ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା
ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା
ରାଜ୍ୟରେ ବଢୁଛି ସଂକ୍ରମଣ : ଏମିତି ସମୟରେ ନିର୍ବାଚନ ଘୁଂଚାଇବା ପାଇଁ ଦାବି କଲେ ନରସିଂହ
ମୋଦିଙ୍କ ସୁରକ୍ଷାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ତେବେ ଜାଣିରଖନ୍ତୁ କେବେ କେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଛି ତ୍ରୁଟି
ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି
ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ
ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା
ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ...
ଜଣେ ଅଟୋ ଚାଳକ ସନ୍ଧ୍ୟାରେ ନିଆଁ ଜାଳିବା ପାଇଁ କାଠ ଖୋଜିବା ସମୟରେ ବ୍ୟାଗଟିକୁ ପାଇଥିଲେ।ତାକୁ ଖୋଲି ଦେଖିବାରୁ ତା ଭିତରେ କିଛି ଟଙ୍କା ଓ ସିଗାରେଟ ଓ ପରିଚୟ ପତ୍ର ଥିବା ଜାଣିବାକୁ ପାଇଥିଲେ...
ପରିବାର ପ୍ରତିପୋଷଣ ପାଇଁ ସାକ୍ଷୀଗୋପାଳରୁ ଭୁବନେଶ୍ୱରକୁ କରନ୍ତି ଯାତ୍ରା....ମୁଣ୍ଡରେ ଥାଏ ହେଲମେଟ୍, ହାତରେ ଥାଏ କୋରିଅର୍ ପ୍ୟାକେଟ୍
ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢିଯାଇଛି ଭାଲୁ, ଶିକାରୀ ଆକ୍ରମଣ କରିଥିବା ସନ୍ଦେହ କରିଛି ବନବିଭାଗ
କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍ ବିପିନ ରାୱତଙ୍କ ଚପ୍ପର କ୍ରାସ୍? ସାମ୍ନାକୁ ଆସିଲା ରିପୋର୍ଟ...
ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି
ପୁଅ ଆଇପିଏସ୍ କିନ୍ତୁ ବାପା-ମାଆ ରହୁଛନ୍ତି ଚାଳଘରେ, ପଚାରିଲେ କୁହନ୍ତି....ମୋର ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ଖଟିବି
ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ
କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ
ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା। ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭, ୩୭୯ ନୂଆ ଆକ୍ରାନ୍ତ। ସେହିପରି ରାଜ୍ୟରେ ଜାନୁଆରୀ ୧ରେ ଚିହ୍ନଟ ହୋଇଥିଲେ ୨୯୮ ପଜିଟିଭ୍, ହେଲେ ଆଜି ୬୮୦ ମାନେ ପାଖାପାଖି ଦୁଇ ଗୁଣା...
ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କଲେ ଜିଲ୍ଲାପାଳ , ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କା