ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବର୍ଷ ବର୍ଷ ଦୂରେଇ ରହିଲେ ସୁଦ୍ଧା ସ୍ନେହ, ପ୍ରେମର ବନ୍ଧନ ସେମିତି ଅତୁଟ ରହିଛି ।
ନୀତିଶଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ତେଜସ୍ୱୀ ଯାଦବ ସର୍ତ୍ତ ରଖିଥିବା ସୂଚନା ମିଳିଛି ।
ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ
ବିଜେପିର ୯, ଶିବସେନାର ୯ ମନ୍ତ୍ରୀ କ୍ୟାବିନେଟରେ ସାମିଲ୍
ମହିଳାଙ୍କୁ ଗାଳିଗୁଲଜ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ।
ତେଜସ୍ୱୀଙ୍କ ସହ ମିଶି ସରକାର ଗଢ଼ିବାକୁ ସଜବାଜ
କେନ୍ଦ୍ର ସରକାର ୭୦ ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି।
ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି
ଟାର୍ଗେଟରେ ଅସଦାଚରଣକାରୀର ଜବରଦଖଲ,ଫେରାର୍ ଶ୍ରୀକାନ୍ତକୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ
ଯୁଦ୍ଧସ୍ଥିତିରେ ପର୍କ୍ୟୁପାଇନ୍ ଷ୍ଟ୍ରାଟେଜି ଆପଣାଇବ ତାଇଓ୍ୱାନ୍
୧୬ ବର୍ଷ ପରେ ଦେଶକୁ ପଦକ ଆଣିଲେ ମହିଳା ହକି ଟିମ୍
ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କହିଲେ, ଓଡ଼ିଶାରେ ଆସିଗଲା ଅଚ୍ଛେଦିନ
ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମି ପାଣି ପାଣି...ନୃସିଂହନାଥରେ ଫ୍ଲାସ ଫ୍ଲଡ଼ରୁ ବର୍ତ୍ତିଲେ କାଉଡ଼ିଆ, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ, ବନ୍ୟା ଆଶଙ୍କା ଏଡ଼ାଇ ହେବନି...
କଳାହାଣ୍ଡି ଓ ଗଞ୍ଜାମରେ ଡକାୟତ ଗ୍ୟାଙ୍ଗକୁ ନେଇ ଆତଙ୍କ
ଜଳେଶ୍ୱର ଓ ଉଦଳାରେ ବି ସ୍ୱାସ୍ଥ୍ୟ ସେବାର ସାଂଘାତିକ ଚିତ୍ର
କିଛିଦିନ ତଳେ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ଜାକିଜୁକି ହୋଇ ବସିଥିଲା ଏହି ଜର୍ମାନ ସେଫର୍ଡ କୁକୁରଟି। ଆଜି ତା ମାଲିକକୁ ପାଇଲା ପରେ ବାଘ ଛୁଆ ପରି ଦେହ ଉପରକୁ ଡେଇଁ ପଡ଼ୁଛି। ସେରୁକୁ ନୂଆ ଜୀବନ ଦେଇଥିବା ମଣିଷ ମାନଙ୍କୁ ସେରୁ ଆଜି କୃତଜ୍ଞତା ଜଣାଉଛି