• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

Prangyan Parimita

Editor

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by Prangyan Parimita

Covishield-Covaxin-bharat-biotech-covid-19-vaccine
କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ତିଆରି କରୁଛି ଅଧିକ ଆଣ୍ଟିବଡ଼ି : ଅଧ୍ୟୟନ

କୋଭାକ୍ସିନ ନା କୋଭିସିଲ୍ଡ, କିଏ ଅଧିକ ଆଣ୍ଟିବଡି ତିଆରି କରୁଛି ? କରୋନା ଭ୍ୟାକ୍ସିନ କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରେ ଖୁଲାସା ହୋଇଛି । ଭାରତରେ ହୋଇଥିବା ଏହି ଅଧ୍ୟୟନରେ ଡାକ୍ତର, ନର୍ସ ଓ…

kejriwal
ପିଜ୍ଜା ଓ ବର୍ଗରର ହୋମ ଡେଲିଭରୀ ହେଉଛି, ଘରେ ଘରେ ରାସନ କାହିଁକି ନୁହେଁ ?

ନୂଆଦିଲ୍ଲୀ: ଘରେ-ଘରେ ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବା ପରେ କେନ୍ଦ୍ରକୁ ପ୍ରଶ୍ନ କଲେ କେଜ୍ରିୱାଲ ସରକାର । ଯୋଜନା ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ସରିଥିଲା, ହେଲେ ଦୁଇ ଦିନ ପୂର୍ବରୁ କାହିଁକି ରୋକ ଲଗାଗଲା…

gang-rape
ହୃଦୟବିଦାରକ : ଗୋଟିଏ ରାତିରେ ୩ଟି ସ୍ଥାନରେ ୩ ଥର ନାବାଳିକା ସହ ଗଣଦୁଷ୍କର୍ମ

ମୁମ୍ବାଇ : ନାବାଳିକା ସହ ଗଣଦୁଷ୍କର୍ମ । ମୁମ୍ବାଇରେ ପୁଣି ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଛି । ୧୬ ବର୍ଷୀୟ ନାବଳିକା ସହ ଗୋଟିଏ ରାତିରେ ଭିନ୍ନ ଭିନ୍ନ ଜାଗାରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ୭…

news varient
ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ !

ନୂଆଦିଲ୍ଲୀ : ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ…

cowin
CoWIN ପୋର୍ଟାଲରେ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବନି Captcha

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ ।  ତେବେ…

subhendu
ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା : ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ କେସ ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି…

kolkata
କୋଲକାତାରେ ବିଜେପି କାର୍ଯ୍ୟାଳୟ ନିକଟରୁ ୫୧ ଦେଶୀ ବୋମା ଉଦ୍ଧାର

କୋଲକାତା : କୋଲକାତାର ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ୫୧ ଟି ଦେଶୀ ବୋମା ଉଦ୍ଧାର କରାଯାଇଛି । ସମସ୍ତ  ବୋମାକୁ ଏକ ଅଖା ଭିତରେ ବନ୍ଦ କରି କାର୍ଯ୍ୟାଳୟ ନିକଟରେ ରଖାଯାଇଥିଲା । ସେପଟେ ବୋମାକୁ…

police
ପୋଲିସକୁ ଚକମା ଦେବାକୁ ୬୦ କିଲୋ ଓଜନ ବଢ଼ାଇଲେ, ତଥାପି ଧରିନେଲେ ମାମୁଁ

ସୁରତ : ଆଇନର ହାତ ଲମ୍ବା । ଏ ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ପୋଲିସର ଆଖିରେ ଧୂଳି ଦେବାକୁ ୫୫ କିଲୋରୁ ୧୧୫ କିଲୋ ଓଜନ ବଢ଼ାଇଥିଲା ଅପରାଧୀ । ତଥାପି ପୋଲିସ ଠାରୁ ରକ୍ଷା…

corona
ଭ୍ୟାକ୍ସିନେସନ୍ ସେଣ୍ଟରରେ ନେତ୍ରୀଙ୍କ ଜନ୍ମଦିନ ପାଳନ : ସମାଲୋଚନା ପରେ କ୍ଷମା ମାଗିଲେ ମାଧୁରୀ

ଭୋପାଳ : କରୋନା ଭ୍ୟାକ୍ସିନେସନ ସେଣ୍ଟରରେ ବିଜେପି ନେତ୍ରୀଙ୍କ ଜନ୍ମଦିନ ପାଳନ । ସାରା ଦେଶରୁ କରୋନା କହର ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନଥିବା ବେଳେ ଜନତାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି । ମହାମାରୀକୁ ହରାଇବା ପାଇଁ ସାରା…

twitter
ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…

mohan
RSS ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ…

m v
କାର୍ଯ୍ୟାନୁଷ୍ଠାନ ଭୟ ? ପୁଣି ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ଭେରିଫାଏ କଲା ଟ୍ୱିଟର

ନୂଆଦିଲ୍ଲୀ : ଟ୍ୱିଟରକୁ ଘାରିଲା କି କାର୍ଯ୍ୟାନୁଷ୍ଠାନ ଭୟ ? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଛି। ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା…

corona
ଶେଷ ହୋଇନି ଲଢ଼େଇ : ସୁସ୍ଥ ହେବା ପରେ ପୁଣି ଆସୁଛି ଜ୍ୱର

ନୂଆଦିଲ୍ଲୀ : ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲମ୍ବା ଲାଇନ୍‌ । କରୋନା ଭାଇରସକୁ ମାତ ଦେବା ସତ୍ତ୍ୱେ କିଛି ରୋଗୀଙ୍କ ଲଢ଼େଇ ଏବେ ବି ସମାପ୍ତ ହୋଇନି । ଭାଇରସକୁ ହରାଇଥିଲେ ସୁଦ୍ଧା ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର…

m v naidu
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଛି । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା…

corona india
ତୃତୀୟ ଲହରୀ : ସହର ତୁଳନାରେ ଅଧିକ ପ୍ରଭାବିତ ହୋଇଛି ଗ୍ରାମାଞ୍ଚଳ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସହର ତୁଳନାରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଗତ ମାସରେ ଦେଶରେ ୫୩ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୨ ପ୍ରତିଶତ ମୃତ୍ୟୁ ରେକର୍ଡ଼ ହୋଇଥିବା ସେଣ୍ଟର…

donald trump
୨ ବର୍ଷ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ୍ କଲା ଫେସବୁକ୍‌

ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ପକ୍ଷରୁ ଝଟକା ଦୁଇ ବର୍ଷ ପାଇଁ ଆକାଉଣ୍ଟ୍ ସସପେଣ୍ଡ୍ ଦୁଇ ବର୍ଷ ପାଇଁ ଫେସବୁକ୍ ଚଳାଇ ପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ଝଟକା ଦେଇ ଶୁକ୍ରବାର ଦିନ ତାଙ୍କ ସୋସିଆଲ ମିଡିଆ…

coronavirus
ସେପ୍ଟେମ୍ବର- ଅକ୍ଟୋବରରେ କରୋନାର ତୃତୀୟ ଲହରୀ ଆଶଙ୍କା

କରୋନାର ତୃତୀୟ ଲହରୀ ସମ୍ପର୍କରେ ଚେତାବନୀ ଦେଲେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆବଶ୍ୟକ କରୋନାର ତୃତୀୟ ଲହରୀ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ ତୃତୀୟ ଲହରୀକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ…

modi
ବଙ୍ଗରେ ଟିକା ପ୍ରମାଣପତ୍ରରେ ରହିବ ମୁଖ୍ୟମନ୍ତ୍ରୀ ମମତାଙ୍କ ଫଟୋ, ଚିହିଙ୍କି ଉଠିଲା ବିଜେପି

କୋଲକାତା : ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ଫଟୋକୁ ନେଇ ବଙ୍ଗ ରାଜନୀତି ସରଗରମ୍ । ଟିକାକରଣ ପ୍ରମାଣପତ୍ରରେ କାହା ଫଟୋ ରହିବ, ସେନେଇ ବୟାନବାଜି ଆରମ୍ଭ । କରୋନା ଟିକାକରଣ ପରେ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଠୋକୁ ନେଇ ବିବାଦ ଥମିନଥିବା ବେଳେ…

delta
ଦ୍ୱିତୀୟ ଲହରୀର ତୀବ୍ର ସଂକ୍ରମଣ ପାଇଁ ଡେଲଟା ଭାରିଏଣ୍ଟ୍ ଦାୟୀ : ଅଧ୍ୟୟନ

ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି…

CBI 1
ସିବିଆଇରେ ଲାଗୁ ହେବ ଡ୍ରେସକୋଡ : ଜିନ୍ସ, ଟିସାର୍ଟ,ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା

ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ।…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।