• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

dog
କୁକୁରକୁ ପିଟି ପିଟି ମାରିଦେଲେ, ଭିଡିଓ ଭାଇରାଲ ହେବାପରେ ୨ ଗିରଫ

ନୂଆଦିଲ୍ଲୀ : ନିରୀହ ପଶୁକୁ ପିଟି ପିଟି ମାରିଦେଲା ମଣିଷ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟିଛି । ଗୋଟିଏ ବୁଲା କୁକରକୁ ଲାଠିରେ ପିଟି ପିଟି କିଛି ଦୁଇ ଜଣ ପିଲା ମାରି ଦେଇଛନ୍ତି…

kejriwal
ଅନଲକ୍ ହେବ ଦିଲ୍ଲୀ : ସୋମବାର ଠାରୁ ନର୍ମାଣ କାମ ଚାଲୁ କରିବା ସହ କାରଖାନା ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ଧୀରେ ଧୀରେ ଅନଲକ୍ କରିବାକୁ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କ ପରାମର୍ଶ ତଥା ବିଶେଷଜ୍ଞଙ୍କ ମତାମତକୁ ଆଧାର କରି ସପ୍ତାହେରୁ ଦେଢ଼…

rbi
ଆଉ କାହିଁକି ଦେଖିବାକୁ ମିଳୁନି ୨୦୦୦ ଟଙ୍କିଆ ନୋଟ୍ ? ଖୁଲାସା କଲା ଆରବିଆଇ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ…

social media
ନୂଆ ସୋସିଆଲ୍ ମିଡିଆ ଗାଇଡଲାଇନ୍‌ : ତ୍ରିସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସ୍ବ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ…

delhi
କନେଷ୍ଟବଳରୁ ଏସିପି : ସିିନେମାରେ ଦେଖୁଥିବା କାହାଣୀକୁ ସତ କରି ଦେଖାଇଲେ ଫିରୋଜ

ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ୧୦ ବର୍ଷ କନେଷ୍ଟବଳ ରହିଲେ, ଏବେ ଦିଲ୍ଲୀ ପୋଲିସରେ ଏସିପି ହୋଇଗଲେ ଚାକିରି ସମୟରେ ହିଁ ପାସ କଲେ ୟୁପିଏସସି ପରୀକ୍ଷା ନୂଆଦିଲ୍ଲୀ : ବାଟ କଢ଼ାଇ ନେଲା ସ୍ୱପ୍ନ । କନେଷ୍ଟବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ…

t
‘ଭିତ୍ତିହୀନ ବୟାନ୍ ଦେବା ବନ୍ଦ କରି ଭାରତର ନିୟମ ମାନିବା ବାଧ୍ୟତାମୂଳକ’

ନୂଆଦିଲ୍ଲୀ : ସୋସିଆଲ ମିଡିଆ ନୂଆ ଗାଇଡଲାଇନକୁ ନେଇ ଟ୍ୱିଟର ଓ ସରକାର ମୁହାଁମୁହିଁ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଅଣିଥିବା ନୂଆ ନିୟମ ଗତକାଲି ଠାରୁ ଲାଗୁ ହୋଇଛି । କେନ୍ଦ୍ର ସରକାର…

cocktail
୮୪ ବର୍ଷିୟ ବୃଦ୍ଧଙ୍କୁ ଦିଆଗଲା ଆଣ୍ଟିବଡି କକଟେଲ୍ ଔଷଧ : ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରୋଗୀ

ଚଣ୍ଡିଗଡ଼ : ଆଣ୍ଟିବଡି କକଟେଲ୍ ଔଷଧ ଗ୍ରହଣ କରି ହସ୍ପିଟାଲରୁ ଗୋଟିଏ ଦିନ ପରେ ଛୁଟି ମିଳିଗଲା । ହରିୟାଣାର ୮୪ ବର୍ଷିୟ ମୋହବତ ସିଂ ହେଉଛନ୍ତି ଦେଶର ପ୍ରଥମ ରୋଗୀ, ଯାହାଙ୍କ ଠାରେ ଆଣ୍ଟିବଡି କକଟେଲ ଔଷଧ ପ୍ରୟୋଗ କରାଯାଇଛି…

jeff
ଆମାଜନ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ : ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜେସି

ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଖୁବ ଶୀଘ୍ର ପଦରୁ ଇସ୍ତଫା ଦେବେ । ନିଜ ପଦ ଛାଡିବା ପାଇଁ ସେ ତାରିଖ ଘୋଷଣା କରି ସାରିଛନ୍ତି । ଜେଫ ବେଜୋସ୍ ଜୁଲାଇ ୫ରେ ଆମାଜନର ସିଇଓ…

su
ହକିରେ ପିଟୁଥିଲେ ସୁଶୀଲ, ତଳେ ଲହୁଲୁହାଣ ହୋଇ ପଡ଼ିରହିଥିଲେ ସାଗର

ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ…

mrg
ବାହାବେଦୀରେ କନ୍ୟାର ଜୀବନ ଚାଲିଗଲା, ଶାଳୀକୁ ବିବାହ କଲା ବର

ଇଟାୱା : ଧୁମଧାମରେ ବିବାହ ଚାଲିଥିବା ବେଳେ ଅଚାନକ୍ ଆସିଲା ମୃତ୍ୟୁ । ଭାଙ୍ଗିଗଲା ସ୍ୱପ୍ନର ବାଲିଘର । ବେଦୀ ସଜା ହୋଇ ମଣ୍ଡପରେ ବସିଥିଲେ ବରକନ୍ୟା । ବରଣମବାଳା ଅଦଳବଦଳ ସରିଥିଲା, ସାତ ଫେରା ବାକି ଥିବାବେଳେ ହଠାତ ହୃଦଘାତରେ ଜୀବନ ହାରିଲେ କନ୍ୟା । ଉତ୍ତରପ୍ରଦେଶ...

school students
ହ୍ରାସ ପାଉଛି ସଂକ୍ରମଣ : ଜୁନ ୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା

ଚଣ୍ଡୀଗଡ଼ : ସଂକ୍ରମଣ ଭିତରେ ସ୍କୁଲ ଖୋଲିପାରେ । ହରିୟାଣାରେ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ଆରୋଗ୍ୟ ହାର ୯୪.୩୮ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜୁନ୍ ୧, ୨୦୨୧ ରୁ ବିଦ୍ୟାଳୟ…

black fungs
ବ୍ଲାକ୍ ଫଙ୍ଗସ୍ ଭୟ ଭିତରେ ଆଶ୍ୱସ୍ତିକର ଖବର : ୧୦ ଲକ୍ଷ Amphotericin ଇଞ୍ଜେକ୍ସନ ଯୋଗାଇବ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ : କରୋନା କହର ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସଙ୍କଟକୁ ବଢ଼ାଇ ଦେଇଛି । ସାରା ଦେଶରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରେ ପହଞ୍ଚି ସାରିଛି । ଏହି ସଂକ୍ରମଣର ସବୁଠାରୁ ଅଧିକ…

corona
କକଟେଲ ଡ୍ରଗ୍ସରେ ମରିବ କି କରୋନା ? ରାଜଧାନୀ ଦିଲ୍ଲୀରେ ବ୍ୟବହାର ଆରମ୍ଭ 

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶରେ ଜାରି ରହିଥିବା ଯୁଦ୍ଧରେ ଏବେ ଏକ ନୂଆ ଅସ୍ତ୍ର ସାମିଲ ହୋଇଛି । ଭାଇରସକୁ ମାତ୍ ଦେବାକୁ ଭାରତରେ ମନୋକ୍ଲୋନାଲ ଆଣ୍ଟିବଡି ଅର୍ଥାତ କକଟେଲ ଡ୍ରଗ୍ସର ବ୍ୟବହାର ଆରମ୍ଭ ହୋଇଯାଇଛି । ଆଜି…

twitter
ଆଗାମୀ ସମୟରେ ରୋଜଗାର କରିପାରିବେ ଟ୍ୱିଟର ୟୁଜର

ୟୁଟ୍ୟୁବ, ଫେସବୁକ୍ ପରି ଟ୍ୱିଟରରେ ମଧ୍ୟ ରୋଜଗାର କରିପାରିବେ ୟୁଜର । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଖୁବ ଶୀଘ୍ର ନୂଆ ଫିଚର ଯୋଡ଼ି ହେବାପାଇଁ ଯାଉଛି । ଏହି ଫିଚର ଦ୍ୱାରା ଟ୍ୱିଟରରେ ୟୁଜରଙ୍କ ପ୍ରୋଫାଇଲ ସାମ୍ନାରେ ସୁପର ଫଲୋ ବଟନର ଅପ୍ସନ ଦିଆଯିବ । ଟ୍ୱିଟରରେ...

sushil kumar
ସୁଶୀଲ କୁମାରଙ୍କ ଖୁଲାସା : କଲର ଧରିବାରୁ ସାଗର ଧନକରକୁ ମିଳିଲା ମୃତ୍ୟୁ

ନୂଆଦିଲ୍ଲୀ : ସାଗର ଧନକର ହତ୍ୟା ଘଟଣାରେ ଆଶ୍ଚର୍ଯ୍ୟକର ଖୁଲାସା। ପ୍ରତିଶୋଧର ନିଆଁରେ ଜଳିଗଲା ଜୀବନ । ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିଆନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀଙ୍କୁ ଏବେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି…

biden
କିପରି ଜନ୍ମ ନେଲା କରୋନା, ୯୦ ଦିନ ଭିତରେ ରିପୋର୍ଟ ଦିଅ

ୱାସିଂଟନ୍ : କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ୯୦ ଦିନ ଭିତରେ ରିପୋର୍ଟ ଦିଅ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ କୋଭିଡ -୧୯ (କରୋନାଭାଇରସ) ମହାମାରୀର ଅନୁସନ୍ଧାନ ପାଇଁ ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସଂକ୍ରମିତ ପ୍ରାଣୀ ଠାରୁ...

mehul choksi
ଡୋମିନିକାରେ ଧରାପଡ଼ିଲେ ଆଣ୍ଟିଗୁଆରୁ ଫେରାର ମେହୁଲ ଚୋକସି

ନୂଆଦିଲ୍ଲୀ : ପିଏନବି ସ୍କାମ ମାମଲାରେ ଗତ ଦୁଇ ବର୍ଷ ଧରି ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଶେଷରେ ଡୋମିନିକାରେ ଧରାପଡ଼ିଛନ୍ତି । କ୍ୟୁବା ଯିବାପାଇଁ ଚେଷ୍ଟା ଚଳାଉ ଥିବାବେଳେ ଗିରଫ ହୋଇଛନ୍ତି ମେହୁଲ । ଡୋମିନିକାର କାରିବିଆନ୍ ଦେଶରେ ମେହୁଲ ଚୋକସି ଥିବା ଖବର...

whatsaap
ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ସର୍ବବୃହତ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍ ହ୍ୱାଟସଆପ୍ । ବୁଧବାର ଠାରୁ କାର‌୍ୟ୍ୟକାରୀ ହେବାକୁ ଥିବା ନୂତନ ନୀତି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର, କାରଣ ଏଥିରେ ଗୋପନୀୟତା ଶେଷ ହୋଇଯାଉଛି । ଏଥିପାଇଁ ଭାରତ ସରକାରଙ୍କ...

bank
ଆସନ୍ତା ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ୍

ଦେଶରେ କରୋନା ମାହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ସମସ୍ତ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନ୍ ସେବା ପ୍ରଦାନ କରୁଛନ୍ତି । ଅତି ଅବାଶ୍ୟକ ନପଡ଼ିଲେ ବ୍ୟାଙ୍କ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲକଡାଉନ୍ କଟକଣା ମଧ୍ୟରେ ବ୍ୟାଙ୍କକୁ ଗ୍ରାହକଙ୍କ ଯିବା ଆସିବା ମଧ୍ୟ କମ୍ ରହିଛି ।...

kim yo jong
ଭାଇ ରାସ୍ତାରେ ଭଉଣୀ : ଶୀର୍ଷ ଅଧିକାରୀଙ୍କର ହତ୍ୟା କରାଇଲେ କିମ୍ ଜୋଙ୍ଗ ଉନଙ୍କ ନିର୍ଦ୍ଦୟ ଭଉଣୀ

– ଦେଶରେ ସଫାଇ ଅଭିଯାନ ଆରମ୍ଭ କରିଛନ୍ତି କିମ୍ ଜୋଙ୍ଗ ଉନଙ୍କ ଭଉଣୀ – କିମ ୟୋ ଜୋଙ୍ଗଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି – ତାଙ୍କର ଏହି ଆଦେଶ,ଉତ୍ତର କୋରିଆର ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।