• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

delhi cm
କେଜ୍ରିୱାଲ୍‌ଙ୍କ ପୁଅଙ୍କ ସହ ପାଠ ପଢ଼ିବେ ଦର୍ଜୀଙ୍କ ପୁଅ

ନୂଆଦିଲ୍ଲୀ: ଜଣେ ଦର୍ଜୀ(ଟେଲର୍‌)ଙ୍କ ପୁଅ ସହ ମିଶିକି ପାଠ ପଢ଼ିବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକଥା ଆମେ କହୁନୁ ଖୋଦ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏହା କହିଛନ୍ତି। ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ କୋଚିଂ ଦେବାପାଇଁ ଦିଲ୍ଲୀ ସରକାରଙ୍କ...

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୨୯ ତାରିଖ, ଗୁରୁବାର, ସିଂହ ମାସ ୧୩ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

traffic
ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ!

ଭୁବନେଶ୍ୱର: ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ! ଏଣିକି ପାର୍କିଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ କମିଶନରେଟ୍ ପୁଲିସ୍‌ କଡ଼ାକଡ଼ି କରିଛି। ଗତକାଲି ଭୁବନେଶ୍ୱର ଓ କଟକରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ରଖିଥିବା ୭୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍ ପୁଲିସ୍‌ ୧...

bhadrak
ଭଦ୍ରକରେ ୨୪ ଘଣ୍ଟିଆ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ୨୪ ଘଣ୍ଟିଆ ଲୋକାଲ୍‌ ବସ୍‌ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌...

coal mining
କୋଲ୍ ମାଇନିଂରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ୍‌ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ...

ctc
ଦବିଲା କାଠଯୋଡ଼ି ବ୍ରିଜ୍

କଟକ: ପଳାଶୁଣୀ ଓଭର ବ୍ରିଜ୍‌ ଦବିବାର ୩ ଦିନ ପରେ ଦବିଛି କାଠଯୋଡ଼ି ବ୍ରିଜ୍ । ଆଜି ସକାଳୁ ଲୋକେ କଟକ  ଲିଙ୍କରୋଡ୍-ଗୋପାଳପୁର ରାସ୍ତାରେ ଥିବା କାଠଯୋଡ଼ି ବ୍ରିଜ୍‌ ଦବି ଯାଇଥିବା ଦେଖିବାକୁ ପାଇଥିଲେ। କଟକରୁ ଭୁବନେଶ୍ୱର ପଟୁ ଆସିବାବେଳେ  ବ୍ରିଜ୍‌ର ଆରମ୍ଭରୁ ସାମାନ୍ୟ ଦବିଯାଇଥିବା ଦେଖିବାକୁ ମିଳିଛି।...

odisha
ଦୁର୍ଦ୍ଦାନ୍ତ ମାଓ ନେତା ରାକେଶ ସୋଢି ନିହତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓନେତା ରାକେଶ ସୋଢି ନିହତ ହୋଇଛନ୍ତି। ରାକେଶ ଆନ୍ଧ୍ର- ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ମାଓ...

odisha
ମାତିଛନ୍ତି ମାଫିଆ; ରାତି ଅଧରେ ଉଠାଇ ନେଉଛନ୍ତି ଗୋରୁ

ଖୋର୍ଦ୍ଧା: ଘର ବାହାରକୁ ଗୋରୁଗାଈ ଛାଡ଼ୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। କାହିଁକି ନା ନିମିଷକ ମଧ୍ୟରେ ଉଭାନ୍ ହୋଇପାରେ ଆପଣଙ୍କ ଗୃହପାଳିତ ପଶୁ। କାରଣ ଏବେ ରାଜ୍ୟରେ ଗୋରୁ ମାଫିଆ ମାତିଛନ୍ତି। ମଧ୍ୟ ରାତ୍ରରେ ଏହି ଗୋରୁ ମାଫିଆମାନେ ବେଧଡକ୍‌ ଭାବେ ସେମାନଙ୍କ ଅପରେସନ୍‌ ଚଳାଇଛନ୍ତି। ଏଭଳି...

ctc
କଟକରେ ନକଲି ତେଲ କାରଖାନା ଠାବ

କଟକ: କଟକରେ ଏକ ନକଲି ତେଲ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ପୁଲିସ୍‌ ଆଜି ଏକ ନକଲି ତେଲ କାରଖାନାକୁ ଠାବ କରିଛି। ଆଜି ସକାଳେ ଉକ୍ତ କାରଖାନାରେ ପୁଲିସ୍‌ ଚଢାଉ କରି ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।