ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୪୮୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୨,୧୦୦ ଟଙ୍କା ହୋଇଛି ।
UPI ମାଧ୍ୟମରେ ଦିଆଯାଇଥିବା ଅଟୋ ପେ’ ନିର୍ଦ୍ଦେଶ, ଯେପରି Netflix ସବସ୍କ୍ରିପସନ୍, SIP ଇତ୍ୟାଦି ପାଇଁ ପେମେଣ୍ଟ ଏବେ କେବଳ ନନ୍-ପିକ୍ ଆଓ୍ବାରରେ ପ୍ରକ୍ରିୟାକରଣ କରାଯିବ । NPCI ସକାଳ ୧୦ ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ପିକ୍ ସମୟ ସ୍ଥିର କରିଛି ।
ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଫ କମ୍ପାନୀ ଦ୍ବାରା ମନି ଲଣ୍ଡରିଂ ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ସିବିଆଇ କରିଥିବା FIR ଅଧାରରେ ରେଡ୍ କରାଯାଇଛି ।
ଯୁବକଙ୍କ ନିଆରା ରୋଜଗାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ବଡ଼ ବଡ଼ ପ୍ରଫେସନାଲମାନେ ବି ପଛରେ ପଡିଯିବେ। କୁକୁର ବୁଲେଇ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଏଟିଏମ ଭଳି ଯେତେବେଳେ ହାତ ମାରିଲେ ଟଙ୍କା ଦେଉଥିବା ପାନ ବରଜକୁ ଏବେ ରକ୍ଷା କରିବା ଚାଷୀଙ୍କ ପାଇଁ କଷ୍ଟ ସାଧ୍ୟ ହେଉଛି l କାରଣ ପ୍ରତିବର୍ଷ ଅଦିନିଆ କାଳ ବୈଶାଖୀର ତାଣ୍ଡବ ପାନବରଜକୁ ମୋଡି ଭାଙ୍ଗି ଦେଉଛି l ବ୍ୟାପକ କ୍ଷତି ସତ୍ୱେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିପାରୁନାହିଁ କି କୌଣସି ଅଧିକାରୀ ଦେଖିବାକୁ ଆସୁନାହାନ୍ତି ।
ପରିବା ଦୋକାନୀ ମାଲିକ ଶଙ୍କରଗୌଡ଼ା ଏହାର ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କେବଳ ପନିପରିବା ବିକ୍ରି କରେ, ଯାହା GST ପରିସରଭୁକ୍ତ ନୁହେଁ । ମୁଁ ଚାଷୀଙ୍କ ଠାରୁ ପନିପରିବା କିଣି ସିଧାସଳଖ ମୋ ଦୋକାନରେ ବିକ୍ରି କରେ । ଗ୍ରାହକ ମାନେ ଆଜିକାଲି UPI ମାଧ୍ୟମରେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ମୁଁ ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଫାଇଲ କରେ ।
ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା ।
ଶଙ୍କର ଗୌଡ଼ାଙ୍କ କହିବା କଥା ଯେ ସେ ସିଧାସଳଖ ଚାଷୀଙ୍କ ଠାରୁ ନଗଦ ପରିବା କିଣନ୍ତି। ଏହାକୁ ସେ ନିଜର ଛୋଟ ଦୋକାନରେ ବିକ୍ରି କରନ୍ତି। ଶଙ୍କର ଗୌଡ଼ା ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି। ସେ ଏବେ କେମିତି ୨୯ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି ।
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ- ଡିଜେଲ ବିକ୍ରି ହେବନି, ଏହା ସ୍ପଷ୍ଟ କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ତେବେ କେମିତି ବିକ୍ରି ହେବ ପେଟ୍ରୋଲ? ଜରୁରୀ ସମୟ ହେଉ କିମ୍ବା ଅନ୍ୟ ଯାନ ପାଇଁ ତେଲ ଯିବ କିପରି ? ଏନେଇ ଆଜି ପ୍ରସ୍ତୁତ ହେବ ଗାଇଡଲାଇନସ୍। ପେଟ୍ରୋଲ ପମ୍ପ ସଙ୍ଘ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ ଏହାପରେ ବିଭାଗ ଜାରିବ ନିର୍ଦ୍ଦେଶନାମା।
EPF ଆକାଉଣ୍ଟଧାରୀ ପାଇଁ ଖୁସି ଖବର। କମ୍ ବାଲାନ୍ସ୍ ଥିଲେ ମଧ୍ୟ ପାଇବେ ୫୦ ହଜାର ଟଙ୍କା। EPFO ନିୟମରେ ଆସିଲା ବଡ଼ ପରିବର୍ତ୍ତନ। ଦେଖନ୍ତୁ ଏହି ରିପୋର୍ଟ ।
କମିବାକୁ ଯାଉଛି ପେଟ୍ରେଲ ଡିଜେଲ ଦର ! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ବଡ଼ ସଙ୍କେତ। ୩ ମାସ ଭିତରେ ଶସ୍ତା ହୋଇପାରେ ଇନ୍ଧନ। ପଢ଼ନ୍ତୁ ଏହି ରିପୋର୍ଟ ।
ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ସମୟରେ ଏହି ୬ ଫୁଟ ଲମ୍ବ ଓ ୧ କୁଇଟାଂଲର ଓଜନର ବୋଦା ମାଛ ଜାଲରେ ପଡିଥିଲା। ଏହାକୁ ୪ଜଣ ମତ୍ସ୍ୟଜୀବୀ ଧରି ବହୁ କଷ୍ଟରେ କୂଳକୁ ଆଣିଥିଲେ। ବିଶାଳ ମାଛ ହୋଇଥିବାରୁ ଏହା ମଣିଷଙ୍କୁ ମଧ୍ୟ ମାରି ଦେବାର କ୍ଷମତା ରଖିଛି ବୋଲି କହିଛନ୍ତି ଏହାକୁ ଧରିଥିବା ମତ୍ସ୍ୟଜୀବୀ ।
ଗତ ୫୨ ସପ୍ତାହରେ, ଷ୍ଟକ୍ର ସର୍ବୋଚ୍ଚ ମୂଲ୍ୟ ୫୮୯.୭୫ ଟଙ୍କା ଓ ସର୍ବନିମ୍ନ ୨୪୮.୩୫ ଟଙ୍କା ରହିଛି।୭୫ ବର୍ଷୀୟ ପୀରମଲ କହିଛନ୍ତି ଯେ ଯେତେବେଳେ ଷ୍ଟକ୍ର ମୂଲ୍ୟ ୭୦୦ ଟଙ୍କା ଥିଲା ତାଙ୍କ ବ୍ୟବସାୟ ବିକ୍ରି ନକରି ଭୁଲ୍ କରିଛି । ଦୁଇ ବର୍ଷ ପୂର୍ବେ ଷ୍ଟକ୍ର ମୂଲ୍ୟ ୭୦୦ ଟଙ୍କା ଥିଲା, ବଜାର ମୂଳଧନ ୧୦,୦୦୦ କୋଟି ଟଙ୍କା ଥିଲା । ଆମେ ସେହି ମୂଲ୍ୟରେ ଏକ ଅଫର ପାଇଥିଲୁ ବୋଲି ସେ କହିଛନ୍ତି । କିନ୍ତୁ ସେତେବେଳେ ମୋ ମ୍ୟାନେଜମେଣ୍ଟ ଟିମ୍ ମନେ କରିଥିଲା ଯେ ୬ ମାସ ବା ଏକ ବର୍ଷ ମଧ୍ୟରେ ଷ୍ଟକ୍ର ମୂଲ୍ୟ ୫୦% ବୃଦ୍ଧି ପାଇବ । ଦୁର୍ଭାଗ୍ୟବଶତଃ ତାହା ହୋଇନାହିଁ ।
୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆସୋସିଏସନ୍ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଭିନ୍ନମତ ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ ସଂଜୟ ଲାଠ୍ ।
ବେଙ୍ଗାଲୁରୁ ଦିନେ ଡିଜିଟାଲ ପେମେଣ୍ଟରେ ଅଗ୍ରଣୀ ଥିଲା, ଏବେ ଛୋଟ ବିକ୍ରେତାମାନେ GST ନୋଟିସ ପାଇବା ପରେ କ୍ୟାସରେ ଜିନିଷ ବିକୁଛନ୍ତି ।
ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ, ବିନିଯୋଗ ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର ଅର୍ଥନୈତିକ ଗତିବିଧି ବଢ଼ିଛି । ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।
ଡଲି ଚା’ୱାଲା ନିଜର ଅଲଗା ଅନ୍ଦାଜ ଓ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ତାଙ୍କ ଲୋକପ୍ରିୟତା ସେତେବେଳେ ବଢ଼ିଗଲା ଯେତେବେଳେ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ତାଙ୍କ ଠେଲାରୁ ଚା’ ପିଇଥିଲେ ।
୫ ବର୍ଷ ପାଇଁ ଏହି ଲିଜ୍ ଚୁକ୍ତି ହୋଇଛି । ଏହି ଶୋରୁମର ନାଁ ରହିଛି ଟେସଲା ଏକ୍ସପେରିଏନ୍ସ ସେଣ୍ଟର । ଗ୍ରାହକମାନେ ଟେସଲାର ଇଲେକ୍ଟ୍ରିକ ଗାଡ଼ି ଏବଂ ଟେକ୍ନୋଲୋଜିର ଅନୁଭବ ଏହି ଶୋରୁମରେ ପାଇପାରିବେ । ମୁମ୍ବାଇ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ଶୋରୁମ୍ ଖୋଲିବାର ଯୋଜନା କରିଛି ।
ଭାରତୀୟ ବଂଶୋଦ୍ଭବ ସବୀହ ଖାନଙ୍କୁ ଆପଲ୍ କମ୍ପାନୀର ଗୁରୁଦାୟିତ୍ୱ ମିଳିଛି । ବିଶ୍ୱର ସୁବୁଠୁ ମୂଲ୍ୟବାନ କମ୍ପାନୀ ଆପଲ୍ର COO ହୋଇଛନ୍ତି ସବୀହ । ଟିମ୍ କୁକ୍ ମଧ୍ୟ ସବୀହଙ୍କୁ ପ୍ରଶଂସା କରିଛନ୍ତି । ଜାଣନ୍ତୁ, ଭାରତର କେଉଁ ସହରରେ ସବୀହଙ୍କ ଜନ୍ମ ।
ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୮୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କା ହୋଇଛି ।
ରିରାର୍ଜ ଲାଗି ଅଧିକ ଟଙ୍କା ଦେବେ ଉପଭୋକ୍ତା । ଏହି ନିୟମ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବ । ୨୦୨୫ ଶେଷ ସୁଦ୍ଧା ରିଚାର୍ଜ ମୂଲ୍ୟରେ ଆସିପାରେ ପରିବର୍ତ୍ତନ । ବଢିବାରେ ଟାରିଫ୍ ।
ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନୀ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ କରିବେ । ପିକ୍ ଆୱାର ବା ଗହଳି ସମୟରେ ବେସ୍ ଫେୟାରର ଦେଢ ଗୁଣ ବଢୁଛି । ନୂଆ ନିୟମ ଲାଗୁ ପରେ ଏହା ଦୁଇ ଗୁଣ ବଢିବ ।
୧୯ କେଜି ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇ ୧,୬୬୫ ଟଙ୍କା ହୋଇଛି । ଗତ ଜୁନ୍ ମାସରେ ଏଲପିଜି ସିଲିଣ୍ଡର ପିଛା ୧,୭୨୩ ଟଙ୍କା ୫୦ ପଇସା ରହିଥିଲା ।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭,୪୨୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯,୩ ୦୦ ଟଙ୍କା ରହିଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୮,୯୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୦,୭ ୦୦ଟଙ୍କା ହୋଇଛି।