• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

corona
୧୫ ଶହ ମୁହାଁ ହେଲାଣି କରୋନା:ଚିନ୍ତା ବଢାଉଛି ସୁନ୍ଦରଗଡ଼

ଖାସ୍ ସେଥିପାଇଁ ନିକଟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇଏଏସ୍ ନିକୁଂଜ ଧଳ ସୁନ୍ଦରଗଡ଼ ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ।

emar-matha
ଏମାର ମଠର ସମ୍ପତ୍ତିକୁ ହଡ଼ପ୍‌ କରିବାକୁ ହେଉନାହିଁ ତ ଷଡ଼ଯନ୍ତ୍ର?

ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାଏଁ କାହିଁକି ଚାର୍ଜସିଟ୍ ଦାଖଲ କରାଯାଇନାହିଁ ? ଘଟଣା ସିଂହଦ୍ୱାର ଥାନା ଅଞ୍ଚଳର ହୋଇଥିବା ବେଳେ ତଦନ୍ତ ଦାୟିତ୍ୱ ସମୁଦ୍ରକୂଳ ଥାନାକୁ କାହିଁକି ଦିଆଗଲା ?

exam
ପରୀକ୍ଷା ଦେବେନି କିନ୍ତୁ ମିଳିବ ମାର୍କ। କେମିତି ଜାଣିଛନ୍ତି ?

ମାଟ୍ରିକ୍ ପରୀକ୍ଷାକୁ ରହିଲା ମାସେରୁ କମ୍ ସମୟ। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଛାତ୍ରଛାତ୍ରୀ ବି ନିଜକୁ ପ୍ରସ୍ତୁତ କରୁଛନ୍ତି

pipili-fight
ଡେଲାଙ୍ଗରେ ନିର୍ବାଚନୀ ହିଂସା। ବିଜେଡି କର୍ମୀଙ୍କ ମାଡ଼ରେ ୨ ଜଣ ବିଜେପି କର୍ମୀ ଆହତ

ପିପିଲି ଉପନିର୍ବାଚନ ପ୍ରଚାର ବେଳେ ପୁଣି ହିଂସାକାଣ୍ଡ। ଆଜି ଡେଲାଙ୍ଗରେ କ୍ୟାଂପେନ୍ ବେଳେ ପୁଣି ବିଜେଡି ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛି ବିଜେପି। ଶାସକ ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

Water Problems
ବିକାଶର ବାଟ କିଏ ଓଗାଳୁଛି? ଆଜି ବି ଝରଣା ଓ ଚୁଆ ପାଣିକୁ ଭରସା କରୁଛନ୍ତି ଲୋକେ

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏ ସମସ୍ୟା ବର୍ତ୍ତମାନର ନୁହେଁ। ଅନେକ ବର୍ଷ ହେଲାଣି ପାଣି ଲାଗି ଆମେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ। ସରକାରଠୁ ନେଇ ପ୍ରଶାସନ ସହ ବିଧାୟକଙ୍କ ସମେତ ସରପଂଚଙ୍କୁ ଜଣାଇଛୁ।

kendrapada
କରୋନା କାହାର ଜୀବିକା ହରାଇ ନେଇଛି ତ କାହାକୁ ସ୍ୱାବଲମ୍ବୀ ହେବାର ରାସ୍ତା ବତାଇଦେଇଛି

ରଞ୍ଜନ କହିଛନ୍ତି ଯେ, କରୋନା ସମୟରେ ଆମକୁ କମ୍ପାନୀ କାମ ଦେଲା ନାହିଁ। ନିଜ ଗାଁକୁ ଫେରିଯିବାକୁ କହିଲା କମ୍ପାନୀ। ଗାଁରେ ୩ ମାସ ରହିବା ପରେ ଅନେକ ପିଲା ଗାଁରେ ଆସି ପହଂଚିଥିଲେ

weather2
ସତର୍କ ରୁହ ୧୭ ଜିଲ୍ଲା: ବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ

ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି

Jay-Panda-
ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ଭୋଟ୍‌ ମାଗିଲେ ବୈଜୟନ୍ତ

ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

kolkata
ପଶ୍ଚିମବଙ୍ଗରେ ଫୁଟିଲା ଗୁଳି, ତେଜିଲା ରାଜନୀତି

ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି।

Eamar-matha
କୋଠରୀ ପରେ କୋଠରୀ, ମଠରେ ରହିଛି ୧୦୦ରୁ ଅଧିକ କୋଠରୀ।  କ’ଣ ଅନ୍ୟ କୋଠରୀରେ ବି ରହିଛି ବହୁମୂଲ୍ୟ ସମ୍ପତ୍ତି

୨୦୧୦ର ଗଣତି ଅନୁସାରେ ଠିକଠାକ୍‌ ଅଛି ତ ସବୁ କିଛି ? ତାଲିକା ବାଦ୍ ମଠରେ ଗୁପ୍ତ ଅବସ୍ଥାରେ ନାହିଁ ତ ଅଧିକ ଧନରତ୍ନ ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି