଯାଏ ଏବଂ ସ୍ୱାଦରେ ଆଶ୍ଚର୍ଯ୍ୟଜନକ ମଧ୍ୟ। ଆଇମାଆଙ୍କ ସରଳ ଏବଂ ସହଜ ଷ୍ଟାଇଲ୍ ଏହି ମିଠାକୁ ଆହୁରି ସ୍ୱତନ୍ତ୍ର କରିଥାଏ।

ରଜ ପୋଡ଼ପିଠା
Healthy Poda Pitha: କେମିତି ତିଆରି ହୁଏ ପୋଡ଼ପିଠା, ଜାଣନ୍ତୁ... ଦେହ ପାଇଁ ଏହା କେତେ ଭଲ

ଆପଣମାନେ ଜାଣନ୍ତି କି ଆମ ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପୋଡ଼ପିଠା ଖାଇବାକୁ ଭଲ ପାଆନ୍ତି। ରଥଯାତ୍ରା ସାରି ବଡ଼ଦେଉଳକୁ ଫେରିବା ସମୟରେ ବାଟରେ ମହାପ୍ରଭୁ ନିଜ ମାଉସୀଙ୍କ ହାତରୁ ପୋଡ଼ପିଠା ଖାଆନ୍ତି। ବଳଗଣ୍ଡିରେ ଥିବା ମାଉସୀ ମା ମନ୍ଦିରରେ ମା ଅର୍ଦ୍ଧଶୋଷିଣୀ ଦେବୀଙ୍କ ପିଠରେ ତାଙ୍କ ମୁଖ୍ୟ ସେବକ ପ୍ତସ୍ତୁତ କରନ୍ତି ପୋଡ଼ପିଠା।

history of popular odia causine puffed rice murhi & its nutrition value
Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।

Puffed Rice
Puffed Rice: ପାଳନ ହେଲା ମୁଢି ଦିବସ, GI ଟ୍ୟାଗ ପାଇଁ ଦାବି

ଘରଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠାରେ ସହଜରେ ମିଳେ ମୁଢ଼ି଼ । ଏଠାକାର ଲୋକଙ୍କ ସକାଳ ଟିଫିନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମୁଢ଼ି଼ ଅଧିକାଂଶ ସମୟରେ ସାମିଲ ହୋଇଥାଏ । ତେବେ ଏହି ମୁଢ଼ିର ପ୍ରଚାର ପ୍ରସାର ସହିତ GI ଟ୍ୟାଗର ମାନ୍ୟତା ପାଇଁ ଦାବି ହେଉଛି ।

Prepare milk cake like a confectioner at home
Milk Cake: ଘରେ ତିଆରି କରନ୍ତୁ ସୁଆଦିଆ କ୍ଷୀର କେକ୍‌; ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି

କ୍ଷୀର କେକ୍‌ ବହୁତ ସୁଆଦିଆ ହୋଇଥାଏ। ଏହାକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ। କ୍ଷୀର କେକ୍ ତିଆରି କରିବା ପାଇଁ ୩ ଲିଟର କ୍ଷୀର, ୨ ଚାମଚ ଘିଅ, ୧ କପ୍ ଚିନି, ୨ ଚିମୁଟା ଫିଟିକିରି, ୧/୪ ଚାମଚ ଗୁଜୁରାତି ପାଉଡର, ୨ ଚାମଚ କଟା ପିସ୍ତା, ୨ ଚାମଚ କଟା ବାଦାମ ଆବଶ୍ୟକ।

Dahibara Divas
ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ

ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ। ନେତାଙ୍କଠୁ ଜନତା, ସୁଆଦିଆ ଦହିବରାର ମଜା ନେଇଛନ୍ତି ସମସ୍ତେ। ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍। ଆଉ ଦାବି ଉଠିଛି କଟକ ଦହିବରା-ଆଳୁଦମକୁ ମିଳୁ ଜିଆଇ ଟ୍ୟାଗ୍ ମାନ୍ୟତା।

dahibara
କେମିତି ପ୍ରସ୍ତୁତ ହୁଏ ଦହିବରା ଆଳୁଦମ

ଆଜି ଦହିବରା ଆଳୁଦମ ଦିବସ । କଟକର ଦହିବରା ଆଳୁଦମ ସବୁଠୁ ନିଆରା । କେମିତି ପ୍ରସ୍ତୁତ ହୁଏ ଦହିବରା ଆଳୁଦମ ଦେଖନ୍ତୁ

Dahibara
Dahibara Dibasa: କଟକିଆଙ୍କ ପ୍ରିୟ ଖାଦ୍ୟ ଦହିବରା...ଯିଏ ଖାଇଛି, ସିଏ ଜାଣିଛି...

ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।

Mushroom Masala Toast
Mushroom Masala Toast Recipe: ସଂଧ୍ୟା ଜଳଖିଆରେ ବନାନ୍ତୁ ‘ମସରୁମ୍‌ ମସାଲା ଟୋଷ୍ଚ,’

ଆପଣ ସଂଧ୍ୟା ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ମସରୁମ୍‌ ମସାଲା ଟୋଷ୍ଚ,’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।