ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ: ମିଳିବ ଶୁଭଫଳ
Author: Tapaswini Nayak | Credit: canva
ନଡ଼ିଆ ଗଛ: ଘର ନିକଟରେ ନଡ଼ିଆ ଗଛ ଥିଲେ ଶୁଭ ହୋଇଥାଏ। ନଡ଼ିଆ ଗଛ ଘର ନିକଟରେ ଥିଲେ ପରିବାର ସଦ୍ୟସଙ୍କ ମାନ-ସମ୍ମାନ ବୃଦ୍ଧି ହୋଇଥାଏ।
Author: Tapaswini Nayak | Credit: canva
ବରଗଛ: ଘରର ପୂର୍ବ ଦିଗରେ ବର ଗଛ ଥିଲେ ଶୁଭ ହୋଇଥାଏ। ବର ଗଛରେ ଭଗବାନ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଘରର ପଶ୍ଚିମ ଦିଗରେ ବର ଗଛ ରହିଲେ ଅଶୁଭ ହୋଇଥାଏ।
Author: Tapaswini Nayak | Credit: canva
ଅଶୋକ ଗଛ: ବାସ୍ତୁ ଅନୁସାରେ ଘର ନିକଟରେ ଅଶୋକ ଗଛ ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
Author: Tapaswini Nayak | Credit: canva
ବେଲ ଗଛ: ବେଲ ଗଛ ଘର ନିକଟରେ ରହିଲେ ଶୁଭ ହୋଇଥାଏ। ବେଲ ଗଛର ପତ୍ରକୁ ଦେବ ଦେବ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥାଏ। ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।