• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

konark
ଫୁଙ୍ଗୁଳା ଲାଗୁଛି ବ୍ଲାକ୍‌ ପାଗୋଡ଼ା ! ଟ୍ୱିଟରରେ ଚର୍ଚ୍ଚା

ଭୁବନେଶ୍ୱର : ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ, କଳାକୃତି ସବୁ କୁଆଡ଼େ ଗଲା। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍‌ ଆର୍କେଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଏକ ଟ୍ୱିଟ୍‌କୁ ନେଇ।...

award
ଯୁବ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା ‘ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌’ ପକ୍ଷରୁ ‘ରାଜଯୋଗ ଫର ବୁଷ୍ଟିଙ୍ଗ୍ ସ୍ପୋର୍ଟସ ପରଫାନ୍ସାସ୍‌’ ଶୀର୍ଷକ ସେମିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସ୍ପୋର୍ଟସ୍ ୱିଙ୍ଗ୍ ପକ୍ଷରୁ ପଟିଆ...

naveen
ନବୀନଙ୍କୁ ୧୮ ଜଣ ପୂର୍ବତନ IAS ଅଫିସରଙ୍କ ଚିଠି

ଭୁବନେଶ୍ୱର :  ଓଡ଼ିଶାରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ହତ୍ୟା କରାଯାଉଛି। କେନ୍ଦ୍ରାପଡ଼ାର ରଞ୍ଜନ ଦାସ ଓ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରୁ ଏଭଳି ଆଭାସ ମିଳୁଛି। ସୂଚନା କର୍ମୀଙ୍କ ପାଇଁ ଓଡ଼ିଶା ଏବେ ସବୁଠୁ...

PHOTO
ଉନ୍ମୋଚନ ହେଲା ଉପନ୍ୟାସିକା ‘ପାପ’ ଓ ‘ପ୍ରଣତିର ପ୍ରେମିକମାନେ’

ଭୁବନେଶ୍ୱର : ଏକ ସଫଳ ଲେଖାର ମୂଲ୍ୟାୟନ କେବଳ ଦୁଇଜଣ ବ୍ୟକ୍ତି କରିପାରନ୍ତି। ଜଣେ ସ୍ରଷ୍ଟା ଓ ଆଉଜଣେ ବିଦଗ୍ଧ ପାଠକ। ଆଜି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଅନୁଷ୍ଠିତ, ଜଣାଶୁଣା କଥାକାର ଅମରେଶ ବିଶ୍ୱାଳଙ୍କ ଦୁଇଟି ଉପନ୍ୟାସିକା ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହିପରି ମନ୍ତବ୍ୟ ଦେଇଛନ୍ତି ଅତିଥିମାନେ। ଏହି...

jhili
ସୁଖ ଛଡେଇନେଲା ବସ୍‌ ଦୁର୍ଘଟଣା ; ମେଧାବୀ ଝିଲିଙ୍କୁ ଝୁରୁଛି ସ୍କୁଲ

ବ୍ରହ୍ମପୁର : ଗଞ୍ଜାମ ମେଣ୍ଡରାଜପୁର ଛକ ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ପରେ ଏବେ ବି ଆହୁରି ୧୨ ଜଣଙ୍କର ଚିକିତ୍ସା ଚାଲିଛି। କଟକ ବଡ଼ ମେଡିକାଲରେ ଚିକିତ୍ସିତ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଆଉ ସେପଟେ ଲୁହରେ ବୁଡ଼ିଛି ଗଞ୍ଜାମର ଡଙ୍କଲପାଡ଼ୁ।...

boyfriend
ଯୁବତୀଙ୍କୁ ଗୁଳିମାଡ଼ ଘଟଣାର ହେଲା ଖୁଲାସା

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ଗୁଳି ଘଟଣାରେ ବଡ଼ ଟ୍ୱିଷ୍ଟ ଆସିଛି। ଗୁଳିମାଡ଼ ଘଟଣାର ଖୁଲାସା କଲେ ଡିସିପି ଅନୁପ ସାହୁ। ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକରେ ଖେଳୁଥିଲା ବେଳେ ଅକସ୍ମାତ୍‌ ଫୁଟିଛି ଗୁଳି। ଜେରା ପରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କୁ ଗିରଫ କରାଯାଇଛି। ଶିଶୁ...

gun
ଗୋଟିଏ ବନ୍ଧୁକକୁ ଲକ୍ଷେ ଟଙ୍କା, ରାଜଧାନୀରେ ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚାଲିଥିଲା ଚୋରା ବନ୍ଧୁକ ରାକେଟ୍‌। ଆଜି ଏହାର ପର୍ଦ୍ଦାଫାସ୍‌ କରିଛି କ୍ରାଇମବ୍ରାଞ୍ଚ। ଗଣ୍ଡମୁଣ୍ଡାରେ ଚୋରା ବନ୍ଧୁକ ବିକିବାକୁ ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ବନ୍ଧୁକ ବିକ୍ରି କରୁଥିବା ଡିଲର...

gargi
ଗାର୍ଗି କଲେଜରେ ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷାର୍ଥୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଗାର୍ଗି କଲେଜରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁର୍ବୃତ୍ତମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ ସାମୂହିକ ଅସଦାଚରଣ କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୁଲିସ୍‌ ଉପସ୍ଥିତିରେ ଶତାଧିକ ବାହାର ଯୁବକ ଏଠାରେ ପ୍ରବେଶ କରି ଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ ଏଭଳି ଅଭଦ୍ର...

bank
ଛାତ ଉପରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ

ସାଲେପୁର (ମନୋଜ ଆଚାର୍ଯ୍ୟ): ବ୍ୟାଙ୍କ ଛାତ ଉପରେ କର୍ମଚାରୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ତେବେ ସାଲେପୁର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନେମାଳ ଥାନା ପୁରୁଣାପାରି ଗାଁର ରମେଶ କୁମାର...

bangal
ବାଂଲାଦେଶ ନୂଆ ଚାମ୍ପିୟନ୍‌

ପୋଚେଫଷ୍ଟ୍ରୁମ୍‌: ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ...

hc
ଏଫଆଇଏଚ୍ ପ୍ରୋ ଲିଗ୍‌: ବେଲଜିୟମ ଠାରୁ ହାରିଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗର ରବିବାର ମ୍ୟାଚରେ ଭାରତ ଭ୍ରମଣକାରୀ ବେଲଜିୟମ ନିକଟରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଶନିବାର ଭାରତ ୨-୧ ଗୋଲରେ ବେଲଜିୟମକୁ ହରାଇଥିଲା, କିନ୍ତୁ ଆଜି ଘରୋଇ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହେଁ, ବିଜୟରୁ ବଞ୍ଚିତ...

death in bus
ମୃତ୍ୟୁ ଏମିତି ବି ଆସେ !

ବ୍ରହ୍ମପୁର : ଗଂଜାମ ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ନିର୍ବନ୍ଧ କାମ ପାଇଁ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଘରୋଇ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୯ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।...

love4
ପ୍ରୀତିର ବନ୍ଧନେ ସାର୍ଥକ ସ୍ୱପ୍ନ , ଏଇ ବୋଧେ ପ୍ରେମ ...

ବଲାଙ୍ଗିର  : ପ୍ରେମ ଏକ ଶାଶ୍ୱତ ଧର୍ମ । ଯେଉଁଥିରେ ନା ଥାଏ କୌଣସି ଭେଦାଭେବ ଓ ଉଚ୍ଚନୀଚ୍ଚର ତାରତମ୍ୟ । ହୃଦୟରୁ ହୃଦୟକୁ କଳ କଲ୍ଲୋଳିନୀ ନଈଟିଏ ପରି ଏହା ବହୁଥାଏ । ଅନେକ ନଜିର ରହିଛି ଏଇ ପ୍ରେମର। ସବୁ ପ୍ରତିବନ୍ଧକ ସତ୍ତ୍ୱେ ପ୍ରେମ ଜିତିଛି...

corona
କରୋନା ଭାଇରସ ଭୟ ; ଆତ୍ମୀୟଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ

ଜଳେଶ୍ୱର (ଅଜିତ ଦାସ): ପରିବାର ଭରଣପୋଷଣ ପାଇଁ ଜାପାନ ଯାଇଥିଲେ। ସେଠାରେ ଏକ ହୋଟେଲ୍‌ରେ କାମ କରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଆରୁହାବୃତ୍ତି ଗାଁର ସେକ ମନ୍ତାଜଙ୍କ ମୃତ୍ୟୁ ଘଟିଥିଲା। ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଆଜି...

park 2
ରାଜଧାନୀରେ ଜମୁଛି ପାର୍କ ଉତ୍ସବ

ଭୁବନେଶ୍ୱର : ପଥ ଉତ୍ସବ ପରେ ରାଜଧାନୀରେ ପାର୍କ ଉତ୍ସବ । ଦ୍ୱିତୀୟ ରବିବାରରେ ଆଜି ଫରେଷ୍ଟ ପାର୍କ ଓ ବୁଦ୍ଧ ପାର୍କରେ ଦେଖିବାକୁ ମିଳିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।  ଯେଉଁଥିରେ ନାଚ,ଗୀତ ସାଙ୍ଗକୁ ଯୋଗ, ବ୍ୟାୟାମ, ପ୍ଲାଷ୍ଟିକ ନିଷେଧ ପାଇଁ ସଚେତନତା, ସାଇକେଲିଂ ପାଇଁ ସାଧାରଣରେ ସଚେତନତା ସାଙ୍ଗକୁ...

dead
ବସ୍ତିର ଏକ ଘରୁ ମିଳିଲା JCB ଡ୍ରାଇଭରଙ୍କ ମୃତ ଦେହ

ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନାର ବେଦବ୍ୟାସ ଛକ ନିକଟ ଥାନା ପଛପଟ ବସ୍ତିର ଏକ ଘରୁ ଜଣେ JCB ଡ୍ରାଇଭରର ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଡ୍ରାଇଭର ଜଣକ ହେଲେ ଗମେଇ କିଣ୍ଡୋ। ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ କେହି ତାଙ୍କୁ...

bjp
ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି

ଭୁବନେଶ୍ୱର : ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ତେବେ ଘୋଷିତ ତାଲିକାରୁ ୧୩ ଲକ୍ଷ ୬୫ ହଜାର...

manoj das2
‘କଳିଙ୍ଗ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେଲେ ପଦ୍ମଭୂଷଣ ମନୋଜ ଦାସ

ଭୁବନେଶ୍ୱର : ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ...