• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

1
ଜାଲରେ ପଡ଼ିଲା ଅଦ୍ଭୁତ ମାଛ

ଥିରୁବନନ୍ତପୁରମ୍‌: କେରଳର ସମୁଦ୍ର ତଟରୁ ମତ୍ସ୍ୟଜୀବୀମାନେ ଏକ ନିର୍ଦ୍ଦିଷ୍ଟ ବିଲୁପ୍ତପ୍ରାୟ ପ୍ରଜାତିର ସାର୍କ ଧରିଛନ୍ତି। ଗତ ଶୁକ୍ରବାର ଦିନ ଥିରୁବନନ୍ତପୁରମର ସଙ୍ଗୁମୁଗମ ବିଚ ନିକଟରେ ଏହି  ବିରଳ ପ୍ରଜାତିର ସାର୍କ ଧରାପଡ଼ିଥିଲା। ପାଣିପାଗ ବିଭାଗର ପରାମର୍ଶ ଅନୁସାରେ ମତ୍ସ୍ୟଜୀବୀମାନେ ଝଡ଼ର ଭୟାବହତାକୁ ଲକ୍ଷ୍ୟକରି ସମୁଦ୍ରକୁ ନ ଯିବା ପାଇଁ...

13
ମରିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ କରିଗଲେ ୫୫ କୋଟିର ସମ୍ପତ୍ତି

ସାଧାରଣତଃ ଯଦି କୁହାଯାଏ ପରିବାରରେ କେଉଁ କାରଣକୁ ନେଇ ଅଧିକ ଝଗଡ଼ା ହୁଏ, ତେବେ ଏହାର ଉତ୍ତର ସମ୍ପତ୍ତି ବିବାଦ ହିଁ ହେବ। କୌଣସି ବ୍ୟକ୍ତି ଏକ ଇଞ୍ଚ ଜମି ବା ଗୋଟିଏ ଟଙ୍କା କାହାକୁ ଦେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଜଣେ ମହିଳା ପଡ଼ୋଶୀଙ୍କ ନାମରେ...

6
୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

5
ଲୁଟେରାଙ୍କ ସହ ଜବତ ହେଲା ଶହେରୁ ଅଧିକ ଦାମୀ ମୋବାଇଲ୍‌

ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି...

4
ସିପାହୀ ସାଜିଛନ୍ତି ସ୍ୱାଭିମାନ ବାସୀ

ମାଲକାନଗିରି: ନିଜ ସୁରକ୍ଷା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ଗାଁ ଲୋକେ ଏକାଠି ହୋଇ ଧନୁ ତୀର ଧରି ଲାଲ୍‌ ଦୁର୍ଗକୁ ଜଗିଥିବା ସୂଚନା ମିଳିଛି। ରାତି ପାହିବାଠାରୁ ସଞ୍ଜ ହେବା ପର୍ଯ୍ୟନ୍ତ ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ...

3
ପାଣ୍ଡ୍ୟାଙ୍କ ଖେଳ ଦେଖି ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ଦଳ ପାଇଁ ଜଣେ ଭଲ ମ୍ୟାଚ୍‌ ଫିନିସର୍‌ ହେବାକୁ ଯାଉଥିବା ସେ କହିଛନ୍ତି। ଏହା ସହିତ ପଣ୍ଡ୍ୟା ଅଲ୍‌ରାଉଣ୍ଡର ହେବା ସହ ଜଣେ ଭଲ ଫିନିସର୍‌...

2
ଜାଲରେ ପଡ଼ିଲା ୫୮ କିଲୋର ବିରାଟ ମାଛ

ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍‌ ଥିବା ସୂଚନା ମିଳିଛି। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର...

64
ବିନା ସୁରକ୍ଷାରେ ୬୯୦ ଫୁଟ ଉଚ୍ଚ ଅଟ୍ଟାଳିକା ଚଢ଼ିଲେ ୟୁଟ୍ୟୁବର‌

ପ୍ୟାରିସ୍‌: ବିନା ବାଉଣ୍ଡ୍ରିରେ ଘରର ଛାତ ଉପରେ ଛଢ଼ିଲେ ବି ସାଧାରଣ ଲୋକର ଛାତି ଥରେ। ଭୟରେ ହାତପାଦ ଝାଳେଇ ଉଠେ। କିନ୍ତୁ ଥରେ ଭାବିଲେ, ବିନା ସୁରକ୍ଷାରେ ୬୯୦ ଫୁଟ୍‌ ଉଚ୍ଚାକୁ ଚଢ଼ିଲେ ଅବସ୍ଥା କ’ଣ ହେବ ? ଲିଓ ଅର୍ବାନ ନାମକ ଜଣେ ୟୁଟ୍ୟୁବ୍‌ର ବିନା...