• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

rape
କରୋନାରୁ ଆରୋଗ୍ୟ ଲାଭ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ…

wuhan
ଚୀନ ଆର୍ମି ପାଇଁ କାମ କରୁଛି ଉହାନ୍ ଲ୍ୟାବ୍ : ଦାବି କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ୱାସିଂଟନ୍ : କୋଭିଡ୍-୧୯ ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ସାରା ବଶ୍ୱ ପ୍ରୟାସ ଜାରି ରଖିଛି । ଉହାନ୍ ଲ୍ୟାବରୁ କରୋନର ଭାଇରସ୍ ବାହାରିଛି…

mehul choksi
ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି  ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍…

DELHI
ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଆଜି ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ…

haryana
ହରିୟାଣାରେ ଜୁନ ୭ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ : ଅଡ-ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବାକୁ ଅନୁମତି

ଚଣ୍ଡୀଗଡ଼ : ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ହରିୟାଣାରେ ଆଉ ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଫଳରେ ୭ ଜୁନ ସକାଳ ପର୍ଯ୍ୟନ୍ତ ଲକଡାଉନ୍…

ramdev
ବାବା ରାମଦେବଙ୍କୁ ବିରୋଧ : ଜୁନ ୧ରେ କଳାପଟି ବାନ୍ଧି କାମ କରିବେ ଡାକ୍ତର

ନୂଆଦିଲ୍ଲୀ : ଡାକ୍ତରଙ୍କୁ ନେଇ ବାବା ରାମଦେବ ଦେଇଥିବା ବୟାନକୁ ନେଇ ଉତ୍ତେଜନା ଜାରି ରହିଛି । ଦିନ ଗଡ଼ିବା ସହ ରାମଦେବ ବାବାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍…

modi
ମୋଦିଙ୍କ ମନ୍ କି ବାତ୍ : ଦେଶ ପାଇଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୭ତମ ମନ୍ କି ବାତ୍ କରୋନା ସ୍ଥିତି ନେଇ ପରାମର୍ଶ ଓ ପଦକ୍ଷେପ ନେଇ ପ୍ରଶଂସା କଲେ କରୋନାର ଦ୍ୱିତୀୟ ଲହର ବହୁତ ଭୟଙ୍କର, ଅଧିକ ମୃତ୍ୟୁ ହେଉଛି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧା ଦିନରାତି ପରିଶ୍ରମ କରୁଛନ୍ତି…

ppe
ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ, ଭିଡିଓ ଭାଇରାଲ୍‌

ବଳରାମପୁର : କରୋନା ସଂକ୍ରମଣ ରୋକିବା ପାଇଁ କେତେ ସଚେତନ ଆମ ଦେଶବାସୀ ? ପିପିଇ କିଟ୍ ପିନ୍ଧି ନଦୀରେ ଶବ ଫୋପାଡ଼ୁଛନ୍ତି ଲୋକେ । କରୋନାର ଦ୍ୱିତୀୟ ଲହରୀରେ ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ମାନବିକତା ଉପରେ…

ramdev
ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଲା : IMA ପରେ FAIMA ପଠାଇଲା ନୋଟିସ୍

ଆଇନଗତ ମାମଲାରେ ଫସିଲେ ବାବା ରାମଦେବ ଏଫଏଆଇଏମ ଯୋଗଗୁରୁଙ୍କୁ ପଠାଇଲା ନୋଟିସ୍‌ ନୂଆଦିଲ୍ଲୀ : ପ୍ରଥମେ ଆଇଏମଏ ନୋଟିସ ଆଉ ଏବେ ଏଫଏଆଇଏମଏର ଲିଗାଲ୍ ନୋଟିସ୍ । ଯୋଗଗୁରୁ ରାମଦେବ ବାବାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଡାକ୍ତରଙ୍କ…

firojabad
ତିନି ଦିନ ଭିତରେ ଜମା କର ଟିକାକରଣର ପ୍ରମାଣପତ୍ର : ନହେଲେ ମିଳିବନି ଦରମା

ଫିରୋଜାବାଦ : ଟିକାକରଣ ପ୍ରମାଣପତ୍ର ଦାଖଲ ନକଲେ ମିଳିବନି ଦରମା । କରୋନାର ଭୟାବହତା ମଧ୍ୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଉତ୍ତରପ୍ରଦେଶରେ ମଧ୍ୟ ଅନେକ ସଂଖ୍ୟାରେ ଲୋକମାନେ କରୋନା ସଞ୍ଜିବନୀ ନେଇଛନ୍ତି । କିନ୍ତୁ ଫିରୋଜାବାଦର କିଛି ସରକାରୀ ବିଭାଗର…

sbi
ଖୁସିଖବର : ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଲା ଏସବିଆଇ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ଖୁସି ଖବର । ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଅଣ ଘରୋଇ ଶାଖାଗୁଡ଼ିକରେ ନଗଦ ଟଙ୍କା…

mehul
ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ : ଡୋମିନିକା ଜେଲରେ ବନ୍ଦ ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମେହୁଲ ଚୋକିସି ଏବେ ଡୋମିନିକା ପୋଲିସ ହାଜତରେ ଅଛନ୍ତି । ଫଟୋରେ ସ୍ପଷ୍ଟ…

yash
ୟାସ୍ ଯିବାର ୪ ଦିନ ପରେ ବି ଥମୁନି ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା : ଅଣ୍ଟା ସଳଖିବାକୁ ସଂଘର୍ଷ କରୁଛନ୍ତି ବିପନ୍ନ

ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ଓ ବୈତରଣୀ ନଈକୂଳିଆ ବାସିନ୍ଦା ଜୀଉଁଛନ୍ତି ଜଳବନ୍ଦୀ ଜୀବନ ବାଲେଶ୍ୱର : ୟାସ୍ ଯିବାର ଇତିମଧ୍ୟରେ ୪ ଦିନ ହୋଇଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା, ପିଛା ଛାଡୁନି କ୍ଷତିଗ୍ରସ୍ତଙ୍କର । ଆଜି ବି କେଉଁଠି…

flights
ଜୁନ ୧ରୁ ବଢ଼ିବ ବିମାନ ଭଡ଼ା : ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ…

chhatisgarh
ମଇଁଷି ଚୋରି ଅଭିଯୋଗରେ ୬ ଜଣଙ୍କୁ ନିର୍ଦ୍ଧୁମ ମାଡ଼, ଜଣେ ମୃତ

ମଇଁଷି ଚୋରି ଅଭିଯୋଗରେ ୬ ଜଣ ଲୋକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ମାଡ଼ ମାରିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲି ଯାଇଛି । ଛତିଶଗଡର ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାର ଏପରି ଭଆବନୀୟ ଘଟଣା ଘଟିଛି । ତେବେ…

twitter
ଗୁଗୁଲ ଓ ଫେସବୁକ୍ ମାନିଲେ ଗାଇଡଲାଇନ୍‌, ନୂଆ ନିୟମ ମାନିବାକୁ ଅମଙ୍ଗ ଟ୍ୱିଟର

ନୂଆଦିଲ୍ଲୀ : ନୂଆ ସୋସିଆଲ ମିଡିଆ ଗାଇଡଲାଇନକୁ ନେଇ ବିବାଦ । ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ…

supreme-court
ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଅକାରଣରେ ଫସାଇବା ନେଇ ସୁପ୍ରିମକୋର୍ଟ ଚିନ୍ତିତ

ନୂଆଦିଲ୍ଲୀ : ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିନା କାରଣରେ ଫସାଇବା ଉଚିତ ନୁହେଁ । ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରୁଥିବାବେଳେ ଅନେକ ସମୟରେ ଟ୍ରାଏଲ କୋର୍ଟ ଦ୍ୱାରା ଗମ୍ଭୀରତା ନଦେଖାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ…

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…

china
ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ…

building
ଥାନେରେ ବଡ଼ ଧରଣର ଦୁର୍ଘଟଣା : ଭୁଶୁଡ଼ିଲା କୋଠା, ୭ ମୃତ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍କାବ ଭୁଶୁଡ଼ି ପଡ଼ିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହେବା ସହ ୩ରୁ ୪…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।