• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

KILLER DEEAPK
Shubhamitra Sahu Murder: କୋଟିଏ ଟଙ୍କା ଜୀବନ ବୀମା ରାଶି ହଡ଼ପ ପାଇଁ ମର୍ଡର ! ସ୍କାନରରେ କିଲର ଦୀପକର ସିରିଏଲ୍ କ୍ରାଇମ୍ ଫାଇଲ୍

ଦୀପକ ଶୁଭମିତ୍ରାଙ୍କ ପୂର୍ବରୁ ଯାହାଙ୍କୁ ବିବାହ କରିଥିଲା, ତାଙ୍କ ନାଁରେ କୋଟିଏ ଟଙ୍କାର ଜୀବନ ବୀମା କରିଥିଲା। ଆଉ ପ୍ରଥମ ସ୍ତ୍ରୀର ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇ ସେ କୋଟିଏ ଟଙ୍କାର ବୀମା ଅର୍ଥରାଶି ବି ପାଇଥିଲା। ତେଣୁ ସେ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ ବି ଏବେ ପୋଲିସ୍ ସ୍କାନରରେ।

  • Wednesday, 17 September 2025
  • Murder
MURDER
Shubhamitra Murder: ରାଜଧାନୀରେ ହତ୍ୟା, ଘଟଗାଁରେ ଡେଡବଡି...ଦୀପକ ରାଉତ ଓ ସମ୍ପର୍କୀୟ ଭାଇ ଗିରଫ

୨୭ ବର୍ଷିୟା ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁ। ଭୁବନେଶ୍ବର ସୂର୍ଯ୍ୟନଗରରେ ରହୁଥିଲେ ଘର ଭଡ଼ା ନେଇ। ସେପଟେମ୍ବର ୬ରେ ସବୁଦିନ ଭଳି ଘରୁ ବାହାରି ଯାଇଥିଲେ ଡ୍ୟୁଟିକୁ। କିନ୍ତୁ ଆଉ ଫେରିଲେନି। ଖୋର୍ଦ୍ଧା ବେଗୁନିଆ ଥାନା ପିଚୁକୁଳିରେ ରହୁଥିବା ପରିବାର ଲୋକେ ଫୋନ୍ କରିଥିଲେ ଝିଅ ଶୁଭମିତ୍ରାଙ୍କୁ। ସୁଇଚ୍ଅଫ୍ ହୋଇଯାଇଥିଲା ତାଙ୍କ ମୋବାଇଲ୍। ବହୁତ ଚେଷ୍ଟା ପରେ ପତ୍ତା ନମିଳିବାରୁ ୭ ତାରିଖରେ କ୍ୟାପିଟାଲ ଥାନାରେ ଝିଅର ନିଖୋଜ ସଂପର୍କରେ ଏତଲା ଦେଇଥିଲେ ପରିବାର।

dating aap
Simon Leviev: ଡେଟିଂ ଆପରେ ଧନୀ ମହିଳାଙ୍କୁ କରୁଥିଲା ଡେଟ୍ , ୨ବର୍ଷରେ ଲୁଟି ନେଲା ୮୮କୋଟି

ଲେଭିଏଭ ଧନୀ ମହିଳା ମାନଙ୍କୁ ଭେଟୁଥିଲା ଏବଂ ଋଣ ନାମରେ ଟଙ୍କା ନେଇ କହୁଥିଲା ଯେ ସେ ପରେ ଫେରାଇ ଦେବ। କିନ୍ତୁ ବାସ୍ତବରେ ସେ କେବେ ଟଙ୍କା ଫେରାଇ ନଥିଲା, ବରଂ ତା ପୂର୍ବରୁ ଗାୟବ ହୋଇ ଯାଉଥିଲା।

  • Wednesday, 17 September 2025
  • Georgia
Woman Constable Murder Case
Deadbody : ବସ୍ତା ଭିତରୁ ବାହାରିଲା ମୃତଦେହ, ମାଟି ଖୋଳି ବାହାର କଲା ପୋଲିସ

କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର, ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ, ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍ ରିକ୍ରିଏସନ କରି ବାହାର କରାଗଲା । ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ ଦୀପକ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ଆପଣାଇଥିଲା ।

Shubhamitra Murdered
Shubhamitra Murdered: ବସ୍ତା ଭିତରେ ନିଖୋଜ ଲେଡି କନଷ୍ଟେବଳ, ହୋଣ୍ଡା ସିଟି ଗାଡି ଭିତରେ ହତ୍ୟାର ସବୁ ପ୍ରମାଣ

ଏପରିକି ଶୁଭମିତ୍ରା କାମ କରିବା ପାସ ଠୁ ଆରମ୍ଭ କରି ଘଟଣା ଘଟିବା ଦିନ ରାଜଭବନ ରେ ଟ୍ରିଟମେଣ୍ଟ କରାଯାଇଥିବା ଡକ୍ୟୁମେଣ୍ଟବି ପୋଲିସ ହାତରେ ଲାଗିଥିଲା। ଯାହାକୁ ଆଧାର କରି ପୋଲିସ ଦୀପକକୁ ଅଟକ ରଖି ପଚରା ଉଚୁରା କରିଥିଲା। ଶେଷରେ ସବୁ ସତକଥା ମାନିଥିଲା ଦୀପକ।

gangrape
Gangrape: ସ୍ତ୍ରୀକୁ ମୋମୋ ଖୁଆଇଲା, ସାଙ୍ଗ ସହିତ ମିଶି ଗଣଦୁଷ୍କର୍ମ କଲା !

ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ।

Subhamitra
Deepak Murdered Constable: ଶୁଭମିତ୍ରାଙ୍କୁ ହତ୍ୟା, ଚକିତ କଲା ଘଟଣା

କମିଶନରେଟ୍ ପୋଲିସ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଛି ଦୀପକ ରାଉତ। ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତ ୬ ତାରିଖ ସନ୍ଧ୍ୟାରେ ହତ୍ୟା କରିବା ପରେ ନିଜ କାରରେ ନେଇ କେନ୍ଦୁଝର ଜଙ୍ଗଲରେ ପୋତି ଦେଇଥିଲା। ତାଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ କରଥିବା ଜେରା ବେଳେ ପୋଲିସ ଆଗରେ ମାନଥିବା ସୂଚନା ମିଳିଛି।

  • Wednesday, 17 September 2025
  • Murder
murder
Police take lover Deepak Raut: ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କ ପ୍ରେମିକ ଦୀପକକୁ ସ୍ପଟ୍ କୁ ନେଲା ପୋଲିସ

ରାଜଧାନୀରୁ ନିଖୋଜ କନଷ୍ଟେବଳଙ୍କ ମୃତଦେହ ସନ୍ଦେହ । ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ହୋଇଥିବା ସନ୍ଦେହ । ଅଧିକ ଖୋଳତାଡ଼ ଲାଗି ପ୍ରେମିକ ଦୀପକ ରାଉତଙ୍କୁ କମିଶନରେଟ୍ ପୋଲିସ୍ କେନ୍ଦୁଝରର କ୍ରାଇମ ସ୍ପଟ୍ କୁ ନେବାର ଦୃଶ୍ୟ ଦେଖନ୍ତୁ...

  • Wednesday, 17 September 2025
  • Murder
Gangrape
Bali Harachandi Gang-Rape Case: ବ୍ରହ୍ମଗିରି ଗଣଦୁଷ୍କର୍ମ ମାମଲାରେ ବଡ ଖବର

ପୁରୀ ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ଖୋଳତାଡ଼। ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆଜି କୋର୍ଟ ଚାଲାଣ କରାଯିବ। ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା ।

JamusKoliTree
Shubhamitra Murder: ଏଇ ଜାମୁକୋଳି ଗଛ କହିବ ଶୁଭମିତ୍ରାଙ୍କ ହତ୍ୟା କାହାଣୀ

ଏଇ ସେହି ଜାଗା..ଏଇ ସେଇ ଜାମୁ କୋଳି ଗଛ। ଏଇ ଜାମୁକୋଳି ଗଛ କହିବ ଶୁଭମିତ୍ରାଙ୍କ ହତ୍ୟା କାହାଣୀ। ଏଇଠି ରାଗି ଯାଇ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କୁ କେମିତି ହତ୍ୟା କରିଥିଲା ଜହ୍ଲାଦ ସ୍ୱାମୀ ଦୀପକ ରାଉତ...

  • Wednesday, 17 September 2025
Murder
Murder: ରାଜଧାନୀରେ ମର୍ଡର କରି ଘଟଗାଁରେ ପୋତିଦେଲା ପ୍ରେମିକ

ଶୁଭମିତ୍ରାଙ୍କୁ ରାଜଧାନୀରେ ତଣ୍ଟି ଚିପି ହତ୍ୟା କରି ଦୀପକ ଘଟଗାଁରେ ଏକ ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିବା ସୂଚନା ମିଳିଛି।

Constable Shubhamitra Sahu Murdered
Shubhamitra Sahu Murdered: କଲବଲ କରି ମାରିଦେଲା ଦୀପକ !

କମିଶନରେଟ୍ ପୋଲିସ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଛି ଦୀପକ ରାଉତ। ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଛି।

  • Wednesday, 17 September 2025
NEW TWIST IN MURDER CASE OF TRAFFIC CONSTABLE
Murder : ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲା: ୨୦ ଲକ୍ଷ ପାଇଁ ତଣ୍ଟି ଚିପି ଦେଲା ପ୍ରେମିକ

ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ମାମଲାରେ ସନ୍ଦେହ ଘେରରେ ଥିଲା ଦୀପକ ରାଉତ। ଘଟଣାରେ ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତେବେ ଶୁଭମିତ୍ରା ନିଖୋଜ ହେବାର 12 ଦିନ ପରେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଖବର ଦେଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସେପଟେ ସାମ୍ନାକୁ ଆସିଛି ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ତାରିଣୀ ମନ୍ଦିର ନେଇ ଯାଇଥିଲେ । 

Raid
Film-Style Crackdown: ନଈ ମଝିରେ ବଡ଼ ଆକ୍ସନ୍, ବେଆଇନ୍ ବାଲି ଖନନ ବେଳେ ଫିଲ୍ମ ଷ୍ଟାଇଲ୍ ରେଡ୍

ବାଲେଶ୍ବରରେ ବାଲିମାଫିଆଙ୍କ ପ୍ରାଦୁର୍ଭାବକୁ ଚେକ୍ ଦେବାକୁ ପ୍ରଶାସନର ବଡ଼ ଆକ୍ସନ। ବେଆଇନ୍ ବାଲି ଖନନ ରୋକିବାକୁ ରେଡ୍ ବେଳେ ନଈକୁ ଡେଇଁ ପହଁରି ପହଁରି ମାଫିଆଙ୍କ ପିଛା କଲେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଦୁଇ ଅଧିକାରୀ। ଜଣେ ପୋଲିସ ଓ ଅନ୍ୟ ଜଣେ ଖୋଦ୍ ମାଇନିଂ ଅଧିକାରୀ। ମାଫିଆ ଖସିଗଲେ ସତ ହେଲେ ନୀଳଗିରି ଅଞ୍ଚଳରେ ବାଲିମାଫିଆଙ୍କ ବିରୋଧରେ ପ୍ରଶାସନର ଏ ଆକ୍ସନକୁ ନେଇ ଏବେ ସବୁଠି ଚର୍ଚ୍ଚା।....

Gangrape
Baliharachandi Shock: ବାଲିହରଚଣ୍ଡୀରେ ଗୋପାଳପୁର ଲଜ୍ଜାର ରିପିଟ୍, ଗଣଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଗୋପାଳପୁର ଲଜ୍ଜାର ରିପିଟ୍ ବାଲିହରଚଣ୍ଡିରେ। ପୁରୁଷ ବନ୍ଧୁ ସାମ୍ନାରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମର ସଂଗୀନ ଅଭିଯୋଗ। ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ରେକର୍ଡିଂ କଲେ ଦୁର୍ବୃତ୍ତ। ତା’ପରେ ବ୍ଲାକମେଲ୍ କରି ଲୁଟିଲେ ଟଙ୍କା। ଏହାପରେ ଗଣଦୁଷ୍କର୍ମ କରିବାକୁ ବି ପଛାଇଲେନି। ଏଭଳି ଅଭିଯୋଗ ପରେ ଆକ୍ସନମୋଡକୁ ଆସି ପୁରୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଥିବାବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତି ଆରୋପ।...

Gangrape
Gang Rape: ଝାଉଁ ଜଙ୍ଗଲରେ ଯୁବତୀଙ୍କ ସହ ଦୁଇ ଘଣ୍ଟା...

ବାଲିହରଚଣ୍ଡୀ ବେଳାଭୂମିରେ ଗୋପଳପୁର ଦୁଷ୍କର୍ମର ରିପିଟ। ସମାନ ଷ୍ଟାଲରେ ଗଣଦୁଷ୍କର୍ମ। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଟେକିନେଲେ ଆଉ ଜଣଙ୍କ ପରେ ଜଣେ କଲେ ଗଣଦୁଷ୍କର୍ମ। ପୁରା ଘଟଣା ଆପଣଙ୍କ ଛାତି ଥରାଇବ, ହାର୍ଟବିଟ ବଢାଇଦେବ।

  • Tuesday, 16 September 2025
crime scene recreation
Crime Spot : କ୍ରାଇମ ସ୍ପଟରେ ପୀଡିତା, ପୋଲିସକୁ କହିଲେ ସାଂଘାତିକ କଥା

ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗରିଫ କରିଛି ପୋଲିସ। ପୁରୀ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଫୋନକୁ ଟ୍ରାକ କରି କାଳିଆକୁ ଗିରଫ କରିଛି। ସେପଟେ ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି । ଗିରଫ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି।

job fraud
Job Fraud : ଚାକିରି ଦେବାକୁ କହି ୧୮ ଲକ୍ଷ ଠକେଇ, ଜାଲ ଡକ୍ୟୁମେଣ୍ଟ ଦେଇ ଲୁଟିଲା

ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।

murder
Murder: ଫେସ୍‌ବୁକ୍ ପ୍ରେମର କରୁଣ ପରିଣତି; ପ୍ରେମ ବଦଳରେ ମିଳିଲା ମୃତ୍ୟୁ

ଫେସ୍‌ବୁକ୍‌ରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ ମନରାମ। ମନୋରମ ଶିକ୍ଷକ ଥିବା ବେଳେ ମୁକେଶ ଜଣେ ଅଙ୍ଗନୱାଡିରେ ସୁପର୍ ଭାଇଭର ଭାବେ କାମ କରୁଥିଲେ।

Girl gang-raped at Baliharchandi beach, main accused arrested from Andhra
Gangrape : ବାଲିହରଚଣ୍ଡୀ ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଆନ୍ଧ୍ରରୁ ଗିରଫ

ପୁରୁଷ ବନ୍ଧୁଙ୍କୁ ମାଡ ମାରି ଘାଇଲା କରିବା ପରେ ଯୁବତୀଙ୍କୁ କିଛି ଦୂରକୁ ନେଇଯାଇଥିଲେ। ଆଉ ସେଠାରେ ହିଁ ପୁରୁଷ ବନ୍ଧୁର ସାମନାରେ ଯୁବତୀଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

  • Tuesday, 16 September 2025
BALI-HARCHANDI-CASE
Baliharchandi: ବାଲିହରଚଣ୍ଡୀ ଗଣଦୁଷ୍କର୍ମ, ୩ ଅଟକ

ପୁରୀ ଜିଲ୍ଲା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ୩ ଅଟକ। ଆଉ ଜଣେ ଦୁର୍ବୃତ୍ତ ଫେରାର ଅଛି। ତାକୁ ଧରିବାକୁ ତନାଘନା କରୁଛି ବ୍ରହ୍ମଗିରି ଥାନା ପୋଲିସ। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଶନିବାର ବାଲିହରଚଣ୍ଡୀ ବୁଲିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।...

delhi
Young Man Dies: ହୋଟେଲରେ ପାର୍ଟି କରୁଥିଲେ, ପାଲଟିଗଲେ ଶବ

ମୋହିତଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଥିଲା।

police
Tragic Incident: ସ୍ତ୍ରୀ କରିଦେଲା ଆତ୍ମହତ୍ୟା, ନଈ ମଝିରେ ନେଇ ଫିଙ୍ଗିଦେଲା ସ୍ୱାମୀ

ଏକ ସାମାନ୍ୟ ଘଟଣାରୁ ବଚସା । ବଚସା ନେଲା ଉଗ୍ର ରୂପ । ମାଡ଼ ମାରିଲା ସ୍ୱାମୀ । ସ୍ତ୍ରୀ କରିଦେଲା ଆତ୍ମହତ୍ୟା । ଶବକୁ ନେଇ ମଝି ନଈରେ ଫିଙ୍ଗିଦେଲା ସ୍ୱାମୀ । ପରଦିନ ଥାନାରେ ଦେଲା ମିଛ ଏତଲା । କହିଲା ସ୍ତ୍ରୀ ଘରୁ ନିଖୋଜ ହୋଇଯାଇଛନ୍ତି । ହେଲେ ପୋଲିସ୍….

Couple Kills 2 Children
Couple Kills: ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା, କାରଣ ଜାଣିଲେ ଆପଣ କହିବେ ...

ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା। ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା। ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛନ୍ତି ପତ୍ନୀ। ମାନସିକ ଅବସାଦ ଏବଂ ଆର୍ଥିକ ସଙ୍କଟ ଜଣେ ବ୍ୟକ୍ତିକୁ କେଉଁ ଦିଗକୁ ନେଇଯାଏ ଏହା ହେଉଛି ତାହାର ପ୍ରମାଣ।

Couple-Kills-Children
ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା

ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା। ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା। ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛନ୍ତି ପତ୍ନୀ। ମାନସିକ ଅବସାଦ ଏବଂ ଆର୍ଥିକ ସଙ୍କଟ ଜଣେ ବ୍ୟକ୍ତିକୁ କେଉଁ ଦିଗକୁ ନେଇଯାଏ ଏହା ହେଉଛି ତାହାର ପ୍ରମାଣ।