• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ଛାତ୍ରୀଙ୍କୁ_ମାରିଲା_କିଏ?
ଛାତ୍ରୀଙ୍କୁ ମାରିଲା କିଏ?

ଭୁବନେଶ୍ୱର ଦୀପାଳି ବାରରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ରାତି ଅଧରେ ଯାଇଥିଲେ, ଅଡୁଆ ପ୍ରଶ୍ନ ଭିତରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଛାତ୍ରୀଙ୍କ ମୋବାଇଲ ସିଜ୍ କରି କ୍ଲୁ ଖୋଜୁଛି ପୋଲିସ୍

friendship day
ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ବନ୍ଧୁତା... ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ । ହେଲେ ତା ଠୁ ବି ବଳି। ସାଥିରେ ମନଲାଖି ମିତଟିଏ ଥିଲେ, ବେଶ୍ ସହଜ ଓ ସୁଗମ ହୋଇଯାଏ ଜୀବନର ରାସ୍ତା। ଆଜି ବନ୍ଧୁତା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ବିରଳ ବନ୍ଧୁତାର କାହାଣୀ, ଯାହା...

Manipur violence
ଓଡ଼ିଶାରେ ମଣିପୁରରେ ହିଂସା ଇଫେକ୍ଟ

ଓଡ଼ିଶାରେ ମଣିପୁରରେ ହିଂସା ଇଫେକ୍ଟ । ଇଣ୍ଟରନେଟ୍ କଟକଣା ଯୋଗୁଁ ଅଭିଭାବକ ଟଙ୍କା ପଠାଇ ପାରୁନଥିବାରୁ ଫି ଦାଖଲ କରିପାରୁ ନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ । ସହାୟତା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଗୁହାରୀ ପରେ ପ୍ରସ୍ତୁତି ଆରମ୍ଭ

Amit Shah
୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି...

ଶୋକାକୁଳ ପରିବେଶରେ ବୀର ପୁଅକୁ ବିଦାୟ
ଶୋକାକୁଳ ପରିବେଶରେ ବୀର ପୁଅକୁ ବିଦାୟ

ଶୋକାକୁଳ ପରିବେଶରେ ନୌସେନା ଯବାନ ସହିଦ ଜନସନ୍ ବେହେରାଙ୍କୁ ବିଦାୟ । କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ।

Driver arrested
ବ୍ରିଜ ତଳକୁ ଖସିଲା ମଦ ବୋଝେଇ ଗାଡ଼ି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ ବ୍ରିଜ ତଳକୁ ଖସିଲା ମଦ ବୋଝେଇ ସ୍କର୍ପିଓ । ୬ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ଡ୍ରାଇଭର ଗିରଫ ।

କାଦୁଅ ପଚପଚ ରାସ୍ତା ପାଇଁ ୫ ଲକ୍ଷ ବିଲ୍‌
କାଦୁଅ ପଚପଚ ରାସ୍ତା ପାଇଁ ୫ ଲକ୍ଷ ବିଲ୍‌

ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍‌ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା

Aahar Kendra
ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି କଟକ 'ଆହାର କେନ୍ଦ୍ର'

ଖୁବଶୀଘ୍ର ଲୋକାର୍ପିତ ହେବ ରାଜ୍ୟର ସର୍ବୋତ୍କୃଷ୍ଟ ଏବଂ ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହାର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା । କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ କାର୍ଯ୍ୟକ୍ଷମ ହେବ ଏହି ଆହାର କେନ୍ଦ୍ର । ଯେଉଁଠି ସେଣ୍ଟ୍ରାଲ ଏସି...

unknown animal attack in Cuttacks Niali
ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । ସାତ ବର୍ଷଧରି ଅଜଣା ଜନ୍ତୁ ମାରିଚାଲିଛି ମେଣ୍ଢା । ନିଆଳି ଅଞ୍ଚଳର ସହ ସହ ଚାଷୀଙ୍କ ହଜାର ହଜାର ମେଣ୍ଢା ମାରି ଗୁହାଳ ଖାଲି କରୁଛି। ମେଣ୍ଢା ବଂଶ ଏଠାରେ...

tribal victim
ଆଦିବାସୀଙ୍କ ଚିକିତ୍ସା କଲେନି ଡାକ୍ତର ! କହିଲେ, ତୁମର ଡେଟ୍‌ ସରିଗଲାଣି, ଘରକୁ ପଳାଅ

ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍‌ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ

ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?
ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?

ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି

School Problem
ବିଚିତ୍ର ବ୍ୟବସ୍ଥା ! ଗୋଟିଏ କ୍ଲାସ୍‌ରୁମ୍‌ରେ ୫ ଶ୍ରେଣୀର ପିଲା

ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର

Bhadrak Flood
ଭୋକରେ ପେଟ ଜଳିଲାଣି..ଖାଇବାକୁ କିଛି ନାହିଁ

ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍‌ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ

Cow Death
କ୍ଷୀର ଦୁହିଁଲେ ପରିବାର ଚଳୁଥିଲା...ଆଜି ସିଏ ମରିଗଲା...ସ୍ୱାମୀକୁ ଔଷଧ ଦେବ କିଏ?

ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ

Road Problem
‘୪ ବର୍ଷ ହେଲାଣି ଲଲିପପ୍‌ ଦେଉଛନ୍ତି, ଆମେ ଆଉ ବୋକା ନୁହେଁ’

ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍‌

Special Story
ପେଶାରେ ଝାଡୁଦାର, ନିଶା କିନ୍ତୁ ବଂଶୀ ବଜାଇବା

ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ.

Road Problem
କାମ କଲନି... ଖୋଳି ଦେଲ, ଆମେ ଯିବୁ କେମିତି ?

କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ

Koraput Collector
ଢୁ ଢୁ ବର୍ଷାରେ ଘୋଷାରି ହୋଇ ଆସିଲେ...ଭଣଜାକୁ ଭଲ କରିବା ଲାଗି ଗୁହାରି କଲେ

କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ

Women Seek Financial Help
ମିଳୁନି ସହାୟତା : ବୁଢୀ ଶାଶୂ ପାଇଁ ମଜୁରୀ ଖଟୁଛି ଶାଶୂ

କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର...

old woman
୬୮ ବର୍ଷରେ କମାଲ୍‌ କରୁଛନ୍ତି...ଜିମ୍‌ ଯାଉଛନ୍ତି, ୱର୍କ ଆଉଟ୍‌ କରୁଛନ୍ତି

ଇଚ୍ଛା ଆଗରେ ହାର ମାନିଛି ବୟସ । ୬୮ ବର୍ଷରେ ବି ଥକିନାହାନ୍ତି...ଜିମ୍‌ ଯାଉଛନ୍ତି, ୱର୍କ ଆଉଟ୍‌ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି