ଦେଶରେ ମୋଟ ୫୧ଟି ଡେଲଟା ପ୍ଲସ୍ ଭାରିଏଣ୍ଟ ମାମଲା ଚିହ୍ନଟ ଓଡ଼ିଶା ସହ ୧୨ଟି ରାଜ୍ୟରୁ ୫୧ କେସ୍ ମିଳିଛି ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇଛି, ରିସର୍ଚ୍ଚ ଚାଲିଛି । ଡେଲଟା ପ୍ଲସ ଅଧିକ ସଂକ୍ରାମକ ହେବା ନେଇ ଏଯାଏଁ କିଛି…
ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍। …
କଟକ: ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ- ବୋର୍ଡ ସଭାପତି ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ବଂଶୀଧର ମାଝୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ…
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ଟି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ବୈଠକରେ ପାରିତ ହୋଇଛି। କାର୍ଯ୍ୟକାରିଣୀରେ ଆଗାମୀ ୩ ମାସର ରୋଡମ୍ୟାପ୍ ତିଆରି ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ…
ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ…
ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ…
ଭୁବନେଶ୍ୱର: ଜୁନ୍ ସରିବାକୁ ଆଉ ୨ ଦିନ ବାକି। ଜୁନ୍ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି…
କୋରାପୁଟ (ସୂଯ୍ୟନାରାୟଣ ପଣ୍ଡା ): ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ…
ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ। ଏତେ ପରିମାଣର…
ଭୁବନେଶ୍ୱର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ପାସ ହାର ରେକର୍ଡ କରିଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବେ…
ଭଦ୍ରକ:ଇଚ୍ଛା ଶକ୍ତି ପାଖରେ ସବୁ ପ୍ରତିବନ୍ଧକ ହାର ମାନେ। ଅଭାବ, ଅସୁବିଧା ଏପରିକି ବୟସ ବି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଆଶା ଦିନି ଏକଥା ପ୍ରମାଣ କରିଦେଇଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ…
ଭୁବନେଶ୍ୱର: ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ରୁ…
ସମ୍ବଲପୁର: ଗିରଫ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ । ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରବୀଣ ଧରୁଆ। ଗିରଫ ପ୍ରବୀଣଙ୍କ ଘର ଲଇକେରା ବ୍ଲକ କୁଅଁରମାଲରେ। …
ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…
ବାଲେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତ୍ତନ ଦାବି କଲେ ମନ୍ତ୍ରୀ ନବ ଦାସ ରାଉରକେଲା: ସିକ୍ରେଟ କୋଡ୍ ବ୍ୟବହାର କରି…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ…
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେ ଗତ ମେ’ ମାସରୁ ଚିହ୍ନଟ ହେଲେଣି । କେମିତି ଅଛି ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ? କେମିତି ସଂକ୍ରମିତ ହେଲେ ? ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ…
ଭଦ୍ରକ: ୬୦ ମାସ ହେଲା ଦରମା ମିଳିନଥିବାରୁ ଜଳସେଚନ ବିଭାଗର ଜଣେ କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ କିରାସିନ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିବା ବେଳେ କାବୁ କରିନେଇଛି ପୋଲିସ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା…
ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି …
କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ମୃତଦେହ ନିକଟରୁ ୩ବର୍ଷର ଶିଶୁ ଉଦ୍ଧାର ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କେନ୍ଦ୍ରାପଡା: ସକାଳୁ ସକାଳୁ ଦେଖିବାକୁ…