ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ଲକ୍ଷ୍ମୀବାଈଙ୍କ ସ୍ୱାମୀ ଗାଁର ହେମରାଜ ସିଂହ ଧାକଡଙ୍କଠାରୁ ୨୦ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏହି ଋଣ ଆଣିବା ବେଳେ ଗାଁର ପଞ୍ଚ ବା ୱାର୍ଡମେମ୍ବର ରଣବୀର ସିଂହ କୁଶବାହ ଗ୍ୟାରେଣ୍ଟର ପଡିଥିଲେ । ଋଣ ଶୁଝି ନ ପାରିବାରୁ ସରପଞ୍ଚ...
ବିମାନ ନୋଜ ଅଗ୍ରଭାଗରେ ରାଡର, ପାଣିପାଗ ସେନ୍ସର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥାଏ । ଯଦି ନୋଜର ଅଗ୍ରଭାଗ କ୍ଷତିଗ୍ରସ୍ତ ହୁଏ ତେବେ ଏସବୁ ଉପକରଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ । ଯଦ୍ୱାରା ପାଇଲଟକୁ ଦିଗ ଏବଂ ପାଣିପାଗର ସଠିକ ତଥ୍ୟ ମିଳି ପାରେ ନାହିଁ...
ଅପରେଶନ ସିନ୍ଦୂରରେ ଭାରତ-ପାକିସ୍ତାନ ସେନା ଚାରିଦିନ ମୁହାଁମୁହିଁ ସ୍ଥିତିରେ ଥିଲେ । ଏମିତି ଏକ ଚରମ ସମୟରେ ଆର୍ମି ଚିଫ ଗାଏବ ହୋଇ ଯାଇଥିଲେ । ତଥାପି ତାଙ୍କୁ ଏତେ ସମ୍ମାନ କାହିଁକି ?
ପରୀକ୍ଷଣ କରାଯିବାର ଦିନକ ପୂର୍ବଯାଏ ଏହି ପୂରା ଅପରେସନକୁ ଗୋପନୀୟ ରଖାଗଲା । ଏପରିକି ପରୀକ୍ଷଣ ସମ୍ପର୍କରେ ଆମେରିକା ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ପ୍ରାକ ସୂଚନା ପାଇ ପାରିଲା ନାହିଁ । ପରୀକ୍ଷଣ ପରେ ସାରା ବିଶ୍ୱ ଚମକି ପଡିଥିଲା । ଆମେରିକ ଭାରତ ଉପରେ ପୂରା ରାଗି...
ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ।...
କୁନି ଝିଅଟି ଆଖିରେ ଦେଖିଛି ଏ ଆକ୍ରମଣର ବିଭୀଷିକା । ଭୟରେ ଜିଦ୍ କରୁଛି ଶ୍ରୀନଗର ଫେରିଯିବା ପାଇଁ । କୁନି ମନକୁ ଘାରି ବସିଛି ମୃତ୍ୟୁର ଭୟ । ବାପାକୁ ପଚାରୁଛି ‘ବାପା, ସତରେ କ’ଣ ମୁଁ ମରିଯିବି ?’ କୁନି ଝିଅର ଅବୁଝା ମନକୁ କ’ଣ...
୪୮ ବର୍ଷ ତଳର ଏହି ଭୟଙ୍କର ବିମାନ ଅପହରଣ ଘଟଣାରେ ଥିଲା ଏକ ନାଟକୀୟ ମୋଡ଼। ଆକାଶରେ ବିମାନ ଉଡୁଥିଲା ବେଳେ ଇନ୍ଧନ ସରି ଆସୁଥିଲା, କିନ୍ତୁ କେଉଁଠି ଏହା ଅହରଣ କରିବ ତାହା ଠିକ୍ କରିପାରୁ ନଥିଲେ ଅପହରଣକାରୀମାନେ। ଶେଷରେ ପାକିସ୍ତାନ ମାଟିରେ ଏହା ଅବତରଣ ତ...
ଖାଲି ପାକିସ୍ତାନ ନୁହେଁ, ସପେଟେ ବାଂଲାଦେଶର ଦକ୍ଷିଣ-ପୂର୍ବ ଇଲାକାରେ ଚଟଗାଁଓ ପାହାଡି କ୍ଷେତ୍ରରେ ଜଳୁଛି ବିଦ୍ରୋହର ନିଆଁ । ସ୍ୱାଧୀନ ହେବା ପାଇଁ ଚଟଗାଓଁବାସୀଙ୍କ ସ୍ୱର ଢାକାରେ ଥିବା କ୍ଷମତା କେନ୍ଦ୍ର ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।
ଚୀନ-ପାକିସ୍ତାନର ବନ୍ଧୁତାକୁ ମଧ୍ୟ ସମସ୍ତେ ଜାଣନ୍ତି । ରୁଷ ବି ଭାରତର ବହୁ ପରୀକ୍ଷିତ ବନ୍ଧୁ । ହେଲେ ଏଥର ରୁଷ ପ୍ରତିକ୍ରିୟା ପୂର୍ବ ପରି ନ ଥିଲା । ରୁଷ ଖୋଲାଖୋଲି ଭାରତକୁ ସମର୍ଥନ କରିବା ବଦଳରେ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଏବଂ ମଧ୍ୟସ୍ଥତା କରିବା ପାଇଁ କହିଥିଲା ।
କଂଗ୍ରେସର ବଡ ବଡ ନେତା କହୁଥିଲେ, ସର୍ଦ୍ଦାର ପଟେଲ ଥିଲେ ନେହରୁ ଏପରି ଭାରତ ସହ ପକ୍ଷପାତ କରି ପାରି ନଥାନ୍ତେ । ପଟେଲ ଏପରି ବୁଝାମଣା ହେବାକୁ କେବେ ବି ଦେଇ ନଥାନ୍ତେ । କାରଣ ଏହି ଚୁକ୍ତିନାମା ଅନୁଯାୟୀ, ପଶ୍ଚିମ ତଟର ନଦୀ ଯେପରି ସିନ୍ଧୁ,...
ପାକିସ୍ତାନୀ ସେନାର ଅନେକ ଦୁର୍ବଳତା ରହିଛି ଯାହାକୁ ନେଇ ଲଗାତାର ବିତର୍କ ହୋଇ ଆସୁଛି । ଏଥି ମଧ୍ୟରେ ରହିଛି ଆଭ୍ୟନ୍ତରୀଣ ଅସ୍ଥିରତା ସାଙ୍ଗକୁ ସାମରିକ ବିଦ୍ରୋହର ଆଶଙ୍କା । ଦୁର୍ନୀତିରେ ତ ତଣ୍ଟିଯାଏ ବୁଡି ରହିଛି ପାକ ସେନା । ଯେତେବେଳେ ବି ପାକିସ୍ତାନ ସରକାର ଏହାର...
ମୁନିରଙ୍କର ଏହି ବୟାନ ପରେ ପରେ ପହଲଗାମ ଆତଙ୍କୀ ଆକ୍ରମଣ ହୋଇଥିଲା । ତେଣୁ ଏହି ଆକ୍ରମଣ ଯେ ସେନାମୁଖ୍ୟଙ୍କର ଷଡଯନ୍ତ୍ର ଏଥିରୁ ଅନୁମାନ କରିହୁଏ । ହେଲେ ଆଶ୍ଚର୍ଯ୍ୟ ଲାଗେ, ଜଣେ ସେନାମୁଖ୍ୟ ଯାହା ଉପରେ ପୂରା ପାକିସ୍ତାନର ସୁରକ୍ଷା ଦାୟିତ୍ୱ ସେ କେମିତି ଧର୍ମକୁ ନେଇ ଏପରି...
ସବୁଜ ପଣତ ତଳେ କାନ୍ଦୁଛି କାଶ୍ମୀର । ତାର ଉଷୁମ ଲୁହରେ ତରଳି ଯାଉଛି ହିମ ପାହାଡ । କେତେ ଆଉ ବିଖଣ୍ଡିତ ହେବ ତାର ଶରୀର ? କେତେ ଲହୁଲୁହାଣ ହେବ ? ପାଖାପାଖି ୮୦ ଦଶକରୁ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବା ପାଇଁ...
ବର୍ତ୍ତମାନର ପାକ ସେନାମୁଖ୍ୟ ଅସୀମ ମୁନିର ହୁଅନ୍ତୁ ବା ପୂର୍ବତନ ଅନ୍ୟ ସେନାମୁଖ୍ୟ ସମସ୍ତେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ କାଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିଥାନ୍ତି । କାଶ୍ମୀର ଯେମିତି ଏମାନଙ୍କ ପାଇଁ ଏକ ହଟକେକ୍ । କାଶ୍ମୀର ପ୍ରସଙ୍ଗକୁ ନେଇ ଏମାନଙ୍କୁ ଏତେ କ୍ଷମତା...
କହିବାକୁ ଗଲେ, ବିଦେଶରେ ରହିବା ସେମାନଙ୍କ ପାଇଁ ଏକ ‘ସେପ୍ଟି ଭାଲବ’ ଭାବେ କାମ କରେ । ୨ୟ କଥା ହେଲା ଅବସର ପରେ ସେନାମୁଖ୍ୟ ଜେନରାଲଙ୍କ ପାଖରେ କୋଟି କୋଟି ଡଲାରର ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ବିଜିନେସ ଏମ୍ପାୟାର ଥାଏ । ଏମାନେ ଅଧିକରୁ ଅଧିକ ଅର୍ଥ...
କାଶ୍ମୀର ଉପତ୍ୟକାରୁ ଧାରା ୩୭୦ ହଟିବା ପରେ ଏଠାରେ ବିକାଶର ଧାରା ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି । ସ୍ଥାନୀୟ ଲୋକଙ୍କର ରୋଜଗାର ବଢିଛି । କାଶ୍ମୀର ଘାଟିର ଏ ବିକାଶକୁ ପଡୋଶୀ ଦେଶ ହଜମ କରିପାରୁନି । କାଶ୍ମୀର ଅକ୍ତିଆର କରିବା...
କାଶ୍ମୀରରେ ଆଜି ବି ଏପରି କିଛି ମୁସଲମାନ ଅଛନ୍ତି ଯେଉଁମାନେ ନିଜର ନାମ ସହ ‘ପଣ୍ଡିତ’ କିମ୍ବା ପାରମ୍ପରିକ ବ୍ରାହ୍ମଣ ଉପନାମା ଲଗାଇଛନ୍ତି । ଏମାନଙ୍କୁ ‘ମୁସଲିମ ପଣ୍ଡିତ’ ବା ‘ପଣ୍ଡିତ ଶେଖ’ କୁହାଯାଉଛି । ଏମାନେ ସବୁ ହିନ୍ଦୁ ବ୍ରାହ୍ମଣ ଥିଲେ ଯିଏ କି ପରିସ୍ଥିତି ଚାପରେ...
୧୯୪୭ରେ ଭାରତ ବିଭାଜନ ହେବା ପୂର୍ବରୁ ଜମ୍ମୁ ଘାଟିକୁ କାଶ୍ମୀର ଘାଟି ସହ ଯୋଡିବାର ମୁଖ୍ୟ ଘାଟି ରାସ୍ତା ହେଉଛି ହାଜି ପୀର ପାସ୍ । ୧୯୪୮ରେ ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ପିଓକେକୁ ନିଜ କବ୍ଜାକୁ ନେଇ ଯାଇଥିଲା । ଏହା...
ପହଲଗାମ ଘାଟି ବୁଲିବାକୁ ଯିବାବେଳେ ଅନେକ ପର୍ଯ୍ୟଟକ ଛୋଟମୋଟ ବ୍ୟତିକ୍ରମକୁ ସାମ୍ନା କରିଥିଲେ । ଏଥିପାଇଁ ସେମାନେ ସେହି ମୁହୂର୍ତ୍ତରେ ଭାଗ୍ୟକୁ ଦୋଷ ଦେଉଥିଲେ । ଭାବୁଥିଲେ ଓହୋ ! ଆମ ସହ କାହିଁକି ଏମିତି ହେଉଛି ? ହେଲେ ଏହି ବ୍ୟତିକ୍ରମ ହିଁ ସେମାନଙ୍କ ଜୀବନ ବଞ୍ଚାଇ...
କହିବାକୁ ଗଲେ ସବୁ ଦେଶରେ ପାଠପଢା ଶୈଳୀ ଭିନ୍ନ । ସବୁ ଦେଶରେ ପାଠପଢାକୁ ନେଇ ଅଲଗା ନିୟମ ରହିଛି । କେତେକ ଦେଶର ଏଜୁକେଶନ ସିଷ୍ଟମ ଏମିତି ଯାହା ପିଲାଙ୍କୁ ଦୈନନ୍ଦିନ ଜୀବନ ପାଇଁ ପ୍ରସ୍ତୁତ କରେ । ଅନ୍ୟ କେତେକ ଦେଶରେ ପାଠପଢା ଶୈଳୀ କେବଳ...