ଓଡ଼ିଶା ରାଜନୀତି ଖବର

ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

ନିଯୁକ୍ତି ଓ ଶିକ୍ଷା

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ୍ ଅଫ୍ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । Bank Of Baroda ରେ ଖାଲିପଡିଛି ୧୯୮ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ...

ମନୋରଞ୍ଜନ

ମଧୁବାଲାଙ୍କ ପରି ସୁନ୍ଦରୀ ବଲିଉଡ୍ ଜଗତରେ ନା କେବେ ଥିଲେ, ନା ଏବେ ଅଛନ୍ତି, ନା ଆଗକୁ ଆଉ ଆସିବେ। ସେ ସିନା ଖୁବ କମ୍ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଛାଡିଦେଇଗଲେ କ୍ଷତ।...

ଅତିଥି ସ୍ତମ୍ଭ

ଆଜିକାଲି ପିଲାମାନେ ପ୍ରାୟ ସମୟ ନିଜକୁ ମୋବାଇଲ୍ ବା ଟିଭି ସ୍କ୍ରିନ୍‌ରେ ବ୍ୟସ୍ତ ରଖୁଛନ୍ତି, ଯାହା ସେମାନଙ୍କ ବିଭିନ୍ନ ମସ୍ତିଷ୍କଜନିତ ସମସ୍ୟାର କାରଣ ହେଉଛି। ଏନେଇ ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ...

କ୍ରୀଡ଼ା

ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ସିରିଜ୍‌ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି।

ଜାତୀୟ

କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ଆଜି ରୁପା...

ଗ୍ୟାଜେଟ୍‌ସ

କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ...

କରୋନା ଖବର

ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।

ବିଶ୍ୱ ଖବର

ପରଲୋକରେ ଦୁନିଆର ସବୁଠୁ ବୟସ୍କ ଗରିଲା। ଆମେରିକାର ଆଟଲାଣ୍ଟା ପ୍ରାଣୀ ଉଦ୍ୟାନରେ ରହିଥିବା ଦୁନିଆର ସର୍ବ ପୁରାତନ ପୁରୁଷ ଗରିଲା ତଥା ତୃତୀୟ ପୁରାତନ ଗରିଲାର ମୃତ୍ୟୁ ଘଟିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଗରିଲା ତା ଜୀବନରେ ନାତି...

ବ୍ୟବସାୟ

କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ...