• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ଆଉ ନାହାନ୍ତି ‘ଗୋଲମାଲ’ ପ୍ରଡ୍ୟୁସର ରାଜୁ ଶାହ

ମୁମ୍ବାଇ: ‘ଗୋଲମାଲ’,‘ ଜବ ଉଇ ମେଟ’, ଓ ‘ବୋଲ ବଚ୍ଚନ’ ପରି ସୁପରହିଟ୍‌ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା…

ଆଜି ଜେଲ୍‌ରେ ଆକାଶଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆକାଶ ପାଠକଙ୍କୁ ଆଜି ଜେରା କରିବ ଇଡି। ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଆଜି ଜେଲ୍‌ରେ ଘନ ଘନ ଜେରା କରିବେ। ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କଠାରୁ ଅନୁମତି ମିଳିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି…

football
ହଠାତ୍‌ ବ୍ୟକ୍ତି ଜଣଙ୍କ ଉପରକୁ ଉଠି ପବନରେ ବସିପଡ଼ୁଛନ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମ୍ୟାଜିକ୍‌ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ମ୍ୟାଜକ୍‌ର ଟ୍ରିକ୍‌ କୁ ମଧ୍ୟ ଜାଣିଦେଇଥାନ୍ତି। ଏଥର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ୍‌ ଏକ ଯାଦୁ ଭିଡିଓ ଶେୟାର କରିଛନ୍ତି। ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ...

baby
ବିଲରୁ ମିଳିଲା ନବଜାତ ଶିଶୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ବିଲ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଆଜି ଭୋରରେ ସ୍ଥାନୀୟ ଅଞ୍ଚଳର ଲିଲି ନାୟକ ନାମକ ଜଣେ ମହିଳା ନିଜ...

deadbody
କାଠ ଫାଳିଆରେ ପିଟି ବାପାକୁ ମାରିଦେଲେ ମା’ ଝିଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ,...

policeee
ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ

ମାଲକାନଗିରି: କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ନେଇ ବିବାଦ। ଫଳରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ।  ବ୍ୟାରିକେଡ୍ ନଖୋଲିବାରୁ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଅଟକିଲେ ଜଜ୍ ଏବଂ ଓକିଲ। ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି। ଖବର ଅନୁଯାୟୀ, ମାଲକାନଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ...

bollywood
ପ୍ରସିଦ୍ଧ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ବି ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏବେ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍‌ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଛି। ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ...

police
ଅପରାଧୀଙ୍କୁ ଧରିବା ପାଇଁ ବ୍ୟାଣ୍ଡବାଜା ଧରି ପହଞ୍ଚିଲା ପୋଲିସ

ପାଟନା: ବିହାର ପୋଲିସ ଅପରାଧିମାନଙ୍କୁ ଦମନ କରିବା ପାଇଁ ଅଜବଧରଣର ଉପାୟମାନ ଅବଲମ୍ୱନ କରୁଛି। ବେଳେବେଳେ ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାଯ୍ୟ ନେଉଛନ୍ତି, ପୁଣି ନିୟମ ନମାନୁଥିବା କିଛି ଅମାନିଆକୁ ସାବାଡ୍‌ କରିବା ପାଇଁ ହେଲମେଟ୍‌ ଓ ବୀମା ମଧ୍ୟ କରାଉଛନ୍ତି। ଏଥର ମଧ୍ୟ ଅପରାଧିଙ୍କୁ ଧରିବା...

gold
ଏହି ସହରରେ ଲକ୍ଷ ଲକ୍ଷ ଟନ୍ ସୁନା ରହିଛି

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ଏବେ ଦେଶରେ ନୂଆ ସୁନା ଉତ୍ପାଦନକାରୀ ଜିଲ୍ଲା ଭବେ ପରିଗଣିତ ହେବ। କାରଣ ସେଠାରେ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଯାହାପରେ ସେହି ସ୍ଥାନର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଖବର ଅନୁଯାୟୀ, ବିଦ୍ୟୁତ୍ ଓ କୋଇଲା ଉତ୍ପାଦନ ଭାବରେ ଜଣାଶୁଣା...

fishhhhh
ମାଛ ପାଇଁ  କୋଭିଡ କଟକଣାକୁ ଫୁ

ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍‌ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ଖବର ଅନୁଯାୟୀ, ଦିନ...

snake
ଉଦ୍ଧାର ହେଲା ପୁଳା ପୁଳା ନାଗ ସାପ

କଟକ: ଗୋଟିଏ ସ୍ଥାନରୁ ୧୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। କଟକ ମାହାଙ୍ଗା ଉଷୁମା ଗାଁର ପ୍ରମୋଦ ପଣ୍ଡାଙ୍କ ଘରୁ ଉଦ୍ଧାର ହୋଇଛି ନାଗ ଛୁଆ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଞ୍ଚି ସାପ ଉଦ୍ଧାର କରିଛନ୍ତି। ଖବର ଅନୁଯାୟୀ, ପ୍ରଥମେ ଦୁଇ ତିନଟି ନାଗ ଛୁଆ...