• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Bus Carrying ITBP Jawans Falls Off Bridge Into River
ଜମ୍ମୁ କାଶ୍ମୀରରେ ବଡ଼ ବସ ଦୁର୍ଘଟଣା; ନଦୀରେ ଖସି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ...

ଇଣ୍ଡୋ ତିବ୍ଦତିଆ ବର୍ଡର ପୋଲିସ ବା ITBP ଯବାନଙ୍କୁ ନେଇ ଯାଉଥିବା ବସ ସିନ୍ଦ୍ ନଦୀରେ ଖସି ପଡ଼ିଛି । ଜମ୍ମୁ କାଶ୍ମୀରର କୁଲାନ ନିକଟରେ ଏହି ଦୁର୍ଘଟଣା ହୋଇଛି ।

kanwariyas
Bus Collides with Truck: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୧୮ କାଉଡିଆ ମୃତ, ଅନେକ ଆହତ; ସାଂସଦଙ୍କ ସୂଚନା

ଝାଡ଼ଖଣ୍ଡର ଦେଓଘରରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ଟ୍ରକର ଧକ୍କା ହେବା ଫଳରେ ୧୮ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ସ୍ଥାନୀୟ ବିଜେପି ସାଂସଦ ନିଶୀକାନ୍ତ ଦୁବେ।

Stampede
Awsaneshwar Temple Stampede: ବିଦ୍ୟୁତ୍ ଆଘାତ ଯୋଗୁଁ ମନ୍ଦିରରେ ଦଳାଚକଟା; ୨ ମୃତ, ଅନେକ ଆହତ

ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଅବସ୍ଥିତ ଅବସାନେଶ୍ବର ଶିବ ମନ୍ଦିରରେ ବିଜୁଳି ତାର ଛିଡି ଟିଣ ଛାତ ଉପରେ ଖସି ପଡ଼ିବାରୁ କରେଣ୍ଟ ଲାଗିଥିଲା। ଯାହାଫଳରେ ଦଳାଚକଟା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି।

Girl Dies
Girl Dies: ହସପିଟାଲ ଯାଉଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା...BMW ଜବତ

ନୋଏଡା ସେକ୍ଟର-୨୦ରେ ଏକ ବିଏମଡବ୍ଲୁ କାର ଏକ ସ୍କୁଟିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତା’ର ବାପା ଏବଂ ମାମୁଁ ଗୁରୁତର ଭାବେ ଆହତ ହୋଇଛନ୍ତି।

stampede
Mansa Devi Temple Stampede: ମନ୍ଦିରରେ ବଡ ଅଘଟଣ; ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ଥିବାରୁ ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ହୋଇଥିବା ୨୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

jet
Boeing Jet: ବୋଇଂ ବିମାନରେ ଲାଗିଲା ନିଆଁ, ଟେକ୍ ଅଫ୍ ବେଳେ ଅଗ୍ନିକାଣ୍ଡ

ଆମେରିକାର ଡେନଭର ଆନ୍ତର୍ଜାତିକ ବିମାନବନ୍ଦରରେ ବୋଇଙ୍ଗ 737 ମାକ୍ସ 8ର ଫ୍ଲାଇଟ 3023 ରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗିଥିଲା। ବିମାନରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ।

Bus
Peru Bus Accident: ଘାଟିରୁ ଖସିଲା ଡବଲ୍ ଡ଼େକର ବସ୍; ୧୮ ମୃତ, ଅନେକ ଆହତ

“ଏକ୍ସପ୍ରେସୋ ମୋଲିନା ଲିଡର ଇଣ୍ଟରନାସନାଲ” କମ୍ପାନୀ ଦ୍ବାରା ପରିଚାଳିତ ଡବଲ ଡେକର ବସ୍ ଜୁନୀନ ଅଞ୍ଚଳର ପାଲକା ଜିଲ୍ଲାର ପାହାଡିଆ ଅଞ୍ଚଳର ଏକ ଘାଟି ରାସ୍ତାରୁ ତଳକୁ ଖସି ପଡିବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି।

Students
Rajasthan School: ପଥର ଖଣ୍ଡ ଖସୁଥିବାର ପୂର୍ବରୁ ଶିକ୍ଷକଙ୍କୁ ଜଣାଇଥିଲୁ, ହେଲେ ଆମକୁ ଗାଳି କରିଥିଲେ: ଛାତ୍ରଙ୍କ ଅଭିଯୋଗ

ରାଜସ୍ଥାନର ଝାଲାୱାରରେ ପିପ୍ଲୋଦି ପ୍ରାଥମିକ ବିଦ୍ୟାଳୟରେ ଛାତରୁ ପଥର ଖଣ୍ଡ ଖସିବା ନେଇ ଛାତ୍ରମାନେ ଶିକ୍ଷକମାନଙ୍କୁ ଜଣାଇଥିଲେ, ହେଲେ, ଶିକ୍ଷକମାନେ ପିଲାମାନଙ୍କୁ ଗାଳି କରି ଶ୍ରେଣୀଗୃହରେ ବସିବାକୁ କହିଥିଲେ।

ACCIDENT
Daughter Died: ମାଆର ଏଇ ଛୋଟିଆ ଭୁଲ୍ ପାଇଁ ଚାଲିଗଲା ଝିଅର ଜୀବନ, ଏବେ କରୁଛି ଅନୁତାପ

ମାଆ ନିଜେ ଚପଲ ପିନ୍ଧି ଅନ୍ୱିକାର ସାଣ୍ଡାଲ ଉଠାଉଥିବା ବେଳେ ଅନ୍ବିକା ଜୋତା ରାକ୍ ଉପରେ ଠିଆ ହୋଇ ପାଖରେ ଥିବା ଝରକା ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲା। ଦୁର୍ଭାଗ୍ୟବଶତଃ, ସେ ସନ୍ତୁଳନ ହରାଇ ୧୨ ମହଲାରୁ ତଳକୁ ଖସି ପଡ଼ିଥିଲା। ମାଆ ତାକୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଧରି ପାରିନଥିଲେ।

school
Rajasthan School: ସ୍କୁଲ ଛାତ ଭୁଶୁଡି ୪ ମୃତ, ଅନେକ ଆହତ; ଭଗ୍ନାବଶେଷ ତଳେ ଖୋଜା ଚାଲିଛି ଜୀବନ

ରାଜସ୍ଥାନର ଝାଲାୱାରରେ ଏକ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି କିଛି ଫସି ରହିଥିବା ଅନୁମାନ କରାଯାଉଛି।

17 Tourists Rescued
17 Tourists Rescued: ଉଦ୍ଧାର ହେଲେ ଫସିଥିବା ୧୭ ପର୍ଯ୍ୟଟକ, ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ । ପର୍ଯ୍ୟଟକମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିବା ବେଳେ, ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ।

Accident
Accident: ୨ଜଣଙ୍କ ମୃତ୍ୟୁ, ଯାତ୍ରାରେ ସାମିଲ ଥିଲେ ୫୦୦ରୁ ଅଧିକ ଲୋକ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଯୋଗୁଁ ୫୦ରୁ ୬୦ ଜଣ ଲୋକ ହଠାତ ତଳେ ପଡ଼ିଯାଇଥିଲେ । ରଥ, ଡିଜେ ଓ ଲାଇଟ୍ ଲାଗିଥିବା ଗାଡ଼ିଗୁଡ଼ିକରେ କରେଣ୍ଟ ପ୍ରବାହ ହୋଇଥିଲା । ଘଟଣାସ୍ଥଳ ନିକଟରେ ଏକ ସରକାରୀ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟ ଓ ଲାଇବ୍ରେରୀ ମଧ୍ୟ ରହିଛି।

Bus Driver Arrested
Bus Driver Arrested: ୧୫ଜଣ ଆହତ, ୩ ଜଣ ଗୁରୁତର...ଦୁର୍ଘଟଣା ସମୟର ଭିଡିଓ ଭାଇରାଲ

ଦୁର୍ଘଟଣାସ୍ଥଳ ନିକଟରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ତୃତୀୟ କିମ୍ବା ଚତୁର୍ଥ ଥର ପାଇଁ ଏଭଳି ଦୁର୍ଘଟଣା ଘଟିଛି । ସେ କହିଛନ୍ତି, ଏହା ଭୟଙ୍କର ଥିଲା ମୁଁ ଏବେ ମଧ୍ୟ ମାନସିକ ଆଘାତରେ ଅଛି। ମୁଁ କେବଳ ଆହତ ଲୋକଙ୍କ ଓ ସେମାନଙ୍କ ପରିବାର ପାଇଁ ଦୁଃଖ ଅନୁଭବ କରୁଛି।

ଫସିଗଲେ ବିଧାୟକ
MLA stuck in Elevator: ଲିଫ୍ଟରେ ଫସିଗଲେ ୩ ବିଧାୟକ...୨୦ ମିନିଟ୍ ଯାଏଁ ଶ୍ୱାସରୁଦ୍ଧ

ଲିଫ୍ଟରେ ଫସିଗଲେ ୩ ବିଧାୟକ।୨୦ ମିନିଟ୍ ପର୍ଯ୍ୟନ୍ତ ଶ୍ୱାସରୁଦ୍ଧ ହୋଇଗଲେ। ପରେ ସଟର ଭଙ୍ଗାଗଲା, ସେମାନଙ୍କୁ ବାହାର କରାଗଲା। ଏହି ଘଟଣା ହେଉଛି ମୁମ୍ବାଇ ନିକଟ ପାଲଘର ଜିଲ୍ଲାର ଭସାଇ ଅଞ୍ଚଳର।

road accident
Road Accident: କାଉଡିଆଙ୍କୁ ପିଟିଲା ମିନିଟ୍ରକ

ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ମିନି ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ମହିଳା କାଉଡିଆଙ୍କ ପ୍ରାଣ । ନୟାଗଡ଼ କଲ୍ୟାଣପୁର ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୭ ଆହତ, ୪ ଜଣ AIIMS ସ୍ଥାନାନ୍ତର

Storm Turns Deadly
Storm Turns Deadly: ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୩୪ ମୃତ

ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍...ଦୁର୍ଘଟଣାରେ ୩୪ ମୃତ, ୧୧ ଉଦ୍ଧାର...ବୋଟରେ ଥିଲେ ୪୮ ପର୍ଯ୍ୟଟକ ଓ ୫ କ୍ରିଉ ମେମ୍ବର...ଏବେବି ଅନେକ ନିଖୋଜ, ରେସ୍କ୍ୟୁ ଅପରେସନ୍ ଜାରି...

ଶବକୁ ନେଇ ସନ୍ଦେହ
Suspicion over Dead Body: ରାସ୍ତାକଡ଼ରେ ପଡ଼ିଥିବା ଶବକୁ ନେଇ ସନ୍ଦେହ...ହତ୍ୟା ନା ଦୁର୍ଘଟଣା ?

ଶରୀରର ଅନ୍ୟ କୌଣସି ଜାଗାରେ ଆଘାତ ଲାଗିନାହିଁ । ଯଦି କୌଣସି ଗାଡି ମାଡିଯାଏ, ତାହା ହେଲେ ଶରୀରର ଅନ୍ୟ ଜାଗାରେ ମଧ୍ୟ ଆଘାତ ଲାଗିବାରେ ଯଥେଷ୍ଟ ସମ୍ଭାବନା ଥାଏ । ଖାଲି ସେତିକି ନୁହେଁ, ଭରସୁଜା-ପାଣ୍ଡେସରା ରାସ୍ତା କଡରେ ଶବ ପଡିଥିବା ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଅଛି । କୌଣସି ଗାଡି ଦୁର୍ଘଟଣା ଘଟାଇ, ସେଠୁ ଖସିଯାଇପାରିବ ନାହିଁ ।

fire
Iraq: ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଗଲେ ୫୦ରୁ ଉର୍ଦ୍ଧ୍ୱ ଲୋକ

ଇରାକରେ ଏକ ହାଇପରମାର୍କେଟରେ ଏକ ପାଞ୍ଚ ମହଲା ବିଶିଷ୍ଟ ମଲ୍‌ରେ ଅଗ୍ନିକାଣ୍ଡ ଘଟି ୫୦ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ପାଇଁ ତିନି ଦିନିଆ ଶୋକ ପାଳନ କରାଯିବ।

  • Thursday, 17 July 2025
  • Iraq
Accident
Accident: ମିନି ଟ୍ରକ୍‌ ଉପରେ ଓଲଟି ପଡ଼ିଲା ଆମ୍ବ ବୋଝେଇ ଟ୍ରକ୍‌: ୯ ମୃତ, ୧୧ ଗୁରୁତର

ଆମ୍ବ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହାପରେ ପାଖରେ ଥିବା ଏକ ମିନି ଟ୍ରକ୍‌ ସହ ଧକ୍କା ହୋଇଛି ଆମ୍ବ ବୋଝେଇ ଟ୍ରକ । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୧୧ ଜଣ ଗୁରୁତର ଥିବା ଜଣାପଡ଼ିଛି ।

Drink And Drive
Drink And Drive: ଆହତଙ୍କ ମଧ୍ୟରେ ୮ବର୍ଷର ଝିଅ, ପୋଲିସର ତଦନ୍ତ ଜାରି

ଆହତମାନେ ଦିନରେ ମଜୁରିଆ ଭାବେ କାମ କରୁଥିଲେ । ଘର ନଥିବାରୁ ରାତିରେ ସେମାନେ ଫୁଟପାଥରେ ଶୋଇପଡନ୍ତି । ଦୁର୍ଘଟଣା ଶନିବାର ରାତିରେ ହୋଇଛି ।

Gambhira Tragedy
Shocking Bridge Tragedy: ମନ୍ଦିରରେ ପହଞ୍ଚିବା ପୂର୍ବରୁ ନେଇଗଲା ଯମ, ପରିବାରର ଜଣେ ମହିଳା ସୌଭାଗ୍ୟକ୍ରମେ ବଞ୍ଚିଗଲେ

ସେ ନଦୀରେ ବୁଡୁଥିବା ଗାଡ଼ିକୁ ଧରି ରହିଯାଇଥିଲେ । ସେ ପ୍ରାୟ ଏକ ଘଣ୍ଟା ଧରି ଚିତ୍କାର କରି ତାଙ୍କ ପରିବାରଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ କାର ଲକ୍ ହୋଇଯାଇଥିବାରୁ ତାଙ୍କ ସ୍ୱାମୀ ରମେଶ ପଢ଼ିୟାର, ଝିଅ ବେଦିକା,ପୁଅ ନୈତିକ ଏବଂ ଅନ୍ୟ ପରିବାର ସଦସ୍ୟମାନେ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ।

Truck fell down
Truck full of beer fell down: ଧସିଲା ମାଟି, ଟ୍ରକ ଓଲଟି ରାସ୍ତା ସାରା ମଦର ବନ୍ୟା

ଧସିଲା ମାଟି, ତଳକୁ ଖସିଲା ମଦ ବୋଝେଇ ଟ୍ରକ । ଢାଳି ହୋଇଗଲା ପେଟି ପେଟି ମଦ । ହରିୟାଣାର  ଗୁରଗାଓଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଓ ହରିୟାଣାର ସ୍ଥିତି ବେହାଲ ହୋଇଛି ।

Accident In Us
Accident In Us: ହଲିଡେ ଟ୍ରିପରେ ଯାଇଥିଲେ, ଦୁର୍ଘଟଣାରେ ଜଳିଗଲେ

ଗୋଟିଏ ମିନି ଟ୍ରକ ଭୁଲ ଦିଗରେ ଆସି କାର୍‌କୁ ଧକ୍କା ଦେଇଥିଲେ। ମିନି ଟ୍ରକ ଏତେ ଜୋରରେ ପିଟି ହୋଇଥିଲା ଯେ କାରରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଭେଙ୍କଟ, ତାଙ୍କ ପତ୍ନୀ ଓ ଦୁଇ ପିଲା କାରରେ ଫସି ଯାଇଥିଲେ।

Train-van accident
School van hit by train: ଟ୍ରେନ୍‌ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ

ଟ୍ରେନ୍‌ ସହ ଧକ୍କା ପରେ ୫୦ ମିଟର୍ ଘୋଷାଡି ହୋଇଗଲା ସ୍କୁଲ ଭ୍ୟାନ । ୨ ମୃତ, ୧୦ରୁ ଅଧିକ ଗୁରୁତର । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା ।

Explosion
Fireworks Factory Explosion: ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଏକାଧିକ ଆହତ, ଧୂଆଁମୟ ଆକାଶ

ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଆହତଙ୍କ ସଂଖ୍ୟା ଅସ୍ପଷ୍ଟ ରହିଛି । ଗତ ଜୁଲାଇ ୧ରେ ଅନ୍ୟ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।