• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

bhubaneswar
ଲୁଟ୍ ଓ ଛିନତାଇ ରୋକିବ କମିଶନରେଟ ପୁଲିସର‘ସ୍ପେଶାଲ ୨୬’ ଟିମ

ଛିନତାଇ ରୋକିବ ସ୍ପେଶାଲ ଟିମ୍ ସ୍ପେଶାଲ ଟିମ୍ ଗଠନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସର ନିଯୁକ୍ତ ହେବେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ...

pimpri
ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ।...

hpcl
HPCL Recruitment 2021: ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡରେ 200 ଚାକିରି ପାଇଁ ଆବେଦନ କରନ୍ତୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍), ମହାରତ୍ନା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ଶକ୍ତି କ୍ଷେତ୍ରରେ ଉତ୍ସାହଜନକ କ୍ୟାରିୟର ସୁଯୋଗ ଖୋଜୁଥିବା ତଥା ଅଭିବୃଦ୍ଧି ଯାତ୍ରାର ଏକ ଅଂଶ ଭାବରେ ଭାରତର ଶକ୍ତି କ୍ଷେତ୍ର ରେ ସହଯୋଗ କରିବାକୁ ଇଚ୍ଛୁକ ପ୍ରତିଭାବାନ ତଥା ଭାରତୀୟ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛି।...

women day
ସଫଳ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ

କେନ୍ଦ୍ରାପଡ଼ା,ଭଞ୍ଜନଗର( ମନୋଜ ସ୍ୱାଇଁ, ରାଜେଶ ପଣ୍ଡା) : ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି । କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି । କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ଅନେକ...

SCB-Medical-College
SCBରେ ରୋଗୀଙ୍କ ଉପରେ ପଡ଼ିଲା ଫ୍ୟାନ୍, ICUରେ ଭର୍ତ୍ତି ହେଲେ ମହିଳା

କଟକ: SCBରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଚିକିତ୍ସିତ ହେଉଥିବ ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି। ୪ ଦିନ...

international-womens-day
ମାର୍ଚ୍ଚ ୮ରେ କାହିଁକି ପାଳନ ହୁଏ ଆନ୍ତର୍ଜାତୀୟ ମହିଳା ଦିବସ ?

ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ  ସେମାନଙ୍କ  ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ...

mithun
ବିଜେପିରେ ଯୋଗଦେଲେ ମିଥୁନ୍ ଦା’

କୋଲକାତା: ବିଜେପିର ବଙ୍ଗ ମିଶନର ସାରଥୀ ସାଜିବେ ମିଥୁନ ଦା’। ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ଉଠୁଥିବା ପଡୁଥିବା ବେଳେ ମିଥୁନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ସତ ପ୍ରମାଣିତ ହୋଇଛି କୋଲକାତାରେ ଆଜି ହେଉଥିବା ମୋଦିଙ୍କ ବିରାଟ ସମାବେଶ ଅବସରରେ...

west bengal election
ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ...

Dhoni
କ୍ୟାପଟେନ୍ କୁଲ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ : କ୍ରିକେଟରେ ଜଲୱା ଦେଖାଇବା ପରେ ପଶୁପାଳନରେ ରେକର୍ଡ଼ କଲେ ମାହି

ରାଞ୍ଚି : ପଶୁପାଳନରେ ନୂଆ ରେକର୍ଡ଼ କଲେ କ୍ୟାପଟେନ୍ କୁଲ। ସଫଳତମ ଅଧିନାୟକଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଗୋପାଳକ ସମ୍ମାନ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ଏବେ ଅଧିକ ସମୟ ଜୈବିକ ଚାଷରେ ବିତାଉଥିବାର ଦେଖିବାକୁ ମିଳୁଛି ।...

shark
ନାଳରୁ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର : ଘଟଣାସ୍ଥଳରେ ପ୍ରବଳ ଜନସମାଗମ

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି ।…

barabati
ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍ : ଫିଲ୍ଡକୁ ମ୍ୟାଚ୍ ଉପଯୋଗୀ କରିବାକୁ ଓସିଏର ନୂଆ ପ୍ରୟାସ

କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ...

ganjam
ଲୋପ ପାଇଯାଇଛି ରାଜତନ୍ତ୍ର, ତଥାପି ଲିଭିନି ଜୁଇର ନିଆଁ

ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି।  ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ...

nilagiri
ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ : ଅସ୍ୱାଭାବିକ ଭାବେ ବଢ଼ୁଛି କୁନି ଝିଅର ମୁଣ୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ। ଶରୀର ତୁଳନାରେ ଅସ୍ୱାଭାବିକ ଭାବେ କୁନି ଝିଅର ମୁଣ୍ଡ ବଢ଼ୁଛି।  ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ଦେଢ଼ ବର୍ଷର ଶିଶୁ। ଏତେ କମ ବୟସରୁ ତା’ଠାରୁ ଈଶ୍ୱର ଛଡ଼ାଇ ନେଇଛନ୍ତି ଶୈଶବ। ସେପଟେ...

spring season
ପ୍ରେମ ବାଣ୍ଟୁଛି ପ୍ରକୃତି: ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନାରେ ଡେଣା ଝାଡ଼ୁଛି ବସନ୍ତ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା) : ଧରଣୀରୁ ଶୀତ ଚାଲିଯାଇଥିବା ବେଳେ, ଥିରି ଥିରି ପାଦ ଥାପୁଛି ବସନ୍ତ । ଏହି ଋତୁର ଆଗମନରେ ଚଳଚଂଚଳ ହୋଇଉଠିଛନ୍ତି ବୃକ୍ଷଲତା, ପ୍ରକୃତି ଓ ପରିବେଶ ଆଉ ପ୍ରେମିକ । ଗହଳିଆ ବନରୁ କୋଇଲିର କୁହୁ ତାନ ଶୁଭୁଛି। ମୃଦୁ ମଳୟର କାଉଁରୀ...

imran khan
ଆସ୍ଥା ଭୋଟରେ ବିଜୟୀ ହେଲେ ଇମ୍ରାନ୍ ଖାନ୍ : ସପକ୍ଷରେ ପଡ଼ିଲା ୧୭୮ଟି ଭୋଟ

ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି...

online
ଅନଲାଇନରେ ତନ୍ତ୍ରବିଦ୍ୟାର ବିଜ୍ଞାପନ ଦେଖାଇ ଠକୁଥିଲା ଦୁର୍ବୃତ୍ତ: ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ତାନ୍ତ୍ରିକଙ୍କୁ କାବୁ କଲା ପୋଲିସ୍

ବାଡ଼ମେର: ଅନଲାଇନରେ ଚାଲିଥିଲା ତନ୍ତ୍ରମନ୍ତ୍ର ଧନ୍ଦା। ସରଳ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ନକଲି ବାବା। ଫେସବୁକ ପରି ସୋସଆଲ ମିଡ଼ିଆରେ ତନ୍ତ୍ରମନ୍ତ୍ର କରୁଥିବା ଘଟଣା ଶୁଣିଛନ୍ତି କି ? ଅନଲାଇନରେ ଏପରି ଧନ୍ଦା କରି ଲୋକଙ୍କୁ ଡରାଇ ଧମକାଇ ତଥା ମୃତ୍ୟୁର ଭୟ...

2021
୨୦୨୧ରେ ରିଲିଜ୍ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ବଲିଉଡ଼୍ ସିନେମାର ତାଲିକା . . . . .

ବର୍ଷ ୨୦୨୦ ଥିଲା ସଂଘର୍ଷର ବର୍ଷ । ଆଉ ସଂଘର୍ଷ ବର୍ଷରେ ଅଧିକ ସଂଘର୍ଷ କରିଥିଲା ସିନେ ଇଣ୍ଡଷ୍ଟ୍ରି । ମହାମାରୀ କରୋନା କାରଣରୁ ଅନେକ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ବର୍ତ୍ତମାନ ଅଳ୍ପ ବହୁତ କଟକଣା ହଟିଛି। ଆଉ ଫିଲ୍ମ ରିଲିଜ ପାଇଁ ମଧ୍ୟ ଅନୁମତି...

rourkela
ଇସ୍ପାତ ନଗରୀରେ ବଢ଼ୁଛି ପ୍ରଦୂଷଣ: ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ଲୋକ

ରାଉରକେଲା(ପୱନ କୁମାର ): ପ୍ରଦୂଷଣ ପାଇଁ ରାଉରକେଲା ଶ୍ରୀହିନ ହେବାକୁ ବସିଛି। ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ହେଉ କି ବାହାରେ ସବୁଠି ଏବେ ଖାଲି ଧୂଳି ଓ ଧୂଆଁର...

dinesh-trivedi
ପଶ୍ଚିମବଙ୍ଗରେ ଟିଏମସିକୁ ଜୋରଦାର ଝଟକା : ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦିନେଶ ତ୍ରିବେଦୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି  ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା,...

maddhya pradesh
ଭୋକରେ ମରିଯାଉ ଭାବି ପାଞ୍ଚ ମାସର କୁନି ଝିଅକୁ କ୍ଷୀର ପିଆଇବା ବନ୍ଦ କରିଦଲା ମା’

ସୋପୁର: ମା’ ତୁ ଏତେ ନିର୍ଦ୍ଦୟୀ କିପରି ହେଲୁ ? ଭୋକରେ ପେଟ କ’ଣ ହୋଇଯାଉଛି, ମୋତେ କ୍ଷୀର ଟୋପେ ପିଇବାକୁ ଦେ । ଏତେ କଷ୍ଟ ଯଦି ଦେବାର ଥିଲା ଜନ୍ମ କରିବା ଆଗରୁ ତଣ୍ଟି ଚିପି ମାରିଦେଲୁନି କାହିଁକି ? ମୁଁ ବି ବଡ଼ ହେଲେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।