• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

scientist
ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି,...

keral
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ...

modi
ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍‌ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍‌ରେ ଥିବା ଭାରତ...

delhi
ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ।  ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ...

ଖସିଲା କରୋନା ଗ୍ରାଫ; ଚିହ୍ନଟ ହେଲେ ୫୫୦, ଆଖି ବୁଜିଲେ ୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ତଳକୁ ଖସିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ କେସ ୩୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ରହିଛି ୨୩୩ । ରାଜ୍ୟରେ ଆଜି କରୋନା...

nigerian-playboy-01
୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା......

ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୬ ମହିଳାଙ୍କ ସ୍ୱାମୀ । ୬ ପତ୍ନୀଙ୍କୁ ନେଇ ବେଶ ଗର୍ବିତ ଏଇ ବ୍ୟକ୍ତିଜଣକ। ସବୁଠାରୁ ମଜାକଥା ହେଲା, ୬ ଜଣ ପତ୍ନୀ ଏବେ ଗର୍ଭବତୀ। ସୋସିଆଲ ମିଡ଼ିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି। ଫଟୋଟିରେ ବ୍ୟକ୍ତି ଜଣକ ୬ ଜଣ...

7am-bada-osa
ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ...

bag-2
ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

ସୁନ୍ଦର, ଦାମୀ ପର୍ସ ସମସ୍ତଙ୍କର ପସନ୍ଦ। ହେଲେ ଦାମୀ ପର୍ସ ବ୍ୟବହାର କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ !  ପର୍ସ ଟିକିଏ ମନ ପସନ୍ଦ ହେବ ମାନେ ଦାମ୍‌ ବି ସେମିତି ଥିବ। ହେଲେ ଆମେ ଆପଣଙ୍କୁ ଏକ ପର୍ସ ଦେଖାଇବୁ । ଦେଖିଲେ ତ ନିଶ୍ଚୟ...

soumya
ପରୀ ହତ୍ୟା ମାମଲାରେ ‘ୟୁ’ ଟର୍ଣ୍ଣ ନେଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ । ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି...

srimandir
ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଜିଉ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବେ। ଅବକାଶ ନୀତି ପରେ ପୁଷ୍ପାଳକ ସେବାୟତ ଶ୍ରୀଜିଉଙ୍କୁ ବେଶ କରିବେ। ଏହା ମହାପ୍ରଭୁଙ୍କ ସୁନାବେଶ ଅନୁରୂପ ବୋଲି ସେବାୟତଙ୍କ ସୂଚନା ଦେଇଛନ୍ତି। ଧର୍ମ...

moon
ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପଡୁଛି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣ।  ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ରଗ୍ରହଣ । ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ...

paddy
ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ଭୁବନେଶ୍ୱର: ଖରିଫ ଧାନ କିଣାବିକା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଓ ସମବାୟ ବିଭାଗର ୧୨ ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ...

gadi
ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ।  ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା...

rahul-ray
ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର ‘ଆଶିକୀ’ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି...

maobadi
ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା...

terror
୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ମୈଦୁଗୁରି: ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣି ଥରେ ନାଇଜେରିଆରେ ରଚିଛନ୍ତି ନରସଂହାର।  ଜାତିସଂଘ ସୂଚନା ଅନୁଯାୟୀ, କଟ୍ଟର ଇସଲାମ ସଂଗଠନ ବୋକୋ ହରାମର ହତ୍ୟାକାରୀମାନେ  ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ନରସଂହାର କରିନାହାନ୍ତି, ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ ...

biden
କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କୁକୁର ସହିତ ଖେଳିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।  ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି...

corona
ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।